କେନ୍ଦ୍ରାପଡ଼ା, ୨୪/୦୯/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବାସଂସ୍ଥା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରି ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷରୋପଣ କରିବା ସହିତ ମହାବିଦ୍ୟାଳୟ ପରିସରକୁ ସ୍ୱଛ ରଖିବାକୁ ପରାମର୍ଶ ଦେଇଥିଲେ । ଜାତୀୟ ସେବାସଂସ୍ଥାର ପ୍ରୋଗ୍ରାମ ଅଫିସର ପ୍ରଫେସର ପ୍ରମୋଦ କୁମାର ବେହେରାଙ୍କ ନେତୃତ୍ୱରେ ସେବାସଂସ୍ଥାର ସ୍ୱେଛାସେବୀମାନେ ମହାବିଦ୍ୟାଲୟ ପରିସରକୁ ସଫେଇ କରିବା ସହ ବୃକ୍ଷରୋପଣ …
Read More »Blog Layout
ଦିବ୍ୟଜୀବନ ସଂଘ ଶିବାନନ୍ଦ ଆଶ୍ରମରେ ଆଧ୍ୟାତ୍ମିକ ପକ୍ଷ ପାଳନ
ଗରାପୁର ଶିବାନନ୍ଦ ଆଶ୍ରମରେ ଚିଦାନନ୍ଦଙ୍କ ଜୟନ୍ତୀ ସମାରୋହ କେନ୍ଦ୍ରାପଡ଼ା, ୨୪/୦୯/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଦିବ୍ୟ ଜୀବନ ସଂଘ ପକ୍ଷରୁ ଅଧ୍ୟକ୍ଷା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚଳିତମାସ ୮ତାରିଖରେ ବିଶ୍ୱ ଦିବ୍ୟଜୀବନ ସଂଘର ପ୍ରତିଷ୍ଠାତା ସଦଗୁରୁଦେବ ସ୍ୱାମୀ ଶିବାନନ୍ଦ ମହାରାଜାଙ୍କ ୧୩୬ତମ ଜୟନ୍ତୀ ଠାରୁ ୨୪ତାରିଖ ସ୍ୱାମୀ ଚିଦାନନ୍ଦ ମହାରାଜଙ୍କ ଜୟନ୍ତୀ ପର୍ଯ୍ୟନ୍ତ ଦିବ୍ୟ ଆଧ୍ୟାତ୍ମିକ ପକ୍ଷ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରତ୍ୟେହ ନଗର ସଙ୍କୀର୍ତନ, ଗୁରୁ ପାଦପୂଜା, ଯୋଗାସନ, ଗୀତା ଓ ଭାଗବତ ପାରାୟଣ, ଅନ୍ନଯଜ୍ଞ, ନାମଯଜ୍ଞ, …
Read More »ଐତିହାସିକ ବଳଦ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ
ଭୁବନ ୨୪/୦୯/୨୦୨୩ (ଓଡ଼ିଶା ସମାଚାର)- ଭୁବନ ରେ ଐତିହାସିକ ତଥା ପାରମ୍ପରିକ ବଦଳ ଯାତ୍ରା ନିମନ୍ତେ ଜଗନ୍ନାଥ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବଳଦ ଯାତ୍ରା ଶାନ୍ତି କମିଟି ଆବାହକ ବିଶ୍ଵନାଥ ସାହୁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ବୈଠକରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ସମେତ ଦିଲ୍ଲୀପ କୁମାର ଦାସ,ନରେନ୍ଦ୍ର କୁମାର ସାହୁ,ନିରଞ୍ଜନ ପୃଷ୍ଟି, କୁଞ୍ଜ ବିହାରୀ ଚିନରା, ଭଗବାନ ଗୁରୁ , ରାମ ଚନ୍ଦ୍ର ନାୟକ ,କାଉନସିଲର ପପୁ କୁମାର ସାହୁ,ଅଜୟ କୁମାର ସେଠୀ,ନିରଞ୍ଜନ ଗୁରୁ, …
Read More »ଜଙ୍କିଆ ପଲ୍ଲୀ ଉତ୍ସବର ଷଷ୍ଠ ସଂନ୍ଧ୍ୟା
କଟକ ନୃତ୍ୟଶ୍ରୀ କଳା ଏକାଡ଼େମୀର କଳାକାରଙ୍କ ଡ଼ାଲଖାଇ ନୃତ୍ୟରେ ଦର୍ଶକ ବିମୋହିତ ନିରାକାରପୁର, ୨୪/୦୯/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧାଜିଲା ଜଙ୍କିଆ ଓଁ ଶ୍ରୀ ଗ୍ରୃପଦ୍ୱାରା ଅନୁଷ୍ଠିତ ଜଙ୍କିଆ ପଲ୍ଲୀ ଉତ୍ସବରେ ଆଜିର ଷଷ୍ଠ ସନ୍ଧ୍ୟାରେ ସଭାପତି କୃଷ୍ଣଚନ୍ଦ୍ର ନରେନ୍ଦ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥିଭାବେ ସାଂସଦ ଅପରଜିତା ଷଢଙ୍ଗୀ, ଜିଲା ବିଜେପି ସଭାପତି ରଶ୍ମୀ ରଞ୍ଜନ ମହାପାତ୍ର, ସମାଜସେବୀ କାଳୁ ଚରଣ ଖଣ୍ଡୟତରାୟ ଓ ସମାଜସେବୀ ସୁରେନ୍ଦ୍ରନାଥ ଜେନା ପ୍ରମୁଖ ଉପସ୍ଥିତ ରହି ପ୍ରାଚୀନ କଳା,ସଂସ୍କୃତିର ରକ୍ଷା ପାଇଁ ପଲ୍ଲୀ ଉତ୍ସବର ସୃଷ୍ଟି ବୋଲି …
Read More »ଗେଟ୍ ବଜାର ଗଣେଶ ପୂଜା କମିଟି ପକ୍ଷରୁ ସାଂସ୍କୃତିକ କାର୍ୟ୍ୟକ୍ରମ
ଖୋର୍ଦ୍ଧା,୨୪/୯/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ) – ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଗେଟ୍ ବଜାର ଗଣେଶ ପୂଜା କମିଟି ପକ୍ଷରୁ ପାଲା ଓ ସାଂସ୍କୃତିକ କାର୍ୟ୍ୟକ୍ରମ ଆଜି ସଂଧ୍ୟା ରେ ମହାଆଡମ୍ବରରେ ପାଳିତ ହୋଇଯାଇଅଛି। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ବିଜେଡି ଉପସଭାପତି ବିପିନ ଜୟସିଂହଙ୍କ ପୌରହିତ୍ୟରେ ଆୟୋଜିତ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ଭାବେ ନିରାକାରପୁର କଲେଜ ପରିଚାଳନା ସଭାପତି ଡଃ ସଂଜୟ କୁମାର ମହାପାତ୍ର ମୁଖ୍ୟ ବକ୍ତା ଭାବେ ନିରାକାରପୁର କଲେଜ ଇଂରାଜୀ ଅଧ୍ୟାପକ ଡଃ ମ୍ରୁତ୍ୟୁଞ୍ଜୟ ରଥ ସମ୍ମାନୀତ ଅତିଥି ଭାବେ ନିରାକାରପୁର …
Read More »” ଭାଗବତ ନରକୁ ନାରାୟଣ ସହ ଯୋଡ଼େ ” ଶ୍ରୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ ପାଳନ ଅବସରରେ ଭାଗବତ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ
ବାଲିଗୁଡା,୨୪/୯/୨୩(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓଡ଼ିଶା ପକ୍ଷରୁ କନ୍ଧମାଳ ଜିଲ୍ଲା ଶାଖା ଓ ବାଲିଗୁଡା ଖଣ୍ଡ ଆନୁକୂଲ୍ୟରେ ସ୍ଥାନୀୟ ଶିକ୍ଷା ନିକେତନ ପରିସରରେ ମହାପୁରୁଷ ଶ୍ରୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ ପାଳନ ଅବସରରେ ଭାଗବତ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଖିଳ ଭାରତୀୟ ସାହିତ୍ୟ ପରିଷଦ, କନ୍ଧମାଳର ଅଧ୍ୟକ୍ଷ ଡ଼ଃ ଚିତ୍ତ ରଞ୍ଜନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କ୍ଷେତ୍ରୀୟ ସଂଗଠନ ସମ୍ପାଦକ ନାରାୟଣ ନାୟକ ଯୋଗଦେଇ ଭାଗବତ ସମାଜ ଓ …
Read More »ସିଆରପିଏଫ ବାଟାଲିୟନ ତରଫରୁ ସ୍ୱାଧୀନତାର ଅମୃତ ମହୋତ୍ସବ
ବାଲିଗୁଡା,୨୪/୯/୨୩(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ୧୨୭ ସିଆରପିଏଫ ବାଟାଲିୟନ ତରଫରୁ ସ୍ୱାଧୀନତାର ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବାଲିଗୁଡା ବ୍ଲକ ଅଧିନସ୍ଥ ସୀତାପଡି, ଜକିକିଆ, ତଗାକିଆ, ମାଲୁମିଲା ମୁଣ୍ଡପାରହା, ବାଟାଗୁଡା ଓ ଦେଉଳପଙ୍ଗା ଗ୍ରାମରେ “ସ୍ୱାଧୀନତାର ଅମୃତ ମହୋତ୍ସବ” ଅଭିଯାନ ଅନ୍ତର୍ଗତରେ “ମେରୀ ମାଟି, ମେରା ଦେଶ” କାର୍ଯ୍ୟକ୍ରମ ଜରିଆରେ ଅମୃତ କଳସ ଯାତ୍ରା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସିଆରପିଏଫ ସଦସ୍ୟ ମାନେ ଉକ୍ତ ଗ୍ରାମର ବାସିନ୍ଦା, ସରପଞ୍ଚ ଓ …
Read More »ଗଣେଶ ଭସାଣି ଶୋଭାଯାତ୍ରାରେ ଦୁଲୁକିଲା ବଜାର
ନିରାକାରପୁର, ୨୪/୦୯/୨୦୨୩ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ବଜାରରେ ଆଜି ବିଭିନ୍ନ ପୂଜା ମଣ୍ଡପର ଭସାଣି ଶୋଭାଯାତ୍ରାରେ ଡି ଜେ ଶବ୍ଦରେ ପ୍ରକମ୍ପିତ ହୋଇଥିଲା ବଜାର। ବିଭିନ୍ନ ସାଂସ୍କୃତିକ ପରିବେଷିତ ପଟୁଆରରେ ଶହ ଶହ ଲୋକଙ୍କ ସମାଗମରେ ବଜାର ଟ୍ରାଫିକ କିଛି ସମୟ ପାଇଁ ଜାମ ହୋଇଯାଇଥିଲା। କିନ୍ତୁ ଏହି ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ବାହିନୀର ଦେଖା ନ ଥିଲା। ଚଳିତ ବର୍ଷ ବହୁ ବ୍ୟୟ ବହୁଳ ପୂଜା ହୋଇଥିବାବେଳେ ଭସାଣି ଶୋଭାଯାତ୍ରାରେ ବି ପୂଜା କମିଟି ଗୁଡିକ …
Read More »ଗେଟ ବଜାର ଗଣେଶ ପୂଜା ମଣ୍ଡପରେ ଶ୍ରୀ ସାଇ ଡ୍ୟାନସ ଗ୍ରୁପର ପାରମ୍ପରିକ ନୃତ୍ୟ ପରିବେଷଣ
ନିରାକାରପୁର, ୨୪/୦୯/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଗେଟ ବଜାର ଗଣେଶ ପୂଜା କମିଟି ଦ୍ବାରା ଆୟୋଜିତ ଗଣେଶ ପୂଜା ମଣ୍ଡପରେ ଆଜି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା। ନିରାକାରପୁର ଶ୍ରୀ ସାଇ ଡ୍ୟାନସ ଗ୍ରୁପର କଳାକାରମାନେ ଗୁରୁ ସଂଯୁକ୍ତା ରାଉତରାୟଙ୍କ ନେତୃତ୍ୱରେ ପାରମ୍ପରିକ ନୃତ୍ୟ ପରିବେଷଣ କରିଥିଲେ। ପରେ ପରେ ପାଲା ଗାୟକ ପ୍ରଶାନ୍ତ କୁମାର ପାଟ୍ଟଶାଣୀ ଓ ସାଥୀ ମାନେ ବେଶ୍ ଉଚ୍ଚ କୋଟୀର ପାଲା ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜୁ ଜନତା …
Read More »ବାରୁଆଁ (ବି ) ସେବା ସମବାୟ ସମିତି ଗୃହ ଉଦଘାଟିତ
ଗୋଦାମ ଓ ବ୍ୟାଙ୍କ ଗୃହ ପାଇଁ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ଭୁବନ , ୨୪/୦୯/୨୦୨୩ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ (ବି ) ପ୍ରାଥମିକ ସେବା ସମବାୟ ସମିତି ର ନୂତନ ଗୃହ ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଡ଼ିଆ ଭାଙ୍ଗି ନୂତନ ଗୃହକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ …
Read More »