Friday , July 19 2019
Breaking News
Home / Uncategorized

Uncategorized

କଳାହାଣ୍ଡି ଜିଲ୍ଲା ମହୁଲପାଟଣା ଉନ୍ନିତ ବିଦ୍ୟାଳୟରେ ତାଲା ପକାଇଲେ ଗାଁ ଲୋକେ

ଜୟପାଟଣା, ୨୩/୦୬/୨୦୧୯ (ଓଡ଼ିଶା ସମାଚାର/ସଂଜୟ ସିଂ)- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ମହୁଲ ପାଟଣା ଗ୍ରାମର ଜନସାଧାରଣ ଗ୍ରାମରେ ଥିବା ଉନ୍ନିତ ବିଦ୍ୟାଳୟ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି । ସୂଚନା ଅନୁସାରେ ଶଶିଧର ନାଏକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଭାବରେ ଯୋଗଦେବା ପାଇଁ ଆସିଥିଲେ କିନ୍ତୁ ଗ୍ରାମବାସୀ ତଥା କମିଟି ସଭାପତି ସମ୍ବାରୁମୁଦୁଲିତାଙ୍କୁଚରିତ୍ରହୀନ କହି ଯୋଗଦାନକୁ ବିରୋଧ କରି ବିଦ୍ୟାଳୟ କାର୍ଯ୍ୟାଳୟ ରେ ତାଲା ପକାଇ ଦେଇଛନ୍ତି । ପୂର୍ବରୁ …

Read More »

ଶରୀରକୁ ସମ୍ଭାଳ – ଶ୍ରୀ ଅଖଣ୍ଡ

  ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ସର୍ବଧର୍ମର ସମନ୍ୱୟର ଇଶ୍ୱର । ବିଭିନ୍ନ ଯୁଗରେ ପ୍ରକଟ ହୋଇଥିବା ଅବତାର ହେଉଛନ୍ତି ସ୍ୱୟଂ ଜଗନ୍ନାଥ । ତ୍ରେତୟାରେ ସେ ହିଁ ପୁରୁଷୋତମ ଶ୍ରୀରାମ ହୋଇ ପ୍ରକଟ ହୋଇ ରାବଣ ଓ ଅନ୍ୟାନ୍ୟ ଅସୁରକୁ ଶାନ୍ତ କରି ଧର୍ମ ସଂସ୍ଥାପନ କରିଥିଲେ । ଦ୍ୱାପର ଯୁଗରେ ଦେବକୀନନ୍ଦନ, ଗୋପୀରତ୍ନ ଓ ଯୋଶଦାକୋଳମଣ୍ଡନକାରୀ ଯୋଗେଶ୍ୱର ଶ୍ରୀକୃଷ୍ଣଙ୍କ ରୂପରେ ଉଭା ହୋଇ ଅନେକ ଲୀଳା ମାଧ୍ୟମରେ ସାରା …

Read More »

ପୁଲିସ-ପବ୍ଲିକ ମତବିନିମୟ : ଲାଗିବ ସିସି କ୍ୟାମେରା ଓ ଚିହ୍ନଟ ହେବ ବ୍ଲାକସ୍ପଟ୍

କଟକ, ୧୪/୦୬/୨୦୧୯ ( ଓଡ଼ିଶା ସମାଚାର)- କଟକ କମିଶନରେଟ ପୁଲିସ ପକ୍ଷରୁ ବୁଧବାର ପୁଲିସ ଏବଂ ବରିଷ୍ଠ ନାଗରିକଙ୍କ ମଧ୍ୟରେ ଏକ ମତବିନିମୟ କାର୍ଯ୍ୟକ୍ରମ ଏବଂ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ସିଡିଏ ସେକ୍ଟର-୬ ସ୍ଥିତ ଡିଏଭି ସ୍କୁଲ ପରିସରରେ ଆୟୋଜିତ ଏହି ବୈଠକରେ ପୁଲିସ କମିଶନର ସତ୍ୟଜିତ ମହାନ୍ତି ଅଧ୍ୟକ୍ଷତା କରିଥିଲେ । ବିଶେଷ କରି ସହରରେ ବୃଦ୍ଧି ପାଉଥିବା ଅପରାଧ, ଦୁର୍ଘଟଣା, ମହିଳାଙ୍କ ସୁରକ୍ଷା, ଜବରଦଖଲ, …

Read More »