Thursday , December 1 2022
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି (page 10)

ପର୍ଯ୍ୟଟନ ଓ ସଂସ୍କୃତି

କଟକ ଗଡଖାଇରେ ନିର୍ମାଣ ହେଲା ପରିଦର୍ଶକ ପ୍ରୋତ୍ସାହନ କେନ୍ଦ୍ର ଓ ସଂଗ୍ରହାଳୟ

କଟକ ସଦର, ୦୫/୦୨/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କଟକ ସହରର ଐତିହ୍ୟ ସହିତ ଜଡିତ ଗଡଖାଇର ସୈ।ନ୍ଦର୍ଯ୍ୟକଳଣ ପାଇଁ ଓଟିଡିସି(ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ) ଆଗେଇ ଆସିଛି।ନିଗମ ପକ୍ଷରୁ ଗଡଖାଇ ନିକଟରେ ପର୍ଯ୍ୟଟନ ପ୍ରୋତ୍ସାହନ କେନ୍ଦ୍ର (ଟୁରିଷ୍ଟ ଫ୍ୟାସିଲିଟି ସେଣ୍ଟର) ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଆସନ୍ତା ମାର୍ଚ୍ଚ ମାସରେ କାର୍ଯ୍ୟକ୍ଷମ ହେଵାକୁ ଯାଉଛି। ଏଥିସହିତ ୫ କୋଟି ଟଙ୍କା ବ୍ୟୟ ଅଟକଳରେ ସଂଗ୍ରହାଳୟ ସହିତ ପର୍ଯ୍ୟଟକଙ୍କ ଵସିଵା ପାଇଁ ୫ ଟି ସୁନ୍ଦର ମୁକ୍ତାକାଶ ଚଉତରା ଏବଂ ଅତ୍ୟାଧୁନିକ ଶୈ।ଚାଳୟ ତିଆରି କରାଯାଇଛି। ଉକ୍ତ …

Read More »

ସଖୀବଟ ପାଇଁ ନିରଞ୍ଜନ ବାବୁ ଅମର ହୋଇଗଲେ

କେନ୍ଦ୍ରାପଡ଼ା,୨୭/୧/୨୦୨୨ (ଓଡ଼ିଶା ସମାଚାର)- ନିରବାବୁ ଥିଲେ ସଖୀବଟର ବାଇମୁଣ୍ଡି । ତାଙ୍କର ନିଷ୍ଟାପର ଉଦ୍ୟମ ଯୋଗୁଁ ସଖୀବଟ ଏକ ମଠରୁ ଏକ କ୍ଷେତ୍ରରୂପେ ପ୍ରସିଦ୍ଧି ଲାଭ କରିବା ସେଙ୍ଗ ସେଙ୍ଗ ଓଡିଶା ସରକାରଙ୍କ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇପାରିଛି । ସଖୀବଟର ଆଧ୍ୟାତ୍ମିକ ଓ କାୟିକ ବିକାଶ ନିମନ୍ତେ ନିର ବାବୁଙ୍କ ଅତୁଳନୀୟ ଅବଦାନ ନିମନ୍ତେ ସେ ସବୁଦିନ ପାଇଁ ଜନମାନସରେ ସ୍ମରଣ ରହିବେ ବୋଲି ଗୁପ୍ତକ୍ଷେତ୍ର ସଖୀବଟର ପ୍ରାକୃତିକ ପରିବେଶ ମଧ୍ୟରେ ବରିଷ୍ଠ ପ୍ରଶାସକ ତଥା ସମାଜସେବୀ ସ୍ୱର୍ଗତ ନିରଞ୍ଜନ ସାହୁଙ୍କ ଦ୍ୱାଦଶାହ …

Read More »

ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ପୀଠ ରେ କରୋନା କଟକଣା ମଧ୍ୟରେ  ପୁଷ୍ୟାଭିଷେକ ପାଳନ

ନିଶ୍ଚିନ୍ତକୋଇଲି,୧୭/୦୧/୨୦୨୨(ଓଡିଶା ସମାଚାର /ଅଭୟ ଜେନା )- ନେମାଳ ସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ପୀଠ ରେ କରୋନା କଟକଣା ମଧ୍ୟରେ ପୁଷ୍ୟାଭିଷେକ ଉତ୍ସବ ପାଳନ ହେଉଛି  । କରୋନା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ପୀଠ ଚତୁଃର୍ପାର୍ଶ୍ୱ ରେ ୧୪୪ ଧାରା ଜାରି କରାଯାଇଛି ।  ନେମାଳ ଥାନା ପୋଲିସ ପକ୍ଷରୁ ଗହଳି କରାନଯିବାକୁ କୁହାଯାଉଛି । ବିଧିରକ୍ଷା ନିମନ୍ତେ ଆନୁସଙ୍ଗିକ ପୂଜା ଓ ପଗଡି ଶୋଭାଯାତ୍ରା ଅନୁଷ୍ଠିତ ହେଉଛି । ଉଲ୍ଲେଖନୀୟ ଯେ, ବିଗତ ଦୁଇ ବର୍ଷ ହେବ କରୋନା ନିମନ୍ତେ ପୀଠ ରେ …

Read More »

ସ୍ଥାୟୀ ସଂସ୍କୃତି ଅଧିକାରୀ ଓ ପ୍ରତ୍ୟେକ ମାସରେ କଳାକାର ଭତା ପ୍ରଦାନ ପାଇଁ ଜିଲ୍ଲା କଳା ସଂସ୍କୃତି ସଂଘର ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୧୦/୧/୨୦୨୨ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାରେ ସ୍ଥାୟୀ ଜିଲ୍ଲା ସଂସ୍କୃତି ଅଧିକାରୀ ନିଯୁକ୍ତି ଏବଂ ପ୍ରତ୍ୟେକ ମାସରେ କଳାକାର ଭତା ପ୍ରଦାନ ଦାବିରେ ଜିଲ୍ଲା କଳା ସଂସ୍କୃତି ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ସୋମବାର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଗତ ୧୯୯୫ମସିହା ଠାରୁ କେନ୍ଦ୍ରାପଡା ଜିଲ୍ଲାରେ କୌଣସି ସ୍ଥାୟୀ ଜିଲ୍ଲା ସଂସ୍କୃତି ଅଧିକାରୀ ନାହାନ୍ତି । ଫଳରେ ଜିଲ୍ଲା ସଂସ୍କୃତି ବିଭାଗର କାର୍ଯ୍ୟ ସଠିକ ଭାବରେ ଓ ନିର୍ଦ୍ଧିଷ୍ଟ ସମୟରେ ହୋଇପାରୁନାହିଁ …

Read More »

ଜାନୁଆରୀ ୨ ରୁ ୧୧ ପର୍ଯ୍ୟନ୍ତ ପର୍ୟ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ୍ , କୁମ୍ଭୀର ଗଣନା ଆଜି ଆରମ୍ଭ

ରାଜନଗର,୬/୧/୨୦୨୨ (ଓଡ଼ିଶା ସମାଚାର)- ଆଜିଠାରୁ ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ ହେବ। ଭିତରକନିକା ଜାତୀୟ ଉଦ୍ୟାନ ଭିତର ଓ ବାହାରେ ଥିବା ନଦୀନାଳ ଗୁଡିକରେ କୁମ୍ଭୀର ମାନଙ୍କର ଗଣନା କରାଯିବ । ଏହି ଗଣନାରେ ୨୨ଟି ଟିମ ନିୟୋଜିତ ହେବେ । ପ୍ରତି ଟିମ୍ ରେ ୪ ରୁ ୫ ଜଣ କର୍ମଚାରୀ ରହିବେ । ଗଣନାରେ ନିୟୋଜିତ କର୍ମଚାରୀଙ୍କୁ ପୂର୍ବରୁ ଟ୍ରେନିଂ ଦିଆଯାଇଛି । କୁମ୍ଭୀର ବିଶାରଦ ଡା ସୁଧାକର କରଙ୍କ ନେତୃତ୍ୱରେ ବନ କର୍ମଚାରୀମାନଙ୍କୁ ନେଇ କୁମ୍ଭୀର ଗଣନା କରାଯିବ । …

Read More »

ଚିଲିକାରେ ପକ୍ଷୀ ଗଣନା ଆରମ୍ଭ , ଦିନ ୧ ଟା ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ୱର,୪/୧/୨୦୨୨ (ଓଡ଼ିଶା ସମାଚାର)- ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ଚିଲିକା ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ସମଗ୍ର ଚିଲିକାରେ ଦେଶୀ-ବିଦେଶୀ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି। ଏହି ଗଣନା କାର୍ୟ୍ୟରେ ୧୯ ଟି ଡଙ୍ଗା ସହ ବନ୍ୟପ୍ରାଣୀ ବିଭାଗର ଅଧିକାରୀ ଓ କର୍ମଚାରୀ, ପକ୍ଷୀ ବିଷାରଦ , ପକ୍ଷୀ ସୁରକ୍ଷା ବାହିନୀ , ଏବଂ ପକ୍ଷୀ ସୁରକ୍ଷା ସଂଗଠନର କର୍ମକର୍ତ୍ତା ସାମିଲ ହୋଇଛନ୍ତି । ତେବେ ପକ୍ଷୀ ଗଣନା ପାଇଁ ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅଧିନରେ ଥିବା ୫ ଟି ରେଞ୍ଜ ଚିଲିକା, …

Read More »

ଆଜି ଖୋଲିବ ନନ୍ଦନକାନନ

ଭୁବନେଶ୍ୱର,୪/୧/୨୦୨୨ (ଓଡ଼ିଶା ସମାଚାର)- ଓମିକ୍ରନ୍ ସଂକ୍ରମଣକୁ ଆଖି ଆଗରେ ରଖି ନନ୍ଦନକାନନର ଉଭୟ ଉଦ୍ୟାନକୁ ଗତ ଡିସେମ୍ବର ୩୦ ତାରିଖରୁ ଜାନୁୟାରୀ ୩ତାରିଖ ପର୍ୟ୍ୟନ୍ତ ବନ୍ଦ କରି ଦିଆଯାଇଥିଲା । ଆଜି ଠାରୁ ଉଭୟ ଉଦ୍ୟାନ ଖୋଲିବ । ନନ୍ଦନକାନନକୁ ବୁଲିବାକୁ ଆସୁଥିବା ପର୍ୟ୍ୟଟକମାନେ ନନ୍ଦନକାନନର ୱେବସାଇଟ ମାଧ୍ୟମରେ ଅନଲାଇନ ଓ ଅଫଲାଇନରେ ଟିକେଟ ବୁକ କରି କୋଭିଡ୍ର ସମସ୍ତ ନିୟମ ମାନି ବୁଲିପାରିବେ । କିନ୍ତୁ ବଣଭୋଜି କରିବାକୁ ଚଳିତ ମାସ ୩୧ ତାରିଖ ପର୍ୟ୍ୟନ୍ତ ବନ୍ଦ ବାରଣ କରାଯାଇଛି । ପୂର୍ବରୁ …

Read More »

ଆଜିଠୁ ୨ ଦିନ ବନ୍ଦ ରହିବ ଶିମିଳିପାଳ

ମୟୂରଭଞ୍ଜ,୦୪/୧୨/୨୦୨୧(ଓଡ଼ିଶା ସମାଚାର)- ସମ୍ଭାବ୍ୟ ବାତ୍ୟା “ଜୱାଦ’କୁ ଦୃଷ୍ଟିରେ ରଖି ଆଜିଠୁ ୨ ଦିନ ବନ୍ଦ ରହିବ ଶିମିଳିପାଳ  ।  ୪ ଓ ୫ ତାରିଖ ୨ ଦିନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ । ବାତ୍ୟାକୁ ଦୃଷ୍ଟିରେ ରଖି ଶିମିଳିପାଳ କର୍ତୃପକ୍ଷ ଏହି ଘୋଷଣା କରିଛନ୍ତି । ୪ ଓ ୫ ତାରିଖ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ  । ବାତ୍ୟାକୁ ଦୃଷ୍ଟିରେ ରଖି ଶିମିଳିପାଳ କର୍ତୃପକ୍ଷ ଏହି ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, ବେଙ୍ଗାପସାଗରରେ ଘନିଭୂତ ହୋଇଥିବା ଅବପାତ ଆଜି …

Read More »

ସମ୍ଭାବ୍ୟ ବାତ୍ୟା କାରଣରୁ କୋଣାର୍କ ଉତ୍ସବ ୨୦୨୧ ଓ ଆନ୍ତର୍ଜାତିକ ବାଲୁକା କଳା ଶିଳ୍ପ ପ୍ରଦର୍ଶନୀ ବନ୍ଦ ରହିଲା

ଭୁବନେଶ୍ୱର , ୦୩/୧୨/୨୦୨୧ (ଓଡ଼ିଶା ସମାଚାର)-ଗତ ଡ଼ିସେମ୍ବର ପହିଲା ରେ ଆରମ୍ଭ ହୋଇଥିଲା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ କୋଣାର୍କ ଉସôବ ୨୦୨୧ ଓ ଆନ୍ତର୍ଜାତିକ ବାଲୁକା କଳା ଶିଳ୍ପ ପ୍ରଦର୍ଶନୀ । ହେଲେ ସମ୍ଭାବ୍ୟ ବାତ୍ୟା ଯୋଗୁ ଏହି ଦୁଇଟି ଉତ୍ସବକୁ ପର୍ଯ୍ୟଟନ ବିଭାଗ ବନ୍ଦ ରଖିବାକୁ ନିଷ୍ପତି ଗ୍ରହଣ କରିଛନ୍ତି । ମହାମାରୀ କରୋନା ଭୂତାଣୁ ଯୋଗୁ ବନ୍ଦ ରହିଥିବା ଏହି ଦୁଇଟି ଉତ୍ସବ ଚଳିତ ବର୍ଷ ବହୁ ଆଶା ଆଶଙ୍କା ମଧ୍ୟରେ ଆରମ୍ଭ କରାଯାଇଥିଲା । ହେଲେ ସମ୍ଭାବ୍ୟ ବାତ୍ୟା …

Read More »

ପାରାଦୀପ ବନ୍ଦର ପକ୍ଷରୁ ବୋଇତ ବନ୍ଦାଣ ଓ ବନ୍ଦର ଦିବସ ପାଳିତ

ପାରାଦୀପ,୨୦/୧୧/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ଶୁକ୍ରବାର ଦିନ ପବିତ୍ର କାର୍ତୀକ ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଦାଣ ଓ ବନ୍ଦର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବନ୍ଦର ମେରାଇନ୍ ସାଇଟ୍ ଅଫିସ୍ ଠାରେ ଏକ ଭବ୍ୟ ସମାରୋହ କୋଭିଡ୍ ନିୟମାବଳୀ ପାଳନ ସହିତ ଆୟୋଜିତ ହୋଇଥିଲା । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ବନ୍ଦରର ଅଧ୍ୟକ୍ଷ ପି.ଏଲ୍.ହାରାନାଦ୍ ଯୋଗ ଦେଇ ବନ୍ଦର ପତାକା ଉତୋଳନ କରିଥିଲେ । ଏହା ପରେ ପୂଜା ହୋମରେ ଯୋଗ ଦେଇ ପବିତ୍ର କଳସ ସାତ …

Read More »