Wednesday , January 19 2022
Breaking News
Home / କ୍ରୀଡ଼ା (page 5)

କ୍ରୀଡ଼ା

କୋଠପଦା ମିନି ଷ୍ଟାଡିୟମ ଉନ୍ନତିକରଣ ପାଇଁ ଭୂମି ପୂଜନ ଅନୁଷ୍ଠିତ

  ମାହାଙ୍ଗା,  ୦୧/୦୯/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )- ବଦଳିଯିବ କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର କୋଠପଦା ଠାରେ ଥିବା ମିନି ଷ୍ଟାଡିୟମର ରୂପରେଖ । ଗ୍ରାମାଞ୍ଚଳରେ ନିର୍ମିତ ଏହି ଷ୍ଟାଡିୟମର ଉନ୍ନତିକରଣ ପାଇଁ ଏହା ମଧ୍ୟରେ ଷାଠିଏ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଯୋଗାଇଦିଆଯାଇଛି । ବୁଧବାର ପୂର୍ବାହ୍ନରେ ଏହି ମିନି ଷ୍ଟାଡିୟମ  ଉନ୍ନତିକରଣ କାର୍ୟ୍ୟର ଭୂମି ପୂଜନ ସମ୍ପନ୍ନ ହୋଇଥିଲା । ସ୍ଥାନୀୟ ପଞ୍ଚାୟତ ସମିତି …

Read More »

ଗୋପବନ୍ଧୁ କ୍ରିଡା ସଂସଦ ପକ୍ଷରୁ ଜାତୀୟ କ୍ରୀଡା ଦିବସ ପାଳିତ

ଜନ୍ମ ଦିନ ରେ ଧ୍ୟାନଚାନ୍ଦ ଙ୍କୁ ମନେ ପକାଇଲେ କ୍ରୀଡାବିତ୍ ପାରାଦୀପ ୩୦/୦୮/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ବନ୍ଦର ର ଗୋପବନ୍ଧୁ ୍ର କ୍ରୀଡା ସଂସଦ ପକ୍ଷରୁ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ଏହି ଅବସର ରେ ରବିବାର ଦିନ ଗୋପବନ୍ଧୁ ଷ୍ଟାଡିୟମ ପରିସର ରେ ଏକ ସମାରୋହ ଆୟୋଜିତ ହୋଇଥିଲା । ଏହି ସମାରୋହ ରେ ମୁଖ୍ୟ ଅତିଥି ଭାବେ ଗୋପବନ୍ଧୁ କ୍ରୀଡା ସଂସଦ ର କାର୍ଯ୍ୟକାରୀ ସଭାପତି …

Read More »

କନ୍ଧମାଳ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ:  ୩-୦ ଗୋଲରେ ଡଙ୍ଗରପଡ଼ା ଦଳ ବିଜୟୀ

ବାଲିଗୁଡା,୩୦/୦୮/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଗୋଷ୍ଠୀ ଖେଳ ପଡ଼ିଆ ଠାରେ ଚଳିତ ମାସ ୧୯ ତାରିଖ ଠାରୁ ଆରମ୍ଭ ହୋଇ ଥିବା ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ରବିବାର ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ରେ ଜିଲ୍ଲାର ୧୬ ଟି ଫୁଟବଲ ଦଳ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ଖେଳରେ ବାଲିଗୁଡ଼ା ବ୍ଳକ ଅନ୍ତର୍ଗତ ସିନ୍ଦ୍ରିଗାଁ …

Read More »

କନ୍ଧମାଳ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ଉଦଘାଟିତ 

ବାଲିଗୁଡା,୨୦/୦୮/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଗୋଷ୍ଠୀ ଖେଳ ପଡିଆ ଠାରେ କନ୍ଧମାଳ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ଉଦଘାଟନ ହୋଇଯାଇଛି । ଏଥିରେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସିମନବାଡ଼ି ସରପଞ୍ଚ ପ୍ରତିନିଧି ପରମେ ପ୍ରଧାନ, ବିଧାୟକ ପ୍ରତିନିଧି ଦୀପକ ସାହୁ, ଦାରିଙ୍ଗବାଡ଼ି ବନାଞ୍ଚଳ ଅଧିକାରୀ ସତୀଶ …

Read More »

ଭୁବନେଶ୍ୱରରେ ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍

ଭୁବନେଶ୍ୱର,୧୭/୦୮/୨୦୨୧(ଓଡ଼ିଶା ସମାଚାର)- ଭୁବନେଶ୍ୱରରେ ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍ । ବିମାନବନ୍ଦରରେ ଟିମ୍ ପହଂଚିବା ପରେ କ୍ରୀଡାମନ୍ତ୍ରୀଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଖେଳାଳିଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦେଇଥିଲେ । ଓଡ଼ିଶା ସରକାର ଏହି ଖେଳାଳିମାନଙ୍କୁ ଲୋକସେବା ଭବନ କନଭେନସନ ହଲ୍ ରେ ସ୍ବତନ୍ତ୍ର ସମ୍ବର୍ଦ୍ଧନା କରିବେ । ହୋଟେଲ୍ ରେ ମଧ୍ୟ ଖେଳାଳିଙ୍କ ରହିବାଠାରୁ ଖାଇବା ପର୍ୟ୍ୟନ୍ତ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଖେଳାଳିଙ୍କୁ ଓଡ଼ିଶା ମାଟିରେ …

Read More »

ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଫ୍ରିଡମ ରନ-୨୦୨୧ର ଆୟୋଜନ

କେନ୍ଦ୍ରାପଡ଼ା, ୧୨/୦୮/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଫ୍ରିଡମ ରନ-୨୦୨୧ର ଆୟୋଜନ କରାଯାଉଛି । ସ୍ୱାଧୀନତାର ୭୫ବର୍ଷ ପାଳନକୁ କେନ୍ଦ୍ର ସରକାର ଆଜାଦିକା ଅମୃତ ମହୋତ୍ସବ ଭାବରେ ପାଳନ କରୁଥରବା ପରିପ୍ରେକ୍ଷୀରେ ନେହେରୁ ଯୁବକେନ୍ଦ୍ର ସଂଗଠନ ପକ୍ଷରୁ  ଫିଟ ଇଣ୍ଡିଆ ଓ ଫ୍ରିଡମ ରନ ଭଳି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଗତବର୍ଷ ମାର୍ଚ୍ଚ ୧୨ତାରିଖରେ ଆଜାଦିକା ଅମୃତ ମହୋତ୍ସବ ଉଦଘାଟନ ପର୍ବ ଉପକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର …

Read More »

ହକି ଖେଳାଳିଙ୍କୁ ଆର୍ଥିକ ପୁରସ୍କାର

ଭୁବନେଶ୍ୱର,୧୨/୦୮/୨୦୨୧(ଓଡ଼ିଶା ସମାଚାର)- ଟୋକିଓ ଅଲମ୍ପିକ୍ସରେ ଭାଗ ନେଇ ଓଡିଶା ଫେରିଥିବା ୪ ଓଡିଆ ହକି ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିବା ସହିତ ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି । ବ୍ରୋଂଚ ପଦକ ନେଇ ଫେରିଥିବା ପୁରୁଷ ହକିଦଳର ଦୁଇ ଖେଳାଳିଙ୍କୁ ଅଢେଇ କୋଟି ଟଙ୍କା ଲେଖାଁଏ ଓ ଦୁଇ ମହିଳା ହକି ଖେଳାଳିଙ୍କୁ ୫୦ଲକ୍ଷ ଟଙ୍କାଏ ପ୍ରଦାନ କରାଯାଇଛି । ପୁରସ୍କାର ରାଶି ପ୍ରଦାନ …

Read More »

କେନ୍ଦ୍ରାପଡା ପୌରାଂଚଳକୁ ମୁଖ୍ୟମନ୍ତ୍ରୀଙ୍କ ଇନଡୋର ଷ୍ଟାଡିୟମ ଭେଟି -ସ୍ୱାଗତ କଲେ କ୍ରୀଡ଼ାବିତ

କେନ୍ଦ୍ରାପଡ଼ା, ୧୦/୦୮/୨୦୨୧(ଓଡ଼ିଶା ସମାଚାର)- କ୍ରୀଡା ଜଗତରେ କେନ୍ଦ୍ରାପଡା ଜିଲ୍ଲାର ଖେଳାଳୀମାନଙ୍କ ବହୁ ସୁନାମ ରହିଆସିଛି । ସେମାନଙ୍କ ପ୍ରତିଭାକୁ ଅଧିକ ପ୍ରଷ୍ଫୁଟିତ କରିବା ପାଇଁ କ୍ରୀଡ଼ା ଭିତିଭୁମି ବିକାଶର ଆବଶ୍ୟକତା ରହିଛି । ତାହାକୁ ଅନୁଭବ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ସହରକୁ ଏକ ବହୁମୁଖି ଇନଡୋର ଷ୍ଟାଡିୟମ ଭେଟି ଦେଇଛନ୍ତି । ଏହି ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ୯କୋଟି ୫୫ଲକ୍ଷ ଟଙ୍କାର ଅନୁଦାନକୁ ରାଜ୍ୟ କ୍ୟାବିନେଟ …

Read More »

ପୂର୍ବତନ ଫୁଟବଲ ଖେଳାଳୀ ପ୍ରକାଶ ମିଶ୍ରଙ୍କ ବିୟୋଗ ରେ ଶୋକସଭା

ପାରାଦୀପ ୦୩/୦୮/୨୦୨୧(ଓଡ଼ିଶା ସମାଚାର)- ଚାକିରୀ ରୁ ଅବସର ନେବାର ମାସକ ପରେ ଅର୍ଥାତ ଜୁଲାଇ ୩୧ ତାରିଖ ରେ ପାରାଦୀପ ବନ୍ଦର ର ଅବସରପ୍ରାପ୍ର ଲୋକ ସଂପର୍କ ଅଧିକାରୀ ତଥା ପୂର୍ବତନ ଫୁଟବଲ୍ ଖେଳାଳି ପ୍ରକାଶ ଚନ୍ଦର ମିଶ୍ରଙ୍କ ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ହେବ କର୍କଟ ରୋଗ ରେ ପିଡୀତ ହୋଇ ଚିକିତ୍ସିତ ହେଉଥିଲେ । ସେ ପାରାଦୀପ ବନ୍ଦର ର ଜଣେ ଦକ୍ଷ ଫୁଟବଲ୍ ଖେଳାଳୀ …

Read More »

କେନ୍ଦ୍ରାପଡା ପୌରାଂଚଳରେ ମଲଟି ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ବିଧାୟକଙ୍କ ଦାବି

କେନ୍ଦ୍ରାପଡ଼ା,୨୩/୦୬/୨୦୨୧(ଓଡ଼ିଶା ସମାଚାର)-ରାଜ୍ୟର ସର୍ବପୁରାତନ ପୌରସଂସ୍ଥା ହେଉଛି କେନ୍ଦ୍ରାପଡା । ଏହି ପୌରାଂଚଳରେ କ୍ରୀଡାର ବିକାଶ ପାଇଁ  ଏକ ମଲଟି ପରପୋଜ ଇନଡୋର ଷ୍ଟାଡିୟମ ନିର୍ମାଣ ନିମନ୍ତେ କେନ୍ଦ୍ରାପଡାବାସୀଙ୍କ ପକ୍ଷରୁ ବିଧାୟକ ଶଶୀଭୂଷଣ ବେହେରା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି । ମଙ୍ଗଳବାର ଜିଲ୍ଲାପାଳଙ୍କ ୱସୱାନ ଗୃହରେ ଅନୁଷ୍ଠିତ ଭିଡିଓ କନଫରେନ୍ସିଂରେ ଯୋଗଦେଇ ବିଧାୟକ ଶ୍ରୀ ବେହେରା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏହି ଦାବି ଉପସ୍ଥାପନ କରିଥିଲେ । ଭୁବନେଶ୍ୱରରୁ ମୁଖ୍ୟମନ୍ତ୍ରୀଙ୍କ …

Read More »