Wednesday , January 19 2022
Breaking News
Home / କ୍ରୀଡ଼ା (page 4)

କ୍ରୀଡ଼ା

୫ଟି ସଚିବଙ୍କ ପୁରୀଗସ୍ତ – ଷ୍ଟାଡିୟମ ପ୍ରକଳ୍ପର ସମୀକ୍ଷା 

ଭୁବନେଶ୍ୱର/ପୁରୀ,୧୪/୧୦/୨୦୨୧(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶକ୍ରମେ ୫ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ.ପାଣ୍ଡିଆନ ପୁରୀ ଗସ୍ତକରି ର୍ନିମାଣାଧୀନ ଷ୍ଟାଡିୟମ ପରିଦର୍ଶନ କରିବା ସହ ର୍ନିମାଣ କାର୍ଯ୍ୟର ତଦାରଖ କରିଛନ୍ତି  । ସେ କାର୍ଯ୍ୟର ସମୀକ୍ଷା କରିବା ସହ ଯଥାଶୀଘ୍ର ସଂପୂର୍ଣ୍ଣ କରିବାକୁ ନିର୍ଦ୍ଧେଶ ଦେଇଥିଲେ । ଏହି ଅବସରରେ ସେ କହିଥିଲେ ଯେ, ପୁରୀକୁ ଏକ ବିଶ୍ୱ ସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ  …

Read More »

୭ମ ପାରଦୀପ ମର୍ଣ୍ଣିଙ୍ଗ କ୍ଲବ୍ ଫୁଟବଲ୍ ଟୁର୍ଣ୍ଣାମେଂଟ ଆରମ୍ଭ

ପାରାଦୀପ,୦୯/୧୦/୨୦୨୧(ଓଡ଼ିଶା ସମାଚାର)-  ଶନିବାର ଦିନ ପାରାଦୀପ ଗୋପବନ୍ଧୁ ଷ୍ଟାଡିୟମ୍ ପରିସରରେ ୭ମ ପାରଦୀପ ମର୍ଣ୍ଣିଙ୍ଗ କ୍ଲବ୍ ଫୁଟବଲ୍ ଟୁର୍ଣ୍ଣାମେଂଟ ଉଦଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ପାରାଦୀପ ବନ୍ଦରର ମୁଖ୍ୟ ଅର୍ଥପରାମର୍ଶଦାତା ତଥା ଗୋପବନ୍ଧୁ କ୍ରୀଡା ସଂସଦର ସଭାପତି ଧର୍ମେନ୍ଦ୍ର ନାଥ ସୋନ୍ଧି ଯୋଗଦେଇ ଏହି ଟୁର୍ଣ୍ଣାମେଂଟ କୁ ଉଦଘାଟନ୍  କରିଥିଲେ । କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡା. ଦୂର୍ଗା ପ୍ରସାଦ ସେଠୀ, ଡେପୁଟି କନଜରଭେଟର୍ ଅଲେଖ ଚନ୍ଦ୍ର …

Read More »

ଆଇଜିକେ ପକ୍ଷରୁ କରାଟେ ବେଲ୍ଟ ଟେଷ୍ଟ ଅନୁଷ୍ଠିତ

ପାରାଦୀପ ୦୩/୧୦/୨୦୨୧(ଓଡ଼ିଶା ସମାଚାର)- ଦେଶର ଅଗ୍ରଣୀ କରାଟେ ଅନୁଷ୍ଠାନ ଇଂଟରନ୍ୟାସନାଲ ଗୋସୋ କୋ ରିଓ କରାଟେ ଡୋ ଆସୋସିଏସନ୍ ରାଜ୍ୟ ଶାଖା ପକ୍ଷରୁ ପାରାଦୀପ ର ଗୋପବନ୍ଧୁ ଷ୍ଟାଡିୟମ୍ ପରିସର ରେ ରବିବାର ଦିନ କରାଟେକା ମାନଙ୍କର ବେଲ୍ଟ ଟେଷ୍ଟ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଶାଖା ସଂପାଦକ ତଥା ମୁଖ୍ୟ ପ୍ରଶିକ୍ଷକ ସଂଜୟ ଶାହା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଏହି ବେଲ୍ଟ ଟେଷ୍ଟ ଆୟୋଜିତ ହୋଇଥିଲା । …

Read More »

ଆରଏସପିର ସେଲ୍ ହକି ଏକାଡେମୀ ପାଇଁ ୧୮ଜଣ ନୂତନ କ୍ୟାଡେଟ୍ ଚୟନ

ରାଉରକେଲା, ୦୧/୧୦/୨୦୨୧(ଓଡ଼ିଶା ସମାଚାର)- ସେଲ୍ ରାଉରକେଲା ଇସ୍ପାତ କାରଖାନା ଦ୍ୱାରା ପରିଚାଳିତ ସେଲ୍ ହକି ଏଳାଡେମୀରେ ନାମଲେଖା ପାଇଁ ୧୮ ଜଣ କ୍ୟାଡେଟ୍ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ରେ ସେପ୍ଟେମ୍ବର ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ମନୋନୟନ ପରୀକ୍ଷାରେ ଯୋଗ୍ୟତା ହାସଲ କରିଛନ୍ତି । ଦେଶର ବିଭିନ୍ନ ଭାଗରୁ ପ୍ରାୟ ୧୬୮ ଜଣ ହକି ପ୍ରତିଭା ଏହି ଅଂଚଳର ଅନ୍ୟତମ ସର୍ବପୁରାତନ ହକି ଗୁରୁକୁଳ ରୂପେ ବିଦିତ …

Read More »

ହକିକୁ ଅଲବିଦା କଲେ ବ୍ରୋଞ୍ଜ ପଦକ ବିଜେତା ବିରେନ୍ଦ୍ର ଲାକ୍ରା

ନୂଆଦିଲ୍ଲୀ / ଭୁବନେଶ୍ୱର,୩୦/୦୯/୨୦୨୧(ଓଡ଼ିଶା ସମାଚାର)- ଭାରତୀୟ ପୁରୁଷ ହକି ଟିମର ଷ୍ଟାର ଡିପେଣ୍ଡର ତଥା ଓଡିଆ ପୁଅ ବିରେନ୍ଦ୍ର ଲାକ୍ରା ହକିକୁ ଅଲବିଦା କଲେ । ଏ ନେଇ ହକି ଇଣ୍ଡିଆ ଟ୍ବିଟ୍ କରି ସୂଚନା ଦେଇଛି । ଟୋକିଓ ଅଲିମ୍ପିକ ଟିମର ସଦସ୍ୟ ତଥା ବ୍ରୋଞ୍ଜ ପଦକ ବିଜେତା ବିରେନ୍ଦ୍ର ଲାକ୍ରା ଆଜି ବିଧିବଦ୍ଧ ଭାବେ ଭାରତୀୟ ଜାତୀୟ ହକି ଟିମରୁ ଅବସର ଘୋଷଣା କରିଛନ୍ତି । ଓଡ଼ିଶା …

Read More »

ଶିବଶଙ୍କର ସ୍ମାରକୀ ଜିଲ୍ଲା ସ୍ତରୀୟ ଦ୍ୱିତୀୟ ବାର୍ଷିକ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟନ

ବାଲିଗୁଡା,୨୬/୦୯ /୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ସିନ୍ଦ୍ରିଗାଁ ଗ୍ରାମପଞ୍ଚାୟତ ପାଶେରପଡା ଠାରେ ଶିବଶଙ୍କର ସ୍ମାରକୀ ଜିଲ୍ଲା ସ୍ତରୀୟ ଦ୍ୱିତୀୟ ବାର୍ଷିକ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟନ ହୋଇଯାଇଛି। ପ୍ରଥମ ଦିନ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ନିୟୁ ସୋନି ସ୍ପୋର୍ଟସ ପ୍ରୋପାଇଟର ତଥା ବାଲିଗୁଡ଼ା ବ୍ଲକ  ବିଜୁ ଯୁବ ଜନତା ଦଳର ସମ୍ପାଦକ ରଞ୍ଜନ କୁମାର ନାୟକ, ସମ୍ମାନିତ ଅତିଥି ଭାବେ ସନ୍ତୋଷ …

Read More »

ଜିଲ୍ଲା ସ୍ତରୀୟ ଫିଟ ଇଣ୍ଡଆ ଫ୍ରିଡମ ରନରେ କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟର ଯୋଗଦାନ

କେନ୍ଦ୍ରାପଡ଼ା, ୨୧/୦୯/୨୦୨୧(ଓଡ଼ିଶା ସମାଚାର)- ଭାରତ ସ୍ୱାଧୀନତାର ୭୫ବର୍ଷ ପୂର୍ତି ଅବସରରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଇଛାପୁର ରଥଦାଣ୍ଡରେ ଅନୁଷ୍ଠିତ ଫିଟ ଇଣ୍ଡିଆ ଫ୍ରିଡମ ରନରେ କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟର ଛାତ୍ରମାନେ ଯୋଗଦେଇଥିଲେ । ଶ୍ରୀବଳଦେବଜୀଉଙ୍କ ମାଉସୀ ମା ମନ୍ଦିର ଠାରୁ ଶ୍ରୀଜୀଉଙ୍କ ମନ୍ଦିର ପର୍ଯ୍ୟନ୍ତ ଅନୁଷ୍ଠିତ ଦୈାଡରେ ଛାତ୍ରମାନେ ଯୋଗଦେଇ କୃତିତ୍ୱ ଅର୍ଜ୍ଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହେମନ୍ତ …

Read More »

ଗୋଖରା ନିମିଷ୍ଟାଡିୟମ ର ଶୁଭଶିଳାନ୍ୟାଶ ଉତ୍ସଵ

ନିଶ୍ଚିନ୍ତକୋଇଲି ୧୧/୦୯/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )- ନେମାଳ ସ୍ଥିତ ଗୋଖରା ମିନିଷ୍ଟାଡିୟମ୍  ର ଶୁଭ ଶିଳାନ୍ୟାଶ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ତଥା ପ୍ରାକ୍ତନ ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଯୋଗଦେଇ ଏହି ଷ୍ଟାଡିୟମ ହେବା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ କ୍ରୀଡାର ବିକାଶ ହୋଇପାରିବ ଓ ବିଧାୟକ ଙ୍କ ଏକବର୍ଷ ର ସମସ୍ତପାଣ୍ଠିକୁ ଷ୍ଟାଡିୟମ ପାଇଁ ଖର୍ଚ୍ଚ କରାଯିବ …

Read More »

ପାରାଦୀପ ବନ୍ଦର ସ୍ପୋର୍ଟ୍ସ କାଉନସିଲ୍ ପକ୍ଷରୁ କ୍ରୀଡାଶିକ୍ଷା ନବୀସ ଚୟନ ପ୍ରକ୍ରିୟା ସମାପ୍ତ

ପାରାଦୀପ ୧୧/୦୯/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ବନ୍ଦର ସ୍ପୋର୍ଟ୍ସ କାଉନସିଲ୍ ପକ୍ଷ ରୁ ଆରମ୍ଭ ହୋଇଥିବା କ୍ରୀଡାଶିକ୍ଷା ନବୀସ ଚୟନ ପ୍ରକ୍ରିୟା ସମାପ୍ତ ହୋଇଛି । ଭଲିବଲ୍, କ୍ରିକେଟ୍, ଫୁଟବଲ୍ ଓ ଆଥଲେଟିକ୍ ବିଭାଗ ରେ ମୋଟ ୩୬୯ ଜଣ ପ୍ରତିଯୋଗୀ ଏହି ଦୁଇ ଦିନିଆ ଶିବିର ରେ ଅଂଶଗ୍ରହଣ କରିଥିଲେ । ଶିବିର ରୁ ମୋଟ୍ ୨୫ ଜଣ କ୍ରୀଡାବିତ୍ ବିଭିନ୍ନ ବର୍ଗ ରେ ଚୟନ ହୋଇଥିବା ପାରାଦୀପ ବନ୍ଦର ଲୋକ …

Read More »

ପ୍ରମୋଦ ଭଗତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର,୧୧/୦୯/୨୦୨୧(ଓଡ଼ିଶା ସମାଚାର)- ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ପାରା ବ୍ୟାଡମିଂଟନ ଖେଳାଳି ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା ଅବସରରେ ମୁଖ୍ୟମନ୍ତ୍ରୀ ପ୍ରମୋଦଙ୍କୁ ୬ କୋଟିର ଚେକ୍ ପ୍ରଦାନ କରିଥିଲେ । ଏଥିସହ ପ୍ରମୋଦଙ୍କୁ ଗ୍ରେଡ୍ ଏ ପାହ୍ୟାର ସରକାରୀ ଚାକିରୀ …

Read More »