Wednesday , January 19 2022
Breaking News
Home / କ୍ରୀଡ଼ା (page 3)

କ୍ରୀଡ଼ା

ରତ୍ନପ୍ରସାଦ ସ୍ମାରକୀ ରାଜ୍ୟ ସ୍ତରୀୟ କବାଡି ପ୍ରତିଯୋଗିତା ଉଦଯାପିତ : ଭଞ୍ଜନଗର ଦଳ ଚମ୍ପିୟାନ

ବାଲିଗୁଡା,୦୯/୧୧/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ଓଡିଶାର ସୁନାମ ଧନ୍ୟ କ୍ରୀଡାବିତ ରତ୍ନପ୍ରସାଦ ସିଂଦେଓ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ବାଲିଗୁଡା କବାଡି ସଂଘ ପକ୍ଷରୁ ବାଲିଗୁଡା ମିନିଷ୍ଟାଡିୟମ ରେ ଚଳିତ ୫ ତାରିଖରୁ ଚାଲିଥିବା ରତ୍ନପ୍ରସାଦ ସିଂଦେଓ ସ୍ମାରକୀ ରାଜ୍ୟ ସ୍ତରୀୟ କବାଡି ପ୍ରତିଯୋଗିତା ମଙ୍ଗଳବାର ଉଦଯାପିତ ହୋଇଯାଇଛି କ୍ଷ ଏଥିରେ ମୁଖ୍ୟ ଅତିଥିଭାବେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ସମ୍ମାନିତ ଅତିଥି ଭାବେ ବାଲିଗୁଡା ଉପଜ଼ିଲ୍ଲାପାଳ ଡ଼.ଶୁଭଙ୍କର ମହାପାତ୍ର ବାଲିଗୁଡା …

Read More »

ଉସୁମା ପ୍ରିମିୟମ ଲିଗ୍ ଉଦଯାପିତ

କଟକ, ୯/୧୧/୨୦୨୧(ଓଡ଼ିଶା ସମାଚାର)- କଟକ ଜିଲ୍ଲା ଉଷୁମା ପ୍ରିମିୟମ ଲିଗ୍ ୫ ଟି ଟିମିକୁ ନେଇ ଖେଳ ହୋଇଥିଲା ।  ଏହି ଖେଳରେ ବିଜେତା ହେଲା ଉଷୁମ ସୁପର କିଙ୍ଗ  ଓ ହାରିଲା ଊସୁମା ରୟାଲ । ଉଷୁମା ଗ୍ରାମ ପଞ୍ଚାୟତର ସରପଞ୍ଚ ଯଚିନ୍ଦ୍ର କୁମାର ସାହୁ ବିଜେତା ଟିମିକୁ ପୁରସ୍କାର ପ୍ରଦାନ କରିଥିଲେ । ଏହି ଖେଳରେ ବିକାଶ,ପରିଦା, ବିନାଶ ପରିଡ଼ା, ଅବିନାଶ ପ୍ରଧାନ, ପ୍ରଶାନ୍ତ ସାହୁ, ବିବାକାନନ୍ଦ …

Read More »

ବନ୍ଦର ଅଧ୍ୟକ୍ଷ ପି.ଏଲ୍.ହାରାନାଦ୍ ଙ୍କ ଦ୍ୱାରା ଯୋଗ ଶିବିର ଉଦଘାଟିତ

ପାରାଦୀପ,୦୨/୧୧/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ବନ୍ଦର ପକ୍ଷରୁ ଏକ ଯୋଗ ଶିବିର ଉଦଘାଟିତ ହୋଇଯାଇଛି । ବନ୍ଦର ଅଧ୍ୟକ୍ଷ ପି.ଏଲ୍.ହାରାନାଦ୍ ଏହି ଶିବିରକୁ ଉଦଘାଟନ କରିଥିଲେ । ଯୋଗ କେବଳ ବ୍ୟାୟାମ୍ ପାଇଁ ଉଦ୍ଧିଷ୍ଟ ନୁହେଁ ବରଂ ଏହା ନିଜ ନିଜ କ୍ଷେତ୍ରରେ ପ୍ରତ୍ୟେକ ବ୍ୟକ୍ତିର ଶାରିରୀକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭିବୃଦ୍ଧି ପାଇଁ ଅଧିକ ଲାଭଦାୟକ ବୋଲି ମୁଖ୍ୟଅତିଥି ଶ୍ରୀ ହାରାନାଦ୍ କହିଥିଲେ । ଏହି ଯୋଗ ଶିବିର ଭର୍ଚୁଆଲ୍ …

Read More »

ତାଳଦଣ୍ଡା କେନାଲ ଵନ୍ଧ ରାସ୍ତାରେ ମୁକ୍ତାକାଶ ଜିମ୍ ସୁବିଧା

କଟକ ସଦର , ୨୮/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକର ଯୋବ୍ରା ଆନିକଟ ଠାରୁ ରାଣୀହାଟ ପୋଲ ପର୍ୟ୍ୟନ୍ତ ତାଳଦଣ୍ଡା କେନାଲ ଵନ୍ଧ ରାସ୍ତାର ଉନ୍ନତିକରଣ ସାଙ୍ଗକୁ ସୈ।ନ୍ଦର୍ୟ୍ୟକରଣ କାର୍ୟ୍ୟ ସରିଥିଲା ଵେଳେ ଏଵେ ସେଠାରେ ଲୋକଙ୍କ ସୁବିଧା ପାଇଁ ମୁକ୍ତାକାଶ ଜିମ୍ ସୁବିଧା ଉପଲବ୍ଧ ହେଵାକୁ ଯାଉଛି। ପ୍ରକାଶ ଯେ ପୂର୍ତ୍ତ ବିଭାଗ ଓ ମହାନଗର ନିଗମ ର ମିଳିତ ଉଦ୍ୟମରେ ଅର୍ଵାନ ଡେଭଲପମେଣ୍ଟ ଦ୍ୱାରା ଏହି କାର୍ୟ୍ୟ …

Read More »

ବି.ସି.ସି.ଆଇ. ମହିଳା ଚ୍ୟାଲେଞ୍ଜ ଟ୍ରଫି ପାଇଁ ମନୋନୀତ ଶୁଭ୍ରାଙ୍କୁ କୋଚ ସୁବାଷଙ୍କ ଅଭିନନ୍ଦନ

କେନ୍ଦ୍ରାପଡ଼ା, ୨୮/୧୦/୨୦୨୧(ଓଡ଼ିଶା ସମାଚାର)- ଭାରତୀୟ କ୍ରୀକେଟ କଂଟ୍ରୋଲ ବୋର୍ଡ(ବି.ସି.ସି.ଆଇ.) ଦ୍ୱାରା ଆୟୋଜିତ ୧୯ବର୍ଷରୁ କମ ମହିଳା ଚ୍ୟାଲେଞ୍ଜର ଟ୍ରଫି କ୍ରୀକେଟ ଟୁର୍ଣ୍ଣାମେରେ ଖେଳିବା ପାଇଁ ଶୁଭ୍ରା ନିର୍ଝରିଣୀ ସ୍ୱାଇଁ ମନୋନୀତ ହୋଇଥିବାରୁ କେନ୍ଦ୍ରାପଡାର ଶୁଭ୍ରାଙ୍କ କୋଚ ସୁବାଷ ସାହୁ ତାଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି । ଗତ ୨୦୧୫ ମସିହାରୁ ୨୦୧୯ ପର୍ଯ୍ୟନ୍ତ କେନ୍ଦ୍ରାପଡାର “ସୁବାଷ -୧୧ ଓମେନସ କ୍ରୀକେଟ ଟିମ”ର ସଦସ୍ୟ ଭାବରେ ଶୁଭ୍ରାକୁ କୋଚ ସୁବାଷ …

Read More »

ଜାତୀୟ ଯୋଗାସନ କ୍ରୀଡା ପାଇଁ ରାଜ୍ୟରୁ ୮୭ ପ୍ରତିଯୋଗୀ ମନୋନୀତ

ଭୁବନେଶ୍ୱର,୨୫/୧୦/୨୦୨୧(ଓଡ଼ିଶା ସମାଚାର)- ଯୋଗାସନ ସ୍ପୋର୍ଟ ଆସୋସିଏସନ, ଓଡିଶା ହେଉଛି ଜାତୀୟ ଯୋଗାସନ କ୍ରୀଡା ସଂଘର ଓଡିଶା ଶାଖା, ଏହା ଭାରତ ସରକାରଙ୍କର କ୍ରୀଡା ବିଭାଗ ଦ୍ବାରା ମାନ୍ୟତା ପ୍ରାପ୍ତ । ଯୋଗକୁ ଲୋକ ପ୍ରିୟ କରିବା ପାଇଁ ଗତ ବର୍ଷ ଭାରତ ସରକାର ଯୋଗକୁ କ୍ରୀଡା ଭାବେ ମାନ୍ୟତା ପ୍ରଦାନ କରିଛନ୍ତି । ଏହି ପଞ୍ଚ ଦିବସୀୟ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସବ୍ବଜୁନିଅର, ଜୁନିଅର, ସିନିୟର, ବର୍ଗର ଉଭୟ ବାଳକ ଓ …

Read More »

ଆଇଜିକେ ପକ୍ଷରୁ କରାଟେ ଶିକ୍ଷାର୍ଥୀଙ୍କୁ ବେଲ୍ଟ ପ୍ରଦାନ

ପାରାଦୀପ ୨୫/୧୦/୨୦୨୧(ଓଡ଼ିଶା ସମାଚାର)- ଇଂଟରନ୍ୟାସନାଲ୍ ଗୋସୋକୋ-ରିଓ ଡୁ ଆସୋସେସନ୍ ପକ୍ଷରୁ ସୋମବାର ଦିନ  ବେଲ୍ଟ ଟେଷ୍ଟରେ ଉତୀର୍ଣ୍ଣ ହୋଇଥିବା ସଫଳ କରାଟେକାମାନଙ୍କୁ ବେଲ୍ଟ ପ୍ରଦାନ ସମାରୋହ ଆୟୋଜିତ ହୋଇଥିଲା । ରାଜ୍ୟ ସଂପାଦକ ତଥା ମୁଖ୍ୟକୋଚ୍ ସଂଜୟ ସହାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚଳିତ ବେଲ୍ଟ ଟେଷ୍ଟରେ ସାରାନ୍ସ କୁମାର, ସ୍ରିଷ୍ଟି ସିଂହ୍ ଓ ବୈଷ୍ଣବୀ ହାନ୍ସଦା କୃତିତ୍ୱର ସହ ବ୍ଲାକ୍ ବେଲ୍ଟ ହାସଲ କରିଛନ୍ତି । ସେହିପରି ଅନ୍ୟ ତିରିଶ …

Read More »

ଋତୁପର୍ଣ୍ଣା ପଣ୍ଡା ପାଇବେ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର,୨୫/୧୦/୨୦୨୧(ଓଡ଼ିଶା ସମାଚାର)- ବ୍ୟାଡମିଂଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା ପାଇବେ ଏକଲବ୍ୟ ପୁରସ୍କାର  । ଇମ୍ଫା ପରିଚାଳିତ “ଇମ୍ଫାକ୍ଟ’ ଦ୍ୱାରା ୧୯୯୩ରେ ପ୍ରତିଷ୍ଠିତ ସମ୍ମାନଜନକ ଏକଲବ୍ୟ ପୁରସ୍କାର ୨୦୨୧ବର୍ଷ ପାଇଁ ଋତୁପର୍ଣ୍ଣାଙ୍କୁ ମିଳିବ  । ଏକଲବ୍ୟ ପୁରସ୍କାର ଜୁରୀ କମିଟିରେ ଋତୁପର୍ଣ୍ଣାଙ୍କ ନାଁ ଚୟନ କରାଯାଇଛି । ପୁରସ୍କାର ସ୍ୱ୍ୱରୂପ ଋତୁପର୍ଣ୍ଣାଙ୍କୁ ନଗଦ ୫ ଲକ୍ଷ ଟଙ୍କା ଏବଂ ମାନପତ୍ର ମିଳିବ  । ସେହିଭଳି ଫୁଟବଲ୍ ଖେଳାଳି ପ୍ୟାରୀ ଖାଖା ଓ …

Read More »

ବରିଷ୍ଠ ଓ କନିଷ୍ଠ ମହିଳା ହକି ଦଳ ଚୂଡ଼ାନ୍ତ

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ଏକାଦଶତମ ହକି ଇଣ୍ଡିଆ ଜାତୀୟ ପ୍ରତିଯୋଗିତା ନିମନ୍ତେ ବରିଷ୍ଠ ଓ କନିଷ୍ଠ ମହିଳା ଦଳ ଚୂଡ଼ାନ୍ତ ହୋଇଛି । ଚଳିତ ମାସ ୨୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଉତରପ୍ରଦେଶର ଝାନ୍ସୀ ଠାରେ ବରିଷ୍ଠ ମହିଳା ଜାତୀୟ ହକି ପ୍ରତିଯୋଗିତା ଏବଂ ଚଳିତ ମାସ ୨୦ରୁ ୨୯ ତାରିଖ ପର୍ଯ୍ୟନ୍ତ ଝାରଖଣ୍ଡର ସିମ୍ଡେଗା ଠାରେ କନିଷ୍ଠ ମହିଳା ଜାତୀୟ ହକି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଉଭୟ ପ୍ରତିଯୋଗିତାରେ …

Read More »

ତରଡିପାଳରେ ଭଲିବଲ ଖେଳାଳିଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇର ଧୋୟାଳକୁ ଏକଦା ଭଲିବଲ ଖେଳର ଏନ୍ତୁଡିଶାଳ କୁହାଯାଉଥିଲା । ବିଶେଷକରି ତରଡିପାଳ, ଅମୃତମଣୋହି, ଅଳପୁଆ ଓ ଅଣ୍ଡରା ପ୍ରଭୃତି ଗ୍ରାମପଂଚାୟତର ଏକାଧିକ ଯୁବକ ଭଲିବଲ ଖେଳରେ ପାରଦର୍ଶିତା ଦେଖାଇ ସରକାରୀ ଚାକିରୀରେ ଅବସ୍ଥାପିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସ୍ୱର୍ଗତ ପ୍ରଫୁଲ୍ଲ ବିଶ୍ୱାଳ ଥିଲେ ଅନ୍ୟତମ । ତାଙ୍କର ଅକାଳ ବିୟୋଗରେ ତରଡିପାଳ ଗ୍ରାମ ସମେତ ପଟ୍ଟାମୁଣ୍ଡାଇ ଓ ବରୀ ଅଂଚଳର …

Read More »