Wednesday , January 19 2022
Breaking News
Home / କ୍ରୀଡ଼ା (page 2)

କ୍ରୀଡ଼ା

ଏସ୍ କେ ପି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; ଏନ୍ ଟି ଏସ ମାଝୀ ପଡ଼ା ଦଳ ଚମ୍ପିୟାନ

କନ୍ଧମାଳ,୧୬/୧୨/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ) :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ପଞ୍ଚାୟତ ସିତିକାପଟି ଖେଳ ପଡିଆ ଠାରେ ଏସ କେ ପି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏଥିରେ ମୂଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗ ଦେଇଥିଲେ, ସମ୍ମାନୀତ ଅତିଥି ଭାବେ ଫିରିଙ୍ଗିଆ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲାଲ୍ ନନ୍ଦ ପ୍ରଧାନ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାରତୀ ମଲିକ, କନ୍ଧମାଳ ସାଂସଦ ପ୍ରତିନିଧି …

Read More »

ଜାତୀୟ ଯୋଗାସନ ପ୍ରତିଯୋଗୀତା ପାଇଁ କେନ୍ଦ୍ରାପଡାରୁ ୬ ମନୋନିତ

କେନ୍ଦ୍ରାପଡ଼ା,୧୫/୧୨/୨୦୨୧(ଓଡ଼ିଶା ସମାଚାର)- ଜାତୀୟ ଯୋଗାସନ କ୍ରୀଡା ମହାସଂଘ ପକ୍ଷରୁ ଗୁଜୁରାଟ ଯୋଗାସନ କ୍ରୀଡା ସଂଘ ସହାୟତାରେ ଚଳିତ ଡିସେମ୍ବରମାସ ୧୭ତାରିଖରୁ ୧୯ତାରିଖ ପର୍ଯ୍ୟନ୍ତ ଗୁଜୁରାଟର ଅହମଦାବାଦ୍ ଠାରେ ଥିବା ଲକୁଲିସ ଯୋଗ ବିଶ୍ୱ ବିଦ୍ୟାଳୟ ପରିସରରେ ହେବାକୁ ଥିବା ଜାତୀୟ ଯୋଗାସନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ପାଇଁ କେନ୍ଦ୍ରାପଡା ଜିଲ୍ଲାର ୬ଜଣ ପ୍ରତିଯୋଗୀ ମନୋନିତ ହୋଇଛନ୍ତି । ସେମାନେ ହେଉଛନ୍ତି କେନ୍ଦ୍ରାପଡା ବ୍ଲକର ଅମିତା ସ୍ୱାଇଁ ଓ ଦିପ୍ତିମୟୀ ଭୋଳ, …

Read More »

୪୨ମୈାଜା ସ୍ୱର୍ଣ୍ଣଦେଵୀ ଫୁଟବଲ କ୍ଲବ ଚମ୍ପିୟାନ

କଟକ, ୧୪/୧୨/୨୦୨୧(ଓଡ଼ିଶା ସମାଚାର)- ଗଣ୍ଡରପୁର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଆୟୋଜିତ ଆମନ୍ତ୍ରଣୀୟ ଫୁଟବଲ ଟୁର୍ନାମେଣ୍ଟରେ ୪୨ ମୈାଜା ଅନ୍ତର୍ଗତ ଵଉଳକୁଦ ଗ୍ରାମ ମା ସ୍ୱର୍ଣ୍ଣଦେଵୀ ଫୁଟବଲ କ୍ଲବ ଚମ୍ପିୟାନ ହୋଇଛି। ଏହି ପ୍ରତିଯୋଗିତାରେ ଷୋହଳଟି ଦଳ ଭାଗ ନେଇଥିବା ବେଳେ ଫାଇନାଲରେ ଗୋଠପୁର ଫୁଟବଲ କ୍ଲବ କୁ ୧–୦ ଗୋଲ୍ରେ ପରାସ୍ତ କରି ଦେଇଥିଲା । ଦୀନବନ୍ଧୁ ଦାସ ଏହି ଗୋଲ୍ ଦେଇଥିଲେ । ସେ ମଧ୍ୟ ସମ୍ପୁର୍ଣ୍ଣ …

Read More »

ଓଡିଶା ଟେନିସବଲ୍ କ୍ରିକେଟ ଦଳରେ କେନ୍ଦ୍ରାପଡାରୁ ୩ ମନୋନୀତ

କେନ୍ଦ୍ରାପଡ଼ା, ୧୪/୧୨/୨୦୨୧(ଓଡ଼ିଶା ସମାଚାର)- ୨୬ତମ ସବ୍ ଜୁନିୟର ଜାତୀୟସ୍ତରୀୟ ଟେନିସ ବଲ୍ କ୍ରିକେଟ ଚାମ୍ପିଆନସିପ୍ (ବାଳକ ବିଭାଗ) ଚଳିତ ବର୍ଷ ଲକ୍ଷ୍ନୌର ବରବାଙ୍କିଠାରେ ଚଳିତ ମାସ ୧୬ ତାରିଖଠାରୁ ଆରମ୍ଭ ହୋଇ ୧୯ ତାରିଖରେ ଶେଷ ହେବ । ଓଡିଶା ଟେନିସ ବଲ୍ କ୍ରିକେଟ ଆସୋସିଏସନ ପକ୍ଷରୁ ଏକ ୧୪ ଜଣିଆ ଦଳ ଏହି ଖେଳରେ ଯୋଗ ଦେବା ପାଇଁ ମଙ୍ଗଳବାର ଭୁବନେଶ୍ୱରରୁ ଲକ୍ଷ୍ନୌକୁ ଯାତ୍ରା କରିବେ । ଏହି …

Read More »

ମହାବୀର ଫୁଟବଲ୍ ପ୍ରତିଯୋଗିତା ଉଦଘାଟିତ

ବାଲିଗୁଡା,୧୫/୧୧ /୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ସିପାଞ୍ଜିର୍ ଠାରେ ମହାବୀର ଫୁଟବଲ୍ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ପ୍ରଥମ ତଥା ଉଦଘାଟନ ମ୍ୟାଚରେ ମୁଖ୍ୟ ଅତିଥି ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବାଲିଗୁଡ଼ା ପୂର୍ବତନ ଏନ୍ ଏସି ଅଧକ୍ଷ ତଥା ବାଲିଗୁଡ଼ା ନଗର ସାଂସଦ ପ୍ରତିନିଧି …

Read More »

କଳିଙ୍ଗ ଷ୍ଟାଡିୟମ ରେ ଜୁନିଅର ହକି ବିଶ୍ୱକପ୍ ୨୪ରୁ – ଭାରତୀୟ ଟିମ୍ ରେ ୩ ଓଡିଆ

ଭୁବନେଶ୍ୱର ,୧୩/୧୧/୨୦୨୧(ଓଡ଼ିଶା ସମାଚାର)- ଆସନ୍ତା ୨୪ ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଜୁନିଅର ହକି ବିଶ୍ୱକପ୍ । ଏହା ପୂର୍ବରୁ ଜୁନିୟର ବିଶ୍ୱକପ୍ ହକି ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ଏହି ଦଳରେ ୩ଜଣ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି । ବିବେକ୍ ସାଗର ପ୍ରସାଦଙ୍କ ନେତୃତ୍ୱାଧୀନ ଏହି ଟିମରେ ସୁନିଲ ଜୋଜୋ, ସୁଦୀପ ଚିରିମାକୋ ଓ ଅଭିଷେକ ଲାକ୍ରା ସ୍ଥାନ …

Read More »

ପ୍ରମୋଦ ଭଗତଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ / ଭୁବନେଶ୍ୱର ,୧୩/୧୧/୨୦୨୧(ଓଡ଼ିଶା ସମାଚାର)- ଟୋକିଓ ପାରା ଅଲିମ୍ପିକ୍ସରେ ସ୍ବର୍ଣ୍ଣପଦକ ଜିତିଥିବା ଓଡ଼ିଶାର ପ୍ରମୋଦ ଭଗତଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଛି । ଆଜି ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରମୋଦ ଭଗତଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ସେହପରି ଟୋକିଓ ଅଲିମ୍ପିକ୍ସରେ ସର୍ଣ୍ଣପଦକ ଜିତିଥିବା ନୀରଜ ଚୋପ୍ରାଙ୍କୁ ମଧ୍ୟ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଛି । …

Read More »

ଯୋଗ ମଣିଷର ଐଶ୍ୱରିକ ଶକ୍ତି ଜାଗ୍ରତ କରାଇ ଥାଏ : ଶ୍ରୀମା

ଜାଭିୟର ସ୍କୁଲରେ ଯୋଗ ପ୍ରତିଯୋଗିତା କେନ୍ଦ୍ରାପଡ଼ା, ୧୧/୧୧/୨୦୨୧(ଓଡ଼ିଶା ସମାଚାର)- ଯୋଗାସନର ଅନେକ ଗୁଡିଏ ଉପକାରିତା ରହିଛି । ଏହା ମଣିଷକୁ ସୁସ୍ଥ ଓ ନିରାମୟ ରଖିବା ସହିତ ତା ଭିତରେ ଥିବା ଐଶ୍ୱରିକ  ଶକ୍ତିକୁ ଜାଗ୍ରତ  କରାଇଥାଏ ବୋଲି ବିଶିଷ୍ଟ ଆଧ୍ୟାତ୍ମିକକ ଗୁରୁ ତଥା ଗରାପୁର ସ୍ଥିତ ଶିବାନନ୍ଦ ଆଶ୍ରମର ମୁଖ୍ୟ ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୁପାନନ୍ଦ ସରସ୍ୱତୀ ଜାଭିୟର ସ୍କୁଲ ପକ୍ଷରୁ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଯୋଗ ପ୍ରତିଯୋଗୀତାର …

Read More »