Wednesday , January 19 2022
Breaking News
Home / କ୍ରୀଡ଼ା (page 10)

କ୍ରୀଡ଼ା

ଦୋସ୍ତି କି୍ରକେଟ କପ୍,ଅରେଂଜ ଚାମ୍ପିଆନ୍

ନିରାକାରପୁର, ୯/୦୨/୨୦୨୧ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ବେଣାପଂଜୁରି ମଶାଣି ପଡିଆରେ ୭ ତମ ଏକଦିନିକିଆ ଫଟାଫଟ ଦୋସ୍ତି କି୍ରକେଟ୍ କପ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୩ଟି ଦଳ ଭାଗନେଇଥିଲେ । ରେଡ,ଅରେଂଜ ଓ ବ୍ଲୁ କି୍ରକେଟ କ୍ଲବ୍ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ତେବେ ଫାଇନାଲ ମ୍ୟାଚ ରେ ଅରେଂଜ କି୍ରକେଟ କ୍ଲବ ନିର୍ଦ୍ଧାରିତ ୧୨ ଓଭରରେ ୫ଓଇକେଟ ହରାଇ ୧୪୭ ରନ ସଂଗ୍ରହ …

Read More »

ଅରିସଲ କ୍ରିକେଟ ଟୁର୍ଣ୍ଣାମେଂଟ: ବୀରକେଶରପୁର କ୍ରିକେଟ କ୍ଲବ ବିଜୟୀ

ନିରାକାରପୁର, ୦୮/୦୨/୨୦୨୧ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଅରିସଲ ଗ୍ରାମରେ ମା ଜୟଦୁର୍ଗା କ୍ଲବ ଆନୁକୁଲ୍ୟରେ ଚାଲିଥିବା ଅରିସଲ କ୍ରିକେଟ ଟୁର୍ଣ୍ଣାମେଂଟର ଆଜିର ମ୍ୟାଚ ବଡ଼ପାରୀ କ୍ରିକେଟ କ୍ଲବ ସହିତ ବୀର କେଶରପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ ଜିଣି ବଡ଼ପାରୀ ଦଳ ବ୍ୟାଟିଂ କରି ୧୫ ଓଭରରେ ୬ ୱିକେଟ ହରାଇ ୧୧୩ ରନ କରିଥିବାବେଳେ ତାର ଜବାବରେ ବୀରକେଶରପୁର ଦଳ ୧୨ ଓଭରରେ ଶେଷସୁଧା …

Read More »

ସରସ୍ୱତୀ ପୁରରେ ଯୋଗ ଶିବିର 

ଗରଦପୁର, ୦୮/୦୨/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ଭଗବାନପୁର ପଂଚାୟତତ୍ସିତ ସରସ୍ୱତୀପୁର ଖେଳ ପଡ଼ିଆ ଠାରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିରରେ ଯୋଗଗୁରୁ ପ୍ରତାପ ଗୁରୁଜୀ ଓ ସନ୍ତୋଷ ଗୁରୁଜୀ ଛାତ୍ର ଛାତ୍ରୀଙ୍କ ସମେତ ଗ୍ରାମବାସୀ ମାନଙ୍କୁ ଯୋଗ ଓ ପ୍ରାଣାୟମ ଶିକ୍ଷା ଦେଇଥିଲେ । ଆଜିର ଦିନରେ ଆମେ ଖାଉଥିବା ଅପମିଶ୍ରିତ ଓ ଅସନ୍ତୁଳିତ ଖାଦ୍ୟ ଖାଇବା ସହିତ ମଣିଷ …

Read More »

ଧସନାପାରୀ ରେ ଭଲିବଲ ଟୁର୍ଣ୍ଣାମେଂଟ- ଥୋରିଆପଡ଼ା ଚମ୍ପିଆନ୍ 

ଗରଦପୁର, ୦୮/୦୨/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ସାନଅଢ଼ଙ୍ଗା ପଂଚାୟତସ୍ଥିତ ଧସନାପାରୀରେ ଅନୁଷ୍ଠିତ ଦିବା ରାତ୍ର ଭଲିବଲ ଟୁର୍ଣ୍ଣାମେଂଟ ରେ ଥୋରିଆପଡ଼ା ବିଜୟୀ ହୋଇ ଚମ୍ପିଆନ ଟ୍ରଫି ହାସଲ କରିଛି । ଉମା ରାମେଶ୍ୱର ଭଲିବଲ କ୍ଲବ ପକ୍ଷରୁ ଆୟୋଜିତ ଏକ ଦିବସିୟ ଟୁଣ୍ଣାମେଂଟ ରେ ମୋଟ ୮ ଟି ଟିମ ଅଂଶ ଗ୍ରହଣ କରିଥିଲେ । ଆଜି ଫାଇନାଲ ମ୍ୟାଚ ବଗଡ଼ା ଟିମ ଓ ଥୋରିଆପଡ଼ା ଦଳ …

Read More »

ଜାହାନିଆ ସ୍ପୋଟିଂ କ୍ଲବ ଆନୁକୁଲ୍ୟରେ ଆୟୋଜିତ କ୍ରିକେଟ ମ୍ୟାଚ ରେ ତେଣ୍ଡାକୁଡ଼ା ବିଜୟୀ

ଗରଦପୁର,୦୭/୦୨/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଞ୍ଚାୟତ ର ଜାହାନିଆ ସ୍ପୋଟିଂ କ୍ଲବ ଅନୁକୂଲ୍ୟ ରେ ଅନୁଷ୍ଠିତ କ୍ରିକେଟ ମ୍ୟାଚ ର ଆଜି ଫାଇନାଲ୍ ମ୍ୟାଚ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ତେଣ୍ଡାକୁଡ଼ା ଓ ତାଳକୁସୁମା ମଧ୍ୟରେ ଫାଇନାଲ ମ୍ୟାଚ ହୋଇଥିଲା । ଏ ଥିରେ ତେଣ୍ଡାକୁଡ଼ା ୩୨ ରନ ରେ ବିଜୟ ହାସଲ କରିଥିଲା। ଏହି ଉପଲକ୍ଷେ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି …

Read More »

ଏୱାନ ୟଙ୍ଗଷ୍ଟାର କ୍ରିକେଟ:  ଅଟ୍ରି ଇଲେଭେନ ଷ୍ଟାନ ଚାମ୍ପିଆନ

ନିରାକାରପୁର, ୦୭/୦୨/୨୦୨୧ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଛଣଗିରି ଏୱାନ ୟଙ୍ଗଷ୍ଟାର କ୍ରିକେଟ କ୍ଲବ ଦ୍ୱାରା ଦ୍ୱିତୀୟ ବାର୍ଷିକ କ୍ରିିକେଟ ଟୁର୍ଣ୍ଣାମେଂଟର ଆଜି ଫାଇନାଲ ଖେଳରେ ଏନସିସି ,ରାମେଶ୍ୱରକୁ ଅଟ୍ରି ଇଲେଭେନ ଷ୍ଟାର ଭେଟିଥିଲା । ପ୍ରଥମେ ରାମେଶ୍ୱର ଏନସିସି ବ୍ୟାଟିଂ କରି ୧୫ ଓଭରରେ ୯ ୱକେଟ ହରାଇ ୧୦୧ ରନ କରିଥିବାବେଳେ ବିଜୟ ଲକ୍ଷ୍ୟରେ ଅଟ୍ରି ଦଳ ତାର ୭ ୱିକେଟ ହରାଇ ୧୪ ଓଭରରେ ୨ବଲରେ …

Read More »

ଗ୍ରାମାଂଚଳ କ୍ରିକେଟ୍ : ଅନୁଆପଡ଼ା ଚମ୍ପିଆନ୍ 

ଗରଦପୁର, ୦୬/୦୨/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ସାନ ଅଢ଼ଙ୍ଗା ପଂଚାୟତସ୍ଥିତ ଧନୀରାମପୁର ଠାରେ ଅନୁଷ୍ଠିତ ଦିବା ରାତ୍ର କ୍ରିକେଟ ମ୍ୟାଚ ରେ ଅନୁଆପଡ଼ା କି୍ରକେଟ ଟିମ୍ ବିଜୟୀ ହୋଇ ଚମ୍ପିଆନ ଟ୍ରଫି ହାସଲ କରିଛି । ବିସିସି କ୍ରିକେଟ କ୍ଲବ ଆନୁକୂଲ୍ୟରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଂଟରେ ମୋଟ ୮ ଟି ଦଳ ଅଂଶ ଗ୍ରହଣ କରିଥିଲେ । ତା ମଧ୍ୟରୁ ସାନ ଅଢ଼ଙ୍ଗା କ୍ରିକେଟ କ୍ଲବ୍ ଓ ଅନୁଆପଡ଼ା …

Read More »

ଅରଡାସାହିରେ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଂଟ ଅନୁଷ୍ଠିତ

କେନ୍ଦ୍ରାପଡା, ୦୪/୦୨/୨୦୨୧ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ପଂଚାୟତର ଅରଡାସାହିରେ ତ୍ରିପୁରା ଭଲିବଲ ଏକାଡେମୀ ଆନୁକୁଲ୍ୟରେ ଏକ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଂଟ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିବସରେ ଶ୍ରୀଚରଣ ସାମଲ, ପ୍ରତାପ କୁମାର ନାୟକ ଓ ଉମାକାନ୍ତ ପତି ଅତିଥି ଭାବେ ଯୋଗଦେଇ ଏହି ମଣ୍ଡଳ ସ୍ତରୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଂଟକୁ ଉଦଘାଟନ କରିଥିଲେ । ଏହି ଟୁର୍ଣ୍ଣାମେଂଟରେ ଅନେକ ବଛା ବଛା …

Read More »

ପାରାଦୀପରେ ଜିଲ୍ଳା ସ୍ତରୀୟ ଜୁଡୋ ପ୍ରତିଯୋଗିତା ଉଦଯାପିତ

ପାରାଦୀପ,୦୪/୦୨/୨୦୨୧(ଓଡ଼ିଶା ସମାଚାର)-ଜଗତସିଂହପୁର ଜୁଡୋ ଆସୋସିଏସନ୍ ପକ୍ଷରୁ ୫ଦିନ ଧରି ଚାଲିଥିବା ଜୁଡୋ ପ୍ରତିଯୋଗିତା ପାରାଦୀପ ଗୋପବନ୍ଧୁ ଷ୍ଟାଡିଅମ ଠାରେ ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଜଗତସିଂହପୁର ଜିଲ୍ଲାର ୧୦୦ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ପାରାଦୀପର ବାଲିଝରା ଓ ବାଉରିଆପାଳନ୍ଦା ବସ୍ତିର ୩୮ଜଣ ବାଳିକା ଏଥିରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ତଥା ସାମ୍ବାଦିକା ଶ୍ରୀମତୀ ସବିତା ମହାପାତ୍ର ମୁଖ୍ୟ ଅତିଥି ଭାବେ …

Read More »

ଏଆଇ ୟଙ୍ଗଷ୍ଟାର କ୍ରିକେଟ: ଛଣଗିରି କ୍ରିକେଟ କ୍ଲବ ବିଜୟୀ

ନିରାକାରପୁର, ୦୨/୦୨/୨୦୨୧ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଛଣଗିରି ଏଆଇ ୟଙ୍ଗଷ୍ଟାର କ୍ରିକେଟ କ୍ଲବ ଦ୍ୱାରା ଦ୍ୱିତୀୟ ବାର୍ଷିକ କ୍ରିିକେଟ ଟୁର୍ଣ୍ଣାମେଂଟ ଆୟୋଜିତ ହୋଇଯାଇଛି । ଆଜିର ମ୍ୟାଚରେ ଛଣଗିରି କ୍ରିକେଟ କ୍ଲବକୁ ଗୋଳବାଇ କ୍ରିକେଟ କ୍ଲବ ଭେଟିଥିଲା । ଟସ ଜିଣି ବୋଲିଂ କରିବାକୁ ନିଷ୍ପତିି ନେଇଥିଲା ଗୋଳବାଇ ଟିମ । ପ୍ରଥମେ ଛଣଗିରି ଦଳ ବ୍ୟାଟିଂ କରି ୧୨ ଓଭରରେ ସମସ୍ତ ୱକେଟ ହରାଇ ୧୬୫ ରନ …

Read More »