Wednesday , October 4 2023
Breaking News
Home / ରାଜନୀତି

ରାଜନୀତି

ସାଂସଦ ମାନସ ମଙ୍ଗରାଜ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ମୁଖ୍ୟ ସଚେତକ ନିଯୁକ୍ତ

ଭୁବନେଶ୍ୱର, ୦୪/୧୦/୨୦୨୩ (ଓଡ଼ିଶା ସମାଚାର)-ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ନୂଆ ଦାୟିତ୍ବ ଦେଇଛି ବିଜୁ ଜନତା ଦଳ। ସାଂସଦ ମାନସ ମଙ୍ଗରାଜ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତ ହୋଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସାଂସଦ ମାନସ ମଙ୍ଗରାଜଙ୍କୁ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦେଇଛନ୍ତି । ଏନେଇ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବୁଧବାର ପ୍ରେସ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି। ପୂର୍ବରୁ ବିଜେଡି ସୁପ୍ରିମୋ …

Read More »

କଟକ ସଦର ଵିଜେପିର ପାଳଦା ମଣ୍ଡଳରେ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ

କଟକ ସଦର , ୦୩/୧୦/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଵିଜେପି ପକ୍ଷରୁ ରାଜ୍ୟ ଵିଜେପି ପ୍ରବକ୍ତା ଦିଲ୍ଲିପ ମଲ୍ଲିକଙ୍କ ଆହ୍ୱାନ କ୍ରମେ ପାଳଦା ମଣ୍ଡଳ ସଭାପତି ଅକ୍ଷୟ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏଵଂ ସଦର ଵିଜେପି ନେତା ପ୍ରଦୀପ ବେହେରାଙ୍କ ତତ୍ତ୍ୱାବଧାନରେ ପାଳଦା ଠାରେ ‘ ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ ଆଜି ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ସଂଖ୍ୟକ କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କ ସହିତ ସଦର ଵିଜେପି ସଂଯୋଜକ ତଥା ରାଜ୍ୟ ଵିଜେପି କୃଷକ ମୋର୍ଚ୍ଚା …

Read More »

ବାଣପୁର ରେ ବିଜେଡି ର ଜନ ସମ୍ପର୍କ ପଦଯାତ୍ରା.

ବାଣପୁର,୦୩/୧୦/୨୦୨୩ (ଓଡ଼ିଶା ସମାଚାର)- ସାରା ଭାରତ ଓ ଓଡ଼ିଶାରେ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱଚ୍ଛତା ଅଭିଯାନ କୁ ପ୍ରାଧ୍ୟାନ ଦେଇ ସହର ଠୁ ଗ୍ରାମାଞ୍ଚଳ ପ୍ରଯ୍ୟନ୍ତ ସଫାଇ କାର୍ୟ୍ୟକ୍ରମ ହେଉଥିବାର ଦୃଶ୍ୟ ଆମ ମାନଙ୍କୁ ଦେଖିବାକୁ ମିଳିବା ଅବସରରେ ଗତ କାଲି ଚିଲିକା ନିର୍ବାଚନ ମଣ୍ଡଳୀ ର ବିଜୁ ଜନତା ଦଳ ତରଫରୁ ଏକ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ କରାଯାଇଥିଲା । ଏହି ପଦଯାତ୍ରା ବାଣପୁର ର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀ ମନ୍ଦିର ଠାରୁ ଆରମ୍ଭ କରି ଐତିହାସିକ ପଲଟନ ପଡିଆରେ …

Read More »

କଂଗ୍ରେସ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳନ 

ଗରଦପୁର, ୦୨/୧୦/୨୦୨୩ (ଓଡ଼ିଶା ସମାଚାର)-ପାଟକୁରା କଂଗ୍ରେସ ପକ୍ଷରୁ ବନ୍ଧସାହିସ୍ଥିତ ଦଳିୟ କାର୍ଯ୍ୟାଳୟ ଠାରେ ଜାତିର ପିତା ମହାତ୍ମା ଗାନ୍ଧି ଓ ପୂର୍ବତନ ପ୍ରଧାନ ମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ପାଳିତ ହେବା ସହ ଘୋଡ଼ାଦଣ୍ଡା ଠାରରେ ଥିବା ଗାନ୍ଧିଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଛି । ଗରଦପୁର ବ୍ଲକ୍ କଂଗ୍ରେସ ସଭାପତି ଜ୍ୟୋତିରଂଜନ ପରିଡ଼ାଙ୍କ ସଭାପତିତ୍ୱରେ ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ ଯୋଗଦେଇ ଜାତିର ପିତା ମହାତ୍ମାଗରନ୍ଧି ଓ ପୂର୍ବତନ ପ୍ରଧାନ ମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ବଳିଦାନ ଓ ଦେଶ ଭକ୍ତି …

Read More »

ପାଟକୁରା ବିଜେପି ପକ୍ଷରୁ ସ୍ୱଛ ଭାରତ ଅଭିଯାନ 

ଗରଦପୁର, ୦୨/୧୦/୨୦୨୩ (ଓଡ଼ିଶା ସମାଚାର)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ସାରା ଦେଶରେ ସ୍ୱଛତା ଦିବସ ପାଳନ ଅବସର ରେ ପାଟକୁରା ବିଜେପି ପକ୍ଷରୁ ସ୍ୱଛ ଭାରତ ଅଭିଯାନ ନୂଆପଡ଼ା ବଜାରରେ ପାଳନ କରାଯାଇଛି ।  କାଳି ମଣ୍ଡପ ସାମ୍ନାରେ ବିଜେପି ପକ୍ଷରୁ ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡ଼ା ଙ୍କ ନେତୃତ୍ୱରେ ବଜାର ସଫେଇ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲା ବିଜେପି ଓବିସି ମୋର୍ଚ୍ଚା ସଭାପତି ସତ୍ୟପ୍ରକାଶ ସାମଲ, ଜିଲା ବିଜେପି ସମ୍ପାଦକ ମିହିର ସାମଲ, କୋଷାଧ୍ୟକ୍ଷ ପ୍ରତିମା …

Read More »

୧୬ ନମ୍ବର ଜୋନରେ ବିଜେଡ଼ିର ଜନ ସଂପର୍କ ପଦଯାତ୍ରା

ବାଲିଅନ୍ତା, ୦୨/୧୦/୨୦୨୩ (ଓଡ଼ିଶା ସମାଚାର)-  ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଆଜି ବାଲିଅନ୍ତା ବ୍ଲକ ବିଜେଡ଼ି ସଂଗଠନ ତରଫରୁ ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜୟଦେବ ନିର୍ବାଚନମଣ୍ଡଳୀ ମୁଖ୍ୟ ସଂଗଠକ କମଳକୁମାର ପାତ୍ରଙ୍କ (ଚନ୍ଦନ) ତତ୍ବାବଧାନରେ ୧୬ ନମ୍ବର ଜୋନରେ ପଦଯାତ୍ରାର ଶୁଭାରମ୍ଭ ହୋଇଛି। ଏହି ଅବସରରେ ୧୬ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ମହେଶ୍ବର ଦାଶ, ବାଲିଅନ୍ତା ବିଜେଡ଼ି ସଭାପତି ପ୍ରଦୀପ୍ତ ଜେନାମଣି, ବାଲିପାଟଣା ସଭାପତି କିଶୋର ଜେନା, ୧୮ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ମଙ୍ଗରାଜ ବେହେରା ଓ ନବକିଶୋର …

Read More »

କଟକ ସଦର ଵିଜେପି ପକ୍ଷରୁ ଉରାଳି ମଣ୍ଡଳରେ ‘ମୋ ମାଟି, ମୋ ଦେଶ’ କାର୍ଯ୍ୟକ୍ରମ

କଟକ ସଦର, ୦୨/୧୦/୨୦୨୩ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ସଦର ଵିଜେପି ପକ୍ଷରୁ ଆଜି ଉରାଳି ମଣ୍ଡଳର ସଭାପତି ପ୍ରଦୀପ୍ତ ବେହେରାଙ୍କ ନେତୃତ୍ୱ,ଅଶୋକ ସାହୁ ଓ ରାଧାକାନ୍ତ ମଲ୍ଲିକଙ୍କ ପରିଚାଳନା, ବିଶେଷ କରି ସଦର ଵିଜେପି ଯୁବ ନେତା ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ‘ମୋ ମାଟି,ମୋ ଦେଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶତାଧିକ ମହିଳା ସମର୍ଥକଙ୍କ ସହ କାର୍ଯ୍ୟକର୍ତ୍ତା ଓ କର୍ମୀ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇ ଧାନଘରପଡା ଠାରୁ ଅରଡ ପର୍ଯ୍ୟନ୍ତ ପଦଯାତ୍ରାରେ ଯାଇଁ …

Read More »

କଟକ ସଦର ଵିଜେପିର ପରମହଂସରେ ‘ ସ୍ୱଚ୍ଛତା ହିଁ ସେଵା’ଏକ ଘଣ୍ଟା ଶ୍ରମଦାନ କାର୍ଯ୍ୟକ୍ରମ

କଟକ ସଦର , ୦୧/୧୦/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ କଟକ ସଦର ଵିଜେପି ପକ୍ଷରୁ ଆଜି ରବିବାର ଦିନ କନ୍ଦରପୁର ମଣ୍ଡଳ ସଭାପତି ଅଭୟ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ପରମହଂସ ଠାରେ ‘ ସ୍ୱଚ୍ଛତା ହିଁ ସେଵା’ଏକ ଘଣ୍ଟା ଶ୍ରମଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଦର ଵିଜେପି ନେତା ତଥା ରାଜ୍ୟ ଵିଜେପି ପ୍ରବକ୍ତା ଦିଲ୍ଲିପ ମଲ୍ଲିକ, ସଦର ଵିଜେପି ସଂଯୋଜକ ତଥା ରାଜ୍ୟ ଵିଜେପି କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା, ରାଜ୍ୟ …

Read More »

ଖୋର୍ଦ୍ଧା ବିଜେପି ପକ୍ଷରୁ ମଳିପଡା ଠାରେ ସ୍ୱଛ ଭାରତ ଅଭିଯାନ

ଖୋର୍ଦ୍ଧା, ୦୧/୧୦/୨୩(ଓଡିଶା ସମାଚାର/ ଦୀପକ ପ୍ରଧାନ)- ଆଜି ଖୋର୍ଦ୍ଧା ବିଜେପି ପକ୍ଷରୁ ମଳିପଡା ଠାରେ ସ୍ୱଛ ଭାରତ ଅଭିଯାନରେ ସଫେଇ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା କାଲି ଗାନ୍ଧୀ ଜୟନ୍ତୀ ଥିବାରୁ ଖୋର୍ଦ୍ଧା ବିଜେପି ପକ୍ଷରୁ ସ୍ୱଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଛି ।ଖୋର୍ଦ୍ଧା ରାଜ୍ୟ କାର୍ୟ୍ୟ କାରିଣୀ ସଦସ୍ୟ ତଥା ଖୋର୍ଦ୍ଧା ଜିଲ୍ଲାର ବରିଷ୍ଠ ବିଜେପି ନେତା କାଳୁଚରଣ ଖଣ୍ଡାୟତରାୟଙ୍କ ନେତୃତ୍ବରେ ମଳିପଡା ବଜାର,ହାଟ ମେଡିକାଲ, ବିଦ୍ୟାଳୟ ଆଦି ଅଂଚଳ ସଫେଇ କରାଯାଇଛି।ଏହି ସଫେଇ କାର୍ୟ୍ୟକ୍ରମ ରେ ରାଷ୍ଟ୍ରୀୟ ବିଜେପି କୃଷକ ଉପ …

Read More »