Sunday , May 22 2022
Breaking News
Home / ସ୍ୱାସ୍ଥ୍ୟ (page 90)

ସ୍ୱାସ୍ଥ୍ୟ

ବିଶ୍ୱ ସ୍ତନ କର୍କଟ ସଚେତନତା ଦିବସ

ଭୁବନେଶ୍ୱର,୩୧/୧୦/୨୦୧୯(ଓଡ଼ିଶା ସମାଚାର)- ବିଶ୍ୱ ସ୍ତନ କର୍ଳଟ ଦିବସ ଉପଲକ୍ଷେ ସ୍ପର୍ଶ ହସ୍ପିଟାଲ ସହିତ ହେଟ୍ରୋ ହେଲ୍ଥ କେୟାର୍ ଏବଂ ଲାଇଅନସ୍ ମିନତୀ ବେହେରା କ୍ୟାନସର ଫାଉଣ୍ଡେସନ୍ ର ମିଳିତ ସହଯୋଗରେ ସ୍ତନ କର୍କଟ ଦିବସ ଅବସରରେ ସ୍ପର୍ଶ ହସ୍ପିଟାଲରେ ଏକ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି । ସାଧାରଣତଃ ସବୁ କର୍ଳଟ ରୋଗଠାରୁ ସ୍ତନ କର୍କଟ ଅତି ସାଧାରଣ ଅଟେ କିନ୍ତୁ ସ୍ତନ କର୍କଟ ଜନିତ ରୋଗ ଦ୍ୱାରା ହେଉଥିବା ମହିଳାଙ୍କ …

Read More »

ଗଣମାଧ୍ୟମର ପ୍ରଭାବ : ଅସ୍ୱଭାବିକ ଭାବେ ମୁଣ୍ଡ ବଢ଼ୁଥିବା ଶିଶୁକନ୍ୟାକୁ ଚିକିତ୍ସା ପାଇଁ କଟକ ନିଆଗଲା 

ସାଲେପୁର,୩୦/୧୦/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା)-ସାଲେପୁର ବ୍ଲକ୍ ପୁରୁଷୋତମପୁର ଗ୍ରାମର ପବିତ୍ର ବଲ୍ଲଭ ରାଉତ ଓ ସସ୍ମିତା ରାଉତଙ୍କ ଅଢ଼େଇ ମାସର ଶିଶୁ କନ୍ୟା ତେଜସ୍ୱନୀର ମୁଣ୍ଡ ଅସ୍ୱଭାବିକ ଭାବେ ବଢ଼ିବାରୁ ତାକୁ ଚିକିତ୍ସା ପାଇଁ ତା’ର ପିତାମାତା ତାକୁ କଟକ ନେଇ ଚିକିତ୍ସା କରାଇଥିଲେ । ମାତ୍ର ଚିକିତ୍ସାପାଇଁ ଅଧିକ ଅର୍ଥର ଆବଶ୍ୟକତା ପଡ଼ିବାରୁ ତେଜସ୍ୱନୀର ପିତାମାତା ବାଧ୍ୟ ହୋଇ ଶିଶୁ କନ୍ୟାକୁ କଟକରୁ ଘରକୁ ଫେରାଇ ଆଣିଥିଲେ । ଚିକିତ୍ସା …

Read More »

ପାଂଚ ଜିଲ୍ଲାରେ ଆରମ୍ଭ ହେବ ମିଶନ ଇନ୍ଦ୍ରଧନୁଷ-୨

ଭୁବନେଶ୍ୱର,୩୦/୧୦/୨୦୧୯(ଓଡ଼ିଶା ସମାଚାର/ପ୍ରଭାକର ସାହୁ)- ରାଜ୍ୟର ୫ଟି ଜିଲ୍ଲାରେ ଆରମ୍ଭ ହେବ ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମ ମିଶନ ଇନ୍ଦ୍ରଧନୁଷ-୨ । ଗଜପତି, କନ୍ଧମାଳ, କୋରାପୁଟ, ମାଲକାନଗିରି ଓ ରାୟଗଡାରେ ମିଶନ ଇନ୍ଦ୍ରଧନୁଷ ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ଲାଗି ପୂର୍ଣ୍ଣ ପ୍ରସ୍ତୁତି ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଧେଶିକା ଶାଳିନୀ ପଣ୍ଡିତ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପତ୍ର ଲେଖିଛନ୍ତି । ଏହି ସବୁ ଜିଲ୍ଲାର ସମସ୍ତ ଗ୍ରାମ, ପଡା ଓ ବସ୍ତି …

Read More »

ବିଶ୍ୱ ପକ୍ଷାଘାତ ଦିବସ ପାଳିତ

କାଶୀପୁର, ୩୦/୧୦/୨୦୧୯(ଓଡ଼ିଶା ସମାଚାର)- ରାୟଗଡ଼ା ଜିଲା କାଶୀପୁର ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶ୍ୱ ପକ୍ଷାଘାତ ଦିବସ ପାଳିତ ହୋଇଯାଇଛି । ସାଧାରଣତଃ ପକ୍ଷାଘାତରୁ ହାର୍ଟଷ୍ଟ୍ରୋକ ବା ବ୍ରେନ ଷ୍ଟ୍ରୋକ ନାମରେ ସମସ୍ତେ ଜାଣନ୍ତି । ଏହାର ସମ୍ପ୍ରତି ଦିନରେ ଷ୍ଟୋକ ବା ପକ୍ଷାଘାତ ସାଧାରଣରେ ଏକ ଭୟାଭୟ ରୋଗ ନାମରେ ପରିଚିତ । ଏହି ଦିବସ ପ୍ରତିବର୍ଷ ବିଶ୍ୱ ଷ୍ଟ୍ରୋକ ଅର୍ଗାନାଇଜେସନ ଦ୍ୱାରା ସାରା ବିଶ୍ୱରେ ୨୦୦୬ ମସିହାଠାରୁ ପାଳନ …

Read More »

ଯୁବକଙ୍କ ମୃତୁ୍ୟ, ଏରସମା ମେଡିକାଲରେ ଧାରଣା

ଏରସମା ୩୦/୧୦/୨୦୧୯(ଓଡ଼ିଶା ସମାଚାର)- ଏରସମା-କୁଜଙ୍ଗ ରାସ୍ତାର ବଳେଉପୁର ନିକଟରେ ରାସ୍ତାପାର୍ଶ୍ୱରେ ବସିଥିବା ସୁଶାନ୍ତ କୁମାର ସ୍ୱାଇଁ (୫୦)ଙ୍କୁ ଏକ ବାଇକ ଧକ୍କାଦେବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଏରସମା ମେଡିକାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ତାଙ୍କର ମୃତୁ୍ୟ ହୋଇଥିଲା । ମୃତକଙ୍କ ସଂପର୍କୀୟମାନେ ଡାକ୍ତରଙ୍କ ଅବହେଳାକୁ ଦାୟୀକରି ଏରସମା ମେଡିକାଲ ଆଗରେ ମଧ୍ୟାହ୍ଣ ୧୨ଟାରୁ ଅପରାହ୍ଣ ୬ଟା ପର୍ଯ୍ୟନ୍ତ ଧାରଣାରେ ବସିଥିଲେ । ତିର୍ତୋଲ ଏସଡିପିଓ ଦୀପକ କୁମାର ଜେନା,ଏରସମା …

Read More »

ନିଖିଳ ଓଡିଶା ଅଣ ନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟ କର୍ମୀ ସଙ୍ଘ ପକ୍ଷରୁ ସିଡିଏମଓଙ୍କୁ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା,୨୯/୧୦/୨୦୧୯(ଓଡ଼ିଶା ସମାଚାର)- ନିଖିଳ ଓଡିଶା ଅଣ ନିଯୁକ୍ତି ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀ ସଙ୍ଘ ପକ୍ଷରୁ ୨୦୦୬ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ ନିଯୁକ୍ତି ଅପେକ୍ଷାରେ ଥିବା ୧୭ହଜାରରୁ ଉଦ୍ଧ୍ୱର୍ ଏ.ଏନ.ଏମ.ମାନଙ୍କ ସମସ୍ୟା ସମ୍ପର୍କରେ ବାରମ୍ବାର ସ୍ୱାସ୍ଥ୍ୟମନ୍ତ୍ରୀ,ସ୍ୱାସ୍ଥ୍ୟ ସଚିବ ଓ ନିର୍ଦେଶକଙ୍କ ସହିତ ଆଲୋଚନା କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନିଯୁକ୍ତି ସମ୍ପର୍କରେ ସରକାର କୈାଣସି ପଦକ୍ଷେପ ନନେଇ ପୁନଃ କାଉନସେଲିଂ ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିବା ଦୁର୍ଭାଗ୍ୟଜନକ ବୋଲି ଅଭିଯୋଗ କରିଛି …

Read More »

ସ୍ୱାସ୍ଥ୍ୟ ବିଭାଗର ୫-ଟି ସମୀକ୍ଷା : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ହେବ ଜନ୍ମ ମୃତୁ୍ୟର ଇ-ପଞ୍ଜିକରଣ

ଭୁବନେଶ୍ୱର,୨୬/୧୦/୨୦୧୯(ଓଡ଼ିଶା ସମାଚାର/ପ୍ରଭାକର ସାହୁ)- ଜନ୍ମ ମୃତୁ୍ୟର ଇ-ପଞ୍ଜିକରଣ କାର୍ଯ୍ୟ ଏଣିକି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ହାତକୁ ଆସିବ । ପୂର୍ବରୁ ଏହା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ନିକଟରେ ଥିଲା । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ୫-ଟି ସମୀକ୍ଷା ଅବସରରେ ଏହି ନିଷ୍ପତି ହୋଇଛି । ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଧାଙ୍କ …

Read More »

ନିରୀହ ଗରିବଶ୍ରେଣୀର ଲୋକମାନଙ୍କୁ ଧନ୍ଦାମୂଳକ ତାଲିମ ଦେବା ପରେ ନିଯୁକ୍ତି ଦିଆଯାଉ

କଟକ,୨୫/୧୦/୨୦୧୯(ଓଡ଼ିଶା ସମାଚାର)-ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ ତରଫରୁ ନିଯୁକ୍ତି ଅପେକ୍ଷାରେ ଥିବା ୨୦୦୬ରୁ ୨୦୧୯ ପର୍ଯ୍ୟନ୍ତ ୧୭ ହଜାରରୁ ଉଦ୍ଧ୍ୱର୍ କୃତି ଏ.ଏନ୍.ଏମମାନଙ୍କ ସମସ୍ୟା ସମ୍ପର୍କରେ ବାରମ୍ବାର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟ ସଚିବ ଓ ନିର୍ଦ୍ଧେଶକଙ୍କ ସହିତ ଆଲୋଚନା କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନିଯୁକ୍ତି ସଂକ୍ରାନ୍ତରେ କୌଣସି ପଦକ୍ଷେପ ନ ନେଇ ପୁନଃ କାଉନସେଲିଂ ପାଇଁ ବିଜ୍ଞପ୍ତି ପ୍ରକାଶ କରିବା ଦୁର୍ଭାଗ୍ୟଜନକ । ସ୍ୱାସ୍ଥ୍ୟ …

Read More »

କେନ୍ଦ୍ରାପଡାରେ ଥାଲାସେମିଆ ହିମୋଫିଲିଆ ଓ ସିକିଲ ସେଲ ଭୋଗକରୁଥିବା ଭିନ୍ନକ୍ଷମଙ୍କ ପାଇଁ ଚିହ୍ନଟ ଓ ପ୍ରଶିକ୍ଷଣ ଶିବିର

କେନ୍ଦ୍ରାପଡା, ୨୪/୧୦/୨୦୧୯(ଓଡ଼ିଶା ସମାଚାର)-ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତିକରଣ ବିଭାଗ ଆନୁକୁଲ୍ୟରେ ଗୁରୁବାର ପୂର୍ବାହ୍ନରେ ସ୍ଥାନୀୟ ପୈାର ଟାଉନହଲ ପରିସରରେ ଥାଲାସେମିଆ, ହିମୋଫିଲିଆ ଓ ସିକିଲ ସେଲ ଭୋଗ କରୁଥିବା ଭିନ୍ନକ୍ଷମମାନଙ୍କ ନିମନ୍ତେ ଚିହ୍ନଟ  ଓ ସଚେତନତା ଶିବିରକୁ ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଏକ ଥାଲାସେମିଆ ପିଡିତ ଶିଶୁ ପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶିବିରକୁ …

Read More »

ଅଢ଼େଇ ମାସ ଶିଶୁ କନ୍ୟାର ଅସ୍ୱାଭାବିକ ମୁଣ୍ଡ ବୃଦ୍ଧି  – ଅର୍ଥାଭାବରୁ ହୋଇ ପାରୁନି ଶିଶୁ କନ୍ୟାର ଚିକିତ୍ସା

ସାଲେପୁର,୨୪/୧୦/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା) : ରାଜ୍ୟ ସରକାର ଗ୍ରାମାଂଚଳରେ  ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ବ୍ୟାପକ ବ୍ୟୟ ଅଟକଳରେ ମାଳମାଳ ଯୋଜନା କରୁଛନ୍ତି । ମାତ୍ର ତାହା ଠିକ୍ ଭାବେ ଗ୍ରାମାଂଚଳର ଗରିବ ଜନସାଧାରଣଙ୍କ ପାଖରେ ପହଂଚି ପାରୁନଥିବାରୁ ସେମାନେ ରୋଗ ଜର୍ଜରିତ ହୋଇ ଚିକିତ୍ସା ପାଇପାରୁ ନାହାନ୍ତି । ଫଳରେ ଗ୍ରାମାଂଚଳରେ ବସବାସ କରୁଥିବା ଜନସାଧାରଣ ସ୍ୱାସ୍ଥ୍ୟସେବାରେ ଏକ ବଂଚିତ ହେଉଥିବା ବେଳେ ମହିଳା ଓ ଶିଶୁମାନେ …

Read More »