Sunday , May 22 2022
Breaking News
Home / ସ୍ୱାସ୍ଥ୍ୟ (page 9)

ସ୍ୱାସ୍ଥ୍ୟ

୨୩ ଜଣ ଶିଶୁ ଙ୍କ ସମେତ ୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ, ୩ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୩/୦୩/୨୦୨୨ (ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୦ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୩୬ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୨୩ ଜଣ ଶିଶୁ ରହିଛନ୍ତି ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ୱର ଜିଲ୍ଲାରୁ ୪ଜଣ, …

Read More »

୨୨ ଜଣ ଶିଶୁ ଙ୍କ ସମେତ ୮୩ ଜଣ କରୋନା ସଂକ୍ରମିତ ଚିହ୍ନଟ,୩ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୨/୦୩/୨୦୨୨ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୯ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୩୪ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୨୨ ଜଣ ଶିଶୁ ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ …

Read More »

ଡାକ୍ତର ହେବ ତ ଏମିତି : ରକ୍ତ ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ବାଲିଗୁଡା,୧୧/୦୩/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ଆସନ୍ନ ପ୍ରସବାଙ୍କ ଅସ୍ତ୍ରୋପଚାର ପାଇଁ ଖୋଜା ପଡ଼ିଲା ରକ୍ତ। ଏପଟେ ରକ୍ତ ଭଣ୍ଡାରରେ ଆବଶ୍ୟକ ପଡୁଥିବା ଗ୍ରୁପ୍‌ ର ରକ୍ତ ମହଜୁଦ ନଥିଲା। ଡାକ୍ତରଙ୍କ କହିବା ମୁତାବକ ଏହି ଗରିବ ଓ ଅସହାୟ ରୋଗୀଙ୍କ ସମ୍ପର୍କୀୟ ରକ୍ତ ଯୋଗାଡ଼ କରିବା ପାଇଁ ଉଦ୍ୟମ କରିବା ସତ୍ତ୍ବେ ବି ବିଫଳ ହେଲେ। ଶେଷରେ, ବାଲିଗୁଡ଼ା ଉପଖଣ୍ଡ ଡାକ୍ତରଖାନାର ଡାକ୍ତର ସୁନିଲ କୁମାର ବେହେରା ରକ୍ତଦାନ କରି …

Read More »

ରାଜ୍ୟ ସ୍ତରୀୟ ‘କାୟାକଳ୍ପ’ ଟିମ୍ ର ପାଟକୁରା ମେଡିକାଲ ପରିଦର୍ଶନ ଓ  ଅନୁଧ୍ୟାନ 

ପାଟକୁରା, ୧୦/୦୩/୨୦୨୨( ଓଡ଼ିଶା ସମାଚାର )- ରାଜ୍ୟ ସ୍ୱାସ୍ୟ୍ଥ୍ର ବିଭାଗ ପକ୍ଷରୁ ‘କାୟାକଳ୍ପ’ ଟିମ୍ ଆଜି ପୂର୍ବାହ୍ନରେ ପାଟକୁରା ମେଡିକାଲ ପରିଦର୍ଶନ ରେ ଆସି ମେଡିକାଲର ବିଭିନ୍ନ ବିଭାଗର କାର୍ଯ୍ୟକୁ ଅନୁଧ୍ୟାନ କରିଥିଲେ ।  ଡଃ.ଜ୍ୟୋର୍ତିମୟୀ ରାଉତ, ଡଃ.ସୌମ୍ୟାଶ୍ରୀ ମହାପାତ୍ର, ଓ କେ ରଶ୍ମି  ଙ୍କ ନେତୃତ୍ୱରେ ଆସିଥିବା ଏହି ୩ ଜଣିଆ ଟିମ୍ ପ୍ରଥମେ ପାଟକୁରା ମେଡିକାଲ ରେ ପହଂଚି ଏକ୍ସ-ରେ କରାଯାଉଥିବା  ପ୍ରକୋଷ୍ଠ, ଆନ୍ତଃ ଚିକିତ୍ସା କେନ୍ଦ୍ର,ବର୍ହିଃ …

Read More »

ପ୍ରଧାନମନ୍ତ୍ରୀ ଜନଔଷଧି ସପ୍ତାହ ପାଳିତ – ବିଭିନ୍ନ ସାମାଜିକ ଓ ସଚେତନତାମୂଳକ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୦୯/୦୩/୨୦୨୨( ଓଡ଼ିଶା ସମାଚାର): ପ୍ରତିବର୍ଷ ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ଜନଔଷଧି ସପ୍ତାହ ପାଳନ କରାଯାଉଥିବା ଅବସରରେ ଚଳିତ ବର୍ଷ ଭୁବନେଶ୍ୱର ପୋଖରୀପୁଟ ଓ ପାଣ୍ଡରାଠାରେ ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ରରେ ଏହି ସପ୍ତାହ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସାଧାରଣ ଲୋକମାନଙ୍କ ପାଇଁ ସୁଲଭ ମୂଲ୍ୟରେ ଔଷଧ ବଂଟନ, ମାସ୍କ, ସାନିଟାରୀ ବୋତଲ ତଥା ମହିଳାମାନଙ୍କୁ ସାନିଟାରୀ ନାପକିନ ପ୍ରଦାନ କରାଯାଇଥିଲା । ଏହା ସହିତ …

Read More »

୧୨୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଚିହ୍ନଟ, ୨୫ ଜଣ ଶିଶୁ ସଂକ୍ରମିତ – ଜଣେ ସଂକ୍ରମିତ ଙ୍କ ମୃତ୍ୟୁ

 ଭୁବନେଶ୍ୱର, ୦୯/୦୩/୨୦୨୨ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୫ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୫୩ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୨୫ ଜଣ ଶିଶୁ ରହିଛନ୍ତି ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ …

Read More »

କାକୁଡ଼ି ( କୃଷି ଓ ସ୍ୱାସ୍ଥ୍ୟ ବିଶେଷ)

ଖରାଦିନିଆ ଭାରତୀୟ ପରିବା ମଧ୍ୟରେ କାକୁଡ଼ି ହେଉଛି ଅନ୍ୟତମ ।ଏହା ବର୍ଷକ୧୨ମାସ ବଜାରରେ ମିଳିଥାଏ । ଅନ୍ୟଋତୁମାନଙ୍କ ଅପେକ୍ଷା ଏହି ସମୟରେ କାକୁଡିରବ୍ୟବସାୟ୫୦% ଅଧିକ ବଢିଯାଏ । ପ୍ରାୟ ୩,୦୦୦ ବର୍ଷ ପୂର୍ବେ ଭାରତରେ ଏହାର ଚାଷ ଆରମ୍ଭ ହୋଇଥିଲା ।କାକୁଡିରେ ୯୫% ଜଳୀୟ ଅଂଶ ରହିଛି ।ସେଥିପାଇଁ ଡାକ୍ତରମାନେ ମୋଟାଲୋକଙ୍କୁ କାକୁଡି ପ୍ରଚୁର ପରିମାଣରେ ଖାଇବା ପାଇଁ ଉପଦେଶ ଦିଅନ୍ତି । ଏହାର ବ୍ୟବହାର ଆମର ଦୈନନ୍ଦିନକାମରେ ମଧ୍ୟ …

Read More »

ରାଜ୍ୟରେ ୧୨୯ ଜଣ କରୋନା ସଂକ୍ରମିତ ଚିହ୍ନଟ, ୩୯ ଜଣ ଶିଶୁ ସଂକ୍ରମିତ , ୩ ଜଣ ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର, ୦୬/୦୩/୨୦୨୨ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୫ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୫୪ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୩୯ ଜଣ ଶିଶୁ ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ …

Read More »

ବିଦ୍ୟାଧରପୁର ରେ ମୋତିଆ ବିନ୍ଦୁ ଚିହ୍ନଟ ଶିବିର 

ରଘୁନାଥପୁର, ୦୫/୦୩/୨୦୨୨  (ଓଡିଶା ସମାଚାର)- ରଘୁନାଥପୁର ବ୍ଲକ ବିଦ୍ୟାଧରପୁର ପଂଚାୟତ କାର୍ଯ୍ୟାଳୟ ପରିସରରେ ମୋତିଆବିନ୍ଦୁ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇ ଯାଇଛି । ସମାଜସେବୀ ତଥା ନବ ନିର୍ବାଚିତ ସରପଂଚ ସାହେଦା ତବସୁମ ଙ୍କ ପିତା ରହିମ ଖାଁ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ପଂଚାୟତର ୪୫ଜଣ ବ୍ୟକ୍ତି ନିଜ ନିଜର ଚକ୍ଷୁ ପରୀକ୍ଷା କରାଇଥିବାବେଳେ ସେଥି ମଧ୍ୟରୁ ୧୫ ଜଣଙ୍କ ଠାରେ ମୋତିଆବିନ୍ଦୁ ଚିହ୍ନଟ କରାଯାଇଥିଲା । …

Read More »