Thursday , June 30 2022
Breaking News
Home / ସ୍ୱାସ୍ଥ୍ୟ (page 80)

ସ୍ୱାସ୍ଥ୍ୟ

କେନ୍ଦ୍ରାପଡାରେ ମେଡିକାଲ କଲେଜ ପାଇଁ ମାର୍ଚ୍ଚ ୪ରେ ଗଣଧାରଣା

କେନ୍ଦ୍ରାପଡା, ୦୧/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ ମିଳିତ କ୍ରୀୟାନୁଷ୍ଠାନ କମିଟି ନେତୃତ୍ୱରେ ଆରମ୍ଭ ହୋଇଥିବା ଜନଚେତନା କାର୍ଯ୍ୟକ୍ରମ କ୍ରମେ ଆନ୍ଦୋଳନର ରୂପ ନେଉଛି । ଏହି ଦାବିକୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ପହଁଚାଇବା ପାଇଁ ଆସନ୍ତା ମାର୍ଚ୍ଚ ୪ତାରିଖ ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ କ୍ରୀୟାନୁଷ୍ଠାନ କମିଟି ନେତୃତ୍ୱରେ ଜିଲ୍ଲାର ପ୍ରାୟ ସମସ୍ତ ରାଜନୈତିକ ସଂଗଠନର କର୍ମକର୍ତା, ବିଭିନ୍ନ ଗଣସଂଗଠନ ତଥା …

Read More »

ସ୍ୱାସ୍ଥ୍ୟ କର୍ମୀଙ୍କ ହାତରେ ବଡପୋଖରିଆ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର

           ନାହାନ୍ତି ନିୟମିତ ଡାକ୍ତର,ସ୍ୱାସ୍ଥ୍ୟସେବା ଠପ ଖୋର୍ଦ୍ଧା, ୨୮/୦୨/୨୦୨୧(ଓଡ଼ିଶା ସମାଚାର)- ଟାଙ୍ଗୀ ବ୍ଲକ ବଡପୋଖରିଆ ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ନିୟମିତ ଭାବେ ଡାକ୍ତର ଆସୁ ନାହାନ୍ତି । ପୂର୍ବରୁ ସପ୍ତାକହୁ ତିନି ଦିନ ସୋମ,ବୁଧ ଓ ଶୁକ୍ର ତିନି ଦିନ ଆସୁଥିଲେ । ଏବେ ଜମା ଆସୁନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ସେହିପରି ପାର୍ମାସିଷ୍ଟ ଓ ଏଏନଏମ ନାହାନ୍ତି । ଜଣେ ସ୍ୱାସ୍ଥ୍ୟକର୍ମୀ ରୋଗୀଙ୍କୁ …

Read More »

ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ – ୮୭ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୨୮/୦୨/୨୦୨୧(ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ପୁରୀ ଜିଲାର ଜଣେ ୭୨ ବର୍ଷ ବୟସ୍କା ମହିଳା । ଏହାକୁ ମିଶାଇ ରାଜ୍ୟରେ କରୋନା କୃତ୍ୟୁ ସଂଖ୍ୟା ୧୯୧୬ କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୮୭ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ସଂକ୍ରମିତଙ୍କ …

Read More »

ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ  ବୁର୍ଲା ଭିସୁଟ ସଟଡାଉନ୍

ସମ୍ବଲପୁର, ୨୮/୦୨/୨୦୨୧(ଓଡ଼ିଶା ସମାଚାର)- ବୁର୍ଲା ଭିସୁଟ କୁ ଜିଲା ପ୍ରଶାସନ ୨୭ ତାରିଖ ରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସଟଡାଉନ୍ ଘୋଷଣା କରିଛି । ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିଶ୍ବବିଦ୍ୟାଳୟର ହଷ୍ଟେଲରୁ ୨୫ ଜଣ ଛାତ୍ର କରୋନା  ଆକ୍ରାନ୍ତ ହୋଇଥିବା ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ଜିଲ୍ଲାପାଳ ତଥା ବର୍ତ୍ତମାନର ପିଡି ଡିଆରଡିଏ ସୁକାନ୍ତ ତ୍ରିପାଠୀ ଏହି ଘୋଷଣା କରିଛନ୍ତି …

Read More »

ଭିସୁଟ ର ୨୫ ଜଣ ଛାତ୍ର ଛାତ୍ରୀ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର ୨୭/୦୨/୨୦୨୧(ଓଡ଼ିଶା ସମାଚାର)-ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ ଟେକ୍ନୋଲୋଜି ( ଭିସୁଟ) ର ୨୫ ଜଣ ଛାତ୍ର ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୬ ଜଣ ଏଠାରେ ସଙ୍ଗରୋଧ ରେ ଅଛନ୍ତି । ସେମାନେ ଚିକିତ୍ସାଧିନ ଥବାବେଳେ ଅବଶିଷ୍ଟ ୯ ଜଣ ଘରକୁ ପଳାଇଛନ୍ତି । ଏହିପରି ସ୍ଥିତି ଜଣାପଡ଼ିବା ପରେ ୧ମ ବର୍ଷ ଛାତ୍ର ଛାତ୍ରୀମାନେ ନଆସିବା ପାଇଁ କୂଳପତି ଅନୁରୋଧ କରିଛନ୍ତି …

Read More »

ଆଉ ୮୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର, ୨୭/୦୨/୨୦୨୧(ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୮୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୫ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳ ଜିଲ୍ଲାରୁ ୩ଜଣ, ବାଲେଶ୍ୱର ଜିଲ୍ଲାରୁ ୭ଜଣ, ବରଗଡ଼ ଜିଲ୍ଲାରୁ ୪ଜଣ, ବଲାଙ୍ଗୀର ଜିଲ୍ଲାରୁ …

Read More »

ଓରିଫ୍ଲେମ୍ ପକ୍ଷରୁ ଜିଓରଦାନି ଗୋଲ୍ଡ ଡିଭାଇନ ଟଚ୍ କୁସନ୍ ଫାଉଣ୍ଡେଶନ ଏବଂ ଜିଓରଦାନି ଗୋଲ୍ଡ ଆଇକନିକ ଗ୍ରାଣ୍ଡ ମସକରାର ବଜାର ପ୍ରବେଶ

ଭୁବନେଶ୍ୱର, ୨୭/୦୨/୨୦୨୧(ଓଡ଼ିଶା ସମାଚାର)-ଅଗ୍ରଣୀ ସୋସିଆଲ ସେଲିଂ ସୁଇଡିଶ୍ ବିୟୁଟି ବ୍ରାଣ୍ଡ୍ ଓରିଫ୍ଲେମ୍ ପକ୍ଷରୁ ସବୁବେଳେ ଉଚ୍ଚଗୁଣବତାଯୁକ୍ତ ପ୍ରାକୃତିକ ଉତ୍ପାଦ ଉପରେ ଗୁରୁତ୍ୱାରୋପ କରାଯାଇଥାଏ । ଓରିଫ୍ଲେମ୍ର ଜିଓରଦାନି ଗୋଲ୍ଡ ବିଶ୍ୱସ୍ତରୀୟ ଶ୍ରେଷ୍ଠ ଇନଗ୍ରେଡିଏଂଟ କୁ ଅନ୍ତର୍ଭୁକ୍ତ କରାଯାଇଛି । ସମ୍ପ୍ରତି ଓରିଫ୍ଲେମ୍ ପକ୍ଷରୁ ଜିଓରଦାନି ଗୋଲ୍ଡ ଡିଭାଇନ ଟଚ୍ କୁସନ୍ ଫାଉଣ୍ଡେଶନ ଏବଂ ଜିଓରଦାନି ଗୋଲ୍ଡ ଆଇକନିକ ଗ୍ରାଣ୍ଡ ମସକରାର ବଜାର ପ୍ରବେଶ କରାଯାଇଛି । ଫିଦର-ଲାଇଟ୍ କିସ୍ ଜିଓରଦାନି …

Read More »

କନ୍ଧମାଳରେ ଦ୍ୱିତୀୟ ଥର ପାଇଁ ପୁଣି ୩ କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ,୨୬/୦୨/୨୦୨୧.(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ଦ୍ୱିତୀୟ ଥର ପାଇଁ କରୋନା ମୁକ୍ତ ଘୋଷଣାର ଆଠ ଦିନ ପରେ କନ୍ଧମାଳ ଜିଲାରେ ପୁଣି ତିନି ଜଣ କୋଭିଡ ପଜିଟିଭ ଚିହ୍ନଟ କରାଯାଇଛି। ଶୁକ୍ରବାର ସଂଧ୍ୟାରେ ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ଜିଲାରେ ତିନି ଜଣ ନୂଆ ରୋଗୀ ବାହାରିଛନ୍ତି। ଏହାକୁ ମିଶାଇ ଆଜି ସୁଦ୍ଧା ଜିଲାରେ ୫,୯୫୦ ଜଣ ମହାମାରୀରେ  ସଂକ୍ରମିତ ହୋଇଥିବା ବେଳେ ୫୯୧୪ ଜଣ ସୁସ୍ଥ ହୋଇଛନ୍ତି। …

Read More »

ପାରାଦ୍ୱୀପ ପୌରାଂଚଳରେ ବନ୍ଦର ଚିକିତ୍ସାଳୟକୁ ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ ପୁରସ୍କାର

ପାରାଦ୍ୱୀପ ୨୬/୦୨/୨୦୨୧ (ଓଡ଼ିଶା ସମାଚାର)- ପାରାଦ୍ୱୀପ ପୌରାଂଚଳରେ ସାଧାରଣରେ ସ୍ୱଚ୍ଛତା ସଚେତନତା ସୃଷ୍ଟି କରିବା ଓ ପ୍ରତିଯୋଗିତା  ମନୋଭାବ ବୃଦ୍ଧି କରିବା ଉଦ୍ଧେଶ୍ୟରେ ପାରାଦ୍ୱୀପ ପୌରପାଳିକା ପକ୍ଷରୁ ବିଭିନ୍ନ ସଂସ୍ଥାକୁ ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ ପୁରସ୍କାର ପ୍ରଦାନ କରାଯାଇଛି । ଚିକିତ୍ସାଳୟ ବର୍ଗରେ ପାରାଦ୍ୱୀପ ବନ୍ଦର ଚିକିତ୍ସାଳୟ କୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି । ବନ୍ଦର ମୁଖ୍ୟ ଚିକିତ୍ସାଧିକାରୀ ଡା.ପ୍ରହଲ୍ଲାଦ ଚନ୍ଦ୍ର ପଣ୍ଡାଙ୍କ ପ୍ରତ୍ୟକ୍ଷତତ୍ୱାବଧାନ ଓ ନେତୃତ୍ୱରେ ନିୟମିତ ବ୍ୟବଧାନରେ …

Read More »

ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ – ୮୯ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୨୫/୦୨/୨୦୨୧ (ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନା ଆକ୍ରାନ୍ତ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ବଲାଙ୍ଗୀର ଜିଲ୍ଲାର ।ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୧୫କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ଆଉ ୮୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୩ ଜଣ ସଙ୍ଗରୋଧ କେନ୍ଦ୍ରରୁ …

Read More »