Wednesday , January 19 2022
Breaking News
Home / ସ୍ୱାସ୍ଥ୍ୟ (page 79)

ସ୍ୱାସ୍ଥ୍ୟ

ଓଡିଶାର ସ୍ୱାସ୍ଥ୍ୟସେବା ମାନବ ସମ୍ବଳ ନୀତି ପ୍ରଶଂସନୀୟ

ଭୁବନେଶ୍ୱର ,୨୦/୦୯/୨୦୧୯(ଓଡ଼ିଶା ସମାଚାର/ପ୍ରଭାକର ସାହୁ)- ଓଡିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ମାନବ ସମ୍ବଳ (ଏଚଆର) ନୀତି ଅନ୍ୟ ବହୁ ରାଜ୍ୟ ଏପରିକି କେନ୍ଦ୍ରୀୟ ସଂସ୍ଥା ଗୁଡିକ ଠାରୁ ଭଲ । ଏଠାରେ ଚିିକିସôକମାନେ ଅଧିକ ପରିମାଣରେ ପ୍ରୋସôାହନ ରାଶି ସହିତ ଏମସ ଠାରୁ ଅଧିକ ବେତନ ପାଉଛନ୍ତି । ଉପାନ୍ତ ଅଂଚଳରେ ନିଯୁକ୍ତ ହେଉଥିବା ଡାକ୍ତରମାନଙ୍କ ଲାଗି ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ରୋସôାହନରାଶି ପ୍ରଦାନ କରୁଛନ୍ତି । ସ୍ୱାସ୍ଥ୍ୟସେବା …

Read More »

ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଦସ୍ତଖତ ଅଭିଯାନ ଓ ପଥପ୍ରାନ୍ତ ସଭା

ଭଦ୍ରକ,୧୯/୦୯/୨୦୧୯(ଓଡ଼ିଶା ସମାଚାର)- ଦ୍ୱିତୀୟଥର ପାଇଁ ଗୋଶାଳାଛକ ଠାରେ ଭଦ୍ରକ ଜିଲ୍ଳା ଯାଦବ ଓ ଯୁବଯାଦବ ମହାସଭା ତରଫରୁ ମେଡ଼ିକାଲକଲେଜ ପ୍ରତିଷ୍ଠା ପାଇଁ ପଥପ୍ରାନ୍ତ ସଭା ଓ ଦସ୍ତଖତ ଅଭିଯାନ ହୋଇଥିଲା । ଭଦ୍ରକଜିଲ୍ଲା ଯୁବଯାଦବର କାର୍ଯ୍ୟକାରୀ ସଭାପତି ପ୍ରକାଶଜ୍ୟୋତି ମହାକୁଡ଼ଙ୍କ ନେତୃତ୍ୱରେ ସକାଳ ୮ଘଟିକାରୁ ଆରମ୍ଭକରି ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଥିଲା । ଏହି ଦସ୍ତଖତ ଅଭିଯାନରେ ମେଡ଼ିକାଲ କଲେଜ ନିର୍ମାଣ ପାଇଁ ଜନସାଧାରଣଙ୍କ ମଧ୍ୟରେ …

Read More »

ବିଦେଶୀ ମେଡ଼ିକାଲ୍ ଛାତ୍ରଛାତ୍ରୀଙ୍କୁ ତାଲିମ ପ୍ରଦାନ କରିବ ସିବନ ହସ୍ପିଟାଲ୍

ଭୁବନେଶ୍ୱର ,୧୮/୦୯/୨୦୧୯(ଓଡ଼ିଶା ସମାଚାର)- ପଶ୍ଚିମ ବଙ୍ଗର ଏକ ବୃହତ ତଥା ସୁପରିଚିତ ହସ୍ପିଟାଲ୍ ଭାବେ ଜଣାଶୁଣା ସିବନ ହସ୍ପିଟାଲ୍ ଫରେନ୍ ମେଡିକାଲ୍ ଗ୍ରାଜୁଏଟ୍ସ ଏକଜାମିନେସନ୍ (ଏଫଏମଜିଇ) ତାଲିମ୍ ଅଧିବେଶନର ଆୟୋଜନ କରୁଛି, ଯେଉଁଥିରେ ଚାଇନା, ଋଷିଆ, କିର୍ଜୀସ୍ତାନ ଓ ବାଙ୍ଗଳାଦେଶ ପମୁଖ ଦେଶମାନଙ୍କ ମେଡ଼ିକାଲ୍ ଛାତ୍ରଛାତ୍ରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବର୍ତମାନ ସିବନ ହସ୍ପିଟାଲ୍ ମେଡ଼ିକାଲ୍ ଶିକ୍ଷା, ପାରାମେଡ଼ିକାଲ୍ ତାଲିମ ଓ ନର୍ସିଂ କ୍ଷେତ୍ରରେ ଏକ ପ୍ରମୂଖ …

Read More »

ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ   ସମୀକ୍ଷା ବୈଠକ    

 ଜଗତସିଂହପୁର,୧୭/୦୯/୨୦୧୯(ଓଡ଼ିଶା ସମାଚାର)- ମଙ୍ଗଳବାର ମଧ୍ୟାହ୍ନରେ ଜିଲ୍ଲାପାଳଙ୍କ  ସଦଭାବନା ସଭାଗୃହ ଠାରେ ଜିଲ୍ଲାସ୍ତରୀୟ  ସ୍ୱାସ୍ଥ୍ୟ  ସମୀକ୍ଷା ବୈଠକ ଜିଲ୍ଲା ସ୍ୱାସ୍ଥ୍ୟ  ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ  ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର କହିଲେ ରାଜ୍ୟ ସରକାର ସ୍ୱାସ୍ଥ୍ୟ  ଓ ଶିକ୍ଷା ଉପରେ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ସୁନେତ୍ର କାର୍ଯ୍ୟକ୍ରମକୁ  ବ୍ଲକ ଶିକ୍ଷା ଅଧିକାରୀ ଓ ଅପଥାଲମିକ ଆସିଷ୍ଟାଂଟଙ୍କ  ମିଳିତ ସହଯୋଗରେ ବିଦ୍ୟାଳୟ …

Read More »

ସୁପର ସ୍ପେଷାଲିଷ୍ଟ ଚିକିତ୍ସାଳୟ ଦାବିରେ ଏଏସଏସ୍ ପକ୍ଷରୁ ମାନବ ଶୃଙ୍ଖଳା ଘୋଷଣା

ପାରାଦ୍ୱୀପ,୧୬/୦୯/୨୦୧୯(ଓଡ଼ିଶା ସମାଚାର)- ପାରାଦ୍ୱୀପ ନିକଟସ୍ଥ ଭୁତମୁଣ୍ଡାଇ ଠାରେ ସୁପର ସ୍ପେଷାଲିଷ୍ଟ ଚିକିତ୍ସାଳୟଦାବିରେ ଆଂଚଳିକ ସୁରକ୍ଷା ସମିତି (ଏଏସଏସ୍) ଆସନ୍ତା ଅକ୍ଟୋବର ୨୩ରେ ଭୁତମୁଣ୍ଡାଇ ଠାରୁ ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ମାନବ ଶୃଙ୍ଖଳ ଆନ୍ଦୋଳନର ଘୋଷଣା କରିଛି । ଏହି ପରିପ୍ରେକ୍ଷୀରେ ରବିବାର ଦିନ ଏଏସଏସ୍ ପକ୍ଷରୁ କୁଜଙ୍ଗ ଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏଥିରେ ଆନୁମାନିକ ଦଶହଜାର ଲୋକ ଏକାଠି ହୋଇଥିଲେ …

Read More »

ଜଗାର ହେବ ଖପୁରୀ ପ୍ରତିରୋପଣ, ଏବେ ଯାଇପାରିବନି ସ୍କୁଲ : ଆଇନ ମନ୍ତ୍ରୀ

ଭୁବନେଶ୍ୱର ,୧୬/୦୯/୨୦୧୯(ଓଡ଼ିଶା ସମାଚାର)-ଦିଲ୍ଲୀ ଏମସ୍ ରୁ ଫେରିବା ପରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲରେ ଚିକିତ୍ସାଧୀନ ଥିବା ଜଗାର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ତେବେ ଜଗା ବର୍ତମାନ ସ୍କୁଲ ଯାଇପାରିବ ନାହିଁ । ପ୍ରଥମେ ଜଗା ମୁଣ୍ଡରେ ଖପୁରୀ ପ୍ରତିରୋପଣ ହେବ ବୋଲି ରବିବାର ଏସସିବିରେ ଜଗା କାଳିଆଙ୍କୁ ଭେଟିବା ପରେ କହିଛନ୍ତି ଆଇନ୍ ମନ୍ତ୍ରୀ ପ୍ରତାପ ଜେନା । ରବିବାର ଦିନ ମନ୍ତ୍ରୀ ଶ୍ରୀ ଜେନା କଟକ ଏସସିବି …

Read More »

ସ୍ୱାଇନ୍ ଫ୍ଲୁ ଆଶଙ୍କା

ଗରଦପୁର,୧୫/୦୯/୨୦୧୯(ଓଡ଼ିଶା ସମାଚାର)- ଗତ ଦୁଇ ବର୍ଷ ହେଲା ସାରା ଦେଶରେ ସ୍ୱାଇନ୍ ଫ୍ଲୁ ଆତଙ୍କ ସୃଷ୍ଟି କରିଥିବାବେଳେ ଓଡ଼ିଶାରେ ମଧ୍ୟ ବହୁ ଆକ୍ରାନ୍ତ ହୋଇଥିଲେ ଓ ଅନେକ ମଧ୍ୟ ମୃତ୍ୟୁ ବରଣ କରିଥିଲେ ।  ଘୁଷୁରୀ  ଙ୍କ ଦେହରୁ ଏକ ଜୀବାଣୁ ଦ୍ୱାରା ଏହା ବ୍ୟାପୁଥିବା କୁହାଯାଉଥିଲା । ପ୍ରତିବର୍ଷ ଏହି ବର୍ଷ ଋତୁରେ ଏହି ସ୍ୱାଇନ୍ ଫ୍ଲୁ ରେ ବହୁ ରୋଗୀ ମୃତ୍ୟୁ ବରଣ କରୁଥିବାରୁ ସରକାରଙ୍କର ଓ …

Read More »

ନୀଳଚକ୍ର କ୍ଲବ୍ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ସାଲେପୁର, ୦୯/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା )- ଆଜି ନୀଳଚକ୍ର କ୍ଲବ୍ ଆନୁକୂଲ୍ୟରେ ଜେ.ପି.ଏମ୍ ରୋଟାରୀ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ  ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆତୋଡ଼ା ଗ୍ରାମର ନୋଡ଼ାଲ ଉ.ପ୍ରା. ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୧୦୫ଜଣ ବ୍ୟକ୍ତିଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିବାବେଳେ ସେଥିମଧ୍ୟରୁ ୨୩ଜଣ ବ୍ୟକ୍ତିଙ୍କ ଚକ୍ଷୁ ଅସ୍ତ୍ରୋପଚାର କରାଯିବାପାଇଁ ମନୋନୀତ କରାଯାଇଥିଲା । ଏହି ଶିବିରକୁ ନୀଳଚକ୍ର କ୍ଲବ୍ର ସଭ୍ୟ …

Read More »

ମ୍ୟାଲେରିଆ ମୁକ୍ତ ପାଇଁ ମ୍ୟାଲେରିଆ ଆକ୍ସନ କୋଆଲିସନ୍  ର  ଶୁଭାରମ୍ଭ

ଭୁବନେଶ୍ୱର,୦୯/୦୯/୨୦୧୯(ଓଡ଼ିଶା ସମାଚାର)-  ଓଡ଼ିଶା ସରକାରଙ୍କ ନେତୃତ୍ୱରେ ରାଜ୍ୟକୁ ମ୍ୟାଲେରିଆ ମୁକ୍ତ କରିବା ଲକ୍ଷ୍ୟରେ ମ୍ୟାଲେରିଆ ନୋ ମୋର୍ ଇଣ୍ଡିଆ (ଏମ୍ଏନ୍ଏମ୍ ଇଣ୍ଡିଆ) ପକ୍ଷରୁ ମ୍ୟାଲେରିଆ ଆକ୍ସନ କୋଆଲିସନ୍ ବା ମ୍ୟାଲେରିଆ କାର୍ଯ୍ୟାନ୍ୱୟନ ମେଂଟ (ମ୍ୟାକ୍) ଶୁଭାରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ଜାତୀୟ ଭୁତାଣୁ ଜନିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ସହାୟତା କରିବା ଉଦ୍ଧେଶ୍ୟରେ ମ୍ୟାକ୍ ଏକ ବହୁକ୍ଷେତ୍ରୀୟ ସମନ୍ୱୟ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିବ । ଓଡ଼ିଶା ସରକାରଙ୍କ …

Read More »

ପୁଷ୍ଟି ସଚେତନତା ସୃଷ୍ଟି ଲାଗି ଅନୁଗୁଳର ୬ଟି ଗ୍ରାମରେ ଅଣ୍ଡା ପ୍ରତିଯୋଗିତା

ଭୁବନେଶ୍ୱର,୦୯/୦୯/୨୦୧୯(ଓଡ଼ିଶା ସମାଚାର)- ପୋଷଣ ମାସ ଚାଲିଥିବାରୁ ସାରା ଦେଶରେ ପୁଷ୍ଟିକୁ ନେଇ ଚର୍ଚା ଜାରି ରହିଥିବା ବେଳେ ଓଡ଼ିଶାର ଅନୁଗୁଳ ଜିଲ୍ଲାରେ ଅଣ୍ଡାରେ ଥିବା ପୁଷ୍ଟିର ଭୂମିକା ବିଷୟରେ ଧ୍ୟାନ ଆକର୍ଷଣ କରିବା ଲାଗି ଛଅଟି ଗ୍ରାମରେ ଏକ ସ୍ୱତନ୍ତ୍ର ପ୍ରତିଯୋଗିତା ଆୟୋଜନ କରାଯାଇଛି । ସମନ୍ୱିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ) ଅଧୀନରେ ସପ୍ଲିମେଂଟାରି ନୁ୍ୟଟ୍ରିସନ ପ୍ରୋଗ୍ରାମ (ଏସଏନପି)ର ହିତାଧିକାରୀ ଥିବା ମହିଳା ଓ ଶିଶୁମାନେ ଏହି ଅଣ୍ଡା …

Read More »