Wednesday , January 19 2022
Breaking News
Home / ସ୍ୱାସ୍ଥ୍ୟ (page 4)

ସ୍ୱାସ୍ଥ୍ୟ

  ପାଟକୁରା ମେଡ଼ିକାଲ ରୋଗୀ କଲ୍ୟାଣ ସମିତି ବୈଠକ 

ପାଟକୁରା, ୬/୧/୨୦୨୨ (ଓଡ଼ିଶା ସମାଚାର)-ପାଟକୁରା ଉନ୍ନିତ ସ୍ୱାସ୍ଥ୍ୟ କେନ୍ଦ୍ରର ସଭା ଗୃହରେ ଆଜି ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ବୈଠକରେ ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଂଜୟ କୁମାର ଅଗ୍ରୱାଲା ଅଧ୍ୟକ୍ଷତା କରିଥିଲେ । ଏଥିରେ ପାଟକୁରା ମେଡ଼ିକାଲ ଅଫିସର ଡ଼ାକ୍ତର ନୀରଂଜନ କର ରୋଗୀ କଲ୍ୟାଣ ସମିତି କୁ ଆସୁଥିବା ଅନୁଦାନ ସହିତ ମେଡ଼ିକାଲ ର ବହୁବିଧ ଉନ୍ନତି ସମ୍ପର୍କରେ …

Read More »

ଭୁବନେଶ୍ୱର ରେ ପୁଣି ୪ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କଲା ବିଏମସି – ମୋଟ କଣ୍ଟେନମେଣ୍ଟ ୧୪ ରେ ପହଂଚିଲା

ଭୁବନେଶ୍ୱର ,୬/୧/୨୦୨୨ (ଓଡ଼ିଶା ସମାଚାର)- ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ଭୁବନେଶ୍ୱର ରେ ପୁଣି ୪ଟି ସ୍ଥାନକୁ ବିଏମସି କଣ୍ଟେନମେଣ୍ଟ ଘୋଷଣା କରିଛି। ଆଜି ରାଜଧାନୀର ନୟାପଲ୍ଲୀ ଓ ଭୀମପୁରରେ ଗୋଟିଏ ଲେଖାଏଁ ଏବଂ ଶ୍ରୀକ୍ଷେତ୍ର ବିହାରରେ ଦୁଇଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଏହାକୁ ମିଶାଇ ରାଜଧାନୀରେ ମୋଟ୍ ୧୪ଟି ସ୍ଥାନ କଣ୍ଟେନମେଣ୍ଟ ଘୋଷିତ ହୋଇଛି। ଗୋଟିଏ ସ୍ଥାନରୁ ଏକାଧିକ ସଂକ୍ରମିତ ଚିହ୍ନଟ ପରେ …

Read More »

ଆଉ ୧୮୯୭ ଜଣ କରୋନା ପଜିଟିଭ୍ ଚିହ୍ନଟ, ୨୫୮ ଜଣ ଶିଶୁ ସଂକ୍ରମିତ, ଜଣେ ସଂକ୍ରମିତ ଙ୍କ ମୃତ୍ୟୁ

ଭୁବନେଶ୍ୱର , ୬/୧/୨୦୨୨ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)- ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ବଢ଼ି ଚାଲିଛି । ଗତ ଡିସେମ୍ବର ୨୮ରେ ୧୫୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେହିପରି ଡିସେମ୍ବର ୨୯ରେ ୨୨୧ଜଣ, ଡିସେମ୍ବର ୩୦ରେ ୨୨୫ଜଣ, ଡିସେମ୍ବର ୩୧ରେ ୨୨୮ଜଣ, ଜାନୁଆରୀ ୧ରେ ୨୯୮ଜଣ, ଜାନୁଆରୀ ୨ରେ ୪୨୪ ଜଣ, ଜାନୁଆରୀ ୩ ରେ ୪୨୪ ଜଣ, ଗତକାଲି ଜାନୁଆରୀ ୪ ରେ …

Read More »

ସୁନ୍ଦରଗଡ଼ ଜବାହାର ନବୋଦୟ ବିଦ୍ୟାଳୟରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୯୮ କୁ ବୃଦ୍ଧି

କଣ୍ଟେନମେଣ୍ଟ ଜୋନ ଘୋଷଣା ସୁନ୍ଦରଗଡ଼, ୬/୧/୨୦୨୨ (ଓଡ଼ିଶା ସମାଚାର)- ଲେଫ୍ରିପଡା ବ୍ଲକ୍ ଜିଂକନଗରସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟରେ ଵୁଧବାର ଦିନ ପୁଣି ୫୩ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବରୁ ମଙ୍ଗଳବାର ଦିନ ୩୬ ଜଣ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ଜବାହାର ନବୋଦୟ ବିଦ୍ୟାଳୟରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୯୮ କୁ ବୃଦ୍ଧି ପାଇଛି। ଜିଲା ପ୍ରଶାସନ ପକ୍ଷରୁ ବିଦ୍ୟାଳୟକୁ …

Read More »

ଓଡ଼ିଶା ରେ ଆଉ ୨୪ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ, ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୬୧ କୁ ବୃଦ୍ଧି

ଭୁବନେଶ୍ୱର , ୫/୧/୨୦୨୨ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)- ଓଡ଼ିଶା ରେ ଆଉ ୨୪ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୯ ଜଣ ସ୍ଥାନୀୟ ସଂକ୍ରମିତ ଓ ୫ ଜଣ ବିଦେଶ ଫେରନ୍ତା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୬୧ କୁ ବୃଦ୍ଧି ପାଇଛି । ୨୧୮ ଜଣ ଙ୍କ ନମୂନା ରୁ ୨୪ ଜଣ ଚିହ୍ନଟ ହୋଇଛନ୍ତି …

Read More »

ଭୁବନେଶ୍ୱରର ୫ଟି ସ୍ଥାନକୁ ବିଏମସି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା

ଭୁବନେଶ୍ୱର , ୫/୧/୨୦୨୨ (ଓଡ଼ିଶା ସମାଚାର/ଦୀପ୍ତି ରଂଜନ କାନୁନଗୋ)- ରାଜ୍ୟରେ ଆଜି କରୋନା ଲମ୍ବ ଡ଼ିଆଁ ମାରିଛି । ଆଜି ୧୨୧୬ ଜଣ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସବୁଠାରୁ ଅଧିକ ଖୋର୍ଦ୍ଧା ଜିଲ୍ଲାରୁ ୪୫୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜଧାନୀ ଭୁବନେଶ୍ୱରର ୫ଟି ସ୍ଥାନକୁ ବିଏମସି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି । ଏହି ସ୍ଥାନରୁ ଏକାଧିକ କରୋନା ପଜିଟିଭ୍ କେସ୍ ବାହରି …

Read More »

ଲମ୍ବଡ଼ିଆଁ ମାରିଲା କରୋନା , ୧୨୧୬ କରୋନା ପଜିଟିଭ୍ ଚିହ୍ନଟ, ୧୮୭ ଜଣ ଶିଶୁ ସଂକ୍ରମିତ, ୨ କରୋନା ସଂକ୍ରମିତ ଙ୍କ ମୃତ୍ୟୁ

ଭୁବନେଶ୍ୱର , ୫/୧/୨୦୨୨ (ଓଡ଼ିଶା ସମାଚାର)- ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ବଢ଼ି ଚାଲିଛି । ଗତ ଡିସେମ୍ବର ୨୮ରେ ୧୫୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେହିପରି ଡିସେମ୍ବର ୨୯ରେ ୨୨୧ଜଣ, ଡିସେମ୍ବର ୩୦ରେ ୨୨୫ଜଣ, ଡିସେମ୍ବର ୩୧ରେ ୨୨୮ଜଣ, ଜାନୁଆରୀ ୧ରେ ୨୯୮ଜଣ, ଜାନୁଆରୀ ୨ରେ ୪୨୪ ଜଣ, ଜାନୁଆରୀ ୩ ରେ ୪୨୪ ଜଣ, ଗତକାଲି ଜାନୁଆରୀ ୪ ରେ ୬୮୦ ଜଣ …

Read More »

ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୬୨ ଜଣ କିଶୋର , କିଶୋରୀ ଟୀକାନେଲେ

ଭୁବନ,୪/୧/୨୦୨୨ (ଓଡ଼ିଶା ସମାଚାର)-ମହାମାରୀ କରୋନା ର ନୂଆ ଭାରିଆଣ୍ଟ ଓମିକ୍ରନ ର ଦୃତ ସଂକ୍ରମଣକୁ ପ୍ରତିହତ କରିବା ସକାଶେ ସରକାର୧୫ ରୁ ୧୭ ବର୍ଷ ପର୍ଯ୍ୟନ୍ତ କିଶୋର , କିଶୋରୀ ମାନଙ୍କୁ ଜାନୁଆରୀ ୩ ତାରିଖ ଠାରୁ ଟୀକା ଦେବାକୁ ଘୋଷଣା କରିବା ପରେ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତକାଲିଠାରୁ ଟୀକା ଦାନ ବ୍ୟବସ୍ଥା ଆରମ୍ଭ ହୋଇଛି । ଟୀକା ନେବାକୁ ଯୁବବର୍ଗ ଖୁବ ଉତ୍ସାହିତ ହୋଇ ଡାକ୍ତରଖାନାରେ …

Read More »

ନାଇଜର ରେ ୩୧ ଜଣ କରୋନା ପଜିଟିଭ ଚିହ୍ନଟ, ଜଟଣୀ ମ୍ୟୁନିସିପାଲିଟି ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଖୋର୍ଦ୍ଧା ,୪/୧/୨୦୨୨ (ଓଡ଼ିଶା ସମାଚାର)- ରାଜ୍ୟରେ ଧିରେ ଧିରେ ପୁଣି ଥରେ ନିଜର କାୟା ବିସ୍ତାର କରୁଛି କରୋନା। ଏହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢିଯାଇଛି। ଆଜି ସନ୍ଧ୍ୟା ରେ ମୁଖ୍ୟମନ୍ତ୍ରୀ ରାଜ୍ୟର କୋଭିଡ଼ ସ୍ଥିତି ନେଇ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ଆଜି ବାଣୀବିହାର ଛକସ୍ଥିତ ଡିସିପି କାର୍ୟ୍ୟାଳୟରେ ଏକାଧିକ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଡ଼ିସିପି ଅଫିସକୁ ୨ ଦିନ ପାଇଁ ସିଲ କରାଯାଇଛି …

Read More »

ଡିସିପି ଅଫିସର ଏକାଧିକ କର୍ମଚାରୀ କରୋନା ଆକ୍ରାନ୍ତ, ୨ ଦିନ ପାଇଁ ସିଲ କଲା ବିଏମସି

ଭୁବନେଶ୍ୱର,୪/୧/୨୦୨୨ (ଓଡ଼ିଶା ସମାଚାର)- ରାଜଧାନୀ ବାଣୀବିହାର ଛକସ୍ଥିତ ଡିସିପି ଅଫିସର ଏକାଧିକ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଅଫିସକୁ ସିଲ୍ କରାଯାଇଛି। ଡିସିପି ଅଫିସକୁ ବିଏମସି ସିଲ୍ କରିଥିବା ଜଣାଯାଇଛି। ସଂକ୍ରମଣ ରୋକିବାକୁ ସେହି ଅଞ୍ଚଳକୁ ସାନିଟାଇଜ କରାଯିବା ସହ ସେହି ସ୍ଥାନକୁ ନ ଯିବା ପାଇଁ ବାରଣ କରାଯାଇଛି। ୪ ଓ ୫ ତାରିଖ ୨ ଦିନ ପାଇଁ ଡିସିପି ଅଫିସକୁ ସିଲ୍ କରିଛି …

Read More »