Thursday , May 26 2022
Breaking News
Home / ସ୍ୱାସ୍ଥ୍ୟ (page 20)

ସ୍ୱାସ୍ଥ୍ୟ

ଲମ୍ବଡ଼ିଆଁ ମାରିଲା କରୋନା , ୧୨୧୬ କରୋନା ପଜିଟିଭ୍ ଚିହ୍ନଟ, ୧୮୭ ଜଣ ଶିଶୁ ସଂକ୍ରମିତ, ୨ କରୋନା ସଂକ୍ରମିତ ଙ୍କ ମୃତ୍ୟୁ

ଭୁବନେଶ୍ୱର , ୫/୧/୨୦୨୨ (ଓଡ଼ିଶା ସମାଚାର)- ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ବଢ଼ି ଚାଲିଛି । ଗତ ଡିସେମ୍ବର ୨୮ରେ ୧୫୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେହିପରି ଡିସେମ୍ବର ୨୯ରେ ୨୨୧ଜଣ, ଡିସେମ୍ବର ୩୦ରେ ୨୨୫ଜଣ, ଡିସେମ୍ବର ୩୧ରେ ୨୨୮ଜଣ, ଜାନୁଆରୀ ୧ରେ ୨୯୮ଜଣ, ଜାନୁଆରୀ ୨ରେ ୪୨୪ ଜଣ, ଜାନୁଆରୀ ୩ ରେ ୪୨୪ ଜଣ, ଗତକାଲି ଜାନୁଆରୀ ୪ ରେ ୬୮୦ ଜଣ …

Read More »

ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୬୨ ଜଣ କିଶୋର , କିଶୋରୀ ଟୀକାନେଲେ

ଭୁବନ,୪/୧/୨୦୨୨ (ଓଡ଼ିଶା ସମାଚାର)-ମହାମାରୀ କରୋନା ର ନୂଆ ଭାରିଆଣ୍ଟ ଓମିକ୍ରନ ର ଦୃତ ସଂକ୍ରମଣକୁ ପ୍ରତିହତ କରିବା ସକାଶେ ସରକାର୧୫ ରୁ ୧୭ ବର୍ଷ ପର୍ଯ୍ୟନ୍ତ କିଶୋର , କିଶୋରୀ ମାନଙ୍କୁ ଜାନୁଆରୀ ୩ ତାରିଖ ଠାରୁ ଟୀକା ଦେବାକୁ ଘୋଷଣା କରିବା ପରେ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତକାଲିଠାରୁ ଟୀକା ଦାନ ବ୍ୟବସ୍ଥା ଆରମ୍ଭ ହୋଇଛି । ଟୀକା ନେବାକୁ ଯୁବବର୍ଗ ଖୁବ ଉତ୍ସାହିତ ହୋଇ ଡାକ୍ତରଖାନାରେ …

Read More »

ନାଇଜର ରେ ୩୧ ଜଣ କରୋନା ପଜିଟିଭ ଚିହ୍ନଟ, ଜଟଣୀ ମ୍ୟୁନିସିପାଲିଟି ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଖୋର୍ଦ୍ଧା ,୪/୧/୨୦୨୨ (ଓଡ଼ିଶା ସମାଚାର)- ରାଜ୍ୟରେ ଧିରେ ଧିରେ ପୁଣି ଥରେ ନିଜର କାୟା ବିସ୍ତାର କରୁଛି କରୋନା। ଏହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢିଯାଇଛି। ଆଜି ସନ୍ଧ୍ୟା ରେ ମୁଖ୍ୟମନ୍ତ୍ରୀ ରାଜ୍ୟର କୋଭିଡ଼ ସ୍ଥିତି ନେଇ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ଆଜି ବାଣୀବିହାର ଛକସ୍ଥିତ ଡିସିପି କାର୍ୟ୍ୟାଳୟରେ ଏକାଧିକ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଡ଼ିସିପି ଅଫିସକୁ ୨ ଦିନ ପାଇଁ ସିଲ କରାଯାଇଛି …

Read More »

ଡିସିପି ଅଫିସର ଏକାଧିକ କର୍ମଚାରୀ କରୋନା ଆକ୍ରାନ୍ତ, ୨ ଦିନ ପାଇଁ ସିଲ କଲା ବିଏମସି

ଭୁବନେଶ୍ୱର,୪/୧/୨୦୨୨ (ଓଡ଼ିଶା ସମାଚାର)- ରାଜଧାନୀ ବାଣୀବିହାର ଛକସ୍ଥିତ ଡିସିପି ଅଫିସର ଏକାଧିକ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଅଫିସକୁ ସିଲ୍ କରାଯାଇଛି। ଡିସିପି ଅଫିସକୁ ବିଏମସି ସିଲ୍ କରିଥିବା ଜଣାଯାଇଛି। ସଂକ୍ରମଣ ରୋକିବାକୁ ସେହି ଅଞ୍ଚଳକୁ ସାନିଟାଇଜ କରାଯିବା ସହ ସେହି ସ୍ଥାନକୁ ନ ଯିବା ପାଇଁ ବାରଣ କରାଯାଇଛି। ୪ ଓ ୫ ତାରିଖ ୨ ଦିନ ପାଇଁ ଡିସିପି ଅଫିସକୁ ସିଲ୍ କରିଛି …

Read More »

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୬୮୦ ଜଣ କରୋନା ସଂକ୍ରମିତ ଚିହ୍ନଟ, ୧୧୯ ଜଣ ଶିଶୁ ଆକ୍ରାନ୍ତ , ଜଣେ ସଂକ୍ରମିତ ଙ୍କ ମୃତ୍ୟୁ

ଭୁବନେଶ୍ୱର,୪/୧/୨୦୨୨ (ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୬୮୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୯୭ ଜଣ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଥିବାବେଳେ ୨୮୩ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୧୧୯ ଜଣ ଶିଶୁ ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ …

Read More »

ରାଜ୍ୟର ଓମିକ୍ରନ୍ ଓ କରୋନା ସଂକ୍ରମଣ ର ସ୍ଥିତି ନେଇ ଆଜି ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ

ଭୁବନେଶ୍ୱର,୪/୧/୨୦୨୨ (ଓଡ଼ିଶା ସମାଚାର)- ରାଜ୍ୟରେ କରୋନା ସଂକ୍ରମଣ ପୁଣି ବଢ଼ି ବଢ଼ି ଚାଲିଲାଣି । ଆଜି ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଓମିକ୍ରନ୍ ଓ କରୋନା ସଂକ୍ରମଣ ର ସ୍ଥିତି ନେଇ କରିବେ ସମୀକ୍ଷା। ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ରହିବେ ବୋଲି ଜଣାଯାଇଛି। ଓଡ଼ିଶା ସମାଚାର

Read More »

୧୧ଟି ଜିଲ୍ଲାକୁ ମାଡ଼ିଗଲାଣି ଓମିକ୍ରନ୍ , ପୁରୀ ର ୧୧ ୱାର୍ଡ଼ ରେ ଥିବା ଏକ ହୋଟେଲ କୁ ମାଇକ୍ରୋ କଂଟେନମେଂଟ ଜୋନ୍ ଘୋଷଣା

ଭୁବନେଶ୍ୱର , ୪/୧/୨୦୨୨ (ଓଡ଼ିଶା ସମାଚାର)- ଖୁବ କମ୍ଦିନ ମଧ୍ୟରେ ରାଜ୍ୟର ୧୧ଟି ଜିଲ୍ଲାକୁ ମାଡ଼ିଗଲାଣି ଓମିକ୍ରନ୍। ଖୋର୍ଦ୍ଧା ଜିଲାରେ ସର୍ବାଧିକ ୧୧ ଜଣ ଚିହ୍ନଟ ହୋଇଥିବାବେଳେ କେନ୍ଦୁଝର ଜିଲାରେ ୭ ଜଣ, ଜଗତସିଂହପୁର ଜିଲାର ୫ ଜଣ,ପୁରୀ ଓ ସମ୍ବଲପୁର ଜିଲା ୩ ଜଣ ଲେଖା, ବୌଦ୍ଧ ଓ ଅନୁଗୁଳ ଜିଲାର ୨ଜଣ ଲେଖା , ବାଲେଶ୍ୱର, କଟକ,ଭଦ୍ରକ ଓ ଗଂଜାମ ଜିଲାର ଜଣେ ଲେଖା ଓମିକ୍ରନ୍ ସଂକ୍ରମିତ …

Read More »

ନବରଙ୍ଗପୁର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାର ଦୁଇ ଜଣ କର୍ମଚାରୀ କୋଭିଡ୍ ସଂକ୍ରମିତ, ୪୮ ଘଂଟା ପାଇଁ ବ୍ୟାଙ୍କ ବନ୍ଦ

ନବରଙ୍ଗପୁର , ୩/୧/୨୦୨୨ (ଓଡ଼ିଶା ସମାଚାର)- ନବରଙ୍ଗପୁର ଏସବିଆଇ ମୁଖ୍ୟ ଶାଖାର ଦୁଇ ଜଣ କର୍ମଚାରୀ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ୪୮ଘଣ୍ଟା ପାଇଁ ଅର୍ଥାତ୍ ସୋମବାର ଓ ମଙ୍ଗଳବାର ଗ୍ରାହକ ସେବା ସମ୍ପୂର୍ଣ୍ଣ ବନ୍ଦ ରହିବ । ସୋମବାର ଜିଲ୍ଲାରେ ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓଡ଼ିଶା ସମାଚାର

Read More »

ରାଜ୍ୟରେ କରୋନା ସହିତ ତାଳଦେଇ ଓମିକ୍ରନ୍ ସଂକ୍ରମଣ ବଢ଼ୁଛି

ଭୁବନେଶ୍ୱର , ୩/୧/୨୦୨୨ (ଓଡ଼ିଶା ସମାଚାର)-ଗତ କିଛି ଦିନ ହେଲା ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଥିବା ବେଳେ ଓମିକ୍ରନ୍ ଆକ୍ରାନ୍ତ ସଂଖ୍ୟା ମଧ୍ୟ ଉଦ୍ବେଗଜନକ ଭାବେ ବୃଦ୍ଧି ପାଉଛି। ରବିବାର ଗୋଟିଏ ଦିନରେ ୨୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧ ଜଣ ବିଦେଶ (ଫିନଲାଣ୍ଡ, ଓମାନ, ସାଉଦି ଆରବ, ଦୁବାଇ ଓ ସିରିଆ) ଫେରନ୍ତା ହୋଇଥିବା ବେଳେ ଦୁଇ ଜଣ …

Read More »

ଲମ୍ବଡ଼ିଆଁ ମାରିଲା ଓମିକ୍ରନ୍ , ଆଉ ୨୩ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ – ମୋଟ୍ ଓମିକ୍ରନ୍ ଆକ୍ରାନ୍ତ ସଂଖ୍ୟା ୩୭ କୁ ବୃଦ୍ଧି

ଭୁବନେଶ୍ୱର , ୨/୧/୨୦୨୨ (ଓଡ଼ିଶା ସମାଚାର)- ଓଡ଼ିଶା ରେ ଲମ୍ବଡ଼ିଆଁ ମାରିଛି ଓମିକ୍ରନ୍ । ଏକା ଥରକେ ଆଉ ୨୩ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୯ଜଣ ପୁରୁଷ ଓ ୪ ଜଣ ମହିଳା । ଆଜିର ଓମିକ୍ରନ ମାମଲାକୁ ମିଶାଇ ରାଜ୍ୟରେ ମୋଟ୍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି । ପୂର୍ବରୁ ରାଜ୍ୟରେ ୧୪ ଓମିକ୍ରନ ମାମଲା ଚିହ୍ନଟ ହୋଇଥିଲେ …

Read More »