Thursday , June 30 2022
Breaking News
Home / ସ୍ୱାସ୍ଥ୍ୟ (page 100)

ସ୍ୱାସ୍ଥ୍ୟ

ରାଜ୍ୟରେ ଆସିବ ନୂଆ ଟେଲି ମେଡିସିନି ନୀତି : ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପ୍ରକ୍ରିୟା ତ୍ୱରାନ୍ୱିତ

ଭୁବନେଶ୍ୱର,୦୧/୦୯/୨୦୧୯(ଓଡ଼ିଶା ସମାଚାର)-ରାଜ୍ୟ ସରକାର ଖୁବଶୀଘ୍ର ନୂତନ ଟେଲିମେଡିସିନି ନୀତି ଆଣିବାକୁ ଯାଉଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ନିର୍ଦ୍ଦେଶକ୍ରମେ ବିଭାଗ ପକ୍ଷରୁ ରୋଗୀଙ୍କୁ ଚିକିତ୍ସାସେବାକ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ, ଉନ୍ନତ ଯନ୍ତ୍ରପାତି ଏବଂ ବିଶେଷଜ୍ଞ ଚିକିତ୍ସକଙ୍କ ସେବା ଯୋଗାଇବା ଦିଗରେ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ରାଜ୍ୟରେ ଟେଲି ମେଡିସିନି କାର୍ଯ୍ୟକାରିତା ନେଇ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ …

Read More »

୧୦ ଜିଲ୍ଲାରେ ଇ-ଆଇସିୟୁ ବ୍ୟବସ୍ଥା

ଭୁବନେଶ୍ୱର ,୩୧/୦୮/୨୦୧୯(ଓଡ଼ିଶା ସମାଚାର)- ସ୍ୱାସ୍ଥ୍ୟସେବାର ଉନ୍ନତି ନିମନ୍ତେ ରାଜ୍ୟ ସରକାର ଇ-ଆଇସିୟୁ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଧାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦିନିକିଆ ଇ-ଆଇସିୟୁ କର୍ମଶାଳାରୁ ଏହି ସୂଚନା ମିଳିଛି । ଜିଲ୍ଲାସ୍ତରୀୟ ମୁଖ୍ୟ ଚିକିତ୍ସାଳୟରେ ପ୍ରତିଷ୍ଠିତ ଆଇସିୟୁ ଗୁଡିକୁ ଏହା ମାଧ୍ୟମରେ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ …

Read More »

ୟୁନିସେଫ୍ ମୁଖ୍ୟ କ୍ଷେତ୍ର ଅଧିକାରୀଙ୍କ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା

ଭୁବନେଶ୍ୱର,୩୦/୦୮/୨୦୧୯(ଓଡ଼ିଶା ସମାଚାର)-ୟୁନିସେଫ୍ ମୁଖ୍ୟ କ୍ଷେତ୍ର ଅଧିକାରୀ ମୋନିକା ନେଲସେନ୍ ସଚିବାଳୟ ଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି । ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ , କାର୍ଯ୍ୟକାରୀ ହେଉଥିବା ସମ୍ପୂର୍ଣ୍ଣା ଯୋଜନା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ଏହି ସବୁ କାର୍ଯ୍ୟକ୍ରମ ଓଡିଶାରେ ବେଶ୍ ସଫଳତାର ସହିତ କାର୍ଯ୍ୟକାରୀ ହେଉଥିବା ଏବଂ …

Read More »

ଆସନ୍ତା ୬ ରେ ଏମ୍ସଛାଡ଼ିବେ  ଜଗା -କାଳିଆ, ୭ ରେ ପହଂଚିବେ କଟକ ଏସ୍.ସି.ବି ମେଡିକାଲ କଲେଜ ଓ ହସପିଟାଲରେ

ଭୁବନେଶ୍ୱର,୩୦/୦୮/୨୦୧୯(ଓଡ଼ିଶା ସମାଚାର)- ଆସନ୍ତା ୬ ତାରିଖରେ ଯୋଡା ମୁଣ୍ଡରୁ ଅଲଗା ହୋଇଥିବା ଜଗା- କାଳିଆ ଦିଲ୍ଲୀ ଏମ୍ସରୁ ଫରିବେ । ୭ ତାରିଖରେ ସେମାନେ ସିଧା କଟକ ଏସ୍.ସି.ବି ମେଡିକାଲ କଲେଜ ଓ ହସପିଟାଲରେ ପହଂଚିବେ ବୋଲି ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସକହିଛନ୍ତି । ଗଣମାଧ୍ୟମକୁ ସୂଚନାଦେଇ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ ସୋମାନେ ୬ ତାରିଖରେ ଦିଲ୍ଲୀରୁ ରାଜଧାନୀ ଏକ୍ସପ୍ରେସ ରେ ଆସିବେ …

Read More »

ବାରମ୍ବାର ପରିସ୍ରା କରିବା ପ୍ରୋଷ୍ଟେଟ୍ ହେବାର କାରଣ ହୋଇପାରେ

ଭୁବନେଶ୍ୱର ,୨୯/୦୮/୨୦୧୯(ଓଡ଼ିଶା ସମାଚାର)-ବୟସ୍କ ଲୋକଙ୍କଠାରେ ପ୍ରୋଷ୍ଟେଟ୍ ରୋଗ ସାଧାରଣ ଅଟେ,ଯାହା ଅସୁସ୍ଥତାର ମୁଖ୍ୟ କାରଣ ଅଟେ । ଅନେକ ପ୍ରୋଷ୍ଟେଟ୍ ସମସ୍ୟା ପାଇଁ ଆଖପାଖ ପରିସ୍ଥିତି ଗୁଡ଼ିକୁ ଦାୟୀ କରିଥାନ୍ତି । କେତେକ ବୟସ,ପାଣିପାଗର ପରିବର୍ତନ, ଯାତ୍ରାଜନିତ ଚାପ, ବିଭିନ୍ନ ସ୍ଥାନର ପାଣି ଇତ୍ୟାଦିକୁ ଦୋଷ ଦେଇଥାନ୍ତିି । ଯାହାହେଉ ସୁସ୍ତିଆ ଜୀବନଶୈଳୀ ପାଇଁ ବୟସର କାରଣ ଲାଇନକୁ ଅସ୍ପଷ୍ଟ କରୁଛି । ପ୍ରୋଷ୍ଟେଟ ର ବୃଦ୍ଧି “ଲୋୟର୍ ୟୁରିନାରୀଟ୍ରାକ୍ …

Read More »

୬୬ ରେ ପହଂଚିଲା ଡ଼େଙ୍ଗୁ ପଜିଟିଭ୍ ସଂଖ୍ୟା

ବ୍ରହ୍ମପୁର, ୨୯/୦୮/୨୦୧୯(ଓଡ଼ିଶା ସମାଚାର)-ଗଂଜାମ ଜିଲାରେ ବୁଧବାର ଦିନ ପୁଣି ଆଉ ୫ ଜଣ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲାରେ ଡ଼େଙ୍ଗୁ ପଜିଟିଭ ସଂଖ୍ୟା ୬୬ ରେ ପହଂଚିଛି । ଏହି ୫ ଜଣ ଙ୍କ ମଧ୍ୟରୁ ୩ ଜଣ ବ୍ରହ୍ମପୁରର ହୋଇଥିବାବେଳେ ୨ ଜଣ ରାଜ୍ୟ ବାହାରୁ ଆସିଥିବା ଜିଲା ମ୍ୟାଲେରିଆ ଅଧିକାରୀ ଡ଼ଃ ଜଗଦିଶ ପଟ୍ଟନାୟକ ଙ୍କ ଠାରୁ ସୂଚନା ମିଳିଛି । ଡ଼େଙ୍ଗୁ …

Read More »

ସତ୍ୟସନାତନ ନିର୍ବେଦ ଆଶ୍ରମ ପକ୍ଷରୁ ମାଗଣା ଚିକିତ୍ସା ଓ ଔଷଧ ବିତରଣ

ସାଲେପୁର, ୨୮/୦୮/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା) – ସାଲେପୁର ସହରର ଚିତ୍ରୋପôଳା ନଦୀକୂଳ ଦୋବନ୍ଧିଠାରେ ସତ୍ୟସନାତନ ନିର୍ବେଦ ଆଶ୍ରମ ପକ୍ଷରୁ ପ୍ରତି ରବିବାର ଦିନ ବିଭିନ୍ନ ପ୍ରକାର ରୋଗୀମାନଙ୍କୁ ଚିକିତ୍ସା କରାଯିବା ସହ ସେମାନଙ୍କୁ ମାଗଣାରେ ହୋମିଓପ୍ୟାଥିକ ଔଷଧ ବିତରଣ କରାଯାଉଛି । ଏଥିନେଇ ପ୍ରତି ରବିବାର ଦିନ ଏହି ଆଶ୍ରମରେ ନାହିଁନଥିବା ରୋଗୀମାନଙ୍କର ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି । ପ୍ରତି ରବିବାର ମାସକୁ ୪ଦିନ ସକାଳ ୧୧ଟାରୁ ରୋଗୀଦେଖା …

Read More »

ମାତୃ ଓ ଶିଶୁମୃତୁ୍ୟ ହ୍ରାସ ନିମନ୍ତେ ସମ୍ପୂର୍ଣ୍ଣାକୁ ଅଧିକ କ୍ରିୟାଶୀଳ କରାଯିବ

କମିଟି ଗଠନ ସହିତ ମାସକ ମଧ୍ୟରେ ରିପୋର୍ଟ ଦେବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶ ଭୁବନେଶ୍ୱର,୨୮/୦୮/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ରାଜ୍ୟରେ ଶିଶୁ ଓ ମାତୃ ମୃତୁ୍ୟହାର ହ୍ରାସ ଲାଗି କାର୍ଯ୍ୟକାରୀ ହେଉଥିବା ‘ସମ୍ପୂର୍ଣ୍ଣା’ ଯୋଜନାକୁ ଅଧିକ କ୍ରିୟାଶୀଳ କରିବାଲାଗି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ନିର୍ଦ୍ଧେଶ ଦେଇଛନ୍ତି । ଏଥିପାଇଁ ଏକ କମିଟି ଗଠନ ସହିତ ମାସକ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ମନ୍ତ୍ରୀ …

Read More »

ଡାକ୍ତରଖାନାରେ ୱାନ୍ ଷ୍ଟପ୍ ସେଂଟର ଉଦଘାଟିତ

ଢେଙ୍କାନାଳ,୨୮/୦୮/୨୦୧୯(ଓଡ଼ିଶା ସମାଚାର)-ଢେଙ୍କାନାଳ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ନବ ନିର୍ମିତ କୋଠାରେ ୱାନ ଷ୍ଟପ୍ ସେଣ୍ଟର ଉଦଘାଟିତ ହୋଇଯାଇଛି । ଡାକ୍ତରଖାନାର ଷଷ୍ଠ ମହଲାରେ ସଖୀନାମରେ ନାମିତ କରା ଯାଇଥିବାଏହି ସହାୟତା କେନ୍ଦ୍ରକୁ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଆନୁଷ୍ଠାନିକ ଭାବେ ଉଦଘାଟନ ସହ କେନ୍ଦ୍ରକୁ ଲୋକାର୍ପିତ କରିଛନ୍ତି । ରାଜ୍ୟ ମହିଳାଓ ଶିଶୁ କଲ୍ୟାଣ ବିଭାଗ ତଥା ଜିଲ୍ଲା ପ୍ରଶାସନ ଏବଂ ଶୋଭା ଅନୁଷ୍ଠାନର ମିଳିତ ସହଯୋଗରେ ଆରମ୍ଭ ହୋଇଥିବା …

Read More »

ଗ୍ରହଣ ଖଣ୍ଡିଆ ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା ପାଇଁ ହାତ ମିଳାଇଲେ ଅପରେସନ୍ ସ୍ମାଇଲ୍ ଓ ସୋଆ

ଭୁବନେଶ୍ୱର, ୨୮/୦୮/୨୦୧୯(ଓଡ଼ିଶା ସମାଚାର)-ଶିଶୁ ମାନଙ୍କର ଓଠ ଏବଂ ପାଟିର ଉପରଭାଗ (ତାଳୁ)ରେ ଗ୍ରହଣ ଖଣ୍ଡିଆ ହୋଇଥିଲେ ଏହାର ଉପଚାର ନିମନ୍ତେ ସମ୍ପୂର୍ଣ୍ଣ ମାଗଣାରେ ଅସ୍ତ୍ରୋପଚାର କରିବା ପାଇଁ ଆନ୍ତର୍ଜାତିକ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ସଂସ୍ଥା ଅପରେସନ୍ ସ୍ମାଇଲ୍ ଏବଂ ବେଙ୍ଗାଲୁରୁ ସ୍ଥିତ ଇଙ୍ଗା ହେଲଥ ଫାଉଣ୍ଡେସନ୍ ଓ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ହାତ ମିଳାଇଛନ୍ତି । ମଙ୍ଗଳବାର ଠାରୁ ଏକ ସପ୍ତାହ ଧରି ସୋଆ …

Read More »