Tuesday , September 27 2022
Breaking News
Home / ଶିକ୍ଷା (page 91)

ଶିକ୍ଷା

ଓଟିଇଟି ପାସ୍ ନକଲେ ମିଳିବନି ଶିକ୍ଷକ ଚାକିରି

ଭୁବନେଶ୍ୱର,୦୨/୦୮/୨୦୧୯ ( ଓଡ଼ିଶା ସମାଚାର)-ଏଣିକି ସରକାରଙ୍କ ଗାଇଡ଼ ଲାଇନ୍ ଅନୁସାରେ ଶିକ୍ଷକ ନିଯୁକ୍ତ କରିବେ ଘରୋଇ ସ୍କୁଲ । ପୂର୍ବ ଭଳି ଆଉ ମନଇଛା ଶିକ୍ଷକ, ଶିକ୍ଷୟିତ୍ରୀ ସ୍କୁଲ କର୍ତୃପକ୍ଷ ନିଯୁକ୍ତ କରିପାରିବେ ନାହିଁ । ଏଥିପାଇଁ ସରକାର ଏକ ମାନଦଣ୍ଡ ପ୍ରସ୍ତୁତ କରିଥିବା ବେଳେ ସରକାରୀ ସ୍କୁଲ ଭଳି ବେସରକାରୀ ସ୍କୁଲ କ୍ଷେତ୍ରରେ ମଧ୍ୟ ଶିକ୍ଷକ, ଶିକ୍ଷୟିତ୍ରୀଙ୍କର ଯୋଗ୍ୟତା ଉପରେ ନଜର ରଖାଯିବ । ନୂଆ ନିୟମ ଅନୁଯାୟୀ, ଓଟିଇଟି ପାସ୍ କରିନଥିବା ବ୍ୟକ୍ତିଙ୍କୁ ଘରୋଇ ସ୍କୁଲ ମାନେ ଚାକିରି ଦେଇ ପାରିବେ …

Read More »

କ୍ଲାସପରେ କଲେଜରେ ରହିଲେ ଟି.ସି. ଓ ଘରୋଇ ସ୍କୁଲ ଶିକ୍ଷକଙ୍କ ପାଇଁ ଓ.ଟି.ଇ.ଟି ନିଷ୍ପତିକୁ ଏ.ଆଇ.ଡି.ଏସ୍.ଓ.ର ବିରୋଧ

ଭୁବନେଶ୍ୱର,୦୨/୦୮/୨୦୧୯ ( ଓଡ଼ିଶା ସମାଚାର)-+୨ରେ ସଂସ୍କାର ନାମରେ କ୍ଲାସ ସରିବା ପରେ କେହି ପିଲା କଲେଜରେ ରହିଲେ ବାଧ୍ୟତାମୂଳକ ସି.ଟି. ପ୍ରଦାନ ତଥା ଘରୋଇ ସ୍କୁଲ ଶିକ୍ଷକଙ୍କ ପାଇଁ ଓ.ଟି.ଇ.ଟି ବାଧ୍ୟତାମୂଳକ କରିବା ପାଇଁ ଗଣଶିକ୍ଷା ବିଭାଗ ତରଫରୁ ଯେଉଁ ନିଷ୍ପତି ନିଆଯାଇଛି ଏ.ଆଇ.ଡି.ଏସ.ଓ. ଓଡ଼ିଶା ରାଜ୍ୟ କମିଟି ତରଫରୁ ତାହାକୁ ଦୃଢ଼ ବିରୋଧ କରାଯାଇଛି । କଲେଜ ପରିସର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ । ଜ୍ଞାନ ଚର୍ଚ୍ଚା ତଥା ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କୁ ବହୁ ସମୟରେ କଲେଜରେ ରହିବାକୁ ପଡ଼ିଥାଏ …

Read More »

କେନ୍ଦ୍ରାପଡା କଲେଜରେ ବନ ମହୋତ୍ସବ ପାଳିତ

କେନ୍ଦ୍ରାପଡା ୦୧/୦୮/୨୦୧୯ ( ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ପୂର୍ବତନ ଛାତ୍ର ସଂସଦ କର୍ମକର୍ତାଙ୍କ ସହିତ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ  ମିଳିତ ଉଦ୍ୟମରେ  ବନ ମହୋତ୍ସବ ପାଳିତ ହୋଇଯାଇଛି  ।  ଏହି ଉପଲକ୍ଷେ ଅନୁଷ୍ଠିତ  କାର୍ଯ୍ୟକ୍ରମରେ କଲେଜ ଉପାଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାରାରୋପଣ କରିବା ସହିତ ପ୍ରତ୍ୟେକ ଛାତ୍ରଛାତ୍ରୀ ଗୋଟିଏ ଗୋଟିଏ ଗଛ ଲଗାଇ  ତା’ର ଯତ୍ନ ନେଇ ବଂଚାଇ ରଖିପାରିଲେ ସମାଜରେ ତାହା ଏକ ଉଦାହରଣ ସୃଷ୍ଟି କରିବା ସହିତ ସୁସ୍ଥ ଜୀବନଯାପନ …

Read More »

ପଟ୍ଟାମୁଣ୍ଡାଇ ମହିଳା କଲେଜ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ବ୍ୟାପକ ଦୁର୍ନିତୀ ଅଭିଯୋଗ

କେନ୍ଦ୍ରାପଡା,୦୧/୦୮/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ବ୍ୟାପକ ଦୁର୍ନିତୀରେ ଲିପ୍ତ ରହିଥିବା ଓ ଦୁର୍ନିତୀ କରିବା ପାଇଁ ପ୍ରୋତ୍ସାହନ ଦେବା ସହିତ କଲେଜ ପରିଚାଳନା କମିଟି ସଭାପତିଙ୍କ ନିର୍ଦେଶକୁ ବେଖାତିର କରି ଦୁର୍ନିତୀଗ୍ରସ୍ତ କଲେଜ କର୍ମଚାରୀଙ୍କୁ ଘଂଟ ଘୋଡେଇବା ଭଳି ସଂଗୀନ ଅଭିଯୋଗମାନ ଜିଲ୍ଲାପାଳଙ୍କ ନିକଟରେ କରାଯାଇଥିବା ଜଣାପଡିଛି । ପ୍ରାପ୍ତ ଖବରରୁ ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ମହିଳା କଲେଜ ଅଧ୍ୟକ୍ଷା ପ୍ରଭାବତୀ ପଢିହାରୀଙ୍କ ମିଳିତ ସହଯୋଗରେ ୨୦୧୭-୧୮ ଆର୍ଥିକ ବର୍ଷରେ ସେହି କଲେଜର ଇତିହାସ ବିଭାଗ ଅଧ୍ୟାପକ …

Read More »

ପ୍ରାଧ୍ୟାପିକା ସୁଜାତା ସାମଲଙ୍କ ଅବସରକାଳୀନ ସଭା

କେନ୍ଦ୍ରାପଡା୩୧/୦୭/୨୦୧୯ (ଓଡ଼ିଶା ସମାଚାର)-ଇନ୍ଦୁପୁରସ୍ଥିତ ବିରୂପା ମହାବିଦ୍ୟାଳୟର ସମାଜବିଜ୍ଞାନ ବିଭାଗର ପ୍ରାଧ୍ୟାପିକା ସୁଜାତା ସାମଲଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା କଲେଜ ଅଧ୍ୟକ୍ଷ ଅଭିଜୀତ ବୋଷଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କର୍ମଚାରୀ ସଂସଦର ସଭାନେତ୍ରୀ ପ୍ରାଧ୍ୟାପିକା ସଙ୍ଘମିତ୍ରା ପ୍ରଧାନ,ସମ୍ପାଦକ ପ୍ରାଧ୍ୟାପକ ଅଶୋକ କୁମାର ନାୟକ ପ୍ରମୁଖ ଯୋଗଦେଇ ବିଦାୟୀ ପ୍ରାଧ୍ୟାପିକା ଶ୍ରୀମତୀ ସାମଲଙ୍କ ବହୁମୁଖି ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାଧ୍ୟାପକ ବିଷ୍ଣୁ ମିଶ୍ର,ଗୋପାଳ କୃଷ୍ଣ ମହାପାତ୍ର,ପ୍ରେମାନନ୍ଦ ପ୍ରଧାନ,ଗାୟତ୍ରୀ ଜେନା, ଅଜୟ କୁମାର ଦାସ,ଜ୍ୟୋତିର୍ମୟ ଦାସ,ପ୍ରଭାସ ଚନ୍ଦ୍ର ଜେନା,ରୂପନୀତା ମିଶ୍ର ପ୍ରମୁଖ …

Read More »

କେନ୍ଦ୍ର ମାନବସମ୍ବଳ ମନ୍ତ୍ରୀଙ୍କୁ ଭେଟିଲେ ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ୱର,୩୧/୦୭/୨୦୧୯ ( ଓଡ଼ିଶା ସମାଚାର)- ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀରରଞ୍ଜନ ଦାଶ ନୂଆଦିଲ୍ଲୀସ୍ଥିତ ଶାସ୍ତ୍ରୀଭବନଠାରେ କେନ୍ଦ୍ର ମାନବସମ୍ବଳ ମନ୍ତ୍ରୀ ଶ୍ରୀରମେଶ ପୋକରିଆଲ୍ଙ୍କ ସହ ମାଧ୍ୟମିକ ଶିକ୍ଷାସମ୍ବନ୍ଧ ନେଇ ବ୍ୟାପକ ଆଲୋଚନା କରିଛନ୍ତି । ମନ୍ତ୍ରୀ ଶ୍ରୀ ଦାଶ ଫନୀ ବାତ୍ୟା ବିଧ୍ୱସ୍ତ ବିଦ୍ୟାଳୟ ଗୁଡ଼ିକର ମରାମତି ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ୯୬ କୋଟି ଟଙ୍କା ସହାୟତା ପ୍ରଦାନ ନିମନ୍ତେ ଅନୁରୋଧ କରିଛନ୍ତି । ଏତଦ ବ୍ୟତୀତ ମନ୍ତ୍ରୀ ଶ୍ରୀ ଦାଶ ସର୍ବଭାରତୀୟ ସ୍ତରରେ ଏକକ ଓଟିଇଟି ପରୀକ୍ଷା ପ୍ରଚଳନ କରିବା, ମଧ୍ୟାହ୍ନ …

Read More »

ତେଣ୍ଡାକୁଡ଼ା ବିଜୟ ମହାବିଦ୍ୟାଳୟ ର ଯୁକ୍ତ ୨ ପ୍ରଥମ ବାର୍ଷିକ ଛାତ୍ର ଛାତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଗରଦପୁର, ୩୦/୦୭/୨୦୧୯ ( ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ବିଜୟ ମହାବିଦ୍ୟାଳୟ ରେ ଯୁକ୍ତ ୨ ପ୍ରଥମ ବାର୍ଷିକ ଛାତ୍ର ଛାତ୍ରୀ ଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ମହାବିଦ୍ୟାଳୟର ଅଧ୍ୟକ୍ଷ ତ୍ରିଲୋଚନ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଅଧ୍ୟକ୍ଷ ଶ୍ରୀ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶିକ୍ଷା ବିଭାଗର ଅଧ୍ୟାପକ ବସନ୍ତ କୁମାର ପାତ୍ର ବାର୍ଷିକ ବୀବରଣୀ ପାଠ କରିଥିଲେ । ଦ୍ୱିତୀୟ ବାର୍ଷିକ ଛାତ୍ରୀମାନେ ସ୍ୱାଗତ …

Read More »

ମୋସ୍କୁଲ ଅଭିଯାନର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ

କେନ୍ଦ୍ରାପଡା, ୩୦/୦୭/୨୦୧୯ ( ଓଡ଼ିଶା ସମାଚାର)- ମୋସ୍କୁଲ ଅଭିଯାନର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ମଙ୍ଗଳବାର ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୋସ୍କୁଲ ଅଭିଯାନ ଯୋଜନାରେ ସ୍କୁଲର ଆବଶ୍ୟକତା ଅନୁଯାଇ ପ୍ରକଳ୍ପ ନିଆଯିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ୫ଟି ସମ୍ପର୍କରେ ବୈଠକରେ ଉପସ୍ଥିତ ଶିକ୍ଷା ବିଭାଗର ଅଧିକାରୀମାନଙ୍କୁ ଜିଲ୍ଲାପାଳ ଶ୍ରୀ ବର୍ମା ବୁଝାଇବା ସହ ଏହା କିଭଳି ଜିଲ୍ଲା ଶିକ୍ଷା ବିଭାଗରେ କାର୍ଯ୍ୟକାରି ହୋଇପାରିବ ସେ …

Read More »

ସରସ୍ୱତୀ ଶିଶୁ ମନ୍ଦିରରେ ଶିଶୁ ବାଟିକା ର ମାତୃ ସମ୍ମିଳନୀ

ଭୁବନ,୨୯/୦୭/୨୦୧୯(ଓଡ଼ିଶା ସମାଚାର)-ଭୁବନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ର ଉପସଭାପତି ଅଲେଖ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି,ପୂର୍ବତନ ଉପସଭାପତି ହୃଷିକେଶ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଶିଶୁ ମାନଙ୍କର ବିକାଶ ରେ ମା” ମାନଙ୍କର ଭୂମିକା ସଂପର୍କରେ ସତ୍ ମାର୍ଗ ଦର୍ଶନ କରାଯାଇଥିଲା । ଶିଶୁ ବାଟିକା ପ୍ରମୁଖ ମମତା ମଂଜରୀ ଧୀର,ସୁସ୍ୱପ୍ନା ସାହୁ,ଅନସୂୟା ସାହୁ,ଲୋପାମୁଦ୍ରା ବେହେରା,ରମାକାନ୍ତ …

Read More »

ମଠକରଗୋଳା ମହାବିଦ୍ୟାଳୟରେ ସ୍ୱାଗତ ଉତ୍ସବ

ଭୁବନ,୨୯/୦୭/୨୦୧୯(ଓଡ଼ିଶା ସମାଚାର)-ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷଛାତ୍ରଛାତ୍ରୀ ଙ୍କ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଅଧ୍ୟାପକ ଡମ୍ବରୁଧର ମହାନ୍ତ ଙ୍କ ସଭାପତିତ୍ୱରେ କଳା,ବିଜ୍ଞାନ,ବାଣିଜ୍ୟ,ବୈଷୟିକ ବିଭାଗର ସମସ୍ତ ନୂତନ ଛାତ୍ରଛାତ୍ରୀ ଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା । ଡକ୍ଟର କୈଳାସ ଚନ୍ଦ୍ର ଦାସ,ଅଧ୍ୟାପକ ସୁଧାଂଶୁ ପାତ୍ର,ଅନିଲ କୁମାର ଜେନା,ପ୍ରବୀର ବିଶ୍ୱାଳ,ସତ୍ୟ ପ୍ରକାଶ ଦାସ,କୈଳାସ ପାତ୍ର,ସୁରେନ୍ଦ୍ର କୁମାର ସିଂ,ଅଧ୍ୟାପିକା ସ୍ୱପ୍ନିତା ରାଉତ,ପ୍ରଦୀପ୍ତା ମହାପାତ୍ର,ଶୁଭସ୍ମିତା ବିଶ୍ୱାଳ,ଅର୍ଚ୍ଚିତା ମାନସିଂ,ଲଳିତ କୁମାର ବେହେରା,ପରେଶ ଚନ୍ଦ୍ର ବେହେରା,ବିନୟ ଦାସ,ଫକୀର ମୋହନ ଲେଙ୍କା …

Read More »