Thursday , August 18 2022
Breaking News
Home / ଶିକ୍ଷା (page 9)

ଶିକ୍ଷା

ମୋନାଶ୍ରୀ କେନ୍ଦ୍ରାପଡ଼ା ଜିଲ୍ଲା ରେ ମାଟ୍ରିକ ଟପ୍ପର

କେନ୍ଦ୍ରାପଡ଼ା, ୦୬/୦୭/୨୦୨୨(ଓଡ଼ିଶା ସମାଚାର)- ଆଜି ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । କେନ୍ଦ୍ରାପଡ଼ା ଜିଲ୍ଲା ରେ ମାଟ୍ରିକ ଟପ୍ପର ହୋଇଛନ୍ତି ଡେରାବିଶ ହାଇସ୍କୁଲର ମୋନାଶ୍ରୀ ବିଶ୍ୱାଳ । ସେ ମୋଟ ୬୦୦ ରୁ ୫୮୫ ମାର୍କ ରଖିଛନ୍ତି । ସେହିପରି ପାଟକୁରା ସରକାରୀ ହାଇସ୍କୁଲ ର ଅଙ୍କିତା ସାହୁ ୫୮୪ ମାର୍କ ରଖିଛନ୍ତି । ଓଡ଼ିଶା ସମାଚାର

Read More »

ବାଳିକା ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ଜୁନାଗଡ଼,୦୬/୦୭/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ସରକାରୀ ବାଳିକା ବିଦ୍ୟାଳୟ ଠାରେ ବନ ମହୋତ୍ସବ ପାଳିତ ହୋଇଯାଇଛି।ବନ ବିଭାଗ ଓ ବିଦ୍ୟାଳୟ ଇକୋ କ୍ଲବ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ତହସିଲଦାର ବେଦବ୍ୟାସ ଭୋଇ ମୂଖ୍ୟଅତିଥି ଭାବେ ଯୋଗଦାନ କରି ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରେଞ୍ଜର ସୀମାଞ୍ଚଳ ମିଶ୍ର, ଫରେଷ୍ଟର ନିହାର ରଞ୍ଜନ ଠାକୁର, ଜୟଦେବ …

Read More »

ମାଟ୍ରିକ୍ ରେଜଲ୍ଟ ବାହାରିଲା, ପାସ୍ ହାର ୯୦.୫୫ ପ୍ରତିଶତ

କଟକ, ୦୬/୦୭/୨୦୨୨(ଓଡ଼ିଶା ସମାଚାର)- ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ । କଟକସ୍ଥିତ ବୋର୍ଡ ଅଫିସରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ୍ ଆନୁଷ୍ଠାନିକ ଭାବରେ ରେଜଲ୍ଟ ଘୋଷଣା କରିଛନ୍ତି । ଚଳିତ ବର୍ଷ ୫ ଲକ୍ଷ ୨୬ ହଜାର ୮୧୮ ପିଲା ମାଟ୍ରିକ୍ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୫ ଲକ୍ଷ ୧୭ ହଜାର ୮୪୭ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଚଳିତ ବର୍ଷ ପାସ୍ ହାର …

Read More »

ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ଅଧିକାର ଯାତ୍ରା-୩ର ମହାସମାବେଶ

ଭୁବନେଶ୍ୱର, ୦୪/୦୭/୨୦୨୨(ଓଡ଼ିଶା ସମାଚାର)- ଭୁବନେଶ୍ୱରସ୍ଥିତ ବିଧାନସଭା ସମ୍ମୁଖରେ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ତରଫରୁ ୮୦ତମ ପ୍ରତିବାଦ ଅଧିକାର ଯାତ୍ରା-୩ର ମହାସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶାର ସବୁ ଜିଲ୍ଲାରୁ ୨୦୦୮ ପରବର୍ତୀ ଅବସ୍ଥାରେ ନିଯୁକ୍ତି ପାଇଥିବା ସବୁ ଅନୁଦାନ ଓ ଅଣ ଅନୁଦାନ ମହାବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନେ ସାମିଲ୍ ହୋଇ ଏକ ରାଲିରେ ଆସି ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ …

Read More »

ନିରାକାରପୁର ହାଇସ୍କୁଲ ୫-ଟି କାର୍ଯ୍ୟ:

 ମଜୁରୀ ମିଳିନି ସତ କିନ୍ତୁ ମନରେଗାର ନୁହେଁ – ବାସ୍ତବ କଥା ନବୁଝି ତିଳକୁ ତାଳ କରାଯାଉଛି ନିରାକାରପୁର, ୦୪/୦୭/୨୦୨୨(ଓଡ଼ିଶା ସମାଚାର)-ସରକାରଙ୍କ ୫ଟି ଯୋଜନାରେ ବିଭିନ୍ନ ହାଇସ୍କୁଲକୁ ଅର୍ନ୍ତଭୁକ୍ତ କରାଯାଇ ଏହାର ରୂପାନ୍ତିକରଣ କରାଯାଉଛି । ଯେଉଁଥିରେ ଛାତ୍ରଛାତ୍ରୀଙ୍କ ପାରିପାଶ୍ୱିର୍କ ପରିବେଶ ପରିବର୍ତନ ହେବା ସହ ଏକ ସୁସ୍ଥ ଓ ସୁନ୍ଦର ପରିବେଶ ସୃଷ୍ଟି କରି ଆଧୁନିକ ଜ୍ଞାନ କୌଶଳ ଜରିଆରେ ଶିକ୍ଷାଦାନ କରାଯିବାର ପ୍ରୟାସ ଛାତ୍ରଛାତ୍ରୀଙ୍କୁ ବି ବେଶ …

Read More »

ବୁଧବାର ଦିନ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ

ଭୁବନେଶ୍ୱର, ୦ ୪ / ୦୭ /୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ୬ ତାରିଖ ବୁଧବାର ଦିନ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ । ଏ ନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଆସନ୍ତା ୬ ତାରିଖ ଦିନ ଗୋଟାଏରେ ବୋର୍ଡ ଅଫିସ ରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ। ଚଳିତ ବର୍ଷ ୫ ଲକ୍ଷ ୨୮ ହଜାର ପିଲା ପରୀକ୍ଷା …

Read More »

   ଜରାଜିର୍ଣ୍ଣ ଅବସ୍ଥାରେ ବ୍ଳକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ 

ଗରଦପୁର , ୦୨/୦୭/୨୦୨୨(ଓଡ଼ିଶା ସମାଚାର)- ପାଟକୁରା ଠାରେ ରହିଥିବା ଗରଦପୁର ବ୍ଲକ୍ ର ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଜରାଜିର୍ଣ୍ଣ ଅବସ୍ଥାରେ ରହିଥିବାର ଦେଖାଯାଇଛି । ଗତ ୭.୬.୨୦୦୮ ମସିହାରେ ଏହି କାର୍ଯ୍ୟାଳୟ ଗୃହ ଉଦଘାଟନ କରାଯାଇଥିବା ବେଳେ,ଖୁବ୍ କମ୍ ଦିନ ମଧ୍ୟରେ ଏହି କାର୍ଯ୍ୟାଳୟ ଗୃହ ଜରାଜିର୍ଣ୍ଣ ଅବସ୍ଥାକୁ ଆସିଯାଇଥିବା ବୁଦ୍ଧିଜିବୀ ମହଲରେ ଉଦବେଗ ପ୍ରକାଶ ପାଇଛି । ପ୍ରକାଶ ଯେ, ଏହି ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର …

Read More »

ଯୁକ୍ତ ଦୁଇ କଲେଜରେ ନିଯୁକ୍ତ ହେବେ ଅତିଥି ଅଧ୍ୟାପକ

ଭୁବନେଶ୍ୱର, ୦୨ / ୦୭ /୨୦୨୨(ଓଡ଼ିଶା ସମାଚାର)-  ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖାଲି ଥିବା ଅଣଶିକ୍ଷକ କର୍ମଚାରୀ ପଦରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି  ଦିଆଯିବ। ଚଳିତ ଶିକ୍ଷା ବର୍ଷରେ କର୍ମଚାରୀ ଅଭାବ ସମସ୍ୟାକୁ ଦୂର ପାଇଁ ବିଭିଗ ଏହି ପଦକ୍ଷେପ ନେଇଛି। ତେବେ ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ କର୍ମଚାରୀ ନିୟମର ପ୍ରାବଧାନ ଅନୁଯାୟୀ ସେମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି ମାଧ୍ୟମିକ ଶୀକ୍ଷା ନିର୍ଦ୍ଦେଶାଳୟ କହିଛି। କେଉଁ କଲେଜରେ …

Read More »

କେନ୍ଦ୍ରାପଡା କଲେଜ ଦର୍ଶନଶାସ୍ତ୍ର ବିଭାଗରେ ବିଦାୟକାଳୀନ ଉତ୍ସବ

କେନ୍ଦ୍ରାପଡ଼ା, ୦୧/୦୭/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଦର୍ଶନଶାସ୍ତ୍ର ବିଭାଗରେ ଏକ ବିଦାୟକାଳୀନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅଧ୍ୟାପକ ସତ୍ୟରଞ୍ଜନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଦେଶ୍ୟରେ ତାଙ୍କର ବହୁମୂଲ୍ୟ ପ୍ରେରଣାଦାୟକ ବକ୍ତବ୍ୟ ରଖିଥିଲେ । ବିଭାଗୀୟ ଅଧ୍ୟାପକ ସତ୍ୟରଞ୍ଜନ ମିଶ୍ର ଓ ଅଚୁ୍ୟତରଞ୍ଜନ ଭୂୟାଁ ଶେଷବର୍ଷର ଛାତ୍ରଛାତ୍ରୀମାନଙ୍କୁ …

Read More »

ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ ଅଭିଯୋଗରେ ପ୍ରଫେସର ଗିରଫ

ବ୍ରହ୍ମପୁର, ୩୦/୬/୨୦୨୨(ଓଡ଼ିଶା ସମାଚାର)- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତର ଓଡ଼ିଆ ବିଭାଗର ପ୍ରଫେସର ସଦାନନ୍ଦ ନାୟକ ଗିରଫ । ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ଜଣେ ଛାତ୍ରୀ ପ୍ରଫେସର ଶ୍ରୀ ନାୟକଙ୍କ ବିରୁଦ୍ଧରେ ଅଶ୍ଳୀଳ ଆଚରଣ ନେଇ ଅଭିଯୋଗ କରିଥିଲେ ।  ୨ ଜଣ ଛାତ୍ର ମଧ୍ୟ ପ୍ରଫେସର ଶ୍ରୀ ନାୟକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ସମ୍ପୃକ୍ତ ୨ ଛାତ୍ର ଙ୍କୁ ମଧ୍ୟ ଗିରଫ କରାଯାଇଛି । ଗିରଫ …

Read More »