Saturday , December 3 2022
Breaking News
Home / ଶିକ୍ଷା (page 89)

ଶିକ୍ଷା

ଓଷ୍ଟା-ଗରଦପୁର ବ୍ଲକ୍ ର ସାମ୍ବିଧାନିକ ସଭା

ଗରଦପୁର,୦୨/୧୦/୨୦୧୯ (ଓଡ଼ିଶା ସମାଚାର)- ପାଟକୁରା ସରକାରୀ ଉଚ ବିଦ୍ୟାଳୟ ପରିସରରେ ଆଜି ଶିକ୍ଷକ ସଂଘ ଓଷ୍ଟା-ଗରଦପୁର ବ୍ଲକ୍ ର ସାମ୍ବିଧାନିକ ସଭା ଅନୁଷ୍ଠିତ ହୋଇ ଯାଇଛି । ବ୍ଲକ୍ ଓଷ୍ଟା ର ସଭାପତି ମନୋଜ ରଂଜନ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ  ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଓଷ୍ଟା ପ୍ରେମୀ ପ୍ରଧାନ ଶିକ୍ଷକ, ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ସମ୍ପାଦକ ମଳୟ କୁମାର ପାଣି ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଜିଲା ଓଷ୍ଟା ର ଯୁଗ୍ମ ସମ୍ପାଦକ ଅଶୋକ କୁମାର …

Read More »

ଜପକୁଦ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମାତୃସମ୍ମିଳନୀ- ମା’ ହିଁ ପିଲାମାନଙ୍କର ପ୍ରଥମ ଗୁରୁ

ସାଲେପୁର,୦୨/୧୦/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା)- ସାଲେପୁର ବ୍ଲକ୍ ଅନ୍ତର୍ଗତ କଟରପା ପଞ୍ଚାୟତ ଅଧିନସ୍ଥ ଜପକୁଦ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମାତୃସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବିନତା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉସôବରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପିକା ମମତା ପଣ୍ଡା, ସମ୍ମାନୀତ ଅତିଥି ଭାବେ ଅନୁଷ୍ଠାନର ସଦସ୍ୟ ଜ୍ୟୋର୍ତିମୟୀ ସ୍ୱାଇଁ, ରବିନ୍ଦ୍ର ସେଠୀ, ଅଜୟ କୁମାର ସେନାପତି ପ୍ରମୁଖ ଯୋଗଦେଇ ମାଆ ହିଁ ପିଲାମାନଙ୍କର ପ୍ରଥମ ଗୁରୁ ବୋଲି କହିବା ସହ ରାଷ୍ଟ୍ର ଗଠନରେ ମା’ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି …

Read More »

ଶିକ୍ଷକ ଦେଶର ଭବିଷ୍ୟତମାନଙ୍କୁ ନିର୍ମାଣ କରିଥାନ୍ତି

 ରଘୁନାଥପୁର, ୦୨/୧୦/୨୦୧୯ (ଓଡ଼ିଶା ସମାଚାର)- ସମାଜର ସବୁଠାରୁ ଅଧିକ ସମ୍ମାନର ଅଧିକାରୀ ଶିକ୍ଷକ ବୋଲି ରଘୁନାଥପୁର ବ୍ଲକ ବରାଗୋଳ ପଞ୍ଚାୟତ ସାନତିହଡା ଗ୍ରାମରେ ଥିବା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଭାନୁବତୀ ସାହୁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉସôବରେ ବ୍ଲକ ଅଧ୍ୟକ୍ଷା ସ୍ୱପ୍ନା ସରିତା ବଳ କହିଛନ୍ତି  । ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲା ପରିଷଦ ସଭ୍ୟ ସରୋକକାନ୍ତ ସ୍ୱାଇଁ କହିଲେ, ସମାଜର ଦର୍ପଣ ଶିକ୍ଷକ ଏବଂ ଦେଶର ଶ୍ରେଷ୍ଠ ନାଗରିକଙ୍କୁ ସେମାନେ ଗଢିତୋଳିଥାନ୍ତି । ଶିକ୍ଷକ ଓ ଡାକ୍ତରଙ୍କ ଅବସର ନଥାଏ ବୋଲି …

Read More »

ସାଲେପୁର ହାଇସ୍କୁଲର ହିନ୍ଦୀ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ସାଲେପୁର, ୦୧/୧୦/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା)– ସାଲେପୁର ହାଇସ୍କୁଲ ପରିସରରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷୟିତ୍ରୀ ଲକ୍ଷେହୀରା ଲାବଣ୍ୟବତୀ ବେହେରାଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ସୁଜୟ କୁମାର ବିଶ୍ୱାଳ ଅବସର ଗ୍ରହଣ କରିବା ଅବସରରେ ଏହି ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷୟିତ୍ରୀ ସରଳା ନାୟକ, ବରିଷ୍ଠ ଶିକ୍ଷକ ଦତ୍ତକୃଷ୍ଣ ବେହେରା, ବନ୍ଦନା ଜେନା, ଚିନ୍ମୟୀ ଦେବୀ, ପ୍ରମୋଦ ନାୟକ, ଶ୍ରୀକାନ୍ତ ପରିଡ଼ା, ପ୍ରଭାମୟୀ ଦାଶ, ମୌଲାନା ସଫିଉର ରହେମାନ୍ …

Read More »

ଛାଣିପୁର ହାଇସ୍କୁଲରେ ବ୍ୟାପକ ଅବ୍ୟବସ୍ଥା ପ୍ରତିବାଦରେ ଗଣଧାରଣା

ସାଲେପୁର, ୦୧/୧୦/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା)– ଛାଣିପୁର ଉଚ୍ଚ ବିଦ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା ନେଇ ଆଜି ସ୍କୁଲ ପରିଚାଳନା କମିଟି, ଅଭିଭାବକ ଓ ପୁରାତନ ଛାତ୍ରଛାତ୍ରୀମାନେ ଗଣଧାରଣାରେ ବସିଛନ୍ତି । ଖବରରୁ ପ୍ରକାଶ ଯେ ଛାଣିପୁର ହାଇସ୍କୁଲର ପରିଚାଳନା କମିଟିର ସଭାପତି ଓ ସଭ୍ୟମାନେ ଏହି ବିଦ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା, ଶିକ୍ଷାଦାନରେ ଅବହେଳା, ଦୀର୍ଘଦିନ ଧରି ପ୍ରଧାନଶିକ୍ଷକ ତଥା ୩ଗୋଟି ଶିକ୍ଷକ ପଦବୀ ୪/୫ବର୍ଷଧରି ଖାଲିପଡିବା ନେଇ ବିଭାଗୀୟ ଉଚ୍ଚ କର୍ତୃପକ୍ଷଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରୁଥିଲେ ମଧ୍ୟ ଏ ଦିଗରେ କେହି …

Read More »

ଜାଗୁଳେଇ ବିଦ୍ୟାପୀଠର ଅସୁରକ୍ଷିତ ଶ୍ରେଣୀ ଓ ଅଫିସ ଗୃହ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଗ୍ରାମବାସୀଙ୍କ ନିବେଦନ

କେନ୍ଦ୍ରାପଡା ୦୧/୧୦/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଂଚାୟତର ତରାପୁରସ୍ଥିତ ଜାଗୁଳେଇ ବିଦ୍ୟାପୀଠର ଶ୍ରେଣୀଗୃହ ଅଫିସ ଗୃହ ଅତ୍ୟନ୍ତ ଅସୁରକ୍ଷିତ ହୋଇପଡିଥିବା ସମ୍ପର୍କରେ ମଙ୍ଗଳବାର ଅପରାହ୍ନରେ ଗ୍ରାମବାସୀ,ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପକ୍ଷରୁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିକଟରେ ଅଭିଯୋଗ କରାଯିବା ସହ ଏହାର ପ୍ରତିକାର କରାଯିବାକୁ ନିବେଦନ କରାଯାଇଛି । ୧୯୮୪ମସିହାରେ ପ୍ରତିଷ୍ଠା କରାଯାଇଥିବା ଏହି ବିଦ୍ୟାପୀଠ ୧୯୮୬ମସିହାରେ ଅନୁମତି ଏବଂ ୧୯୮୭ମସିହାରେ ସରକାରୀ ସ୍ୱିକୃତୀ ପ୍ରାପ୍ତ ଶିକ୍ଷାନୁଷ୍ଠାନ ଭାବରେ ସେହି ଅଂଚଳରେ ଶିକ୍ଷାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ସେହି ବିଦ୍ୟାପୀଠରେ ୩୨ଟି …

Read More »

ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

କେନ୍ଦ୍ରାପଡା ୩୦/୦୯/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ଅଯୋଧ୍ୟାନଗର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପୁଷ୍ପଲତା ନାୟକଙ୍କୁ ସୋମବାର ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ୨୦୦୫ ମସିହାରୁ ଅଯୋଧ୍ୟାନଗର ପ୍ରାଥମିକ ବିଦ୍ୟାଳୟରେ ଯୋଗଦେବା ପରେ ପୁଷ୍ପଲତା ଏଠାରେ ଶିକ୍ଷା କ୍ଷେତ୍ରରେ ଆଖିଦୃଶିଆ ପଦକ୍ଷେପ ନେଇ ନୀରକ୍ଷରତା ହାରକୁ ହ୍ରାସ କରିବା ସହିତ ବହୁ ମେଧାବୀ ଛାତ୍ରଛାତ୍ରୀ ସୃଷ୍ଟି କରିପାରିଥିଲେ । ଶ୍ରୀମତୀ ନାୟକ ଜଣେ ଛାତ୍ରବସôଳ ଶିକ୍ଷୟତ୍ରୀ ଭାବେ ଅଂଚଳରେ ବେଶ ପରିଚିତ ଥିଲେ ।  ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ନାୟକଙ୍କୁ ପୁଷ୍ପଗୁଛ,ଉରୀୟ …

Read More »

୧୦ରୁ ଊଦ୍ଧ୍ୱର୍ ଅଧ୍ୟାପକ ପଦ ଖାଲି

ମାର୍ଶାଘାଇ, ୩୦/୦୯/୨୦୧୯ ( ଓଡ଼ିଶା ସମାଚାର)-ମାର୍ଶାଘାଇ ବ୍ଲକ ଅନ୍ତେଇ ବିଜୁ ପଟ୍ଟନାୟକ ମହାବିଦ୍ୟାଳୟ ଅନେକ ସମସ୍ୟା ଦେଇ ଗତିକରୁଥିବା ବେଳେ ମୁଖ୍ୟତଃ ୨୦ସ୍ଥାୟୀ ଅଧ୍ୟାପକ ମଧ୍ୟରୁ ୧୦ରୁ ଊଦ୍ଧ୍ୱର୍ ପଦ ଖାଲିରହିଛି । ଅତ୍ୟନ୍ତ ପରିତାପର ବିଷୟ ଗଣିତ ଓ ସମାଜ ବିଜ୍ଞାନ ବିଭାଗରେ ୨ସ୍ଥାୟୀ ଅଧ୍ୟାପକ ପଦ ସମ୍ପୂର୍ଣ୍ଣ ଖାଲି ପଡ଼ିଛି । ଏହି ଦୁଇ ବିଭାଗରେ ୨ଅଧ୍ୟାପକ ଜଣେ ବଦଳି ଓ ଅନ୍ୟଜଣଙ୍କ ଅବସର ଗ୍ରହଣ କରିବା ଦ୍ୱାରା ପାଠପଢା ଗୁରୁତର ବାଧା ସୃଷ୍ଟି ହୋଇଛି । ମହାବିଦ୍ୟାଳୟ କର୍ତୃପକ୍ଷ ଚୁକ୍ତିଭିତିକ …

Read More »

ତିର୍ତୋଲ କଲେଜରେ ମହାତ୍ମା ଗାନ୍ଧୀଙ୍କ ଜନ୍ମବାର୍ଷିକ ସମାରୋହ

              ‘ଜାତୀୟ ସେବା ଯୋଜନାର ଆଦର୍ଶ ହିଁ ଗାନ୍ଧିଜୀ’ ତିର୍ତୋଲ, ୩୦/୦୯/୨୦୧୯ ( ଓଡ଼ିଶା ସମାଚାର)-ତିର୍ତୋଲ ଆଦିକବି ସାରଳାଦାସ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନାର ପ୍ରତିଷ୍ଠା ଦିବସ ଓ ଗାନ୍ଧିଜୀଙ୍କର ୧୫୦ତମ ଜନ୍ମ ବାର୍ଷିକ ସମାରୋହ ଅଧ୍ୟକ୍ଷ କ୍ୟାପଟେନ ପ୍ର.ଜ୍ଞାନଜ କୁମାର ସାମନ୍ତରାୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଅର୍ଥନୀତି ବିଭାଗର ମୁଖ୍ୟ ପ୍ର.ବିରଂଚି ନାରାୟଣ ମହାପାତ୍ର ଯୋଗଦେଇ ଜାତୀୟ ସେବା ଯୋଜନାର ମହତ୍ୱ ଓ ଗାନ୍ଧିଜୀଙ୍କ ଜୀବନାଦର୍ଶ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ …

Read More »

ମହାତ୍ମା ଗାନ୍ଧିଙ୍କ ୧୫୦ତ ମ ଜନ୍ମ ବାର୍ଷିକୀ ଉପଲକ୍ଷେ ବ୍ଲକସ୍ତରୀୟ ପ୍ରତିଯୋଗିତା

ମହାକାଳପଡା, ୨୯/୦୯/୨୦୧୯ ( ଓଡ଼ିଶା ସମାଚାର)- ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ତ ମ ଜନ୍ମ ବାର୍ଷିକୀ ଉପଲକ୍ଷେ ବୁଧବାର ବ୍ଲକସ୍ତରୀୟ ବକ୍ତୃତା, କୁଇଜ, ଚିତ୍ରାଙ୍କନ ଓ ବିଭିନ୍ନ ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ୨୦ଟି ସିଆରସିସି କ୍ଲଷ୍ଟରରୁ ୧୦୮ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଚଢ଼ାଇଗୁଆଁ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଏହି ବ୍ଲକସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଏ ଶ୍ରେଣୀରେ ପ୍ରଥମରୁ ଅଷ୍ଟମ, ବି ଶ୍ରେଣୀରେ ନବମରୁ ଦଶମ, ସି ଶ୍ରେଣୀରେ +୨ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ …

Read More »