Saturday , December 3 2022
Breaking News
Home / ଶିକ୍ଷା (page 86)

ଶିକ୍ଷା

କୋରୋ ହାଇସ୍କୁଲରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି

କେନ୍ଦ୍ରାପଡା ୨୬/୧୦/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଶିକ୍ଷା ମଣ୍ଡଳ ଅନ୍ତର୍ଗତ କୋରୋ ପଂଚାୟତ ନୋଡାଲ ହାଇସ୍କୁଲରେ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି । ଏହି ଉସôବରେ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ଭାଗିରଥି ନନ୍ଦ ମୁଖୟ ଅତିଥି ,ଆଶୁକବି ତଥା ଶିକ୍ଷକ ହେମନ୍ତ ଜେନା ମୁଖ୍ୟବକ୍ତା,ଶିକ୍ଷାବିତ ହରେକୃଷ୍ଣ ସିଂହ,ପୂର୍ଣ୍ଣଚନ୍ଦ୍ର ପଲାଇ,ବସନ୍ତ କୁମାର ନାୟକ ପ୍ରମିଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସୁରଭି କାର୍ଯ୍ୟକ୍ରମର ଉପାଦେୟତା ଉପରେ ଆଲୋକପାତ କରିଥିଲେ । ଶିକ୍ଷକ ବିମଳ ପ୍ରସାଦ ପରିଡାଙ୍କ ସଂଯୋଜନାରେ ପରିଚାଳିତ ଉଦଘାଟନି …

Read More »

ଶିଶୁ ମହୋତ୍ସବ ‘ସୁରଭି’

ଡାବୁଗାଁ, ୨୬/୧୦/୨୦୧୯(ଓଡ଼ିଶା ସମାଚାର)- ଶିଶୁ ମହୋତ୍ସବ ‘ସୁରଭି’ ୨୦୧୯ ଅନୁଷ୍ଠିତ ହୋଇଛି । ପିଲାଙ୍କ ମଧ୍ୟରେ ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ ପାଇଁ ପ୍ରଚେଷ୍ଟା କରାଯାଇଛି । ଏହି କାର୍ଯ୍ୟକ୍ରମରେ ସାଧାରଣ ଜ୍ଞାନ, ଚିତ୍ରାଙ୍କନ, ସଙ୍ଗୀତ, ନୃତ୍ୟ ଆଦି ବିଭିନ୍ନ ବିଭାଗରେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ । ବିଭିନ୍ନ କ୍ଲଷ୍ଟରରେ ପ୍ରତିଯୋଗିତା ଗୁଡିକରେ ଯେଉଁମାନେ ପ୍ରଥମସ୍ଥାନ ଅଧିକାର କରିଛନ୍ତି ସେମାନେ ବ୍ଲକସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । କୃତୀତ୍ୱ ହାସଲ କରିଥିବା ପ୍ରତିଯୋଗୀ ଜିଲାସ୍ତରରେ ଭାଗ ନେବେ ବୋଲି ଜଣାପଡିଛି । କୃତୀ …

Read More »

ପାଚିକାଙ୍କୁ ଅପବାଦ ଦେଇ ସ୍କୁଲରୁ ତଡିଦେବା ପ୍ରତିବାଦରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସପରିବାର ଅନଶନ

କେନ୍ଦ୍ରାପଡା,୨୫/୧୦/୨୦୧୯(ଓଡ଼ିଶା ସମାଚାର)-ଜନୈକ ସ୍କୁଲ ପାଚିକାଙ୍କୁ ମିଥ୍ୟା ଆରୋପ ଓ ଅପବାଦ ଦେଇ ସ୍କୁଲରୁ ତଡିଦେଇଥିବା ପ୍ରତିବାଦରେ ସେ ସପରିବାର ଶୁକ୍ରବାର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଅନଶନ କରିଥିବାର ଦେଖାଯାଇଛି । ଅଭିଯୋଗରୁ ପ୍ରକାଶ ଯେ ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ କୁରୁଜଙ୍ଗା ପଂଚାୟତର ବଡମଙ୍ଗରାଜପୁର ଗ୍ରାମର ସୂର୍ଗତ ବାଇଧର ବେହେରାଙ୍କ ବିଧବା ପତ୍ନୀ ଝରଣା ବେହେରା ଅଭିଯୋଗ କରିଛନ୍ତି ଯେ ସେହି ବ୍ଲକ ଅନ୍ତର୍ଗତ ଡିଆପାଟଣା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସେ ୨୨ବର୍ଷରୁ ଉଦ୍ଧ୍ୱର୍ ହେବ ପାଚିକା ଭାବେ କାର୍ଯ୍ୟ କରି ଆସୁଥିବା …

Read More »

କେନ୍ଦ୍ରାପଡା କଲେଜ ସ୍ଥିତି ସମୀକ୍ଷା କଲେ ଉଚ୍ଚଶିକ୍ଷା ବିଭାଗର ୨ ନୋଡାଲ ଅଧିକାରୀ

କେନ୍ଦ୍ରାପଡା ୨୫/୧୦/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା କଲେଜର ସ୍ଥିତି ସମୀକ୍ଷା କରିଛନ୍ତି  ଉଚ୍ଚଶିକ୍ଷା ବିଭାଗର ୨ ନୋଡାଲ ଅଧିକାରୀ । କଲେଜର ସାମ୍ପ୍ରତିକ ସ୍ଥିତି ଆକଳନ ନିମନ୍ତେ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ରଞ୍ଜିତା ରଥ ଓ ଉପ ଶାସନ ସଚିବ ସ୍ନିଗ୍ଧା ଚମ୍ପତିରାୟ ଗୁରୁବାର କେନ୍ଦ୍ରାପଡାରେ ପହଁଚି କଲେଜ ଅଧ୍ୟକ୍ଷ ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ସହାୟତାରେ  ପ୍ରତିକୂଳ ପାଗ ସତ୍ୱେ  କଲେଜର ବିଭିନ୍ନ ବିଭାଗକୁ ଅପରାହ୍ନ ସାଢେ ୫ଟା ପର୍ଯ୍ୟନ୍ତ ତନ୍ନ ତନ୍ନ କରି ଯାଂଚ କରିଥିଲେ । ପ୍ରଥମେ କଲେଜର ଜମିଜମା କାଗଜପତ୍ରକୁ …

Read More »

୧୦ ଟି ଜିଲାର ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ଶୁକ୍ରବାର ଛୁଟି

ଭୁବନେଶ୍ୱର,୨୪/୧୦/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷାକୁ ଲକ୍ଷ କରି ଶୁକ୍ରବାର ୧୦ ଟି ଜିଲାର ସ୍କୁଲ ଓ ଅଙ୍ଗନୱାଡ଼ି ବନ୍ଦ ରହିବ । ଉକ୍ତ ଜିଲାର ଜିଲାପାଳମାନେ ଶୁକ୍ରବାର ଏହି ୧୦ ଜିଲାର ସ୍କୁଲ ଓ ଅଙ୍ଗନୱାଡ଼ିକୁ ଉଚଟି ଘୋଷଣା କରିଛନ୍ତି । ଏହି ଜିଲା ଗୁଡ଼ିକ ହେଲା କେନ୍ଦ୍ରାପଡ଼ା, ଜଗତସିଂହପୁର, କେନ୍ଦୁଝର, ଗଂଜାମ, ପୁରୀ, ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ୱର, ଢ଼େଙ୍କାନାଳ ଓ ଯାଜପୁର । କିନ୍ତୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସ୍କୁଲ ରେ ଉପସ୍ଥିତ ରହିବେ । …

Read More »

ପୌରାଂଚଳ ସ୍ତରୀୟ ଶିଶୁ ମହୋତ୍ସବ-ସୁରଭି ଅନୁଷ୍ଠିତ

କେନ୍ଦ୍ରାପଡା , ୨୪/୧୦/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପୌରାଂଚଳ  ଅନ୍ତର୍ଗତ କାକଟ ମଙ୍ଗଳା ଉଚ୍ଚ ପ୍ରାଥମିକବିଦ୍ୟାଳୟ  କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ଜଇପୁରା ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସିଆରସିସି ବଳଦେବ ପ୍ରସାଦ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ହେମନ୍ତ କୁମାର  ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁ ମାନଙ୍କ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ ହେଉଛି ଏହି ସୁରଭି କାର୍ଯ୍ୟକ୍ରମର ଉଦ୍ଧେଶ୍ୟ ବୋଲି ମତବ୍ୟକ୍ତ  କରିଥିଲେ । ସହକାରୀ …

Read More »

ସଂକ୍ଷେପରେ ତାଜା ଖବର : ଗଂଜାମ ଜିଲାରେ ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ରକୁ ଜିଲାପାଳ ଛୁଟି ଘୋଷଣା

ଗଂଜାମ ,୨୪/୧୦/୨୦୧୯(ଓଡ଼ିଶା ସମାଚାର)- ଲଘୁଚାପ ଜନିତ ଅନବରତ ବର୍ଷା ଯୋଗୁ ଗଂଜାମ ଜିଲାରେ ରାସ୍ତା ଘାଟ ସବୁ ବୁଡ଼ିଯାଇଛି । ଅନେକ ସ୍ଥାନରେ ଲୋକେ ଜଳବନ୍ଦି ହୋଇଛନ୍ତି । ବର୍ଷାର ପ୍ରକୋପ ବୃଦ୍ଧିକୁ ଲକ୍ଷକରି ଗୁରୁବାର ଜିଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ରକୁ ଜିଲାପାଳ ଛୁଟି ଘୋଷଣା କରିଛନ୍ତି । କିନ୍ତୁ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ହେଲେ ବିଦ୍ୟାଳୟ ଗୁଡ଼ିକ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରାଯାଇ ପାରେ । …

Read More »

ଖୋଖୋ ଟୁର୍ଣ୍ଣାମେଂଟ ରେ ତିର୍ତୋଲ କଲେଜର କୃତିତ୍ୱ

ତିର୍ତୋଲ, ୨୩/୧୦/୨୦୧୯(ଓଡ଼ିଶା ସମାଚାର)-ବାଙ୍କି ଠାରେ ଚାଲିଥବା ଉକ୍ରଳ ବିଶ୍ୱବିଦ୍ୟାଳୟ ଆନ୍ତଃ ମହାବିଦ୍ୟାଳୟସ୍ତରୀୟ ମହିଳା ଖୋଖୋ ଟୁର୍ଣ୍ଣାମେଂଟରେ ଆଦିକବି ସାରଳାଦାସ ମହାବିଦ୍ୟାଳୟ ତିର୍ତୋଲର ମହିଳା ଖୋଖୋ ଟିମ ଆୟୋଜକ ବାଙ୍କି ମହାବିଦ୍ୟାଳୟକୁ ହରାଇ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି । କ୍ୟାପଟେନ ସସ୍ମିତା ନାଥଶର୍ମାଙ୍କ ନେତୃତ୍ୱରେ ଲୋପାମୁଦ୍ରା ସ୍ୱାଇଁ, ଜିନୁ ସ୍ୱାଇଁ, ରୂପାଲି ସୂତାର, ସନ୍ତୋଷୀ ପ୍ରୀୟଦର୍ଶିନୀ, ଗାୟତ୍ରୀ ଦାସ, ଶ୍ରଦ୍ଧାଞ୍ଜଳି ସାହୁ, ସୋନାଲି ସାମଲ, ମୋନାଲିସା ମହାନ୍ତି, ସରୋଜିନୀ ମଲ୍ଲିକ, ଚୁମାଲି ସ୍ୱାଇଁ ପ୍ରମୁଖ ପ୍ରତିଯୋଗ ବାଙ୍କି ସ୍ୱୟଂସାସିତ ମହାବିଦ୍ୟାଳକୁ ହରାଇ ଚମ୍ପିଆନ ଟ୍ରଫି …

Read More »

ଯାଂଚହେବ +୨ ଓ ୮ମରୁ ୧୦ମ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ରିପୋର୍ଟ – ୭୫%ରୁ କମ୍ ରହିଲେ କାର୍ଯ୍ୟାନୁଷ୍ଠାନ – ଅଗ୍ନି ନିର୍ବାପକ ବ୍ୟବସ୍ଥା ଯାଂଚପାଇଁ ନିଷ୍ପତି

ଭୁବନେଶ୍ୱର,୨୩/୧୦/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟରେ ପ୍ରଥମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ଶ୍ରେଣୀରେ ଶିକ୍ଷାଦାନ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଉପରେ ମଧ୍ୟ ନଜର ରଖାଯାଇଛି । ସେଥିପାଇଁ +୨ ଓ ୮ମରୁ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଯାଂଚ କରିବାକୁ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି । ଅଗଷ୍ଟରୁ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ୩ମାସର ଉପସ୍ଥାନ ଯାଂଚ କରାଯିବ । ହାରାହାରି ଉପସ୍ଥାନ ୭୫ପ୍ରତିଶତରୁ …

Read More »

କୁସମ୍ବୀ ନୋଡ଼ାଲ ଉ.ପ୍ରା. ବିଦ୍ୟାଳୟରେ ଚକ୍ଷୁ ଚିକିତ୍ସା ଶିବିର – ଚକ୍ଷୁ ମଣିଷର ଅମୂଲ୍ୟ ଅଙ୍ଗ

ସାଲେପୁର, ୨୦/୧୦/୨୦୧୯(ଓଡ଼ିଶା ସମାଚାର / ଅଭୟ ଜେନା): ସାଲେପୁର ଶିକ୍ଷାଜିଲ୍ଳା ଅଧିନ ରାଇସୁଙ୍ଗୁଡ଼ା ସ୍ଥିତ କୁସମ୍ବୀ ନୋଡ଼ାଲ ଉପ୍ରା ବିଦ୍ୟାଳୟରେ ରାଜ୍ୟ ସରକାରଙ୍କର ସୁନେତ୍ର ଯୋଜନାରେ ଏକ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଇସୁଙ୍ଗୁଡ଼ା, ସିଢ଼ୋ, ପିକୋଳ, କୁସୁପୁର କ୍ଲଷ୍ଟର ଅଧିନରେ ଥିବା ପ୍ରଥମରୁ ଦଶମ ଶ୍ରେଣୀ ପଢ଼ୁଥିବା ୧୮୪ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଯାଇ ସେମାନଙ୍କ ମଧ୍ୟରୁ ୮୦ଜଣ ଛାତ୍ରଛାତ୍ରୀଙ୍କୁ ଚଷମା ଦେବା ପାଇଁ ସ୍ଥିର କରାଯାଇଥିବା ବେଳେ ୪ଜଣ ଛାତ୍ରଙ୍କ ଆଖିକୁ ଅସ୍ତ୍ରୋପଚାର କରାଯିବ ବୋଲି ଜଣାପଡ଼ିଛି …

Read More »