ଭୁବନେଶ୍ୱର, ୦୫/୦୮/୨୦୧୯ ( ଓଡ଼ିଶା ସମାଚାର)-ଆଦିବାସୀ ପିଲାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଜ ଭାଷାରେ ସେମାନଙ୍କୁ ଶିକ୍ଷାଦାନ ଦେବା ଲାଗି ନିଷ୍ପତି ହୋଇଛି । ପୂର୍ବଭଳି ପ୍ରାଥମିକ ସ୍ତରରୁଓଡ଼ିଆ ବଦଳରେ ନିଜ ନିଜ ଅଞ୍ଚଳରେ କୁହାଯାଉଥିବାଭାଷାରେ ସେମାନଙ୍କୁ ପାଠପଢ଼ା ଯିବ । ଯାହାଦ୍ୱାରା ସେମାନେସାମ୍ନା କରୁଥିବା ଭାଷା ଜନିତ ସମସ୍ୟା ଆଉ ରହିବ ନାହିଁ । ପ୍ରାଥମିକ ସ୍ତରରେ ସେମାନଙ୍କୁ ନିଜ ଆଞ୍ଚଳିକ ଭାଷାରେପଢ଼ାଯିବା ସହିତ ଧୀରେଧୀରେ ଓଡ଼ିଆ …
Read More »ଯୁକ୍ତ ୨ ପାଇଁ ହେବ ଅଭିଭାବକ ବୈଠକ – କମିଟିରେ ରହିବେ ୨୫ ସଦସ୍ୟପ୍ରତି ୬ ମାସରେ ବଦଳିବ କମିଟି
ଭୁବନେଶ୍ୱର,୦୫/୦୮/୨୦୧୯ ( ଓଡ଼ିଶା ସମାଚାର)-ରାଜ୍ୟରେ ଏକାଦଶ ଏବଂ ଦ୍ୱାଦଶଶ୍ରେଣୀ ପାଠପଢ଼ା ଶୈଳୀରେ ସଂସ୍କାର ଆଣିବା ଲାଗି ଗଣଶିକ୍ଷା ବିଭାଗକେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରିଛି । ନିଷ୍ପତି ଅନୁଯାୟୀ, ଏଣିକିଏହି ୨ ଶ୍ରେଣୀ ଲାଗି ପ୍ରତି ମାସର ଶେଷ ଶନିବାର ଅଭିଭାବକଙ୍କୁନେଇ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ସମ୍ପୃକ୍ତ ଜୁନିୟର କଲେଜଗୁଡ଼ିକର ଅଧ୍ୟକ୍ଷମାନେ ଅଧ୍ୟକ୍ଷତା କରିବାକୁ ଥିବା ବେଳେ ସମସ୍ତଅଭିଭାବକଙ୍କୁ ନିମନ୍ତ୍ରିତ କରାଯିବ । ଏଥିରେ ଛାତ୍ରଛାତ୍ରୀଙ୍କର …
Read More »ସ୍କୁଲ ଓ ଗଣଶିକ୍ଷା ବିଭାଗର ପୁଣି ଏକ ଅଭିନବ ପ୍ରୟାସ
ଏଣିକି ସ୍କୁଲପିଲାଙ୍କୁ ଏସ୍କର୍ଟ – ଏସ୍କର୍ଟରେ ନିଯୁକ୍ତ ବ୍ୟକ୍ତିଙ୍କୁ ମିଳିବ ଅଢ଼େଇ ହଜାର – ପ୍ରଥମ ପର୍ଯ୍ୟାୟରେ ୪୦୩୧ ଛାତ୍ରଛାତ୍ରୀ ହେବେ ସାମିଲ ଭୁବନେଶ୍ୱର,୦୫/୦୮/୨୦୧୯ ( ଓଡ଼ିଶା ସମାଚାର)- ରାଜ୍ୟରେ ୬ରୁ୧୪ବର୍ଷ ପିଲାଙ୍କ ଉଭୟ ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ଶିକ୍ଷା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଖୁବଶୀଘ୍ର ଆଉ ଏକ ଅଭିନବ ପ୍ରୟାସ ଆରମ୍ଭ ହେବାକୁ ଯାଉଛି । ଏଚ୍ଚିକି ରାଜ୍ୟର ଉପାନ୍ତ ଅଂଚଳ ତଥା ଘଂଚ ଜଙ୍ଗଲ ଏବଂ …
Read More »ବାଲିଆ ପ୍ରାଥମିକ ସ୍କୁଲ ବନ୍ଦ କରାନଯିବା ପାଇଁ ମହିଳା ଅଭିଭାବିକା ଭେଟିଲେ ଜିଲ୍ଲାପାଳଙ୍କୁ
କେନ୍ଦ୍ରାପଡା ୦୩/୦୮/୨୦୧୯ ( ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କୁହୁଡି ଗ୍ରାମପଂଚାୟୁତର ବାଲିଆ ପ୍ରାଥମିକ ବିଦ୍ୟାଳୟଟି ବନ୍ଦ କରାନଯିବା ପାଇଁ ଶନିବାର ପୂର୍ବାହ୍ନରେ ଗ୍ରାମ୍ୟ ଶିକ୍ଷା କମିଟିର ଅଧ୍ୟକ୍ଷ,ସଦସ୍ୟ/ସଦସ୍ୟା,ଛାତ୍ରାଭିଭାବକ ଓ ଗ୍ରାମର ମହିଳା ମାନେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ନିବେଦନ କରିଛନ୍ତି । ସେମାନଙ୍କ ଅଭିଯୋଗ ହେଲା ବାଲିଆ ପ୍ରାଥମିକ ସ୍କୁଲରେ ୧୪ଜଣ ଛାତ୍ରଛାତ୍ରୀ ନିୟମିତ ଭାବେ ଅଧ୍ୟୟନ କରୁଥିଲେ ମଧ୍ୟ ସ୍କୁଲର ପ୍ରଧାନ ଶିକ୍ଷକଙ୍କ …
Read More »ସ୍କୁଲରୁ ଉଠିଯିବ ଏ’ ବି’ ସି’ ଡି’… ନଦୀ ଓ ମହାପୁରୁଷଙ୍କ ନାମରେ ହେବ ସେକ୍ସନ
ଭୁବନେଶ୍ୱର,୦୨/୦୮/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ଏଣିକି ଦଶମରେ କୌଣସିଶ୍ରେଣୀରେ ସେକ୍ସନକୁ ‘ଏ’, ‘ବି’, ‘ସି’, ‘ଡି’କିମ୍ବା ‘କ’, ‘ଖ’, ‘ଗ’, ‘ଘ’ ନାମରେ ନାମିତ କରାଯିବ ନାହିଁ । ଶ୍ରେଣୀଗୁଡ଼ିକର ଏପରି ନାମକରଣ ଦ୍ୱାରା ଭଲ ପିଲାଙ୍କ ଲାଗି ‘ଏ’ କିମ୍ବା‘କ’ ଶ୍ରେଣୀ ବୋଲି ଛାତ୍ରଛାତ୍ରୀଙ୍କ ମନରେ ଚାପସୃଷ୍ଟି ହେଉଛି । ତେଣୁ ସବୁ ଶ୍ରେଣୀକୁ ମହାପୁରୁଷଙ୍କ ନାମରେ କିମ୍ବା ଦେଶର ପ୍ରମୁଖନଦୀ ନାମରେ ନାମିତ କରିବାକୁ ସ୍କୁଲ …
Read More »ଓଟିଇଟି ପାସ୍ ନକଲେ ମିଳିବନି ଶିକ୍ଷକ ଚାକିରି
ଭୁବନେଶ୍ୱର,୦୨/୦୮/୨୦୧୯ ( ଓଡ଼ିଶା ସମାଚାର)-ଏଣିକି ସରକାରଙ୍କ ଗାଇଡ଼ ଲାଇନ୍ ଅନୁସାରେ ଶିକ୍ଷକ ନିଯୁକ୍ତ କରିବେ ଘରୋଇ ସ୍କୁଲ । ପୂର୍ବ ଭଳି ଆଉ ମନଇଛା ଶିକ୍ଷକ, ଶିକ୍ଷୟିତ୍ରୀ ସ୍କୁଲ କର୍ତୃପକ୍ଷ ନିଯୁକ୍ତ କରିପାରିବେ ନାହିଁ । ଏଥିପାଇଁ ସରକାର ଏକ ମାନଦଣ୍ଡ ପ୍ରସ୍ତୁତ କରିଥିବା ବେଳେ ସରକାରୀ ସ୍କୁଲ ଭଳି ବେସରକାରୀ ସ୍କୁଲ କ୍ଷେତ୍ରରେ ମଧ୍ୟ ଶିକ୍ଷକ, ଶିକ୍ଷୟିତ୍ରୀଙ୍କର ଯୋଗ୍ୟତା ଉପରେ ନଜର ରଖାଯିବ । ନୂଆ ନିୟମ ଅନୁଯାୟୀ, …
Read More »କ୍ଲାସପରେ କଲେଜରେ ରହିଲେ ଟି.ସି. ଓ ଘରୋଇ ସ୍କୁଲ ଶିକ୍ଷକଙ୍କ ପାଇଁ ଓ.ଟି.ଇ.ଟି ନିଷ୍ପତିକୁ ଏ.ଆଇ.ଡି.ଏସ୍.ଓ.ର ବିରୋଧ
ଭୁବନେଶ୍ୱର,୦୨/୦୮/୨୦୧୯ ( ଓଡ଼ିଶା ସମାଚାର)-+୨ରେ ସଂସ୍କାର ନାମରେ କ୍ଲାସ ସରିବା ପରେ କେହି ପିଲା କଲେଜରେ ରହିଲେ ବାଧ୍ୟତାମୂଳକ ସି.ଟି. ପ୍ରଦାନ ତଥା ଘରୋଇ ସ୍କୁଲ ଶିକ୍ଷକଙ୍କ ପାଇଁ ଓ.ଟି.ଇ.ଟି ବାଧ୍ୟତାମୂଳକ କରିବା ପାଇଁ ଗଣଶିକ୍ଷା ବିଭାଗ ତରଫରୁ ଯେଉଁ ନିଷ୍ପତି ନିଆଯାଇଛି ଏ.ଆଇ.ଡି.ଏସ.ଓ. ଓଡ଼ିଶା ରାଜ୍ୟ କମିଟି ତରଫରୁ ତାହାକୁ ଦୃଢ଼ ବିରୋଧ କରାଯାଇଛି । କଲେଜ ପରିସର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ । ଜ୍ଞାନ ଚର୍ଚ୍ଚା ତଥା …
Read More »କେନ୍ଦ୍ରାପଡା କଲେଜରେ ବନ ମହୋତ୍ସବ ପାଳିତ
କେନ୍ଦ୍ରାପଡା ୦୧/୦୮/୨୦୧୯ ( ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ପୂର୍ବତନ ଛାତ୍ର ସଂସଦ କର୍ମକର୍ତାଙ୍କ ସହିତ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ମିଳିତ ଉଦ୍ୟମରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଲେଜ ଉପାଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାରାରୋପଣ କରିବା ସହିତ ପ୍ରତ୍ୟେକ ଛାତ୍ରଛାତ୍ରୀ ଗୋଟିଏ ଗୋଟିଏ ଗଛ ଲଗାଇ ତା’ର ଯତ୍ନ ନେଇ ବଂଚାଇ …
Read More »ପଟ୍ଟାମୁଣ୍ଡାଇ ମହିଳା କଲେଜ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ବ୍ୟାପକ ଦୁର୍ନିତୀ ଅଭିଯୋଗ
କେନ୍ଦ୍ରାପଡା,୦୧/୦୮/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ବ୍ୟାପକ ଦୁର୍ନିତୀରେ ଲିପ୍ତ ରହିଥିବା ଓ ଦୁର୍ନିତୀ କରିବା ପାଇଁ ପ୍ରୋତ୍ସାହନ ଦେବା ସହିତ କଲେଜ ପରିଚାଳନା କମିଟି ସଭାପତିଙ୍କ ନିର୍ଦେଶକୁ ବେଖାତିର କରି ଦୁର୍ନିତୀଗ୍ରସ୍ତ କଲେଜ କର୍ମଚାରୀଙ୍କୁ ଘଂଟ ଘୋଡେଇବା ଭଳି ସଂଗୀନ ଅଭିଯୋଗମାନ ଜିଲ୍ଲାପାଳଙ୍କ ନିକଟରେ କରାଯାଇଥିବା ଜଣାପଡିଛି । ପ୍ରାପ୍ତ ଖବରରୁ ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ମହିଳା କଲେଜ ଅଧ୍ୟକ୍ଷା ପ୍ରଭାବତୀ ପଢିହାରୀଙ୍କ …
Read More »ପ୍ରାଧ୍ୟାପିକା ସୁଜାତା ସାମଲଙ୍କ ଅବସରକାଳୀନ ସଭା
କେନ୍ଦ୍ରାପଡା୩୧/୦୭/୨୦୧୯ (ଓଡ଼ିଶା ସମାଚାର)-ଇନ୍ଦୁପୁରସ୍ଥିତ ବିରୂପା ମହାବିଦ୍ୟାଳୟର ସମାଜବିଜ୍ଞାନ ବିଭାଗର ପ୍ରାଧ୍ୟାପିକା ସୁଜାତା ସାମଲଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା କଲେଜ ଅଧ୍ୟକ୍ଷ ଅଭିଜୀତ ବୋଷଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କର୍ମଚାରୀ ସଂସଦର ସଭାନେତ୍ରୀ ପ୍ରାଧ୍ୟାପିକା ସଙ୍ଘମିତ୍ରା ପ୍ରଧାନ,ସମ୍ପାଦକ ପ୍ରାଧ୍ୟାପକ ଅଶୋକ କୁମାର ନାୟକ ପ୍ରମୁଖ ଯୋଗଦେଇ ବିଦାୟୀ ପ୍ରାଧ୍ୟାପିକା ଶ୍ରୀମତୀ ସାମଲଙ୍କ ବହୁମୁଖି ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାଧ୍ୟାପକ ବିଷ୍ଣୁ ମିଶ୍ର,ଗୋପାଳ କୃଷ୍ଣ ମହାପାତ୍ର,ପ୍ରେମାନନ୍ଦ …
Read More »