Wednesday , September 28 2022
Breaking News
Home / ଶିକ୍ଷା (page 82)

ଶିକ୍ଷା

ରେଭେନ୍ସା କଲିଜିଏଟ ସ୍କୁଲର ନେତାଜୀ ବିଜ୍ଞାନ ପ୍ରୟୋଗଶାଳା ଏବଂ ପାଠାଗାର ଉଦଘାଟିତ

କଟକ/ଭୁବନେଶ୍ୱର,୦୭/୦୯/୨୦୧୯(ଓଡ଼ିଶା ସମାଚାର)- ରେଭେନ୍ସା କଲିଜିଏଟ ସ୍କୁଲ ଓଡିଆ ଲୋକଙ୍କ ପାଇଁ ତୀର୍ଥ ସ୍ଥାନ ଏବଂ ଓଡିଆଙ୍କ ଏକ ମୂଳ ପେଣ୍ଠସ୍ଥଳି ବୋଲି ଶୁକ୍ରବାର କଟକ ସ୍ଥିତ ରେଭେନ୍ସା କଲିଜିଏଟ ସ୍କୁଲର ନେତାଜୀ ବିଜ୍ଞାନ ପ୍ରୟୋଗଶାଳା ଏବଂ ପାଠାଗାରକୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଶ୍ରୀ ପ୍ରଧାନ ଏହି ନୂତନ ଲୋକାର୍ପିତ ଲାବ୍ରୋଟରୀ ଓ ଲାଇବ୍ରେରୀ ପାଇଁ ଆବଶ୍ୟକ ଉପକରଣ ଓ ପୁସ୍ତକ ପାଇଁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେବା ସହ ଏଠାରେ ଇ-ଲାଇବ୍ରେରୀ ନିର୍ମାଣ …

Read More »

ଓଏନଜିସିର ଦାୟିତ୍ୱବୋଧରେ ନିର୍ମିତ ସିବାନନ୍ଦ ସେଂଟିନାରୀ ବାଳକ ହାଇସ୍କୁଲର ଶିକ୍ଷାଦାନ ସୌଧ ଓ ଛାତ୍ରାବାସ ଲୋକାର୍ପିତ ଶିକ୍ଷା ମାଧ୍ୟମରେ ଦାରିଦ୍ର୍ୟକୁ ଦୂର କରିହେବ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୦୭/୦୯/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟର ୨୫ଟି ଜିଲ୍ଲାରେ ନବଜାତ ଶିଶୁଙ୍କ ଠାରେ କୁପୋଷଣ ଦେଖାଯାଇଛି । ପିଲାଙ୍କ ବୟସନୁସାରେ ଉଚ୍ଚତା ଏବଂ ଓଜନ କମ୍ ହେବା ଏକ ଚିନ୍ତାଜନକ ବିଷୟ ହୋଇଛି । ଦାରିଦ୍ର୍ୟ କାରଣରୁ ପିଲାମାନେ ସଠିକ୍ ପରିମାଣର ପୃଷ୍ଟିକର ଖାଦ୍ୟ ନଖାଇବା କାରଣରୁ ଶିଶୁଙ୍କ ଓଜନ ହ୍ରାସ ପାଉଛି । ସଂପ୍ରତି ଓଡିଶା ଏହି ସମସ୍ୟା ଦେଇ ଗତି କରୁଥିବା ବେଳେ ଶିକ୍ଷା ମାଧ୍ୟମରେ ଦାରିଦ୍ର୍ୟକୁ ଦୂର କରି ଏହି ସମସ୍ୟାର ସମାଧାନ କରିହେବ ବୋଲି ଶୁକ୍ରବାର ଭୁବନେଶ୍ୱର ଠାରେ ସିବାନନ୍ଦ ସେଂଟିନାରୀ …

Read More »

ଜୟପାଟଣା ଶିଶୁମନ୍ଦିରରେ ଜିଲ୍ଲାସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

କଳାହାଣ୍ଡି, ୦୭/୦୯/୨୦୧୯(ଓଡ଼ିଶା ସମାଚାର/ ସଂଜୟ କୁମାର ସିଂହ)- କଳାହାଣ୍ଡିଜିଲ୍ଲା ଜୟପାଟଣା ଶିଶୁ ବିଦ୍ୟାମନ୍ଦିରରେ ଜିଲ୍ଲାସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି । ଏହି ଜ୍ଞାନବିଜ୍ଞାନ ମେଳା ମୁଖ୍ୟଅତିଥି ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ରାଉତଙ୍କ କରକମଳରେ ଉଦ୍ଘାଟିତ ହୋଇଥିବା ବେଲେ ମୁଖ୍ୟବକ୍ତା ଭାବରେ ଶ୍ରୀଯୁକ୍ତ ପରମାନନ୍ଦ ପଟେଲ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ କଳାହାଣ୍ଡି ବିଭାଗ ନୀରିକ୍ଷକ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ପଣ୍ଡା, ବିଭାଗ ପ୍ରମୁଖ ଶ୍ରୀଯୁକ୍ତ ଗରିବ ସୁନାନୀ ଓ ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ସୀତାରାମ ନାଏକ ଉପସ୍ଥିତ ଥିଲେ । ପ୍ରଧାନ …

Read More »

ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ଗୁରୁ ଦିବସ ପାଳିତ

ତାରପୁର, ୦୬/୦୯/୨୦୧୯(ଓଡ଼ିଶା ସମାଚାର)- ରଘୁନାଥପୁର ମଣ୍ଡଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ମହମ୍ମଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗୁରୁଦିବସ ପାଳନ କରାଯାଇଛିା ଡ଼ିପିସି ସପନ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ସୁଧାର ଆସିବା ନିମନ୍ତେ ଶିକ୍ଷକ ସମାଜ ଅଧିକ ଯତଃବାନ ହେବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ବ୍ଲକ୍ ଶିକ୍ଷା ଅଧିକାରିଣି ରାଜଶ୍ରୀ ସାହୁ ବିଦ୍ୟାଳୟରେ ବୃତି ବା ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କ ନାମ ସହ …

Read More »

ରାଜ୍ୟସ୍ତରୀୟ ଗୁରୁ ପୂଜନ ଓ ଦ୍ରେଣାଚାର୍ଯ୍ୟ ସମ୍ମାନ ପ୍ରଦାନ ଉତ୍ସବ

ଭୁବନେଶ୍ୱର,୦୬/୦୯/୨୦୧୯(ଓଡ଼ିଶା ସମାଚାର)- ରାଜଧାନୀ ନାଗେଶ୍ୱରଟାଙ୍ଗୀସ୍ଥିତ ପେସ୍ ଏକାଡେମୀ ପରିସରରେ ଓଡ଼ିଶା ମୁରବୀ ମହାମଂଚ, ରୋଟାରୀ କ୍ଲବ ଅଫ୍ କ୍ୟାପିଟାଲ ଓ ଇଂଟ୍ରାକ୍ଟ କ୍ଲବ ଅଫ୍ ପେସ୍ ଏକାଡେମୀ,ଉକ୍ରଳ ବିକାଶ ଏଜୁକେଶନାଲ ଟ୍ରଷ୍ଟ ମିଳିତ ଅନୁକୂଲ୍ୟରେ ରାଜ୍ୟସ୍ତରୀୟ ଗୁରୁ ପୂଜନ ଓ ଦ୍ରୋଣାଚାର୍ଯ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗୁରୁମାନଙ୍କୁ ପାଦୂକା ପୂଜା କରାଯିବା ସହ ଗୁରୁ ଓ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନୀତ କରାଯାଇଥିଲା । ପେସ୍ ଏକାଡେମୀର ମୁଖ୍ୟ ପ୍ରସନ୍ନ ଚୌଧୁରୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ …

Read More »

ଶିକ୍ଷା ହେଉଛି ସମାଜ ବିକାଶର ଚାବିକାଠି

ମିଳିତ ଭାବେ ପ୍ରୟାସ କଲେ ଶିକ୍ଷା ସମସ୍ୟା ସମାଧାନ ହୋଇପାରିବ : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଭୁବନେଶ୍ୱର,୦୬/୦୯/୨୦୧୯(ଓଡ଼ିଶା ସମାଚାର)- ଶିକ୍ଷା ହେଉଛି ସମାଜ ବିକାଶର ଚାବିକାଠି ଓ ସମାଜର ଗର୍ବ ଗୌରବର ଅଭିବୃଦ୍ଧି ଶିକ୍ଷା ଉପରେ ନିର୍ଭର କରେ । ଶିକ୍ଷା ବ୍ୟବସ୍ଥା କି୍ରୟାନୁଶୀଳନ କରିବାରେ ଶିକ୍ଷକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସମ୍ପ୍ରତି ଶିକ୍ଷା ସମସ୍ତଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଯାଇଛି । ମିଳିତ ଭାବେ ପ୍ରୟାସ କଲେ ଶିକ୍ଷା ସମସ୍ୟା ସମାଧାନ ହୋଇପାରିବ ବୋଲି ୟୁଟିଆ ଶିକ୍ଷକ ସଂଘର ରୌପ୍ୟ ଜୟନ୍ତୀ …

Read More »

ସ୍କୁଲ ପାଠ୍ୟକ୍ରମରେ ରହିବ ବର୍ଜ୍ୟ ପରିଚାଳନା

ଭୁବନେଶ୍ୱର,୦୬/୦୯/୨୦୧୯(ଓଡ଼ିଶା ସମାଚାର)-ପ୍ରତି ୱାର୍ଡ ଏବଂ ଘରୋଇ ବାସଗୃହ ସ୍ତରରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ବିଷୟରେ ସଚେତନତା ସୃଷ୍ଟି ସହ ନିୟମଗୁଡ଼ିକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ନିଦେ୍ର୍ଦଶ ଦେଇଛନ୍ତି । ଗୁରୁବାର ସହରାଂଚଳରେ କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ଅଗ୍ରଗତି ବିଷୟରେ ସମୀକ୍ଷା କରି ଶ୍ରୀ ତ୍ରିପାଠୀ ଏହି ନିଦେ୍ର୍ଦଶ ଦେଇଛନ୍ତି । ବର୍ଜ୍ୟବସ୍ତୁ ପରିଚାଳନାକୁ ଜୀବନର ଏକ ଅଭ୍ୟାସରେ ପରିଣତ କରିବା ପାଇଁ ଏ ବିଷୟରେ ଏକ ପାଠ୍ୟ ବିଷୟବସ୍ତୁ ବିଦ୍ୟାଳୟ ପାଠ୍ୟକ୍ରମରେ ସନ୍ନିବେଶିତ କରିବା ପାଇଁ …

Read More »

ସାଲେପୁର ଶିକ୍ଷାଜିଲ୍ଲା ପକ୍ଷରୁ ଗୁରୁପ୍ରତିଭା ସମ୍ମାନ, ଗୁରୁମାନଙ୍କ ଅବଦାନ ସବୁ କ୍ଷେତ୍ରରେ ଅତୁଳନୀୟ-ବିଧାୟକ

ସାଲେପୁର,୦୬/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ସାଲେପୁର ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧୁସ୍ମୃତି ଭବନଠାରେ ପବିତ୍ର ଗୁରୁଦିବସ ଅବସରରେ ଗୁରୁପ୍ରତିଭା ସମ୍ମାନ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ଅତିରିକ୍ତ ଶିକ୍ଷାଜିଲ୍ଲା ଅଧିକାରୀ ରଜନୀକାନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗୁରୁପ୍ରତିଭା ସମ୍ମାନ ଉତ୍ସବରେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଗୁରୁମାନଙ୍କ ବିନା ଶିଷ୍ୟର କୌଣସି ମୂଲ୍ୟ ନାହିଁ । ଗୁରୁଙ୍କ ଅବଦାନ ସବୁ କ୍ଷେତ୍ରରେ ଅତୁଳନୀୟ ବୋଲି ସେ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଲେପୁର …

Read More »

ସାଲେପୁରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଗୁରୁପୂଜନ ଉତ୍ସବ ଅନୁଷ୍ଠିତ

ସାଲେପୁର,୦୬/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ସାଲେପୁର ଅଂଚଳର ବିିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁଦିବସ ଓ ସମ୍ବର୍ଦ୍ଧନାସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସାଲେପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଡଃ ତରୁଲତା ଦେବୀଙ୍କ ସଭାପତିତ୍ୱରେ ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଶଙ୍କର୍ଷଣ ପାଣିଗ୍ରାହୀ  କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ବରିଷ୍ଠ ଆଚାର୍ଯ୍ୟ ତଥା ଦିବା ପର୍ଯ୍ୟାୟ ପ୍ରମୁଖ ସଂଗ୍ରାମ କେଶରୀ ସାହୁ ଗୁରୁ ଦିବସର ତାପôର୍ଯ୍ୟ ସଂପର୍କରେ କହିଥିଲେ । ଏହି ଅବସରରେ ସଭାପତି  ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟା ସବିତା …

Read More »

କେନ୍ଦ୍ରାପଡା କଲେଜ ସାମାଜିକ ବିଜ୍ଞାନ ବିଭାଗରେ ଗୁରୁପୂଜନ

କେନ୍ଦ୍ରାପଡା ୦୫/୦୯/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମାଜବିଜ୍ଞାନ ବିଭାଗରେ ପବିତ୍ର ଗୁରୁଦିବସ ଉପଲକ୍ଷେ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସମାଜବିଜ୍ଞାନ ବିଭାଗ ସେମିନାର ହଲରେ ଅନୁଷ୍ଠିତ ଗୁରୁପୂଜନ ଉସôବରେ ବିଭାଗୀୟ ମୁଖ୍ୟ ତଥା କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଯୋଗଦେଇ ଆମର ଐତିହ୍ୟ, ପରମ୍ପରା ଓ ସଂସ୍କୃତିରେ ଗୁରୁପୂଜନ ଏକ ଶ୍ରେଷ୍ଠ  ପରମ୍ପରା  ବୋଲି ମତବ୍ୟକ୍ତ କରି ଗୁରୁପୂଜନ ଦ୍ୱାରା ଛାତ୍ରଛାତ୍ରୀମାନଙ୍କର  କିଭଳି  ଉତରୋତର ଉନ୍ନତି ସାଧିତ ହୋଇଥାଏ ସେ ସମ୍ପର୍କରେ ବକ୍ତବ୍ୟ …

Read More »