Thursday , June 30 2022
Breaking News
Home / ଶିକ୍ଷା (page 8)

ଶିକ୍ଷା

ମେଁ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି

ଭୁବନେଶ୍ୱର,୨୭/୦୪/୨୦୨୨( ଓଡ଼ିଶା ସମାଚାର )-ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା କାଲି ୨୮ ତାରିଖ ଠାରୁ ମେଁ ୨ ତାରିଖ ପର୍ୟ୍ୟନ୍ତ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି ରହିବ । ତେବେ ପାଠପଢା ବନ୍ଦ ରହିଲେ ମଧ୍ୟ ପରୀକ୍ଷା ପୂର୍ବ କାର୍ୟ୍ୟସୂଚୀ ଅନୁସାରେ ଚାଲୁ ରହିବ । ଏ ନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ …

Read More »

ଫାଇଭ ଟି ବିଦ୍ୟାଳୟ ରୂପାନ୍ତରିଣ କାର୍ଯ୍ୟ ନମ୍ନ ମାନର ଅଭିଯୋଗ

ଗରଦପୁର,୨୬/୦୪/୨୦୨୨( ଓଡ଼ିଶା ସମାଚାର )- ସରକାରୀ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କୁ ଆକର୍ଷିତ କରିବା ପାଇଁ ତଥା ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ସରକାର ବିଭିନ୍ନ ବିଷୟରେ ଶିକ୍ଷକ ନିଯୁକ୍ତି ସହିତ ବିଦ୍ୟାଳୟ ସୌନ୍ଦର୍ଯ୍ୟକରଣ ଓ ବିଦ୍ୟାଳୟ ରୂପାନ୍ତରିକରଣ କାର୍ଯ୍ୟ ଜାରି ରଖିଛନ୍ତି । ସେହି କ୍ରମରେ ଗରଦପୁର ବ୍ଲକ୍ ର ୧୦ ଟି ରୁ ଉଦ୍ଧ୍ୱର୍ ବିଦ୍ୟାଳୟ ରେ ଫାଇଭ ଟି ଅଧିନରେ କୋଟି କୋଟି ଟଙ୍କା ଖର୍ଚ୍ଚ …

Read More »

୨୭ ତାରିଖ ଠାରୁ ମଇଁ ୨ ତାରିଖ ଯାଏ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ କ୍ଲାସ୍ ବନ୍ଦ ରହିବ – ପରୀକ୍ଷା, ମୂଲ୍ୟାୟନ ଆଦି କାର୍ଯ୍ୟ ଜାରି ରହିବ

ଭୁବନେଶ୍ୱର,୨୬/୦୪/୨୦୨୨(ଓଡ଼ିଶା ସମାଚାର)- ଆସନ୍ତାକାଲି ୨୭ ତାରିଖ ଠାରୁ ମଇଁ ୨ ତାରିଖ ଯାଏ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ କ୍ଲାସ୍ ବନ୍ଦ ରହିବ। ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ କୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।କାଲିଠାରୁ ୟୁଜି/ପିଜି କ୍ଲାସ ବନ୍ଦ ରହିବ। ତେବେ ପରୀକ୍ଷା, ମୂଲ୍ୟାୟନ ଆଦି କାର୍ଯ୍ୟ ଜାରି ରହିବ। ସୂଚନାଯୋଗ୍ୟ, ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲରୁ ୨୬ରୁ ୩୦ ପର୍ୟ୍ୟନ୍ତ …

Read More »

୫ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କଲେ ସରକାର – ପରୀକ୍ଷା ଚାଲୁ ରହିବ

ଭୁବନେଶ୍ୱର, ୨୫/୦୪/୨୦୨୨( ଓଡ଼ିଶା ସମାଚାର )- ଆସନ୍ତାକାଲି ୨୬ ତାରିଖ ଠାରୁ ୩୦ ତାରିଖ ପର୍ୟ୍ୟନ୍ତ ୫ ଦିନ ପାଇଁ ସ୍କୁଲ ଛୁଟି । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସ୍କୁଲ ଛୁଟି ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂଚନା ଦେଇଛି । ତେବେ …

Read More »

ପାଟକୁରା ହାଇସ୍କୁଲ ରେ ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା 

ଗରଦପୁର,୨୫/୦୪/୨୦୨୨(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା ସ୍ଥାନୀୟ ପାଟକୁରା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ବିଜ୍ଞାନ ମେଳା କମିଟିର ସଂଯୋଜକ ତଥା ପାଟକୁରା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଳୟ କୁମାର ପାଣି ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବେ  ବିଧାୟିକା ଙ୍କ ପ୍ରତିନିଧି ସଂଜୟ ଅଗ୍ରୱାଲା ଯୋଗଦେଇ ମେଳାକୁ ଉଦଘାଟନ କରିଥିଲେ । ଉତ୍ସବରେ …

Read More »

ମାଇଁ ଏନସିସି ଆଲୁମିନି ଆସୋସିଏସନ ପକ୍ଷରୁ କେନ୍ଦ୍ରାପଡା କଲେଜ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା, ୨୪/୦୪/୨୦୨୨( ଓଡ଼ିଶା ସମାଚାର )-କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କୁ ରବିବାର ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ମାଇଁ ଏନସିସି ଆଲୁମିନି ଆସୋସିଏସନ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଉପାଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏନସିସି ଆଲୁମିନି ଆସୋସିଏସନ ସମ୍ପାଦକ ଚିନ୍ମୟ କୁମାର ବିଶ୍ୱାଳ, …

Read More »

ଇନ୍ଦୁପୁର ହାଇସ୍କୁଲ ପୁରାତନ ଛାତ୍ର ସାଂସ୍କୃତିକ ସଂସଦର ବାର୍ଷିକୋତ୍ସବ ଓ ପୁରସ୍କାରେ ବୀତରଣ ସମାରୋହ

କେନ୍ଦ୍ରାପଡ଼ା, ୨୪/୦୪/୨୦୨୨( ଓଡ଼ିଶା ସମାଚାର )-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ସରକାରୀ ହାଇସ୍କୁଲର ପୁରାତନ ଛାତ୍ର ସାଂସ୍କୃତିକ ସଂସଦ ଓ ଇନ୍ଦୁପୁର ହାଇସ୍କୁଲର ମିଳିତ ଆନୁକୂଲ୍ୟରେ ବାର୍ଷିକୋତ୍ସବ ଓ ପୁରସ୍କାର ବୀତରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଉଦଘାଟକ, ପୂର୍ବତନ ସାଂସଦ ତଥା କଟକ ମହାନଗର ନିଗମର ମେୟର ସୁବାଷ ଚନ୍ଦ୍ର ସିଂ ମୁଖ୍ୟ ଅତିଥି ,ପ୍ରଫେସର ବୈଷ୍ଣବ ଚରଣ ସାମଲ …

Read More »

ବିପଦଗ୍ରସ୍ତ କଳାବୁଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀଙ୍କ ଜୀବନ ବିପଦପୂର୍ଣ୍ଣ

ଗରଦପୁର, ୨୩/୦୪/୨୦୨୨( ଓଡ଼ିଶା ସମାଚାର )-ଗରଦପୁର ବ୍ଲକ୍ ଅନ୍ତର୍ଗତ କଳାବୁଦା ପଂଚାୟତସ୍ଥିତ କଳାବୁଦା ଗ୍ରାମରେ ଅବସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ୁଥିବା ଶତାଧିକ ଛାତ୍ର ଛାତ୍ରୀଙ୍କ ଜୀବନ ବିପଦପୂର୍ଣ୍ଣ ହୋଇ ପଡ଼ିଛି ବିଦ୍ୟାଳୟ ମଧ୍ୟ ଭାଗରେ ନବ ନିର୍ମିତ ଚି୍ରତ୍ରୋତ୍ପଳା ଦକ୍ଷିଣ ପାଶ୍ୱର୍ କେନାଲ ପାଇଁ ଏଭଳି ସ୍ଥିତି ହୋଇଛି । ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକମାନେ କେନାଲ ନିର୍ମାଣ କରୁଥିବା ଠିକାଦାରଙ୍କ ପାଖରେ ବାରମ୍ବାର ଆପତି ଅଭିଯୋଗ …

Read More »

କୋଠପଦାରେ ବ୍ଲକ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ

ମାହାଙ୍ଗା,୨୨/୦୪/୨୦୨୨(ଓଡିଶା ସମାଚାର /ଅଭୟ ଜେନା) -ବିଶ୍ୱର କଲ୍ୟାଣ ପାଇଁ ସବୁବେଳେ ବୈଜ୍ଞାନିକ ମାନଙ୍କ ବିଶେଷ ଯୋଗଦାନ ରହିଛି ବୋଲି ଆଇନି ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ମତବ୍ୟକ୍ତ କରିଛନ୍ତି । କୋଠପଦା ରଘୁନାଥ ନୋଡାଲ ଉଚ୍ଚ ବିଦ୍ୟାପୀଠ ପ୍ରାଙ୍ଗଣରେ ମାହାଙ୍ଗା ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳାକୁ ମନ୍ତ୍ରୀ ଶ୍ରୀ ଜେନା ଉଦଘାଟନ କରି ଏହା କହିଥିଲେ । ଶ୍ରୀ ଜେନା କହିଲେ ବିଜ୍ଞାନ ଆମ ସଭ୍ୟତାର ବିକାଶ କ୍ଷେତ୍ରରେ …

Read More »