ଭୁବନେଶ୍ୱର,୧୦/୦୨/୨୦୨୨ (ଓଡ଼ିଶା ସମାଚାର)- ସରକାରଙ୍କ ପୂର୍ବ ଘୋଷଣା ଅନୁସାରେ ଫେବୃଆରୀ ୧୪ତାରିଖରେ ସ୍କୁଲ ଖୋଲିବ କିନ୍ତୁ ପଢ଼ିବାକୁ ଆସିବେନି ଛାତ୍ରଛାତ୍ରୀ । ୧୪ ପରିବର୍ତେ ଆସନ୍ତା ୨୮ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ ପାଠ ପଢ଼ିବା ପାଇଁ ସ୍କୁଲ ଆସିବେ । ୧୪ ତାରିଖରୁ ସ୍କୁଲ ଖେଢାଲିବ ଓ ଶିକ୍ଷକ ଏବଂ କର୍ମଚାରୀ ସ୍କୁଲ ଆସିବେ । ପୂର୍ବରୁ ଫେବୃଆରୀ ୧୪ ତାରିଖରୁ ସ୍କୁଲକୁ ଖୋଲିବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ । କିନ୍ତୁ ବର୍ତ୍ତମାନ ଏଥିରେ ପରିବର୍ତ୍ତନ କରାଯାଇ ୧୪ ତାରିଖରୁ …
Read More »ଶିକ୍ଷା
୫ ଟି ସ୍କୁଲ ବୁଲି ଲେ ଜିଲାପାଳ
ଗରଦପୁର, ୦୮/୦୨/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲାପାଳ ଅମ୍ରିତ ଋତୁରାଜ ଆଜି ଗରଦପୁର ବ୍ଲକ୍ ଗସ୍ତ ରେ ଆସିଥିଲେ । ବ୍ଲକ୍ ରେ ଥିବା ବିଭିନ୍ନ ବିଦ୍ୟାଳୟ ରେ କାର୍ଯ୍ୟକାରୀ ହେଉଥିବା ୫ ଟି ବିଦ୍ୟାଳୟ ଉନ୍ନତିକରଣ କାର୍ଯ୍ୟକ୍ରମର ତଦାରଖ କରିଥିଲେ । ଜିଲାପାଳ ଶ୍ରୀ ଋତୁରାଜ , ପ୍ରକଳ୍ପ ନିର୍ଦ୍ଧେଶକ ରାଜେନ୍ଦ୍ର ପଣ୍ଡା ଓ ଗରଦପୁର ବିଡ଼ିଓ ରଂଜିତ କୁମାର ମଲିକ ଏହି ଗସ୍ତରେ ଯାଇ ବ୍ଲକ୍ ର ମଧୁ ଶାସନ ବିଦ୍ୟାଳୟ, ନଡ଼ିଆ ବରେଇ ବିଦ୍ୟାଳୟ ଓ ନଇନ୍ଦିପୁର ବିଦ୍ୟାଳୟର ଭିତିଭୂମି …
Read More »ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ୨୬୨ ତମ ଜୟନ୍ତୀ
ଗରଦପୁର,୦୭/୦୨/୨୦୨୨ (ଓଡ଼ିଶା ସମାଚାର)- ସ୍ଥାନୀୟ ଗରଦପୁର ବ୍ଲକ୍ ଅନ୍ତର୍ଗତ ଲୋକନାଥ ମହାବିଦ୍ୟାଳୟ ସମିମିଳନୀ କକ୍ଷରେ ଓଡ଼ିଶା ର ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ୨୬୨ ତମ ଜୟନ୍ତୀ ଉତ୍ସବ ସହିତ ଆଦିକବି ସାରଳା ଦାସ ଓ ଭାଗବତକାର ଅତିବଡ଼ି ଜଗନ୍ନାଥ ଦାସ ଙ୍କ ଶ୍ରାଦ୍ଧୋତ୍ସବ ପାଳିତ ହୋଇ ଯାଇଛି । ମହାବିଦ୍ୟାଳୟର ଓଡ଼ିଆ ସାହତ୍ୟ ସମାଜ ଆନୁକୂଲ୍ୟରେ ଓ କବି ଅଭିମନ୍ୟୁ ଙ୍କ ବଂଶଧର ଡ଼ାକ୍ତର ମନୋଜ କୁମାର ଜେନା ଙ୍କ ପୃଷ୍ଟପୋଷକତାରେ ଆୟୋଜିତ ଉତ୍ସବରେ ଓଡ଼ିଆ ସାହିତ୍ୟ ସମାଜର ସଭାପତି ତଥା …
Read More »ରେଭେନ୍ସା ବାଳିକା ବିଦ୍ୟାଳୟ ରେ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ୮୮ ତମ ଶ୍ରାଦ୍ଧ ଦିବସ
କଟକ, ୦୫/୦୨/୨୦୨୨ (ଓଡ଼ିଶା ସମାଚାର/ ଦେବାଶିଷ ରଥ)- ଶୁକ୍ରବାର ଦବା ୧୦ ଘଟିକା ସମୟରେ ରେଭେନ୍ସା ବାଳିକା ବିଦ୍ୟାଳୟ ରେ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ୮୮ ତମ ଶ୍ରାଦ୍ଧ ଦିବସ ପାଳନ କରାଯାଇଛି।କୋଭିଡ ନିୟମ ଅନୁସାରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ତଥା NCC ଛାତ୍ରୀ ମାନେ ଉପସ୍ଥିତ ରହି ମଧୁସ୍ମୃତି ପାଳନ କରିଥିଲେ।ଏହି ସଭାରେ ବିଶେଷ ଅତିଥି ବ୍ଲକ ଶିକ୍ଷାଧିକାରୀ,ସି,ଅର,ସି ଉପସ୍ଥିତ ରହିବାସହ ବିଦ୍ୟାଳୟ ର ପୁରାତନ ଛାତ୍ରୀ ତଥା ବିଶିଷ୍ଟ ସମାଜ ସେବୀ ପୁଷ୍ପାଞ୍ଜଳି ସିଂ ଉପସ୍ଥିତ ରହି ମଧୁବାବୁଙ୍କୁ ଶ୍ରଦ୍ଧାସୁମନ …
Read More »୭ ରୁ ଖୋଲିବ ଶିକ୍ଷାନୁଷ୍ଠାନ
ଭୁବନେଶ୍ୱର,୦୪/୦୨/୨୦୨୨ (ଓଡ଼ିଶା ସମାଚାର)- ରାଜ୍ୟ ରେ କରୋନାର ପ୍ରକୋପ ହ୍ରାସ ପାଇଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୭ ତାରିଖରୁ ହାଇସ୍କୁଲ୍, କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଓ ହଷ୍ଟେଲ୍ ମଧ୍ୟ ଖୋଲିବ। ଦ୍ବିତୀୟ ପର୍ୟ୍ୟାୟରେ ଆସନ୍ତା ୧୪ ତାରିଖ ଠାରୁ ପ୍ରାରମ୍ଭ/କେଜି ରୁ ସପ୍ତମ ଶ୍ରେଣୀ ପର୍ୟ୍ୟନ୍ତ ସ୍କୁଲ୍ ଖୋଲାଯିବ। ସବୁ ଶିକ୍ଷାନୁଷ୍ଠାନରେ କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରାଯିବ।ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏସମ୍ପର୍କରେ ଘୋଷଣା କରିଛନ୍ତି। ସେ …
Read More »ଯୁକ୍ତଦୁଇ ଶେଷବର୍ଷ ଅଫ ଲାଇନ ପରୀକ୍ଷା ବାତିଲ ଦାବିରେ ରାସ୍ତା ଅବରୋଧ
କେନ୍ଦ୍ରାପଡ଼ା, ୦୩/୦୨/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ଯୁକ୍ତଦୁଇ ସ୍କୁଲର ଶେଷ ବର୍ଷର ଛାତ୍ରଛାତ୍ରୀମାନେ ଗୁରୁବାର ପୁଣି ରାଜରାସ୍ତାକୁ ଓହ୍ଲାଇଛନ୍ତି । +୨ ଶ୍ରେଣୀର ଛାତ୍ରଛାତ୍ରୀମାନେ ନିଖିଳ ଓଡିଶା ଛାତ୍ର ସଂଗଠନ ନେତୃତ୍ୱରେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଯୁକ୍ତଦୁଇ ଶେଷ ବର୍ଷର ଉଚ୍ଚ ମାଧ୍ୟମିକ ବୋର୍ଡ ପରୀକ୍ଷା ବାତିଲ କରିବା ଦାବିରେ ଏହି ଆନ୍ଦୋଳନ ଚାଲିଛି । ପ୍ରଥମ ବର୍ଷରେ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି । ଦ୍ୱିତୀୟ ବର୍ଷରେ ମାତ୍ର ୨ମାସ ଅନଲାଇନରେ ପାଠ ପଢାଯାଇଥିବା ଯୋଗୁଁ …
Read More »ସହକାରୀ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା
ବାଲିଗୁଡା,୦୨/୦୨/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ର ବହୁ ପୁରାତନ ଶିକ୍ଷାନୁଷ୍ଠାନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନୂଆସାହି (କେ.ଜି.ବି.ଭି) ରେ କାର୍ଯ୍ୟରତ ସହକାରୀ ଶିକ୍ଷକ ପବିତ୍ର ମୋହନ ପାଢ଼ୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ରେ ସମ୍ନାନିତ କରାଯାଇଥିଲା । ଉକ୍ତ ଉତ୍ସବରେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସଭାପତି ରୂପେ ଶ୍ରୀମତୀ ରେଣୁକାବତୀ ସାହାଣୀ ଉପସ୍ଥିତ ଥିବା ବେଳେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ ,ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଅଧିକାରୀ …
Read More »କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ
କେନ୍ଦ୍ରାପଡ଼ା, ୩୧/୧/୨୦୨୨ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ତପନ କୁମାର ପତି ସୋମବାର କାର୍ଯ୍ୟ ନିବୃତ ହୋଇଛନ୍ତି । ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିବା ପାଇଁ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଷ୍ଟାଫ ଆସୋସିଏସନ ପକ୍ଷରୁ ସଭାପତି ମେଜର ମନୋରଞ୍ଜନ ମହାନ୍ତିଙ୍କ ପୌରହିତ୍ୟରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସମ୍ମାନୀତ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ, ଉପାଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ଓ ପରିଚାଳନା …
Read More »ବିଜିପୁର ପ୍ରାଥମିକ ବିଦ୍ୟାଳୟ ମିଶ୍ରଣ ନିଷ୍ପତିକୁ ବିରୋଧ କରି ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତି
ଗରଦପୁର, ୨୯/୧/୨୦୨୨ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ସାନଅଢଙ୍ଗା ଗ୍ରାମ ପଂଚାୟତର ବିଜିପୁର ପ୍ରାଥମିକ ବିଦ୍ୟାଳୟକୁ ସାନଅଢଙ୍ଗା ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ କରାଯାଇଥିବାରୁ ଏହି ନିଷ୍ପତିକୁ ବିରୋଧ କରିବା ସହିତ ପୁନଃ ପ୍ରତିଷ୍ଠା ଦାବିରେ ଗ୍ରାମବାସୀମାନେ ଆଗାମୀ ତ୍ରିସ୍ତରୀୟ ନିର୍ବାଚନରେ ଶାନ୍ତିପୂର୍ଣ୍ଣ ସମୂହ ଭୋଟ ବର୍ଜନ କରିବାକୁ ନିଷ୍ପତି ଗ୍ରହଣ କରିଛନ୍ତି । ସୂଚନା ଯୋଗ୍ୟ କି ଗତ ୨୦୨୦ ମସିହା ଅକ୍ଟୋବର ମାସରେ ସରକାର ଗରଦପୁର ବ୍ଲକ୍ ର ୩୬ଟି ବିଦ୍ୟାଳୟକୁ ବନ୍ଦ କରିବାକୁ ନିର୍ଦ୍ଧେଶନାମା ଜାରି କରିଥିବାବେଳେ ସେହି ବିଦ୍ୟାଳୟକଗୁଡିକୁ …
Read More »ନିଖିଳ ଓଡିଶା ଛାତ୍ର ସଂଘର କେନ୍ଦ୍ରାପଡା ଶାଖାପକ୍ଷରୁ +୨ ପରୀକ୍ଷା ବନ୍ଦ ଦାବି
କେନ୍ଦ୍ରାପଡ଼ା, ୨୯/୧/୨୦୨୨ (ଓଡ଼ିଶା ସମାଚାର)-ନିଖିଳ ଓଡିଶା ଛାତ୍ର ସଂଘର କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ +୨ ଫାଇନାଲ ପରୀକ୍ଷା ବନ୍ଦ ଦାବିରେ ଶୁକ୍ରବାର ପୂର୍ବାହ୍ନରେ କଟକ-ଚାନ୍ଦବାଲି ରାସ୍ତାକୁ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ବନ୍ଦ କରିଦିଆଯାଇଥିଲା । ସେହି ରାସ୍ତା ଉପରେ ସଂଘର ଶତାଧିକ ଛାତ୍ରଛାତ୍ରୀମାନେ ବସିରହି ଥିଲେ । ଫଳରେ ସେହି ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ଗାଡି ଅଟକି ରହିଥିଲା । ଖବର ପାଇ କେନ୍ଦ୍ରାପଡା ଟାଉନ ଥାନା ଅଧିକାରୀ ଗୋରାଙ୍ଗ ଚରଣ ପୃଷ୍ଟି ପୋଲିସ ଫୋର୍ସ ସହିତ …
Read More »