Thursday , June 30 2022
Breaking News
Home / ଶିକ୍ଷା (page 69)

ଶିକ୍ଷା

ଶ୍ରେଣୀଗୃହରୁ ନାଗସାପ ଉଦ୍ଧାର

ଭଦ୍ରକ, ୨୪/୦୮/୨୦୧୯(ଓଡ଼ିଶା ସମାଚାର)- ଭଦ୍ରକ ହଳଦୀଡ଼ିହ ବାଇପାସ ନିକଟବର୍ତୀ ମିର୍ଜାପୁର ନାଥସାହି ସ୍କୁଲରେ ସାପ ଆତଙ୍କ ଦେଖାଦେଇକ୍ତି । ବିଦ୍ୟାଳୟର ୫ମ ଶ୍ରେଣୀ ଗୃହ ମଧ୍ୟରୁ ଏକ ବଡ଼ ନାଗସାପକୁ ଉଦ୍ଧାର କରାଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରଶ୍ମୀପ୍ରଭା ସ୍ୱାଇଁଙ୍କ କହିବାନୁଯାୟୀ ଉକ୍ତ ବିଦ୍ୟାଳୟର ଏହି ଶ୍ରେଣୀଗୃହ ପୁରୁଣା ହୋଇଯାଇ ଥିବାବେଳେ, ଏହାର ଚଟାଣ ଭାଙ୍ଗିରୁଜି ଯାଇଛି । ଗତକାଲି ଅପରାହ୍ନରେ ପିଲାମାନେ ଚଟାଣ ମଧ୍ୟରେ କିଛି ଥିବା …

Read More »

ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରୀ, ଥାନାରେ ଏତାଲା

ସାଲେପୁର,୨୩/୦୮/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା): -ସାଲେପୁର ବ୍ଲକ୍ ସୁଧୁଖଣ୍ଡ ପଂଚାୟତର ପାଣିମାଣ୍ଡୋ ପ୍ରାଥମିକ ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ପାଇଁ ଥିବା ଚାଉଳ ଚୋରୀ ହୋଇଯାଇଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ଦାସ କିଶୋରନଗର ଥାନାରେ ଏତାଲା ଦେଇଥିବା ଜଣାପଡ଼ିଛି । ଏତାଲାରୁ ପ୍ରକାଶ  ବିଳମ୍ବିତ ରାତିରେ ବିଦ୍ୟାଳୟର ଗ୍ରୀଲ୍ ସହିତ ଶ୍ରେଣୀ ଗୃହର ତିନୋଟି ତାଲା ଭାଙ୍ଗି ମଧ୍ୟାହ୍ନ ଭୋଜନ ପାଇଁ ଗଚ୍ଛିତ ଥିବା ୩ ବସ୍ତାରୁ ଅଧିକ ଚାଉଳ …

Read More »

ଛାତ୍ରନେତାମାନଙ୍କର ରାଜ୍ୟସ୍ତରୀୟ କମିଟି ଗଠନ

ଭୁବନେଶ୍ୱର , ୨୩/୦୮/୨୦୧୯(ଓଡ଼ିଶା ସମାଚାର)-ବିଜୁ ଜନତା ଦଳ ସରକାର ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ବାତିଲ୍ ନିଷ୍ପତିକୁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ବିଜୁ ଜନତା ଦଳ ସରକାର ଦୀର୍ଘ ୧୯ ବର୍ଷରୁ ଉଦ୍ଧ୍ୱର୍ ରାଜ୍ୟ ଶାସନ କରୁଥିଲେ ମଧ୍ୟ ର‌୍ୟାଗିଙ୍ଗମୁକ୍ତ ଶିକ୍ଷାନୁଷ୍ଠାନ ଓ ହିଂସାମୁକ୍ତ ନିର୍ବାଚନ ପରି•ଳନାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଶିକ୍ଷା ଅଧିକାର ଆଇନ୍କୁ କାର୍ଯ୍ୟକାରୀ କରିବାରେ ମଧ୍ୟ ବିଫଳ …

Read More »

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସମୀକ୍ଷା ବୈଠକ

ଭୁବନେଶ୍ୱର ,୨୩/୦୮/୨୦୧୯(ଓଡ଼ିଶା ସମାଚାର)-ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଉଚ୍ଚ ମାଧ୍ୟମିକଶିକ୍ଷା ପରିଷଦ ବୈଠକର ସମୀକ୍ଷା କରି କହିଲେ ଯେ ରାଜ୍ୟର ଯୁକ୍ତ-୨ରେ ଅଧ୍ୟୟନରତ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଶୃଙ୍ଖଳିତ ଓ ସୁଚାରୁ ରୂପେ ପରିଚାଳନା କରିବା ଏବଂ ଠିକ୍ ସମୟରେ ଏହାର ପରୀକ୍ଷା ଫଳପ୍ରକାଶ କରିବା ସଂପର୍କରେ ଉପସ୍ଥିତ ବିଭାଗୀୟ କର୍ମକର୍ତାମାନଙ୍କୁ ପରାମର୍ଶ ଦେଇଥିଲେ । ବିଭାଗୀୟ ଅଧିକାରୀ ଏବଂକର୍ମଚାରୀମାନେ ସୁଚାରୁ …

Read More »

୭,୨୫୮ଛାତ୍ରଛାତ୍ରୀ ପାଇବେକାଳିଆ ବୃତି

  ଭୁବନେଶ୍ୱର,୨୩/୦୮/୨୦୧୯(ଓଡ଼ିଶା ସମାଚାର)- କାଳିଆ ଛାତ୍ରବୃତି ଯୋଜନାରେ ଛାତ୍ର ବୃତିପାଇବା ପାଇଁ ୭,୨୫୮ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପ୍ରକାଶ କରିଛନ୍ତି । ବୃତି ପାଇଁ ସମୁଦାୟ୧୯,୨୪୭ ଛାତ୍ରଛାତ୍ରୀ ଆବେଦନ କରିଥିଲେ  । ୧୮୭ କଲେଜରୁ ଏହି ଆବେଦନ ପତ୍ର ଆସିଥିଲା ବୋଲି ମନ୍ତ୍ରୀ କହିଛନ୍ତି । ଏ ସମ୍ପର୍କରେ ଗୁରୁବାର ଦିନ ମନ୍ତ୍ରୀ ଡ. ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା …

Read More »

ଏଥର ହେବନି ଛାତ୍ରସଂସଦ ନିର୍ବାଚନ

ଭୁବନେଶ୍ୱର ,୨୩/୦୮/୨୦୧୯(ଓଡ଼ିଶା ସମାଚାର)-ଚଳିତ ବର୍ଷ କଲେଜ ଓ ବିଶ୍ୱ ବିଦ୍ୟାଳୟର ଛାତ୍ରସଂସଦର ନିର୍ବାଚନ ନ କରିବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତି ନେଇଛି । ଏ ସମ୍ପର୍କରେ କଲେଜର ଅଧ୍ୟକ୍ଷ ଏବଂ ବିଶ୍ୱ ବିଦ୍ୟାଳୟର କୁଳପତି ମାନଙ୍କୁ ଶାସନ ସଚିବ ଶାସ୍ୱତ ମିଶ୍ର ଚିଠି ଲେଖି ଜଣାଇଛନ୍ତି । ଯେଉଁଠି ଆବଶ୍ୟକ ପଡ଼ିବ ସେଠାରେ ନିର୍ବାଚନ ପରିବର୍ତେ ଛାତ୍ର ପ୍ରତିନିଧି ମନୋନୟନ କରାଯିବ ବୋଲି ଏହି ଚିଠିରେ ଦର୍ଶାଯାଇଛି …

Read More »

ଯୁକ୍ତ ୩ କଲେଜରୁ ଅଲଗା ହେବ ଯୁକ୍ତ ୨

ଭୁବନେଶ୍ୱର,୨୩/୦୮/୨୦୧୯(ଓଡ଼ିଶା ସମାଚାର)-ଯୁକ୍ତ୩ ମହାବିଦ୍ୟାଳୟରୁ ଯୁକ୍ତ-୨କୁ ପୃଥକ କରାଯିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି । ପର୍ଯ୍ୟାୟକ୍ରମେଏହି କାର୍ଯ୍ୟ କରାଯାଇ ପୃଥକୀ କରଣକାର୍ଯ୍ୟ ଶେଷ କରାଯିବ ବୋଲି କୃଷି ଓକୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଏହି ପରିପ୍ରେକ୍ଷୀରେ ଲୋକସେବା ଭବନଠାରେ ଉଚ୍ଚଶିକ୍ଷା ବିଭାଗ ଏବଂବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏକ ଉଚ୍ଚସ୍ତରୀୟ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା …

Read More »

ଆପଦ ମିତ୍ରଙ୍କ ଦ୍ଵାରା ନିଶା ନିବାରଣ କାର୍ଯ୍ୟକ୍ରମର ଶୁଭାରମ୍ଭ

 ଜଗତସିଂହପୁର,୨୨/୦୮/୨୦୧୯(ଓଡ଼ିଶା ସମାଚାର)-ଜିଲ୍ଲା ପ୍ରଶାସନ ଦ୍ଵାରା ନିଶା ନିବାରଣକାର୍ଯ୍ୟକ୍ରମକୁ ତ୍ଵରାନ୍ଵୀତ କରିବା ନିମନ୍ତେ  ଆପଦ ମିତ୍ର ଙ୍କୁ ନିୟୋଜନ କରିବା ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗତ ବୁଧବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟରେ ଅନୁଷ୍ଠିତ ହୋଇ ଯାଇଛି । କାର୍ଯ୍ୟକ୍ରମକୁ ଉଦଘାଟନ କରି ଜିଲ୍ଲାପାଳ ବର୍ତମାନର ଯୁବ ସମାଜରେ ନିଶା ସେବନର ମାତ୍ରା ଅତ୍ୟଧିକ ପରିମାଣରେ ବଢିଯାଇଥିବାରୁ ଉଦ୍ ବେଗ ପ୍ରକାଶ କରିଥିଲେ …

Read More »

ସମ୍ଭାଗ ଘୋଷ ପ୍ରଶିକ୍ଷଣ ଶିବିର ଉଦଯାପିତ

ନିଆଳୀ, ୨୨/୦୮/୨୦୧୯(ଓଡ଼ିଶା ସମାଚାର)- ନିଆଳୀ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷା ବିକାଶ ସମିତି ଓଡିଶାଙ୍କ ଯୋଜନା ଅନୁସାରେ ଚଳିତ ମାସ ୧୬,୧୭,୧୮ ତାରିଖ ତିନିଦିନଧରି ଘୋଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ଏହି ଶିବିରକୁ ନିଆଳୀ ବ୍ଲକ ଅଧ୍ୟକ୍ଷା କଳ୍ପନା ପାଣି ଉଦଘାଟନ କରିଥିଲେ । ସଭାପତି କୈଳାସ ଚନ୍ଦ୍ର ସୁର, ସମ୍ପାଦକ ସୌରଭ ନାୟକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଦିତୀୟ …

Read More »

କମାଗୁରୁ କଲେଜ ପକ୍ଷରୁ ଆମପରିସର ସ୍ୱଚ୍ଛ ସବୁଜ ସୁନ୍ଦର ଅଭିଯାନ

ଛାତ୍ର ଟିଏ, ଗଛ ଟିଏ ଅଭିଯାନ ଉଦଘାଟିତ ନିରାକାରପୁର, ୨୧/୦୮/୨୦୧୯(ଓଡ଼ିଶା ସମାଚାର)- ଖୋରଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ କମାଗୁରୁ କଲେଜ ପକ୍ଷରୁ ଆମପରିସର ସ୍ୱଚ୍ଛ ସବୁଜ ସୁନ୍ଦର ଅଭିଯାନ ଅନୁଷ୍ଠିତ ହୋଇଯାଇଅଛି । କଲେଜର ପ୍ରତ୍ୟେକ ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ପ୍ରତ୍ୟେକ ପ୍ରକୃତି ବିହାର ପରିସରରେ ଗୋଟିଏ ଗୋଟିଏ ଚାରାରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଖୋରଧାର ପୂର୍ବତନ ବିଧାୟକ ତଥା ପ୍ରେରଣା ଅନୁଷ୍ଠାନର …

Read More »