ମିଳିତ ଭାବେ ପ୍ରୟାସ କଲେ ଶିକ୍ଷା ସମସ୍ୟା ସମାଧାନ ହୋଇପାରିବ : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଭୁବନେଶ୍ୱର,୦୬/୦୯/୨୦୧୯(ଓଡ଼ିଶା ସମାଚାର)- ଶିକ୍ଷା ହେଉଛି ସମାଜ ବିକାଶର ଚାବିକାଠି ଓ ସମାଜର ଗର୍ବ ଗୌରବର ଅଭିବୃଦ୍ଧି ଶିକ୍ଷା ଉପରେ ନିର୍ଭର କରେ । ଶିକ୍ଷା ବ୍ୟବସ୍ଥା କି୍ରୟାନୁଶୀଳନ କରିବାରେ ଶିକ୍ଷକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସମ୍ପ୍ରତି ଶିକ୍ଷା ସମସ୍ତଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଯାଇଛି । ମିଳିତ ଭାବେ ପ୍ରୟାସ କଲେ …
Read More »ସ୍କୁଲ ପାଠ୍ୟକ୍ରମରେ ରହିବ ବର୍ଜ୍ୟ ପରିଚାଳନା
ଭୁବନେଶ୍ୱର,୦୬/୦୯/୨୦୧୯(ଓଡ଼ିଶା ସମାଚାର)-ପ୍ରତି ୱାର୍ଡ ଏବଂ ଘରୋଇ ବାସଗୃହ ସ୍ତରରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ବିଷୟରେ ସଚେତନତା ସୃଷ୍ଟି ସହ ନିୟମଗୁଡ଼ିକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ନିଦେ୍ର୍ଦଶ ଦେଇଛନ୍ତି । ଗୁରୁବାର ସହରାଂଚଳରେ କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ଅଗ୍ରଗତି ବିଷୟରେ ସମୀକ୍ଷା କରି ଶ୍ରୀ ତ୍ରିପାଠୀ ଏହି ନିଦେ୍ର୍ଦଶ ଦେଇଛନ୍ତି । ବର୍ଜ୍ୟବସ୍ତୁ ପରିଚାଳନାକୁ ଜୀବନର ଏକ ଅଭ୍ୟାସରେ ପରିଣତ କରିବା ପାଇଁ …
Read More »ସାଲେପୁର ଶିକ୍ଷାଜିଲ୍ଲା ପକ୍ଷରୁ ଗୁରୁପ୍ରତିଭା ସମ୍ମାନ, ଗୁରୁମାନଙ୍କ ଅବଦାନ ସବୁ କ୍ଷେତ୍ରରେ ଅତୁଳନୀୟ-ବିଧାୟକ
ସାଲେପୁର,୦୬/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ସାଲେପୁର ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧୁସ୍ମୃତି ଭବନଠାରେ ପବିତ୍ର ଗୁରୁଦିବସ ଅବସରରେ ଗୁରୁପ୍ରତିଭା ସମ୍ମାନ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ଅତିରିକ୍ତ ଶିକ୍ଷାଜିଲ୍ଲା ଅଧିକାରୀ ରଜନୀକାନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗୁରୁପ୍ରତିଭା ସମ୍ମାନ ଉତ୍ସବରେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଗୁରୁମାନଙ୍କ ବିନା ଶିଷ୍ୟର କୌଣସି ମୂଲ୍ୟ ନାହିଁ । ଗୁରୁଙ୍କ ଅବଦାନ ସବୁ …
Read More »ସାଲେପୁରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଗୁରୁପୂଜନ ଉତ୍ସବ ଅନୁଷ୍ଠିତ
ସାଲେପୁର,୦୬/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ସାଲେପୁର ଅଂଚଳର ବିିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁଦିବସ ଓ ସମ୍ବର୍ଦ୍ଧନାସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସାଲେପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଡଃ ତରୁଲତା ଦେବୀଙ୍କ ସଭାପତିତ୍ୱରେ ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଶଙ୍କର୍ଷଣ ପାଣିଗ୍ରାହୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ବରିଷ୍ଠ ଆଚାର୍ଯ୍ୟ ତଥା ଦିବା ପର୍ଯ୍ୟାୟ ପ୍ରମୁଖ ସଂଗ୍ରାମ କେଶରୀ ସାହୁ ଗୁରୁ ଦିବସର ତାପôର୍ଯ୍ୟ …
Read More »କେନ୍ଦ୍ରାପଡା କଲେଜ ସାମାଜିକ ବିଜ୍ଞାନ ବିଭାଗରେ ଗୁରୁପୂଜନ
କେନ୍ଦ୍ରାପଡା ୦୫/୦୯/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମାଜବିଜ୍ଞାନ ବିଭାଗରେ ପବିତ୍ର ଗୁରୁଦିବସ ଉପଲକ୍ଷେ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସମାଜବିଜ୍ଞାନ ବିଭାଗ ସେମିନାର ହଲରେ ଅନୁଷ୍ଠିତ ଗୁରୁପୂଜନ ଉସôବରେ ବିଭାଗୀୟ ମୁଖ୍ୟ ତଥା କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଯୋଗଦେଇ ଆମର ଐତିହ୍ୟ, ପରମ୍ପରା ଓ ସଂସ୍କୃତିରେ ଗୁରୁପୂଜନ ଏକ ଶ୍ରେଷ୍ଠ ପରମ୍ପରା ବୋଲି ମତବ୍ୟକ୍ତ କରି ଗୁରୁପୂଜନ …
Read More »ସଂକ୍ଷେପରେ ତାଜା ଖବର : ଶୁକ୍ରବାର ଗଂଜାମ ଜିଲାର ସ୍କୁଲ ଓ ଅଙ୍ଗନୱାଡ଼ି ବନ୍ଦ ରହିବ
ଗଂଜାମ,୦୫/୦୯/୨୦୧୯(ଓଡ଼ିଶା ସମାଚାର)- ଶୁକ୍ରବାର ଗଂଜାମ ଜିଲାର ସ୍କୁଲ ଓ ଅଙ୍ଗନୱାଡ଼ି ବନ୍ଦ ରହିବ । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜିଲାପାଳ ଜିଲାର ସମସ୍ତ ସ୍କୁଲ ଓ ଅଙ୍ଗନୱାଡ଼ି କୁ ଛୁଟି ଘୋଷଣା କରିଛନ୍ତି । କିନ୍ତୁ ଶିକ୍ଷକମାନେ ଉପସ୍ଥିତ ରହିବେ । ସ୍କୁଲ ଗୁଡ଼ିକୁ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରାଯିବ । ଓଡ଼ିଶା ସମାଚାର
Read More »ଜାଗୁଳାଇ ବିଦ୍ୟାପୀଠରେ ‘ମୋ ସ୍କୁଲ ଅଭିଯାନ’ ପକ୍ଷରୁ ଗୁରୁପୂଜନ ଅନୁଷ୍ଠିତ
କେନ୍ଦ୍ରାପଡା ୦୫/୦୯/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ପଂଚାୟତର ତରାପୁରସ୍ଥିତ ଜାଗୁଳାଇ ବିଦ୍ୟାପୀଠ ‘ମୋ ସ୍କୁଲ ଅଭିଯାନ’ ପକ୍ଷରୁ ଗୁରୁଦିବସ ଅବସରରେ ଗୁରୁପୂଜନ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜାଗୁଳାଇ ବିଦ୍ୟାପୀଠ ପରିସରରେ ‘ମୋ ସ୍କୁଲ ଅଭିଯାନ’ର ସଭାପତି ରାଜେଶ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉସôବରେ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ଡଃ.ବାସୁଦେବ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୁରୁଦିବସର ସଂସ୍କୃତି ବହୁ ପୁରାତନ …
Read More »ଲାଲବାହାଦୂର ନୋଡାଲ ଉଚ୍ଚଶିକ୍ଷାଶ୍ରମରେ “ମୋ ସ୍କୁଲ ଅଭିଯାନ”ପକ୍ଷରୁ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା
କେନ୍ଦ୍ରାପଡା ୦୫/୦୯/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଂଚାୟତର ମେହେନ୍ଦିପୁରସ୍ଥିତ ଲାଲବାହାଦୂର ନୋଡାଲ ଉଚ୍ଚ ଶିକ୍ଷାଶ୍ରମରେ “ମୋ ସ୍କୁଲ ଅଭିଯାନ”ଆନୁକୁଲ୍ୟରେ ତଥା ଗୁରୁଦିବସ ଅବସରରେ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କୁ ପୂଜା କରାଯିବା ସହିତ ସମ୍ବର୍ଦ୍ଧିତ କରାଯାଇଛି । ଏହି ଉପଲକ୍ଷେ ମୋ ସ୍କୁଲ ଅଭିଯାନର ସଭାପତି ଶାରଦା ପ୍ରସନ୍ନ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉସôବରେ ପୂର୍ବତନ ପ୍ରଧାନ ଶିକ୍ଷକ ଦିବାକର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୁରୁଦିବସ ପାଳନର ତାପôର୍ଯ୍ୟ …
Read More »ଆନନ୍ଦମାର୍ଗ ଜାଗୃତି ସ୍କୁଲ ରେ ଗୋଷ୍ଠି ସଚେତନତା ଦିବସ ଓ ଗୁରୁ ଦିବସ ପାଳିତ
ତାରପୁର, ୦୫/୦୯/୨୦୧୯(ଓଡ଼ିଶା ସମାଚାର)- ଗୁରୁବାର ଦିନ ଉତରକୂଳସ୍ଥିତ ଆନନ୍ଦମାର୍ଗ ଜାଗୃତି ସ୍କୁଲ ପକ୍ଷରୁ ସ୍ୱଛତା ପକ୍ଷ ପାଳନର ପଂଚମ ଦିବସରେ ଗୋଷ୍ଠି ସଚେତନତା ଦିବସ ପାଳିତ ହୋଇ ଯାଇଛି । ବିଦ୍ୟାଳୟର ପ୍ରାୟ ୩୦୦ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଦିନ ୧୧ ଟା ବେଳେ ନିକଟସ୍ଥ ମୁଗୁରିଆ ଓ ଉତରକୂଳ ଗ୍ରାମକୁ ସ୍ୱଛତା ସମ୍ବନ୍ଧୀୟ ଜନ ସଚେତନତା ପାଇଁ ଏକ ଶୋଭାଯାତ୍ରାରେ ବାହାରି ସ୍ୱଛ ଭାରତ ସମ୍ବନ୍ଦିୟ …
Read More »ଗୋପୀନାଥପୁର ପ୍ରାଥମିକ ବିଦ୍ୟାଳୟରୁ ଦୁର୍ବୃତମଧ୍ୟାହ୍ନ ଭୋଜନ ଚାଉଳ ଚୋରାଇ ନେଲେ
ନିଶ୍ଚିନ୍ତକୋଇଲି,୦୪/୦୯/୨୦୧୯(ଓଡ଼ିଶା ସମାଚାର)-ଓଡ଼ିଶା ସମାଚାର/ଅଭୟ ଜେନା): ନିଶ୍ଚିନ୍ତକୋଇଲି ବ୍ଳକ୍ ଅନ୍ତର୍ଗତ ଜନାର୍ଦ୍ଧନପୁର ପଂଚାୟତର ଗୋପୀନାଥପୁର ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଦୁର୍ବୃତମାନେ ୪ବସ୍ତା (୨ କ୍ୱିଂଟାଲ) ମଧ୍ୟାହ୍ନ ଭୋଜନ ଚାଉଳ ଚୋରାଇ ନେଇଥିବା ଜଣାପଡ଼ିଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୃଷ୍ଟିଧର କରଙ୍କ ବୟାନ ଅନୁଯାୟୀ ଗତ ମଙ୍ଗଳବାର ରାତିରେ ଦୁବୃତମାନେ ୪ଟି କୋଠରୀର ତାଲାଭାଙ୍ଗି ଦେବା ସେଙ୍ଗ ସେଙ୍ଗ ଷ୍ଟୋର ଘରେ ଥିବା ଚାଉଳକୁ ଚୋରାଇ ନେଇଛନ୍ତି । ଏଠାରେ …
Read More »