Sunday , September 24 2023
Breaking News
Home / ଶିକ୍ଷା (page 65)

ଶିକ୍ଷା

କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ବିଦାୟକାଳୀନସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା, ୦୨/୧୧/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଉଦ୍ଭିିଦ୍ଧ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରାଧ୍ୟାପିକା ନମିତା ପାତ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଷ୍ଟାଫ ଆସୋସିଏସନର ସଭାପତି ମେଜର ମନୋରଞ୍ଜନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ବିଦାୟୀ ପ୍ରାଧ୍ୟାପିକା ଶ୍ରୀମତୀ ପାତ୍ରଙ୍କ ମହାବିଦ୍ୟାଳୟରେ ଅବସ୍ଥାନ ସମୟର କାର୍ଯ୍ୟାବଳୀର ଭୂୟସୀ ପ୍ରଶଂସା କରିବା ସେଙ୍ଗ ସେଙ୍ଗ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ଆସୋସିଏସନର ସମ୍ପାଦକ ପ୍ରାଧ୍ୟାପକ ରଞ୍ଜିତ କୁମାର …

Read More »

ରେଭେନ୍ସା ରେ ଏବିଭିପିର କ୍ୟାମ୍ପସ ୟୁନିଟ୍ ଘୋଷଣା

କଟକ,୦୨/୧୧/୨୦୨୨(ଓଡ଼ିଶା ସମାଚାର / ଦେବାଶିଷ ରଥ):ରେଭେନ୍ସା ବିଶ୍ଵବଦ୍ୟାଳୟରେ ଭାରତୀୟ ବିଦ୍ୟାର୍ଥୀ ପରିଷଦର କ୍ୟାମ୍ପସ ୟୁନିଟ୍ ଘୋଷଣା ହୋଇ ଯାଇଁଛି। ଏହି ୟୁନିଟରେ ସଭାପତି ଭାବେ ଛାତ୍ରନେତା ସାଗର ଗୋଚ୍ଛାୟତ ଏବଂ ସମ୍ପାଦକ ଭାବେ ସିପକ କୁମାର ଜେନା ଦାୟିତ୍ଵ ଗ୍ରହଣ କରିଛନ୍ତି। ସାଂସ୍କୃତିକ ସମ୍ପାଦକ ଦେବପ୍ରସାଦ ବେହେରା, କ୍ରୀଡା ସମ୍ପାଦକ ଭାବେ ସତ୍ୟବାନ୍ ସେଠୀ, ଷ୍ଟୁଡେଣ୍ଟ୍ ଫର୍ ସେବାର ସମ୍ପାଦକ କିଶୋର ମିଶ୍ର ଏବଂ ଷ୍ଟୁଡେଣ୍ଟ୍ ଫର୍ ଡେଭଲପମେଣ୍ଟ ସମ୍ପାଦିକା ଭାବେ ଶ୍ୱେତପଦ୍ମା ବେହେରା। ମିଡିଆ ସଂଯୋଜିକା ଭାବେ ଦିପ୍ତି ପାତ୍ର, ହଷ୍ଟେଲ ଏବଂ …

Read More »

ଶିଶୁ ମନ୍ଦିରରେ ମାତୃସମ୍ମିଳନୀ

ନିରାକାରପୁର ୩୦/୧୦/୨୦୨୨(ଓଡ଼ିଶା ସମାଚାର)- ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ,ଆର୍ଯ୍ୟବିହାର ପରିସରରେ ଅଧ୍ୟୟନରତ ଶିଶୁମାନଙ୍କର ମାଆ ମାନଙ୍କୁ ନେଇ ଏକ “ମାତୃସମ୍ମିଳନୀ” ଅନୁଷ୍ଠିତ ହୋଇଯାଇଅଛି । ବିଦ୍ୟାମନ୍ଦିରର ଯୋଜନା ଅନୁସାରେ ସର୍ବପ୍ରଥମେ ଉପସ୍ଥିତ ଥିବା ମାଆ ଶ୍ରୀମତୀ ସରୋଜିନୀ ସୁନ୍ଦରାୟ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମ୍ମିଳନୀକୁ ଉଦଘାଟନ କରିଥିଲେ । ବିଦ୍ୟାମନ୍ଦିରର ସମ୍ପାଦକ ଶ୍ରୀଯୁକ୍ତ ବିଭୁତି ଭୂଷଣ ଆଚାର୍ଯ୍ୟ ବୈଠକର ଉଦ୍ଧେଶ୍ୟ ଓ ସମ୍ମିଳନୀରେ ମାଆ ମାନଙ୍କର ଉପସ୍ଥିତି ଯେ କେତେ ଗୁରୁତ୍ୱପୂର୍ଣ୍ଣ ଏହା ଉପସ୍ଥାପନା କରିଥିଲେ । “ଆଜିର ଶିଶୁ କାଲିର ଭବିଷ୍ୟତ” ଏହାର …

Read More »

କ୍ଷେତ୍ରବାସୀ ଡିଏଭି ଆଲୁମିନି ଆସୋସିଏସନ ପକ୍ଷରୁ ଜରୁରୀ ବୈଠକ

ଟାଙ୍ଗି, ୩୦/୧୦/୨୦୨୨ (ଓଡିଶା ସମାଚାର/ଦୀପକ ପ୍ରଧାନ) : ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟର ପୂରାତନ ଛାତ୍ର ସଂସଦ  ପକ୍ଷରୁଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ଆଲୁମୁନି ଆସୋସିଏସନ୍ କମିଟି ର ସଭାପତି ରମାଵଲଭ ମିଶ୍ରଙ୍କ ସଭାପତିତ୍ବରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ସଂଜୟ କୁମାର ମହାପାତ୍ରଙ୍କ ଉପସ୍ଥିତ ରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।ସର୍ବ ପ୍ରଥମେ ଆଲୁମିନି ଆସୋସିଏସନ ପକ୍ଷରୁ ନୂତନ ଅଧ୍ୟକ୍ଷଙ୍କୁ ପୁଷ୍ପଗୁଚ୍ଛ ଦେଇ ସଂମ୍ବର୍ଦ୍ଧନା କରାଯାଇଥିଲା।ବୈଠକରେ ମହାବିଦ୍ୟାଳୟ …

Read More »

କନ୍ଦରପୁର କଲେଜ ନାଁ ରେ ଫେକ୍ ଫେସବୁକ ଆକାଉଣ୍ଟ,ସାଇଵର ଥାନାରେ ମାମଲା

କଟକ ସଦର, ୩୦/୧୦/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦର ଅଞ୍ଚଳର ପୁରାତନ କନ୍ଦରପୁର କଲେଜ ନାଁ ରେ କେହି ଦୁର୍ବୃତ୍ତ ନକଲି ଫେସବୁକ ଆକାଉଣ୍ଟ୍ ଖୋଲି ବିଭିନ୍ନ ସମୟରେ କଲେଜକୁ ଵଦନାମ କରୁଥିବା ନେଇ କଟକ ସାଇବର ଥାନାରେ ଅଭିଯୋଗ ହୋଇଛି। ବାରମ୍ବାର କଲେଜ ର କୁତ୍ସାରଟନା କରାଯାଉ ଥିଵାରୁ ଶୈକ୍ଷିକ ଵାତାଵରଣ ଉପରେ ଏହାର କୁପ୍ରଭାବ ପଡୁଛି। କଲେଜର ଐତିହ୍ୟ ଓ ସୁନାମକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଏଭଳି ଛଦ୍ମବେଶୀଙ୍କୁ ଚିହ୍ନଟ କରି ଉପଯୁକ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଧ୍ୟକ୍ଷ ସାରଦା …

Read More »

ସେଂଟ ଯୋଶେଫ ସ୍କୁଲରେ ବିଜ୍ଞାନ ଓ ଚିତ୍ରକଳା ପ୍ରଦର୍ଶନୀ

କେନ୍ଦ୍ରାପଡ଼ା, ୨୯/୧୦/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସେଂଟ ଯୋଶେଫ ସ୍କୁଲରେ ବିଜ୍ଞାନ ଓ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସ୍କୁଲର ଅଧ୍ୟକ୍ଷ ଫାଦର ନବକିଶୋର ଦିଗଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାର୍ଶାଘାଇ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗ ପ୍ରାଧ୍ୟାପକ ଡଃ. ପ୍ରଭାତରଞ୍ଜନ ଲେଙ୍କା ଯୋଗଦେଇ ବିଜ୍ଞାନ ଓ ଚିତ୍ରକଳା ପ୍ରଦର୍ଶନୀକୁ ଉଦଘାଟନ କରିବା ସହ ଏଭଳି ପ୍ରଦର୍ଶନୀର ଆୟୋଜନ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଅଗ୍ରସର ହେବାକୁ ଏକ ନୂତନ ଚିନ୍ତାଧାରା ଓ ପ୍ରେରଣା ଯୋଗାଇବ ବୋଲି ମତବ୍ୟକ୍ତ କରିଥିଲେ …

Read More »

କଂସାର-ସାହସପୁର ହାଇସ୍କୁଲରେ କ୍ଲଷ୍ଟର ସ୍ତରୀୟ ସୁରଭି

କେନ୍ଦ୍ରାପଡ଼ା, ୨୮/୧୦/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ସାହାସପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି – ୨୦୨୨ ଅନୁଷ୍ଠିତ ହୋଇଯାଇଛି । ସି.ଆର.ସି.ସି. ପ୍ରଦିପ କୁମାର ଖଟୁଆଙ୍କ ସଂଯୋଜନା ଏବଂ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମଣ୍ଡଳ ଶିକ୍ଷା ଅଧିକାରୀ ପାବନୀ କୁମାର ରାଉତ, ମୁଖ୍ୟବକ୍ତା ଭାବେ କଂସାର ସରପଂଚ ସରୋଜିନି ନାୟକ, ସମ୍ମାନୀତ ଅତିଥି ଭାବେ ଓସ୍ତପୁର ସରପଂଚ ପ୍ରସନ୍ନ କୁମାର ରାଉତ …

Read More »

ହିଞ୍ଜିଳିବାହେଲି ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ 

ଜୁନାଗଡ଼, ୨୮ /୧୦/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ)-ଜୁନାଗଡ଼ ସହର ସ୍ଥିତ ହିଞ୍ଜିଳିବାହେଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବ ରେ ଷୋହଳ ଟି କ୍ଲଷ୍ଟର ର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ନାଚ, ଗୀତ, ପ୍ରବନ୍ଧ,ତର୍କ ସାଧାରଣ ଜ୍ଞାନ ପ୍ରଭୁତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ …

Read More »

ଦିବ୍ୟାଙ୍ଗ ଶିଶୁଙ୍କୁ ଶିକ୍ଷା ଉପକରଣ ପ୍ରଦାନ

ଯାଜପୁର, ୨୭ /୧୦/୨୦୨୨(ଓଡ଼ିଶା ସମାଚାର /ସୁରେଶ କର)- ଦିବ୍ୟାଙ୍ଗ ମାନେ ବି କୌଣସି ଗୁଣରେ କମ ନୁହନ୍ତି । ସେମାନଙ୍କୁ ଉପଯୁକ୍ତ ପୋଷଣ ଓ ଶିକ୍ଷା ଯୋଗାଇଦେଲେ ସେମାନେ ବି ସାଧାରଣ ଶିଶୁଙ୍କ ପରି ପ୍ରତିଭା ପ୍ରଦର୍ଶନ କରିପାରିବେ। ତେଣୁ ଏଭଳି ଶିଶୁଙ୍କ ଶିକ୍ଷାବିକାଶ ପାଇଁ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। ସେହିପରି ଦିବ୍ୟାଙ୍ଗ ଶିଶୁଙ୍କ ଶିକ୍ଷାର ବିକାଶ ପାଇଁ ଯାଜପୁର ଜିଲ୍ଲାର ବରୀ ଓ ଯାଜପୁର ବ୍ଳକ ଅନ୍ତର୍ଗତ ସମସ୍ତ ବୌଦ୍ଧିକ ଓ ବହୁବିଧ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ଶିକ୍ଷା ଉପକରଣ …

Read More »

କଂସାର – ସାହାସପୁର ସରକାରୀ ହାଇସ୍କୁଲରେ ବୃକ୍ଷରୋପଣ ଉତ୍ସବ

ଦାରୁ ପାଇଁ ଗଛଟିଏ ସଚେତନତା କାର୍ଯ୍ୟକ୍ରମ କେନ୍ଦ୍ରାପଡ଼ା, ୨୭/୧୦/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର-ସାହାସପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଦାରୁ ପାଇଁ ଗଛ ଟିଏ ସଚେତନତା କାର୍ଯ୍ୟକ୍ରମ ସହିତ ବିଭିନ୍ନ ଫୁଲ ଓ ଫଳ ଗଛର ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ‘ପାଥ ଟୁ ଇଣ୍ଡିଭିଜୁଆଲ ସୋସିଆଲ ରେସପନସିବିଲିଟି’ ଓ କେନ୍ଦ୍ରାପଡା ଭାରତୀୟ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା ପକ୍ଷରୁ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଦସ୍ୟମାନଙ୍କ ସହଯୋଗରେ କଂସାର-ସାହାସପୁର ସରକାରୀ ହାଇସ୍କୁଲ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏସ.ବି.ଆଇ. ମୁଖ୍ୟ ଶାଖାର …

Read More »