Thursday , March 30 2023
Breaking News
Home / ଶିକ୍ଷା (page 62)

ଶିକ୍ଷା

ପ୍ରଧାନ ଶିକ୍ଷକ ଙ୍କ ନାମ ରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ , ପ୍ରଶାସନର ତନଘନା ତଦନ୍ତ  

କଳାହାଣ୍ଡି ,୨୨/୦୫/୨୨ ୯ଓଡିଶା ସମାଚାର /ସଂଜୟ ସିଂହ)- କଥା ରେ ଅଛି , ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର, ଗୁରୁ ଶିଷ୍ୟଙ୍କ ପବିତ୍ର ସମ୍ପର୍କ ମଧ୍ୟରେ ପୁଣିଥରେ ଗୁରୁଙ୍କୁ ଲାଗିଛି କଳଙ୍କର ଦାଗ। ପ୍ରଧାନ ଶିକ୍ଷକ ଛାତ୍ରୀମାନଙ୍କୁ ଅସଦାଚରଣ କରିଥିବା ସଙ୍ଗିନ ଅଭିଯୋଗ ଆସିଛି। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅଧିନରେ ଥିବା ଗୋପୀନାଥପୁର ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଦିବାସୀ କଲ୍ୟାଣ ବିଭାଗ ଦ୍ବାରା ପରିଚାଳିତ। ୧୦୦ ଶଯ୍ୟା ବିଶିଷ୍ଟ ଏହି ଛାତ୍ରୀ ନିବାସରେ ରହୁଥିବା ୬ …

Read More »

ପ୍ରାକ୍ତନ ଅଧ୍ୟକ୍ଷ କ୍ୟାପଟେନ ପ୍ରଭାକର ଶତପଥୀଙ୍କ ବିୟୋଗରେ କେନ୍ଦ୍ରାପଡା କଲେଜରେ ଶୋକ

କେନ୍ଦ୍ରାପଡ଼ା, ୨୧/୦୫/୨୦୨୨( ଓଡ଼ିଶା ସମାଚାର )-କଲେଜର ପ୍ରାକ୍ତନ ଅଧ୍ୟକ୍ଷ କ୍ୟାପଟେନ ପ୍ରଭାକର ଶତପଥୀଙ୍କ ବିୟୋଗରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ କଲେଜ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବାର୍ଦ୍ଧକ୍ୟଜନିତ ରୋଗରେ ଗୁରୁବାର ରାତିରେ ଭୁବନେଶ୍ୱରସ୍ଥିତ ଏକ ବେସରକାରୀ ଡାକ୍ତରଖାନାରେ କ୍ୟାପଟେନ ଶତପଥୀଙ୍କ ଦେହାନ୍ତ ହୋଇଯାଇଛି । ଗତ ୧୯୮୫ରୁ ୮୭ମସିହା ପର୍ଯ୍ୟନ୍ତ ସ୍ୱର୍ଗତ ଶତପଥୀ ଏହି କଲେଜର ଅଧ୍ୟକ୍ଷ ଭାବେ ସୂଚାରୁ ରୂପେ ଦାୟିତ୍ୱ ସମ୍ପାଦନ କରିଥିଲେ । ତାଙ୍କ କାର୍ଯ୍ୟକାଳ ସମୟରେ …

Read More »

କଲେଜ ଅଧ୍ୟକ୍ଷଙ୍କ ଅମାନବିକତା ଓ ବେଆଇନ କାର୍ଯ୍ୟ ବିରୁଦ୍ଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡ଼ା, ୧୯/୦୫/୨୦୨୨( ଓଡ଼ିଶା ସମାଚାର )- କେନ୍ଦ୍ରାପଡା ଜିଲ୍ଲାର ବାବର ସ୍ଥିତ ଠାକୁର ନିଗମାନନ୍ଦ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀମାନେ ଜିଲ୍ଲାପାଳଙ୍କ ନିକଟରେ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ବହୁ ସଂଗୀନ ଅଭିଯୋଗ କରିଛନ୍ତି । ସେହି ଅଭିଯୋଗ ଗୁଡିକ ମଧ୍ୟରେ ଛାତ୍ରୀଙ୍କ ଶୈାଚାଳୟ, ପରିସ୍ରାଗାର, କମନରୁମ ପ୍ରଭୃତିରେ ସି.ସି. ଟିଭି ଲଗାଯିବା, ଛାତ୍ରଛାତ୍ରୀଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଦବାଇବା ପାଇଁ ମିଥ୍ୟା କେଶ କରିବା, ବେଆଇନ ଭାବେ କଲେଜ ଆକାଉନ୍ଟାନ୍ଟଙ୍କ ଠାରୁ ଅର୍ଥ କାରବାର ଓ କ୍ୟାସବହି ପ୍ରତ୍ୟାହାର କରିନେଇ …

Read More »

ବି୍ରଜ୍ କୋର୍ସ ଏକ ପ୍ରହସନ – ପିଷ୍ଟା

ଭୁବନେଶ୍ୱର , ୧୯/୦୫/୨୦୨୨( ଓଡ଼ିଶା ସମାଚାର )- ସରକାର ପିଲାମାନଙ୍କ ପାଇଁ ଯେଉଁ ବ୍ରିଜ କୋର୍ସ ଆରମ୍ଭ କରିଛନ୍ତି ତାହା ଏକ ପ୍ରହସନରେ ପରିଣତ ହୋଇଛି ବୋଲି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ଅଭିଯୋଗ କରିଛି । କରୋନା କାଳରେ ଛାତ୍ରଛାତ୍ରୀମାନଙ୍କ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଥିବାରୁ ପୂର୍ବ ୨ ବର୍ଷର ପାଠ୍ୟକ୍ରମକୁ ୩୫ ଦିନରେ ଅର୍ଥାତ୍ ଗ୍ରୀଷ୍ମଛୁଟି ସାରିବାକୁ ସରକାର ନିର୍ଦ୍ଧେଶ ଦେଇଛନ୍ତି ଓ ଏଥିପାଇଁ ୭୦ କୋଟି ଟଙ୍କା ବ୍ୟୟ ବରାଦ ମଧ୍ୟ କରିଛନ୍ତି । ମଇ ୨ ତାରିଖରୁ ବର୍ତମାନ ପର୍ଯ୍ୟନ୍ତ …

Read More »

ସ୍ୱାମୀ ଅରୂପାନନ୍ଦ ଡ଼ିଗ୍ରୀ ଶିକ୍ଷା ମହାବିଦ୍ୟାଳୟରେ ସମ୍ବର୍ଦ୍ଧନା ଉତ୍ସବ

ରଘୁନାଥପୁର, ୧୮/୦୫/୨୦୨୨( ଓଡ଼ିଶା ସମାଚାର )- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ କୁର୍ତାଙ୍ଗ ଠାରେ ଥିବା ସ୍ୱାମୀ ଅରୂପାନନ୍ଦ ଡ଼ିଗ୍ରୀ ଶିକ୍ଷା ମହାବିଦ୍ୟାଳୟରେ ପ୍ରାକ୍ତନ ଅଧ୍ୟକ୍ଷ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସହିତ ନୂତନ ଅଧ୍ୟକ୍ଷ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନ ଜ୍ଞାପନ କରାଯାଇଛି । ଯୁକ୍ତ ୨ କଲେଜର ଅଧ୍ୟକ୍ଷ ସୁକାନ୍ତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସ୍ଥନୀୟ ସରପଂଚ ମନୋଜିନୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସାହିତ୍ୟିକ ଡ଼ ସୁଧାକର ଦାସ ମୁଖ୍ୟ ବକ୍ତା , ସମ୍ମାନୀତ ଅତିଥି …

Read More »

ବାଲ୍ୟ ବିବାହ ରୋକିବା ପାଇଁ ଶପଥ ପାଠ

ବାଲେଶ୍ୱର, ୧୮/୦୫/୨୦୨୨( ଓଡ଼ିଶା ସମାଚାର )- ବାଲ୍ୟ ବିବାହ ରୋକିବା ପାଇଁ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଇଆସୁଛନ୍ତି। ବୁଧବାର ଦିନ ସକାଳ ୮ ଘଟିକା ସମୟରେ ଜିଲ୍ଲା ପ୍ରଶାସନ ଉଦ୍ୟମରେ ବିଭିନ୍ନ ସ୍ତରରେ ଶପଥ ପାଠର ଆୟୋଜିତ ହୋଇଥିଲା। ପଞ୍ଚାୟତ ଏବଂ ଗ୍ରାମ ସ୍ତରରେ ଅଙ୍ଗନୱାଡ଼ିକର୍ମୀ, କିଶୋର ବାଳକ ବାଳିକା, ଛାତ୍ର ଛାତ୍ରୀ, ଶିକ୍ଷକ ଏବଂ ଏସଏଚଜି କର୍ମୀ ମାନେ ନିଜନିଜ ସ୍ତରରେ ଏହି ସଚେତନତା ଧର୍ମୀ ଶପଥପାଠ କରିଥିଲେ। ଜିଲ୍ଲାର ୧୫ ଟି ଆଇ ସି ଡ଼ି ଏସ୍ …

Read More »

କେନ୍ଦ୍ରାପଡା କଲେଜ ସମାଜବିଜ୍ଞାନ ସ୍ନାତକୋତର ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା,୧୭/୦୫/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମାଜବିଜ୍ଞାନ ସ୍ନାତକୋତର ବିଭାଗ ପକ୍ଷରୁ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ବିଭାଗୀୟ ମୁଖ୍ୟ ଡଃ. ସୁଷମା ଶତପଥୀଙ୍କ ସମେତ ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ କଲେଜକୁ ସ୍ୱାଗତ କରିଥିଲେ । କଲେଜ ଉପାଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ଓଡ଼ିଶା ସମାଚାର

Read More »

କେନ୍ଦ୍ରାପଡ଼ା ମହାବିଦ୍ୟାଳୟକୁ ନାକ ମାନ୍ୟତା ପାଇଁ ପ୍ରସ୍ତୁତି ଆରମ୍ଭ

କେନ୍ଦ୍ରାପଡ଼ା, ୧୭/୦୫/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ନାକ୍(ନ୍ୟାସନାଲ ଆସେସମେଂଟ ଓ ଆକ୍ରିଡିଟେସନ କାଉନସିଲ) ମାନ୍ୟତା ପାଇଁ ଯୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏ ନେଇ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଦେଇଥିବା ସୂଚନା ମିଳିଛିି । ନାକ୍ ମାନ୍ୟତା ପାଇବା ପାଇଁ ହେଲେ ମହାବିଦ୍ୟାଳୟକୁ ମୁଖ୍ୟତଃ ୱାଇ ଫାଇ କ୍ୟାମ୍ପସରେ ପରିଣତ କରିବାକୁ ପଡିବ । ଏଥିସହିତ ସ୍ମାର୍ଟ କ୍ଲାସରୁମ କରିବାକୁ ପଡିବ, ଜିଓ ଟ୍ୟାଗ ଥିବା ସମ୍ମିଳନୀ କକ୍ଷ ପ୍ରସ୍ତୁତ …

Read More »

ବ୍ଲକ୍ ସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା

ଗରଦପୁର,୧୧/୦୫/୨୦୨୨( ଓଡ଼ିଶା ସମାଚାର )- ଗରଦପୁର ବ୍ଲକ୍ ରାମଚନ୍ଦ୍ରପୁର ପଂଚାୟତ କଉଡ଼ିଆବରାଇସ୍ଥିତ ଚାଚାଜୀ ନୋଡ଼ାଲ ପ୍ରାଥମିକ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ୍ ସହ ଶିକ୍ଷାଧିକାରୀ ଗତିକୃଷ୍ଣ ଦାସ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଉତ୍ସବରେ ପ୍ରଧାନ ଶିକ୍ଷକ ଡ଼ମ୍ବରୁଧର ପଣ୍ଡା ସଭାପତିତ୍ୱ କରିଥିବାବେଳେ ପଂଚାୟତର ସରପଂଚ ନିର୍ମଳା ନାୟକ , ବ୍ଲକ ଶିକ୍ଷାଧିକାରୀ ଅଜୟ କୁମାର ସେଠୀ ଶିକ୍ଷଣ ସାମଗ୍ରୀ ର ଉପାଦେୟତା …

Read More »

କୋମଳମତି ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ଘରୋଇ ସ୍କୁଲ କର୍ତୃପକ୍ଷ,ସରକାରଙ୍କ କତୃତ୍ୱ ନାହିଁ!

କଟକ ସଦର, ୧୧/୦୫/୨୦୨୨( ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଆଜି ଦେଶ ‘ଆଜାଦୀ କି ଅମୃତ’ ମହୋତ୍ସବ ପାଳନ କରୁଥିବା ବେଳେ ସରକାରଙ୍କ ଦୁରଦୃଷ୍ଟି ଅଭାବରୁ ରାଜ୍ୟରେ ଶିକ୍ଷାର ଆଶାନୁରୂପ ଵିକାଶ ହୋଇ ପାରିନଥିବା ଅଭିଯୋଗ ହେଉଛି। ସେଥିରେ ରାଜ୍ୟରେ ଛତୁ ଫୁଟିଲା ପରି ଶିକ୍ଷା ନାଁ ରେ ଵ୍ୟଵସାୟ ପାଇଁ ଗଢି ଉଠିଥିଵା ଘରୋଇ ସ୍କୁଲ ଗୁଡ଼ିକ କେଵଳ ଶୋଷଣ ନୀତି ଅବଲମ୍ବନ କରୁଥିବାରୁ ଵହୁ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡିଵାକୁ ବାଧ୍ୟ ହେଉଥିବା ଦେଖା ଯାଉଛି। ଏଥିପାଇଁ ଅନେକ ପିଲା ସରକାରୀ …

Read More »