Wednesday , January 19 2022
Breaking News
Home / ଶିକ୍ଷା (page 61)

ଶିକ୍ଷା

ଜୟନ୍ତୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁ ଛାତ୍ରଛାତ୍ରୀ ଶିକ୍ଷାଦାନରୁ ବଂଚିତ – ଅଭିଭାବକଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ

ସାଲେପୁର, ୨୩/୦୭/୨୦୧୯( ଓଡ଼ିଶା ସମାଚାର/ ଅଭୟ ଜେନା ): ସାଲେପୁର ଶିକ୍ଷାଜିଲ୍ଳା ଅଧିନ ତେନ୍ତୋଲ ପଂଚାୟତରେ ୧୯୮୦ ମସିହାରୁ ସ୍ଥାପିତ ଜୟନ୍ତୀ ଉଚ୍ଚ ବିଦ୍ୟାଳୟରେ ଆବଶ୍ୟକ ମୁତାବକ ଶିକ୍ଷକଙ୍କ ଅଭାବ ଯୋଗୁ ଛାତ୍ରଛାତ୍ରୀମାନେ ଶିକ୍ଷାଦାନରୁ ବଂଚିତ ହେଉଛନ୍ତି । ପ୍ରତିବାଦରେ ଆଜି ଛାତ୍ରଛାତ୍ରୀଙ୍କ ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟିର କାର୍ଯ୍ୟକର୍ତାମାନେ ପହଂଚି ତିବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ବିଦ୍ୟାଳୟରେ ଚଳିତ ଶିକ୍ଷାନିତୀରେ ପ୍ରାଥମିକ (ଅପଗ୍ରେଡ଼୍ ) …

Read More »

କେନ୍ଦ୍ରୀୟ ବିଦ୍ୟାଳୟ ସମୂହର ରାଜ୍ୟ ପୁରଷ୍କାର ଶିବର

ଭୁବନେଶ୍ୱର ,୨୨/୦୭/୨୦୧୯(ଓଡ଼ିଶା ସମାଚାର)-୫୧ଟି କେନ୍ଦ୍ରୀୟ ବିଦ୍ୟାଳୟ ଭୁବନେଶ୍ୱର ସମ୍ଭାଗ ଦ୍ୱାରା ରାଜ୍ୟ ପୁରଷ୍କାର ପରିକ୍ଷା ଶିବିର ପୋଖରୀପୁଟ୍ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ନଂ ୬ରେ ଆରମ୍ଭ ହୋଇଛି । ଏଥିରେ ୩୫ଜଣ ପ୍ରଶିକ୍ଷିତ ଗାଇଡ଼୍ ଶିକ୍ଷୟତ୍ରୀଙ୍କ ଦ୍ୱାରା ୧୩୧ଜଣ ଗାଉଡ଼୍ ଛାତ୍ରୀ ଯୋଗଦେଇ ଚରିତ୍ର ଗଠନ, ଆତ୍ମନିର୍ଭରଶୀଳ ଓ ଦକ୍ଷତା ବିକାଶ ସମ୍ପର୍କରେ ପରିକ୍ଷା ଦେଇଥିଲେ । ଶିବିର ଉଦ୍ଘାଟନ ଉତ୍ସବରେ ଜଗତ କୃଷ୍ଣ ଶିଶୁଗୋସ୍ୱାମୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା …

Read More »

କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘର ରାଜ୍ୟସ୍ତରୀୟ ବୈଠକ

ଗଣଶିକ୍ଷାମନ୍ତ୍ରୀଙ୍କୁ ଦୁଃଖ ଜଣାଇବେ ୬ ହଜାର କଳା ଓ କ୍ରୀଡ଼ା ଶିକ୍ଷକ ଭୁବନେଶ୍ୱର, ୨୨/୦୭/୨୦୧୯ ( ଓଡ଼ିଶା ସମାଚାର )- ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘର ରାଜ୍ୟସ୍ତରୀୟ ବୈଠକ ପ୍ରାଥମିକ ଶିକ୍ଷକ ଫେଡ଼େରେସନ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାର କର୍ମକର୍ତାମାନେ ଯୋଗଦେଇ ୬ ବର୍ଷ ଧରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ପାର୍ଟ ଟାଇମ୍ ଭାବେ ନିଯୁକ୍ତି ପାଇଥିବା କଳା ଓ …

Read More »

୪ର୍ଥ ଶନିବାର ଶିକ୍ଷାନୁଷ୍ଠାନ ଖୋଲା ରହିବ

ଭୁବନେଶ୍ୱର, ୨୧/୦୭/୨୦୧୯ ( ଓଡ଼ିଶା ସମାଚାର )- ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର କର୍ମଚାରୀଙ୍କ ଲାଗି ପ୍ରତିମାସ ଶେଷ ଶନିବାର ଛୁଟି ଘୋଷଣା କରାଯାଇଥିବା ବେଳେ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲା ରହିବ ବୋଲି ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ପ୍ରଭାତ କୁମାର ଭୋଇ ଚିଠି ମାଧ୍ୟମରେ ରାଜ୍ୟର ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଇଛନ୍ତି । ଚିଠିରେ ଦର୍ଶାଯାଇଛି …

Read More »

ସଂକ୍ଷେପରେ ତାଜା ଖବର : ବିଦ୍ୟାଳୟ ପରିସରରେ ବୋମା ଫୁଟି ୨ ଛାତ୍ର ଗୁରୁତର ଆହତ

ଆସ୍କା, ୨୦/୦୭/୨୦୧୯ (ଓଡ଼ିଶା ସମାଚାର)- ଆସ୍କା ଥାନା ଅନ୍ତର୍ଗତ ଏକ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୋମା ଫୁଟି ୨ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଆସ୍କା ଥାନା ଅନ୍ତର୍ଗତ ମାଗୁରା ଉପ୍ରା ବିଦ୍ୟାଳୟରେ ଆଜି ଶନିବାର ଯୋଗୁ ସକାଳୁଆ ସ୍କୁଲ ଚାଲିଥିଲା । ୧୦ ଟା ବେଳେ ମଧ୍ୟାହ୍ନ ଭୋଜନ ପାଇଁ ଛାତ୍ର ଛାତ୍ରୀମାନେ ଯାଉଥିବାବେଳେ ଜଣେ ଛାତ୍ର ଏକ ତାବିଜ ଭଳି …

Read More »

ବଜ୍ର ମହାକାଳୀ ପଂଚାୟତ ହାଇସ୍କୁଲରେ ବ୍ଲକ ସ୍ତରୀୟ ବନମହୋତ୍ସବ ପାଳିତ

କେନ୍ଦ୍ରାପଡା,୧୯/୦୭/୨୦୧୯ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସାନମାଣିତିଆ ପଂଚାୟତସ୍ଥିତ ବଜ୍ରମହାକାଳୀ ହାଇସ୍କୁଲ ପରିସରରେ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା  ଇକୋକ୍ଲବର ଛାତ୍ରଛାତ୍ରୀମାନେ  ଜରିଆବାଡ ଗ୍ରାମ ପରିକ୍ରମା କରି ପରିବେଶ ସଚେତନତା ବାର୍ତା ପ୍ରଚାର କରିଥିଲେ । ଏହି ପରିକ୍ରମାରେ କେନ୍ଦ୍ରାପଡା ଜିଲ୍ଲା ଇକୋକ୍ଲବର ସଂଯୋଜକ ଗୋପିନାଥ ଦାସ,ମାର୍ଶାଘାଇ ବ୍ଲକ ମାଷ୍ଟର ଟ୍ରେନର ପ୍ରଫୁଲ୍ଲ କୁମାର ମହାପାତ୍ର,କେନ୍ଦ୍ରାପଡା ବ୍ଲକ ମାଷ୍ଟର ଟ୍ରେନର ରବିନ୍ଦ୍ର …

Read More »

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଅଭିନବ ଉପାୟ ବ୍ୟବହାର ସମ୍ପର୍କୀତ କର୍ମଶାଳା ଅନୁଷ୍ଠିତ

କେନ୍ଦ୍ରାପଡା,୧୯/୦୭/୨୦୧୯ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକର ବାଲିଆସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ପ୍ରାଥମିକ ଅଭିନବ ଉପାୟ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେକି ପ୍ରାଥମିକ ବିଦ୍ୟାଳୟର ସମସ୍ୟା ଓ ତା’ର ସମାଧାନ ଓ ଶିକ୍ଷା କ୍ଷେତ୍ରରେ ଶିକ୍ଷାର୍ଥୀମାନଙ୍କର ଶିକ୍ଷଣ ଉପଲବ୍ଧ ଜ୍ଞାନର ବିକାଶ ପାଇଁ ଅଭିନବ ଉପାୟର କିଭଳି ବ୍ୟବହାର କରାଯାଇପାରିବ ସେଥିପାଇଁ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା । କର୍ମଶାଳାରେ କେନ୍ଦ୍ରାପଡା …

Read More »

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅବସର ପ୍ରାପ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ନିମନ୍ତେ ଦ୍ୱିତୀୟ ପର୍ଯ୍ୟାୟ ପେନ୍ସନ୍ ଅଦାଲତ ଅନୁଷ୍ଠିତ

ଜଗତସିଂହପୁର, ୧୮/୦୭/୨୦୧୯ (ଓଡ଼ିଶା ସମାଚାର)- ଗୁରୁବାର ପୂର୍ବାହ୍ନରେ ଜିଲ୍ଲ୍ାପାଳଙ୍କ ସଦ୍ ଭାବନା ସଭାଗୃହ ଠାରେ ଜଗତସିଂହପୁର ଜିଲ୍ଲ୍ାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ନିମନ୍ତେ ଦ୍ୱିତୀୟ ପର୍ଯ୍ୟାୟ ପେନ୍ସନ୍ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି । ଏହି ଅଦାଲତରେ ଯୋଗଦେଇ ସାଧାରଣ ପ୍ରଶାସନ ଓ ପେନ୍ସନ୍ ଅଭିଯୋଗ ବିଭାଗର ନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ଶେଖର ଭୁୟାଁ କହିଲେ ରାଜ୍ୟ ସରକାର ପ୍ରତ୍ୟେକ କର୍ମଚାରୀଙ୍କୁ ଅବସର …

Read More »

କେନ୍ଦ୍ରାପଡା କଲେଜ ଅଧ୍ୟକ୍ଷଙ୍କୁ ସମାଜବିଜ୍ଞାନ ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡା ୧୮/୦୭/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ସମାଜ ବିଜ୍ଞାନ ଏବଂ ଔଦ୍ୟୋଗିକ ସମାଜ ବିଜ୍ଞାନ ବିଭାଗର ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ସେମାନଙ୍କ ବିଭାଗୀୟ ମୁଖ୍ୟ ପ୍ରଫେସର ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ କଲେଜର ଅଧ୍ୟକ୍ଷ ଭାବେ ଗତ ଅପ୍ରେଲମାସ ୩୦ତାରିଖରେ ଦାୟିତ୍ୱ ଗ୍ରହଣ କରିଥିବାରୁ ଡଃ.ତ୍ରିପାଠୀ ଓ  କଲେଜ ଉପାଧ୍ୟକ୍ଷ ଡଃ. ଗୋପାଳ ଚନ୍ଦ୍ର ବେହେରାଙ୍କୁ ମଙ୍ଗଳବାର ପୂର୍ବାହ୍ନରେ ପୁଷ୍ପଗୁଛ ଓ  ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ …

Read More »

କପିଲାଭଟା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଲୟ : ଶ୍ରେଣୀ ଗୃହ ଅଭାବ,ବାରଣ୍ଡା ରେ ଚାଲିଛି ପାଠପଢା

କପିଲାଭଟା, ୧୮/୦୭/୨୦୧୯ (ଓଡ଼ିଶା ସମାଚାର)-ସରକାର ଗୁଣାତ୍ମକ ଶିକ୍ଷା କୁ ଗୁରୁତ୍ୱ ଦେବା ସହ ବାଧ୍ୟତା ମୂଳକ ଶିକ୍ଷା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଥିଲେ ମଧ୍ୟ ଅନେକ ବିଦ୍ୟାଳୟର ଭିତିଭୂମି ଅବସ୍ଥା ଠିକ ରହୁ ନାହିଁ । ଛାତ୍ର ଛାତ୍ରୀ ଙ୍କୁ ବିଦ୍ୟାଳୟଭିମୁଖୀ କରିବା ପାଇଁ ସରକାର ମାଗଣାରେ ପୋଷାକ,ପାଠ୍ୟ ପୁସ୍ତକ,ମଧ୍ୟାହ୍ନ ଭୋଜନ ଆଦି ପ୍ରଦାନ କରାଯାଉଥିଲେ ମଧ୍ୟ ଅନେକ ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଅଛି । କେଉଁଠି ଶିକ୍ଷକ …

Read More »