Wednesday , February 8 2023
Breaking News
Home / ଶିକ୍ଷା (page 60)

ଶିକ୍ଷା

ଦୁଇ ବର୍ଷ ପରେ ଖୋଲିଲା ସାଇ ଜ୍ଞାନ ପ୍ଲେ ସ୍କୁଲ

ଜଗତସିଂହପୁୁର,୨୮/୦୨/୨୦୨୨( ଓଡ଼ିଶା ସମାଚାର )- କରୋନା ମହାମାରୀ ଯୋଗୁଁ କେଜି ରୁ ପ୍ରଥମ,ଦ୍ୱିତୀୟ, ତୃତୀୟ ଶ୍ରେଣୀ ର କୁନି ପିଲାମାନେ ସ୍କୁଲ ହତାମାଡିନଥିବାବେଳେ ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ କ୍ରମେ ଆଜିଠୁ କେଜି ବା ବୋଧ ରୁ ସପ୍ତମ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ର ଛାତ୍ରୀ ମାନେ କୋଭିଡ ନିୟମ ପାଳନ କରି ନିଜ ନିଜ ସ୍କୁଲକୁ ଯାଇଛନ୍ତି। ଜଗତସିଂହପୁର ସହରରେ ଜୟବଡ଼ ରେଥିବା ସାଇ ଜ୍ଞାନ ପ୍ଲେ ସ୍କୁଲର ଅଧ୍ୟକ୍ଷା ପ୍ରଜ୍ଞା ପାରମିତା ଚୌଧୁରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କୁନି ଛାତ୍ର ଛାତ୍ରୀଙ୍କୁ ଆକୃଷ୍ଟ କରିବା …

Read More »

ପ୍ରଥମ ରୁ ୭ମ ଶ୍ରେଣୀ ସ୍କୁଲ ଖୋଲିଲା , ପିଲାମାନେ ବେଶ୍ ଉତ୍ସାହିତ 

ଗରଦପୁର,୨୮/୦୨/୨୦୨୨( ଓଡ଼ିଶା ସମାଚାର )-ପ୍ରଥମ ରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀମାନେ ସରକାରଙ୍କ କୋଭିଡ଼ କଟକଣା କୋହଳ ପରେ ଆଜି ବିଦ୍ୟାଳୟ ଗୃହକୁ ପ୍ରବେଶ କରିଛନ୍ତି । ଦୀର୍ଘ ୨ ବର୍ଷ ପାଖା ପାଖି ବ୍ୟବଧାନରେ ଛାତ୍ର ଛାତ୍ରୀମାନେ ପ୍ରଥମ କରି ବିଦ୍ୟାଳୟକୁ ଆସୁଥିବାରୁ ସେମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି । ଗରଦପୁର ବ୍ଲକ୍ ଅନ୍ତର୍ଗତ ବେଡ଼ାରୀ ପଂଚାୟତର ପରକଣା ସରକାରୀ ଉନ୍ନିତ ଉଚ ପ୍ରାଥମିକ ବିଦ୍ୟାଳୟରେ ଆଜି ୯୬ ଜଣ ଛାତ୍ର ଛାତ୍ରୀ ବିଦ୍ୟାଳୟକୁ ଆସିଥିଲେ । ବିଦ୍ୟାଳୟ ଗୃହକୁ …

Read More »

ଖୋଲିଲା ପ୍ରାଥମିକ ବିଦ୍ୟାଳୟ: ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରି ବିଦ୍ୟାଳୟକୁ ନେଲେ ଶିକ୍ଷକ ଶିକ୍ଷୟିତ୍ରୀ

ବାଲିଗୁଡ଼ା:୨୮/୦୨/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ଦୀର୍ଘ ଦୁଇବର୍ଷ ପରେ ରାଜ୍ୟରେ ଖୋଲିଲା ପ୍ରାଥମିକ ବିଦ୍ୟାଳୟ । ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ସୋମବାର ସକାଳୁ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ କୋମଳମତୀ ଛାତ୍ର ଛାତ୍ରୀ ଙ୍କୁ ସ୍ବାଗତ କରି ବିଦ୍ୟାଳୟକୁ ପ୍ରବେଶ କରାଯାଇଛି  । ବାଲିଗୁଡ଼ା ବ୍ଲକ୍ କଲୋନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଉତ୍ତର କୁମାର ସାହୁ, ସିଆରସିସି ଅମୁଲ୍ୟ କୁମାର ନାୟକଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ …

Read More »

ଭାରତୀୟ ସମାଜର ପ୍ରଗତି ପଥରେ ବାଧା ଦୂରିକରଣ ପାଇଁ ଶିକ୍ଷା ହିଁ ଏକ ମାତ୍ର ମାଧ୍ୟମ

ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ଗଣମାଧ୍ୟମର ଆତ୍ମ ବିଶ୍ଲେଷଣ ଓ ଲିଙ୍ଗଗତ ସାମ୍ୟତା’ କର୍ମଶାଳା ଭୁବନେଶ୍ୱ. ୨୩/୦୨/୨୦୨୨( ଓଡ଼ିଶା ସମାଚାର )-ସାମ୍ବାଦିକତା ହେଉଛି ଜ୍ଞାନର ଏକ ଅଂଶ । ଜଣେ ସାମ୍ବାଦିକଟିଏ ନିଜର କଲମ ମାଧ୍ୟମରେ ସଦା ସର୍ବଦା ରାଷ୍ଟ୍ରର ଗଠନରେ ନିଜର ବହୁମୂଲ୍ୟ ଯୋଗଦାନ ଦେଇଥାଏ । କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ଭାରତୀୟ ସମାଜ ଜାତି, ଲିଙ୍ଗ ଓ ବର୍ଗ ଭିତିରେ ବିଭିନ୍ନ ଶ୍ରେଣୀରେ ବିଭକ୍ତ ହୋଇ ବହୁ ସମସ୍ୟାର ସୁତ୍ରଧର ପାଲଟିଛି । ଏହା ଫଳରେ ଦେଶର ସାମାଜିକ କ୍ଷେତ୍ର ଅବକ୍ଷୟ ହେବାରେ ଲାଗିଛି …

Read More »

ଶ୍ରେଣୀଗୃହରେ ଯୁକ୍ତ ତିନି ପରୀକ୍ଷାକୁ ଛାତ୍ରଛାତ୍ରୀଙ୍କ ବିରୋଧ

କେନ୍ଦ୍ରାପଡ଼ା,୧୮/୦୨/୨୦୨୨ (ଓଡ଼ିଶା ସମାଚାର)- ଅଫ୍ ଲାଇନରେ +୩ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରିବାକୁ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିରୋଧ କରିଛନ୍ତି । ଛାତ୍ରଛାତ୍ରୀମାନେ ଏହି ଘଟଣାକୁ ନେଇ ମହାବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖ କଟକ ଚାନ୍ଦବାଲି ରାସ୍ତାକୁ ଅବରୋଧ କରିଥିଲେ । ଛାତ୍ରଛାତ୍ରୀମାନେ ଦାବି କରିଥିଲେ ଯେ ଆମେ ଅନ୍ ଲାଇନ ମାଧ୍ୟମରେ ପରୀକ୍ଷା ଦେବୁ । ଶ୍ରେଣୀଗୃହରେ ପରୀକ୍ଷା ଦେବୁନାହିଁ । କାରଣ ଆମେ ଅନ୍ ଲାଇନ ମାଧ୍ୟମରେ ପାଠ ପଢିଛୁ । ତେଣୁ ଅନ୍ଲାଇନ ମାଧ୍ୟମରେ ପରୀକ୍ଷା ଦେବୁ । କିନ୍ତୁ …

Read More »

ଅଭୟା ସଂସ୍କୃତ ବିଦ୍ୟାଳୟର ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ବୈଠକ –  ତୁଳସୀକ୍ଷେତ୍ର ପଣ୍ଡିତ ମହାସଭା ଗଠିତ 

କେନ୍ଦ୍ରାପଡ଼ା, ୧୭/୦୨/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୌରାଂଚଳସ୍ଥିତ ନସଡିପୁର ଅଭୟା ସଂସ୍କୃତ ବିଦ୍ୟାଳୟର ପ୍ରାକ୍ତନ ଛାତ୍ରଛାତ୍ରୀମାନଙ୍କ ଏକ ବୈଠକ ଇଛାପୁରସ୍ଥିତ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି ।  କେନ୍ଦ୍ରାପଡାର ସମସ୍ତ ପଣ୍ଡିତ ଓ ବୁଦ୍ଧିଜୀବିମାନଙ୍କୁ ନେଇ ପଣ୍ଡିତ ଧ୍ରୁବ ଚରଣ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ‘ତୁଳସୀକ୍ଷେତ୍ର ପଣ୍ଡିତ ମହାସଭା’ ନାମକ ଏକ ଅନୁଷ୍ଠାନ ଗଠନ ନିମନ୍ତେ ତୁଳସୀ ସଂସ୍କୃତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଣ୍ଡିତ ସୁବାଷ ଚନ୍ଦ୍ର ପାଣିଙ୍କ ଦ୍ୱାରା ଆଗତ ଏକ ପ୍ରସ୍ତାବ ଗୃହିତ ହୋଇଥିଲା । …

Read More »

କେନ୍ଦ୍ରାପଡା ମହାବିଦ୍ୟାଳୟର ୬୪ତମ ପ୍ରତିଷ୍ଠା ଦିବସ

କେନ୍ଦ୍ରାପଡ଼ା, ୧୨/୦୨/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ୬୪ତମ ପ୍ରତିଷ୍ଠା ଦିବସ ଅବସରରେ ପ୍ରତିବର୍ଷ ଭଳି “ଦୀନବନ୍ଧୁ ସାହୁ ସ୍ମୃତି ସମ୍ମାନ” ପ୍ରଦାନ କରାଯାଇଛି । ଚଳିତବର୍ଷ ଜାତୀୟ ପୁରସ୍କାରପ୍ରାପ୍ତ ପ୍ରଖ୍ୟାତ ପ୍ରସ୍ତର ଓ କଳା ଭାଷ୍କର୍ଯ୍ୟ ଶିଳ୍ପୀ ପଦ୍ମ ଚରଣ ଓଝାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଶ୍ରୀ ଓଝା କେନ୍ଦ୍ରାପଡା ମହାବିଦ୍ୟାଳୟର ତୋରଣ ନିକଟରେ ପଥର ଖୋଦେଇ ପୁସ୍ତକ ଓ ଲାପଟପ ଧରିଥିବା ପ୍ରତିମୂର୍ତି ନିର୍ମାଣର ଦାୟିତ୍ୱ ହାତକୁ ନେଇଛନ୍ତି ଏବଂ କେନ୍ଦ୍ରାପଡା ମହାବିଦ୍ୟାଳୟର ଏହି ସମ୍ମାନ …

Read More »

ନିର୍ବାଚନର ୨ଦିନ ପୂର୍ବରୁ ପୋଲିଂ ପାର୍ଟିକୁ ପଠାଯିବା ପାଇଁ ଓଷ୍ଟା ପକ୍ଷରୁ  ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡ଼ା, ୧୨/୦୨/୨୦୨୨ (ଓଡ଼ିଶା ସମାଚାର)- ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆସନ୍ତା ୧୬ତାରିଖରେ ଆରମ୍ଭ ହେବାକୁ ଥିବା ବେଳେ ପୋଲିଙ୍ଗ ଅଧିକାରୀମାନଙ୍କୁ ତାର ପୂର୍ବଦିନ ଅର୍ଥାତ ଫେବୃଆରୀ ୧୫ତାରିଖ ସକାଳ ୮ଟାରେ ବ୍ଲକ ପରିସରରେ ପହଂଚି ନିର୍ବାଚନ ପରିଚାଳନା ପାଇଁ ଆବଶ୍ୟକ ସାମଗ୍ରୀ ଗ୍ରହଣ କରିବା ସହ ନିର୍ଦ୍ଧିଷ୍ଠ ବୁଥରେ ପହଂଚିବା ପାଇଁ ନିର୍ଦ୍ଧେଶନାମା ଦିଆଯାଇଛି । ବାସ୍ତବରେ ନିର୍ବାଚନ ପୂର୍ବଦିନ ବୁଥରେ ପହଂଚିଲା ବେଳକୁ କେତେକ ପୋଲିଂ ପାର୍ଟିକୁ ଅପରାହ୍ନ କିମ୍ବା ସନ୍ଧ୍ୟା ହୋଇଯିବ । ବ୍ଲକ ଠାରୁ କେତେକ …

Read More »

ପୂର୍ବ ଘୋଷଣାରେ ପରିବର୍ତ୍ତନ କଲେ ରାଜ୍ୟ ସରକାର- ଫେବୃଆରୀ ୧୪ରୁ ସ୍କୁଲ ଖୋଲିବ କିନ୍ତୁ ପଢ଼ିବାକୁ ଛାତ୍ରଛାତ୍ରୀ ଆସିବେ ୨୮ ରୁ

ଭୁବନେଶ୍ୱର,୧୦/୦୨/୨୦୨୨ (ଓଡ଼ିଶା ସମାଚାର)- ସରକାରଙ୍କ ପୂର୍ବ ଘୋଷଣା ଅନୁସାରେ ଫେବୃଆରୀ ୧୪ତାରିଖରେ ସ୍କୁଲ ଖୋଲିବ କିନ୍ତୁ ପଢ଼ିବାକୁ ଆସିବେନି ଛାତ୍ରଛାତ୍ରୀ । ୧୪ ପରିବର୍ତେ ଆସନ୍ତା ୨୮ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ ପାଠ ପଢ଼ିବା ପାଇଁ ସ୍କୁଲ ଆସିବେ । ୧୪ ତାରିଖରୁ ସ୍କୁଲ ଖେଢାଲିବ ଓ ଶିକ୍ଷକ ଏବଂ କର୍ମଚାରୀ ସ୍କୁଲ ଆସିବେ । ପୂର୍ବରୁ ଫେବୃଆରୀ ୧୪ ତାରିଖରୁ ସ୍କୁଲକୁ ଖୋଲିବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ । କିନ୍ତୁ ବର୍ତ୍ତମାନ ଏଥିରେ ପରିବର୍ତ୍ତନ କରାଯାଇ ୧୪ ତାରିଖରୁ …

Read More »

୫ ଟି ସ୍କୁଲ ବୁଲି ଲେ ଜିଲାପାଳ 

ଗରଦପୁର, ୦୮/୦୨/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲାପାଳ ଅମ୍ରିତ ଋତୁରାଜ ଆଜି ଗରଦପୁର ବ୍ଲକ୍ ଗସ୍ତ ରେ ଆସିଥିଲେ । ବ୍ଲକ୍ ରେ ଥିବା ବିଭିନ୍ନ ବିଦ୍ୟାଳୟ ରେ  କାର୍ଯ୍ୟକାରୀ ହେଉଥିବା ୫ ଟି ବିଦ୍ୟାଳୟ ଉନ୍ନତିକରଣ କାର୍ଯ୍ୟକ୍ରମର ତଦାରଖ କରିଥିଲେ । ଜିଲାପାଳ ଶ୍ରୀ ଋତୁରାଜ , ପ୍ରକଳ୍ପ ନିର୍ଦ୍ଧେଶକ ରାଜେନ୍ଦ୍ର ପଣ୍ଡା ଓ ଗରଦପୁର ବିଡ଼ିଓ ରଂଜିତ କୁମାର ମଲିକ ଏହି ଗସ୍ତରେ ଯାଇ ବ୍ଲକ୍ ର ମଧୁ ଶାସନ ବିଦ୍ୟାଳୟ, ନଡ଼ିଆ ବରେଇ ବିଦ୍ୟାଳୟ ଓ ନଇନ୍ଦିପୁର ବିଦ୍ୟାଳୟର ଭିତିଭୂମି …

Read More »