Sunday , May 22 2022
Breaking News
Home / ଶିକ୍ଷା (page 6)

ଶିକ୍ଷା

ଓଡାସିଙ୍ଗ : ମାଟ୍ରିକ ପରୀକ୍ଷା କେନ୍ଦ୍ର ଉଚ୍ଛେଦ ପ୍ରତିବାଦରେ ଛାତ୍ରଛାତ୍ରୀ ଙ୍କ ଗଣଧାରଣା

ସାଲେପୁର, ୦୪/୦୪/୨୦୨୨ (ଓଡିଶା ସମାଚାର/ ଅଭୟ ଜେନା ) – ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା କେନ୍ଦ୍ର ଉଚ୍ଛେଦ ପ୍ରତିବାଦରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ସ୍କୁଲ ଗେଟରେ ତାଲା ପକାଇ ବିକ୍ଷୋଭ କରିଛନ୍ତି। କଟକ ଜିଲ୍ଲା ସାଲେପୁର ବ୍ଲକ ଯଚିନ୍ଦ୍ରନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ଓଡାସିଂ ଠାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଏହି ବିଦ୍ୟାଳୟରେ ପୂର୍ବରୁ ମାଟ୍ରିକ ପରୀକ୍ଷା କେନ୍ଦ୍ର ହୋଇ ଆସୁଥିଲା । ମାତ୍ର ଚଳିତ …

Read More »

ଚମେଲୀ ଦେବୀ ମହିଳା ମହାବିଦ୍ୟାଳୟ ରେ ବାଳିକା ଆତ୍ମ ସୁରକ୍ଷା ଶିବିର ଉଦଯାପିତ

ଜୁନାଗଡ଼,୦୪/୦୪/୨୦୨୨( ଓଡ଼ିଶା ସମାଚାର/ ରାକେଶ ବେମାଲ )- ଜୁନାଗଡ଼ ଚମେଲୀ ଦେବୀ ମହିଳା ମହାବିଦ୍ୟାଳୟ ଠାରେ ଆୟୋଜିତ ବାଳିକା ଆତ୍ମ ସୁରକ୍ଷା ଶିବିର ଉଦଯାପିତ ହେଇଯାଇଛି । କଲେଜର ଅଧ୍ୟକ୍ଷା ପ୍ରିୟମଞ୍ଜରୀ ପଣ୍ଡା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସର୍ବ ମଙ୍ଗଳା ଉଚ୍ଚ ମହା ବିଦ୍ୟାଳୟ ଅଧ୍ୟକ୍ଷ ଜୟନ୍ତ ଜେନା ଯୋଗ ଦେଇଥିବା ବେଳେ ଅତିଥି ଭାବେ ସାମ୍ବାଦିକ ରାକେଶ କୁମାର ବେମାଲ ଯୋଗ ଦେଇଥିଲେ …

Read More »

ଚିଲିଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଅଭାବ ସାଙ୍ଗକୁ ଶ୍ରେଣୀ ଗୃହ ଅଭାବ ଚିନ୍ତାରେ ଗ୍ରାମବାସୀ ଚିଲିଗୁଡା

ଜୁନାଗଡ଼, ୦୪/୦୪/୨୦୨୨( ଓଡ଼ିଶା ସମାଚାର/ ରାକେଶ ବେମାଲ )- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ୨୭୨ ଜଣ ଛାତ୍ରଛାତ୍ରୀ ପାଠ ପଢି ଥାନ୍ତି ।ମାତ୍ର ଏହି ବିଦ୍ୟାଳୟ ରେ ଶିକ୍ଷକ ସଂଖ୍ୟା ମାତ୍ର ୪ ଜଣ ଶ୍ରେଣୀ ଗୃହ ମଧ୍ୟ ୪ ଗୋଟି ରହିଛି ।ସରକାରଙ୍କ ନିୟମ ଅନୁଯାୟୀ ଆବଶ୍ୟକ ଶିକ୍ଷକ ଦରକାର ହେଲେ ଏହି ବିଦ୍ୟାଳୟ …

Read More »

ମହିଳା ଆତ୍ମ ସୁରକ୍ଷା କୌଶଳ ଶିବିର ଉଦଘାଟିତ 

ଗରଦପୁର, ୦୩/୦୪/୨୦୨୨( ଓଡ଼ିଶା ସମାଚାର )- ସ୍ଥାନୀୟ ଗରଦପୁର ବ୍ଲକ୍ ସ୍ଥିତ ମାନବ ସମ୍ବଳ ବିକାଶ ମହିଳା ଉଚ ମାଧ୍ୟମିକ ବିଦ୍ୟାଳୟ ସଭା କକ୍ଷରେ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗ ପ୍ରାୟୋଜିତ ମହିଳା ଆତ୍ମ ସୁରକ୍ଷା କୌଶଳ ଶିବିର ର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ଅନୁଷ୍ଠାନର ଅଧ୍ୟକ୍ଷ ଗଗନ ବିହାରୀ ସ୍ୱାଇଁ ସଭାପତିତ୍ୱ କରିଥିଲେ । ସ୍ଥାନୀୟ ତଳକୁସୁମା ପଂଚାୟତର …

Read More »

ବାଳିକା ଆତ୍ମ ସୁରକ୍ଷା କୌଶଳ ତାଲିମ ଶିବିର 

ରଘୁନାଥପୁର, ୦୩/୦୪/୨୦୨୨( ଓଡ଼ିଶା ସମାଚାର )- ରଘୁନାଥପୁର ବ୍ଲକ୍ ରେଢ଼ୁଆସ୍ଥିତ ବୃନ୍ଧାବନଚନ୍ଦ୍ର ଉଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବାଳିକା ଆତ୍ମ ସୁରକ୍ଷା କାର୍ୟ୍ୟକ୍ରମ ଉଦଘାଟିତ ହୋଇ ଯାଇଛି । ଅଧ୍ୟକ୍ଷ ସରୋଜ କୁମାର ପଣ୍ଡା ପ୍ରଦୀପ ପ୍ରଜ୍ୱଳନ କରି କାର୍ୟ୍ୟକ୍ରମ ର ଶୁଭାରମ୍ଭ କରିବା ସହ ଆତ୍ମ ସୁରକ୍ଷା ସତ୍ ଚରିତ୍ର ର ପରିପ୍ରକାଶ ଅଟେ ବୋଲି ମତ ପୋଷଣ କରିଥିଲେ । କାର୍ୟ୍ୟକ୍ରମ ଅଧିକାରୀ ଅଧ୍ୟାପକ ବଳରାମ ପାଳ …

Read More »

କିଶନନଗର କଲେଜରେ ଅବସରକାଳୀନ ସମ୍ବର୍ଧନା ସଭା

କଟକ ସଦର,୦୨/୦୪/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ମୂଖ୍ୟ ପ୍ରାଧ୍ୟାପକ ଡଃ ରତ୍ନାକର ରାୟ ଓ ଓଡିଆ ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ଅଧ୍ୟାପିକା ଅରୁଣା ଦାସ ଅଵସର ଗ୍ରହଣ କରିଥିଵାରୁ ତାଙ୍କୁ କଲେଜ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।ଏହି ଉପଲକ୍ଷେ ଅଧ୍ୟକ୍ଷ ପ୍ରଭାକର ସାହୁଙ୍କ ପୈ।ରୋହିତ୍ୟରେ ଆୟୋଜିତ ସଭାରେ କଲେଜ ପରିଚାଳନା କମିଟି ସଭାପତି ଅଧ୍ୟାପିକା ଚାରୁଵାଳା ପଣ୍ଡା,୪୨ ମୈ।ଜା ସୂଦର୍ଶନ ମହାବିଦ୍ୟାଳୟର …

Read More »

ବାଳିକା ଆତ୍ମ ସୁରକ୍ଷା ଶିବିର ଉଦଯାପିତ

ଜୁନାଗଡ଼, ୦୨/୦୪/୨୦୨୨( ଓଡ଼ିଶା ସମାଚାର/ ରାକେଶ ବେମାଲ )- ଜୁନାଗଡ଼ ସାଇ ଇଣ୍ଟର ନେସନାଲ ଠାରେ ବାଳିକା ଆତ୍ମ ସୁରକ୍ଷା ଶିବିର ଉଦଯାପିତ ହେଇଯାଇଛି  ।  କଲେଜର ଅଧ୍ୟକ୍ଷ ବିଭୁତି ବିଷଣ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ତହସିଲଦାର ବେଦବ୍ୟାସ ଭୋଇ ଯୋଗ ଦେଇ ଥିବା ବେଳେ ଅତିଥି ଭାବେ ସର୍ବ ମଙ୍ଗଳା ଉଚ୍ଚ ମହା ବିଦ୍ୟାଳୟ ଅଧ୍ୟକ୍ଷ ଜୟନ୍ତ ଜେନା ଯୋଗ ଦେଇଥିଲେ …

Read More »