Thursday , March 30 2023
Breaking News
Home / ଶିକ୍ଷା (page 59)

ଶିକ୍ଷା

ଓଡିଶା ଆଦର୍ଶ ବିଦ୍ୟାଳୟରେ ଅଭିଭାବକ – ଶିକ୍ଷକ ବୈଠକ

ଭୁବନ,୧୦/୦୬/୨୦୨୨( ଓଡ଼ିଶା ସମାଚାର )- ଭୁବନ ବ୍ଲକ ଅନ୍ତର୍ଗତ ପୁରୁଷୋତମପୁର ଠାରେ ଅବସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ଚଳିତ ବର୍ଷ ୨୦୨୨-୨୩ ଶିକ୍ଷାବର୍ଷ ଆସନ୍ତା ୧୭ ତାରିଖ ଶୁକ୍ରବାର ଠାରୁ ଆରମ୍ଭ ହେବ । ଏଥି ନିମନ୍ତେ ଆଜି ସ୍କୁଲ ପରିସରରେ ଶିକ୍ଷକ – ଅଭିଭାବକ ମାନଙ୍କର ଏକ ପ୍ରସ୍ତୁତି ବୈଠକ ଗୋଷ୍ଠୀ ଶିକ୍ଷା ଧିକାରୀ ତଥା ପ୍ରିନ୍ସିପାଲ ପ୍ରତାପ କୁମାର ଶତପଥି ଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀମତୀ ସୁମତୀ ପ୍ରଧାନ,ବିଜ୍ଞାନ …

Read More »

ସ୍କୁଲ ରୂପାନ୍ତରଣର ଦ୍ବିତୀୟ ପର୍ଯ୍ୟାୟର ପଞ୍ଚମ ଦିନରେ ୫ଟି ଜିଲ୍ଲାର ୪୪୫ ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ

 ପାଠ ହେଉ ବା ଖେଳ ନିଜ ନିଜ କ୍ଷେତ୍ରରେ  ଉତ୍କର୍ଷତା ହାସଲ  ପାଇଁ ଚେଷ୍ଟା କରିବାକୁ  ମୁଖ୍ୟମନ୍ତ୍ରୀ ଙ୍କ ପରାମର୍ଶ  ବେସରକାରୀ ସ୍କୁଲ  ଠାରୁ  ଆମ  ସ୍କୁଲ ଏବେ ବହୁ  ଆଗରେ – ଛାତ୍ରଛାତ୍ରୀ  ଭୁବନେଶ୍ୱର,୦୮/୦୬/୨୦୨୨( ଓଡ଼ିଶା ସମାଚାର )- ସ୍କୁଲ ଗୁଡିକର କାୟାକଳ୍ପ ପିଲାମାନଙ୍କ  ମାନସିକତା ଉପରେ ମଧ୍ୟ  ସକରାତ୍ମକ ପ୍ରଭାବ ପକାଇଛି ।  ସ୍କୁଲର ଆଧୁନିକ ସୁବିଧା ସୁଯୋଗ ଯୋଗୁ ପାଠ ପଢିବା ଆମ ପାଇଁ ଆଗ ଅପେକ୍ଷା ବହୁତ ସହଜ ହୋଇଛି। ଇଣ୍ଟରନେଟ ଜରିଆରେ ସବୁ ବିଷୟରେ ଆମେ ତୁରନ୍ତ …

Read More »

ଖୋର୍ଦ୍ଧା ସ୍କୁଲ ଓ କଲେଜ ଶିକ୍ଷକ, କର୍ମଚାରୀ ମିଳିତ ସମନ୍ୱୟ ସମିତିର ବୈଠକ

୯ ରେ ରାଜଧାନୀରେ ବିକ୍ଷୋଭ ସମାବେଶ ଖୋର୍ଦ୍ଧା, ୦୭/୦୬/୨୦୨୨( ଓଡ଼ିଶା ସମାଚାର )- ଖୋର୍ଦ୍ଧା ଜିଲ୍ଲା ସ୍କୁଲ ଓ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଏକ ଜରୁରୀ ବୈଠକ ଓଷ୍ଟା ଜିଲ୍ଲା କାର୍ଯ୍ୟାଳୟ ପଲ୍ଳାଠାରେ ଅନୁଷ୍ଠିତ ହୋଇ ସରକାରଙ୍କ ୭ମ ବେତନ ପ୍ରଦାନ ନିୟମକୁ ତୀବ୍ର ବିରୋଧ କରାଯାଇଅଛି ।୨୦୨୨ ମସିହା ଜାନୁୟାରୀ ୧୧ ତାରିଖରେ ଏ ନେଇ ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଓ ୫ମାସ ପରେ ତଦନୁଯାୟୀ ଆର୍ଥିକ ପ୍ରଦାନ ନିମନ୍ତେ ପ୍ରକାଶିତ ବିଜ୍ଞପ୍ତି ତାର ସମ୍ପୂର୍ଣ୍ଣ ବ୍ୟତିକ୍ରମ …

Read More »

ପୁରୁଣା ପେନସନ୍ ଦାବିରେ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର ବୈଠକ

କେନ୍ଦ୍ରାପଡ଼ା, ୦୬/୦୬/୨୦୨୨( ଓଡ଼ିଶା ସମାଚାର )-ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ, କେନ୍ଦ୍ରାପଡ଼ା ବ୍ଲକ ଶାଖା ପକ୍ଷରୁ ଆପେକ୍ସ ପବ୍ଲିକ ସ୍କୁଲ ନିକଟସ୍ଥ ସଭାଗୃହରେ ଏକ ବୈଠକ ବ୍ଲକ ସଂଘର ସଭାପତି ବିଶ୍ୱବଂଧୁ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବ୍ଲକ ସଂଘର ସଂପାଦକ ସେକ୍ ଖତିବ୍ ବାର୍ଷିକ ବିବରଣୀ ଓ ସମ୍ପାଦକୀୟ ପାଠକରି ଆଜିର ସଭାର ଉଦ୍ଧେଶ୍ୟ ଜ୍ଞାପନ କରିଥିଲେ । କାର୍ଯ୍ୟକାରୀ ସଭାପତି ଏମଡ଼ି ଅସଗର ଅଲ୍ଲୀ, ସଂଗଠନ ସଂପାଦକ ଏମଡି ଫୟାଜୁଦ୍ଧିନ, ଉପ-ସଭାପତି ମନୋରଂଜନ ମହାପାତ୍ର, ସହସଂପାଦିକା ମଂଜୁଲତା …

Read More »

ଦ୍ୱିତୀୟ ପର୍ଯ୍ୟାୟରେ ୯୫ଟି ରୁପାନ୍ତରିତ ବିଦ୍ୟାଳୟ ଲୋକାର୍ପିତ –

ଶିକ୍ଷାଦାନ କ୍ଷେତ୍ରରେ ସାମଗ୍ରିକ ବିକାଶ ହେବ: ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା, ୦୬/୦୬/୨୦୨୨( ଓଡ଼ିଶା ସମାଚାର )-କେନ୍ଦ୍ରାପଡ଼ା ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟରେ ରୁପାନ୍ତରିତ ହୋଇଥିବା ୯୫ଟି ଉଚ୍ଚ ବିଦ୍ୟାଳୟକୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ଲୋକାର୍ପିତ କରିଛନ୍ତି । ଏହି ଉପଲକ୍ଷେ ଇଚ୍ଛାପୁର ଉଚ୍ଚ ବିଦ୍ୟାଳୟରେ ଏକ ସ୍ୱତନ୍ତ୍ର ସଭାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଶକ୍ତି ଓ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ରାଜନଗର ବିଧାୟକ …

Read More »

କନ୍ଧମାଳରେ ୭୩ଟି ରୂପାନ୍ତରୀତ ସ୍ମାର୍ଟ ହାଇସ୍କୁଲ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭରଚୁଆଲ ମାଧ୍ୟମରେ ଉଦଘାଟିତ

କନ୍ଧମାଳ,୦୩/୦୬/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ଦ୍ୱିତୀୟ ପର୍ଯ୍ୟାୟ ରେ ହାତକୁ ନିଆଯାଇଥିବା କନ୍ଧମାଳ ଜିଲ୍ଲାର ୭୩ଟି ରୂପାନ୍ତରୀକରଣ ଉଚ୍ଚ ବିଦ୍ୟାଳୟକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରଚୁଆଲ ମୋଡ଼ରେ ଉଦଘାଟନ କରିଛନ୍ତି। କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକରେ ହାତକୁ ନିଆଯାଇଥିବା ୭୩ଟି ରୂପାନ୍ତରୀକରଣ ଉଚ୍ଚ ବିଦ୍ୟାଳୟକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରଚୁଆଲ ମୋଡ଼ରେ ଉଦଘାଟନ କରିଛନ୍ତି। ଚକାପାଦ ବ୍ଲକରେ ହାତକୁ ନିଆଯାଇଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଶଙ୍କରାଖୋଲ ରେ ଏହି ଜିଲ୍ଲା ସ୍ତରୀୟ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଆୟୋଜିତ …

Read More »

ଓ୍ଵାନ କ୍ଲାସ୍, ଓ୍ଵାନ୍ ଟିଭି ଚ୍ୟାନେଲ୍ ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ୱାସ ବଢ଼ାଇଛି – ଧର୍ମେନ୍ଦ୍ର ପ୍ରଧାନ

ପଣସପଦା ହରିହର ବିଦ୍ୟାପୀଠର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ପଣସପଦା/ପୁରୀ, ୦୩/୦୬/୨୦୨୨( ଓଡ଼ିଶା ସମାଚାର )- ମୋଦି ସରକାରଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଓ୍ଵାନ୍ କ୍ଲାସ୍, ଓ୍ଵାନ୍ ଟିଭି ଚ୍ୟାନେଲ୍ ପିଲାଙ୍କୁ ଆଞ୍ଚଳିକ ଭାଷାରେ ଶିକ୍ଷା ପ୍ରଦାନ କରିବା ସହ ସେମାନଙ୍କ ଆତ୍ମବିଶ୍ୱାସକୁ ବୃଦ୍ଧି କରିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୁରୀ ଜିଲ୍ଲା ପଣସପଦା ସ୍ଥିତ ହରିହର ବିଦ୍ୟାପୀଠର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେବା ଅବସରରେ ଶ୍ରୀ ପ୍ରଧାନ ଏହା …

Read More »

ସ୍ୱାମୀ ଅରୂପାନନ୍ଦ ଡିଗ୍ରୀ କଲେଜର ନୂତନ ପରିଚାଳନା ପରିଷଦର ନୂତନ ସଭାପତି ମନୋନ୍ନୀତ

  ରଘୁନାଥପୁର,୦୩/୦୬/୨୦୨୨( ଓଡ଼ିଶା ସମାଚାର )-ଓଡିଶା ସରକାରଙ୍କର ଉଚ୍ଚ ଶିକ୍ଷା ବିଭାଗ ପତ୍ରସଂଖ୍ୟା ୨୨୭୬୯ ୨ ତାରିଖ ଜୁନମାସ ୨୦୨୨ ମାଧ୍ୟମରେ ରଘୁନାଥପୁର ବ୍ଲକର କୁର୍ତାଙ୍ଗ ସ୍ଥିତ ସ୍ୱାମୀ ଅରୂପାନନ୍ଦ ଡିଗ୍ରୀ ମହାବିଦ୍ୟାଳୟର ପରିଚାଳନା ପରିଷଦର ନୂତନ ସଭାପତି ଭାବେ ଶିକ୍ଷାବିତ୍ ଅଜୟ କୁମାର ଦାସଙ୍କୁ ମନୋନୀତ କରିଛନ୍ତି । ଉଚ୍ଚ ଶିକ୍ଷା ବିଭାଗ ତଥା ଓଡିଶା ସରକାରଙ୍କର ଶ୍ରୀ ଦାସଙ୍କୁ ସଭାପତି ରୂପେ ମନୋନୀତ କରିଥିବାରୁ ସେ ଉଚ୍ଚଶିକ୍ଷାମନ୍ତ୍ରୀ, ସ୍ଥାନୀୟ ବିଧାୟକ ଓ ଜଗତସିଂହପୁର ଜିଲ୍ଲାପାଳଙ୍କ ନିକଟରେ ଚିରକୃତଜ୍ଞ ବୋଲି କହିଛନ୍ତି । …

Read More »