Thursday , March 30 2023
Breaking News
Home / ଶିକ୍ଷା (page 58)

ଶିକ୍ଷା

ବିଦ୍ୟାଳୟ ମିଶ୍ରଣକୁ ବିରୋଧ କରି ପାଟେଣୀଗାଁ ବିଦ୍ୟାଳୟ ସମ୍ମୁଖରେ ଧାରଣା

 ରଘୁନାଥପୁର, ୨୫/୬/୨୦୨୨(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକର ୬ଗୋଟି ବିଦ୍ୟାଳୟକୁ ନିକଟସ୍ଥ ବିଦ୍ୟାଳୟ ସହିତ ମିଶ୍ରଣକୁ ନେଇ ଗ୍ରାମବାସୀ, ଅଭିଭାବକ ଜାଣିଲା ପରେ ସରକାରଙ୍କ ବିଦ୍ୟାଳୟ ମିଶ୍ରଣକୁ ବିରୋଧ କରିଛନ୍ତି । ଏହି ବିରୋଧ ଦେଖିବାକୁ ମିଳିଛି, ଗୁଆଳିପୁର ପଂଚାୟତ ପାଟେଣି ଗାଁ ବିଦ୍ୟାଳୟରେ । ଶତାଧିକ ଗ୍ରାମବାସୀ, ଅଭିଭାବକ, ଛାତ୍ରଛାତ୍ରୀମାନେ ସାମିଲ ହୋଇ ପାଟେଣି ଗାଁ ବିଦ୍ୟାଳୟକୁ ରାଧାନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହିତ ମିଶ୍ରଣ କରାଯିବ ନାହିଁ ବିଦ୍ୟାଳୟ ସମ୍ମୁଖରେ ଧାରଣା ବିକ୍ଷୋଭ କରିଛନ୍ତି । ପ୍ରକାଶଥାଉକି, ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା …

Read More »

ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ 

ସାଲେପୁର, ୨୫ /୬/୨୦୨୨ (ଓଡିଶା ସମାଚାର/ ଅଭୟଜେନା ) -ସାଲେପୁର ବ୍ଲକ ଅନ୍ତର୍ଗତ ୧୬ ଗୋଟି  ୫ ଟି ରୂପାନ୍ତରିତ ବିଦ୍ୟାଳୟ ଗୁଡିକର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ମାନଙ୍କର ପ୍ରଶିକ୍ଷଣ ଶିବିର କଲ୍ୟାଣ ପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର କୁ ବି ଇ ଓ ଜଗବନ୍ଧୁ ଶତପଥି, ଏ ଡି  ଇ ଓ ସୋନାଲିକା ରାୟ, ସନ୍ତୋଷ କୁମାର ରାଉତ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମ ରେ ସାଲେପୁର …

Read More »

ପିଅନଙ୍କ ହାତରେ ବିଇଓ ଅଫିସର ଭାଗ୍ୟ, ୧୧ଟା ରେ ଅଫିସ ଆସି ୩ଟା ରେ ଛୁ, କହିବାକୁ ନାହିଁ କାହାର ସାହାସ

ଜୁନାଗଡ଼,୨୩/୬/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବିଇଓ କାର୍ୟ୍ୟଳୟ ଏବେ ଜଣେ ପିଅନଙ୍କ କବଜାରେ । ଅଧିକାରୀ ଓ କର୍ମଚାରୀମାନେ କାର୍ୟ୍ୟାଳୟକୁ ମନଇଚ୍ଛା ଯିବା ଆସିବା କରୁଥିବା ଯୋଗୁଁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ଦିନ ୧୧ ଟା ହେଲେ କିରାଣି ବାବୁ ଓ ଏହି ପିଅନ ଅଫିସ ଆସି ପୁଣି ୩ ଟା ରେ ଫେରାର ମାରୁଛନ୍ତି । ଫଳରେ ସାଧାରଣରେ ଉଦବେଗର ବିଷୟ ହୋଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ , କଳାହାଣ୍ଡି ଜିଲ୍ଲା …

Read More »

ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ରୁ କମ୍ପ୍ୟୁଟର ଚୋରି

ଜୁନାଗଡ଼ ,୧୪/୦୬/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ )-ଜୁନାଗଡ ସହର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ର ଇ ଲାଇବ୍ରେରୀ ରୁ ତିନିଗୋଟି କମ୍ପ୍ୟୁଟର ଚୋରି ହୋଇଛି । ଜୁନାଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ବର୍ତ୍ତମାନ ରୂପାନ୍ତରିକରଣ ହୋଇ ଦଶ ଗୋଟି କମ୍ପ୍ୟୁଟର ଇ ଲାଇବ୍ରେରୀ ରେ ରହିଛି । ହେଲେ ସେଥି ମଧ୍ୟରୁ ତିନିଗୋଟି କମ୍ପ୍ୟୁଟର ସୋମବାର ବିଳମ୍ବିତ ରାତି ରେ ତାଲା ଭାଙ୍ଗି କୌଣସି ଦୁର୍ବୃତ୍ତ ଚୋରି କରିନେଇଥିବା ଜଣାପଡିଥିଲା । ଏ ସଂକ୍ରାନ୍ତ ରେ ଜୁନାଗଡ ଥାନା ରେ ବିଦ୍ୟାଳୟ …

Read More »

ସହରର ପୁରାତନ ବାଳିକା ବିଦ୍ୟାଳୟକୁ ଜମି ପଟା ମିଳିନଥିବା ଅଭିଯୋଗ

କେନ୍ଦ୍ରାପଡ଼ା, ୧୩/୦୬/୨୦୨୨( ଓଡ଼ିଶା ସମାଚାର )- କେନ୍ଦ୍ରାପଡା ସହରର ପୁରୁଣା ବସଷ୍ଟାଣ୍ଡ ନିକଟରେ ବ୍ରିଟିଶ ଅମଳରେ ନିର୍ମିତ ହୋଇଥିବା ଫ୍ରେଜର ବାଳିକା ବିଦ୍ୟାଳୟକୁ ଜମି ପଟା ମିଳିନଥିବାରୁ ଅବିଭାବକ, ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଗତ ଶୁକ୍ରବାର କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଏକ ଉତ୍ସବରେ ଜିଲ୍ଲାର ରୂପାନ୍ତରିତ ହୋଇଥିବା ୮୦ଟି ବିଦ୍ୟାଳୟକୁ ଜମି ପଟ୍ଟା ବଣ୍ଟନ କରାଯାଇ ଥିବାବେଳେ ଫ୍ରେଜର ବାଳିକା ବିଦ୍ୟାଳୟ ଜମି ମାପଚୁପ ହେବା ପରେ ମଧ୍ୟ ସ୍କୁଲକୁ ଜମି ପଟା …

Read More »

ଚିଲିଗୁଡା ସରକାରୀ ନୀଳ ମାଧବ ହାଇ ସ୍କୁଲ ସ୍ମାର୍ଟ ସ୍କୁଲ ଭାବରେ ଲୋକାର୍ପିତ

ଜୁନାଗଡ଼, ୧୩/୦୬/୨୦୨୨( ଓଡ଼ିଶା ସମାଚାର/ ରାକେଶ ବେମାଲ )- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ନୀଳ ମାଧବ ହାଇ ସ୍କୁଲ ୧୯୮୦ ମସିହାରେ ସ୍ଥାପିତ ହୋଇଥିଲା । ଜନ ସଧାରଣ ଙ୍କ ସହଯୋଗରେ ବହୁ ବାଧା ବିଘ୍ନ ଦେଇ ଗଢି ଉଠିଥିଲା ଏହି ଶିକ୍ଷା କେନ୍ଦ୍ର । ଶିକ୍ଷା ପ୍ରେମୀଙ୍କ ସହାୟତା ଏବଂ ଜନ ସଧାରଣ ଙ୍କ ଭୂମିକା ଏହି ବିଦ୍ୟାଳୟ ପ୍ରତି ଗୁରୁ ଦାୟିତ୍ୱ ରହିଥିଲା । ଅନେକ ପଞ୍ଚାୟତର ଲୋକେ ଏହି ବିଦ୍ୟାଳୟ ଉପରେ ନିର୍ଭର କରୁଥିଲେ । …

Read More »

ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ ସଙ୍ଗୀନ୍ ଅଭିଯୋଗ :

ଛାତ୍ରଛାତ୍ରୀଙ୍କୁ ନିମ୍ନ ମାନର ସାମଗ୍ରୀ ଦେବାସହ ବିଲ୍ ହେରଫେର କରିଥିବା ଅଭିଯୋଗ ଆଣିଲେ ସ୍କୁଲ କମିଟି ସଦସ୍ୟ ଓ ଅଭିଭାବକ ବାଲିଗୁଡ଼ା,୧୨/୦୬/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ୍ କଲୋନୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଓ କସ୍ତୂରବା ଗାନ୍ଧୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ ସଙ୍ଗୀନ୍ ଅଭିଯୋଗ । ଛାତ୍ରଛାତ୍ରୀଙ୍କୁ ନିମ୍ନ ମାନର ସାମଗ୍ରୀ ଦେବାସହ ବିଲ୍ ହେରଫେର କରିଥିବା ଅଭିଯୋଗ ଆଣିଲେ ସ୍କୁଲ କମିଟି ସଦସ୍ୟ ଓ ଅଭିଭାବକ । ଅଭିଯୋଗ ପ୍ରକାରେ ବିଦ୍ୟାଳୟର …

Read More »

ରାଜ୍ୟରେ ୫ ଶହରୁ ଅଧିକ ‘ପିଏମ ଶ୍ରୀ ସ୍କୁଲକୁଲ’ହେବ କାର୍ଯ୍ୟକ୍ଷମ: ଧର୍ମେନ୍ଦ୍ର

ନୂଆ ନୁହଁ; ପୁରୁଣା ସ୍କୁଲର ହେବ ନବକଳେବର ଭୁବନେଶ୍ୱର,୧୨/୦୬/୨୦୨୨( ଓଡ଼ିଶା ସମାଚାର )- ପିଏମ ଶ୍ରୀ ସ୍କୁଲ ଯୋଜନାରେ ରାଜ୍ୟରେ ୫ଶହରୁ ଅଧିକ ବିଦ୍ୟାଳୟ ସାମିଲ ହେବ। ଏହି ଯୋଜନାରେ ଶିକ୍ଷାନୁଷ୍ଠାନଗୁଡ଼ିକର ଶୈକ୍ଷିକ ଭିତ୍ତିଭୂମି ସୁଦୃଢ଼ ଉପରେ ଗୁରୁତ୍ୱ ଦିଆଯିବା ସହ ଗୁଣାତ୍ମଶିକ୍ଷା ପ୍ରତି ବିଶେଷ ଗୁରୁତ୍ୱ ଦିଆଯିବ। ପ୍ରତି ବ୍ଲକରେ ପାଖାପାଖୀ ୨ଟି ଶ୍ରୀ ସ୍କୁଲ କାର୍ଯ୍ୟକ୍ଷମ ହେବାକୁ ଥିବାବେଳେ ଏହି ଯୋଜନା ଖୁବଶୀଘ୍ର ଆରମ୍ଭ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ସୂଚନା ଦେଛନ୍ତି। ଭୁବନେଶ୍ୱର ଆଇଆଇଟି ପରିସରରେ …

Read More »

ରୂପାନ୍ତରିତ ବିଦ୍ୟାଳୟକୁ ଜମି ପଟା ବଂଟନ

କେନ୍ଦ୍ରାପଡ଼ା,୧୧/୦୬/୨୦୨୨( ଓଡ଼ିଶା ସମାଚାର )- ରାଜ୍ୟ ସରକାରଙ୍କ ୫-ଟି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ କେନ୍ଦ୍ରାପଡା ଜିଲ୍ଲାର ୯୫ଟି ସ୍କୁଲର ରୂପାନ୍ତରଣ କରାଯାଇଛି । ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେଥି ମଧ୍ୟରୁ ୮୦ଟି ବିଦ୍ୟାଳୟକୁ ଜମି ପଟା ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ …

Read More »