Friday , June 9 2023
Breaking News
Home / ଶିକ୍ଷା (page 57)

ଶିକ୍ଷା

କେନ୍ଦ୍ରାପଡା ମହାବିଦ୍ୟାଳୟରେ ଯୁକ୍ତ୨ ଓ ଯୁକ୍ତ୩ ଆଡମିଶନ ଫି ୧୫ପ୍ରତିଶତ ହ୍ରାସ

କେନ୍ଦ୍ରାପଡ଼ା, ୨୬/୦୮/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯକ୍ତ୨ ପ୍ରଥମ ବର୍ଷ ଏବଂ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଯୁକ୍ତ୩ ପ୍ରଥମ ବର୍ଷ ଆଡମିଶନ ଫି’ବୃଦ୍ଧିକୁ ନେଇ ଗତ କିଛି ଦିନ ଧରି ବିଭିନ୍ନ ଛାତ୍ର ସଂଗଠନ ସମେତ ପୁରାତନ ଛାତ୍ରମାନଙ୍କ ପକ୍ଷରୁ ବିରୋଧ ହୋଇଆସୁଥିଲା । ଏହି ଆଡମିଶନ ଫି’ ମାତ୍ରାଧିକ ବୃଦ୍ଧି ହୋଇଥିବା ନେଇ ମଧ୍ୟ ବିଭିନ୍ନ ରାଜନୈତିକ ଦଳର ଛାତ୍ର ସଂଗଠନ ସମେତ କଲେଜର ପୁରାତନ ଛାତ୍ରମାନଙ୍କ ପକ୍ଷରୁ ମଧ୍ୟ ଅଭିଯୋଗ ହୋଇଥିଲା । ଏହି ଘଟଣା ଶେଷରେ …

Read More »

କେନ୍ଦ୍ରାପଡା କଲେଜରେ ନାମଲେଖା ଫି ହ୍ରାସ ପାଇଁ କଂଗ୍ରେସ ଓବିସି ସେଲର ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା, ୨୫/୦୮/୨୦୨୨(ଓଡ଼ିଶା ସମାଚାର)-  ଓଡିଶା ପ୍ରଦେଶ କଂଗ୍ରେସ କମିଟି ପଛୁଆ ବର୍ଗ ବିଭାଗ ପକ୍ଷରୁ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ନାମଲେଖା ଫି’ବୃଦ୍ଧି ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇ ତାହାକୁ ହ୍ରାସ କରାଯିବାକୁ ଦାବି କରାଯାଇଛି । ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ କେନ୍ଦ୍ରାପଡାର ଶିକ୍ଷା କୋଣାର୍କ ଭାବେ ପରିଗଣିତ ହେଉଥିବା କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠି ନିଜର ପୈତୃକ ସମ୍ପତି ଭାବି ନିଜ ଇଛାରେ ଚଲାଇ ଆସୁଛନ୍ତି । ବର୍ତମାନ ଯୁକ୍ତ ୨ ଓ ଯୁକ୍ତ …

Read More »

ଭୁବନ  ମହିଳା  ମହାବିଦ୍ୟାଳୟରେ   ବିଶ୍ୱ  ଉଦ୍ୟୋଗୀ  ଦିବସ  ପାଳିତ

ଭୁବନ,୨୪/୦୮/୨୦୨୨(ଓଡ଼ିଶା ସମାଚାର)- ଭୁବନ  ମହିଳା  ଡିଗ୍ରୀ  ମହାବିଦ୍ୟାଳୟରେ  ସ୍ୱାବଲମ୍ବୀ  ଭାରତ  ଅଭିଯାନ  ଆନୁକୂଲ୍ୟରେ ବିଶ୍ୱ ଉଦ୍ୟୋଗୀ ଦିବସ ପାଳିତ ହୋଇଯଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ  ନଗରପାଳ  ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ  ଭାବେ ଉଦଘାଟନ କରି କହିଥିଲେ ଯେ , ଆଜିର ଯୁବପିଢୀ  କେବଳ ଚାକିରି ପଛରେ ନଗୋଡାଇ  ନିଜେ  ସ୍ୱାବଲମ୍ବୀ ହେବା ସହ ନିଯୁକ୍ତି  ସୃଷ୍ଟି  କରିବା ଉଚିତ  ବୋଲି ମତବ୍ୟକ୍ତ କରିବା …

Read More »

ସରକାରୀ ପାରାଵିଲ୍ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ଵିତରଣ ଉତ୍ସଵ

କଟକ ସଦର ,୨୪ /୦୮/୨୦୨୨(ଓଡ଼ିଶା ସମାଚାର/  ଵିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଧରିଣା ପଞ୍ଚାୟତର ସରକାରୀ ପାରାଵିଲ୍ ପ୍ରାଥମିକ ବିଦ୍ୟାଳୟରେ ଆଜି (ବୁଧବାର) ପୋଷାକ ଵିତରଣ ଉତ୍ସଵ ଅନୁଷ୍ଠିତ ‌‌‌‌‌‌‌‌‌ହୋଇଯାଇଛି।ଏହି ଉପଲକ୍ଷେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ପାରାଵିଲ ଗ୍ରାମ କମିଟି(ସରକାରୀ ପଞ୍ଜିକୃତ) ସଭାପତି ଧରଣୀଧର ବେହେରା, ସାଧାରଣ ସମ୍ପାଦକ ବରିଷ୍ଠ ସାମ୍ବାଦିକ ଵିଷ୍ଣୁ ଚରଣ ବେହେରା, କୋଷାଧ୍ୟକ୍ଷ ଉମେଶ ଚନ୍ଦ୍ର ଵାଡି ପ୍ରମୁଖ ଯୋଗ ଦେଇ ପ୍ରତ୍ୟେକ ପିଲାଙ୍କୁ ଦୁଇ ହଳ ପୋଷାକ,ଦୁଇ ହଳ ମୋଜା …

Read More »

ବିଦ୍ୟାଳୟ ମିଶ୍ରଣକୁ ବିରୋଧ କରି ଧାରଣା

ମହାକାଳପଡ଼ା,୨୩/୦୮/୨୦୨୨(ଓଡ଼ିଶା ସମାଚାର)- ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଛାତ୍ରଛାତ୍ରୀ ଥାଇ ମଧ୍ୟ ଚଞ୍ଚକତା କରାଯାଇ ଗୟାସପୁର ପ୍ରାଥମିକ ବିଦ୍ୟାଳୟକୁ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣକୁ ବିରୋଧ କରି ଗ୍ରାମବାସୀ ସୋମବାର ପୁନଃ ଧାରଣା ଦେଇଛନ୍ତି। ରାଜଗଡ଼ ପଞ୍ଚାୟତର ଗୟାସପୁର ପ୍ରାଥମିକ ବିଦ୍ୟାଳୟରେ ୪୦ରୁ ଅଧିକ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ ମଧ୍ୟ ବ୍ଲକ ଶିକ୍ଷାଧିକାରୀ କମ୍ ପିଲାଙ୍କ ଉପସ୍ଥିତି ଦର୍ଶାଇ ନିକଟସ୍ଥ ଗୋବିନ୍ଦପୁର ଉପ୍ରା ବିଦ୍ୟାଳୟରେ ମିଶ୍ରଣ କରିଛନ୍ତି। ଏହାକୁ ବିରୋଧ କରି ଗୟାସପୁର ଗ୍ରାମର ଛାତ୍ରଛାତ୍ରୀ ଓ ଅଭିଭାବକ ଗତ ମାସରେ ବିଦ୍ୟାଳୟରେ ଧାରଣାରେ ବସିଥିଲେ। ଏହାର …

Read More »

ହର ଘର ଏକ ପୌଦ୍ଧା

କେନ୍ଦ୍ରାପଡ଼ା,୨୨/୦୮/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପଞ୍ଜୀକୃତ ସଂସ୍ଥା ମାଇଁ ଏନ.ସି.ସି. ଆଲୁମିନି ଆସୋସିଏସନ ପକ୍ଷରୁ “ହର ଘର ପୌଦ୍ଧା” ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । କରୋନା ମହାମାରୀ ସମୟରେ ଅମ୍ଲଜାନର ଅଭାବନୀୟ ପରିସ୍ଥିତି ଓ ସହରାଂଚଳରେ କଳକାରଖାନାର ବ୍ୟାପକ ଅଭିବୃଦ୍ଧି ଘଟୁଥିବାରୁ ଭବିଷ୍ୟତରେ ଅମ୍ଲଜାନର ଅଭାବକୁ ପୂରଣ କରିବା ଲକ୍ଷ୍ୟରେ ପରିବେଶକୁ କିପରି ସବୁଜ ସୁନ୍ଦର କରିହେବ “ଆଜାଦୀ କା ଅମୃତ ମହୋତ୍ସବ” ପାଳନ ଅବସରରେ “ହର ଘର ତ୍ରିରଙ୍ଗା” ସହ “ହର ଘର ଏକ ପୌଦ୍ଧା” ଲଗାଇବା ପାଇଁ …

Read More »

ବନ୍ୟା ଲାଗି ସ୍କୁଲ ଛୁଟି, ଶିକ୍ଷକ ଓ କର୍ମଚାରୀ ସ୍କୁଲ କୁ ଆସିବେ

ବାଲେଶ୍ୱର,୨୨/୦୮/୨୦୨୨(ଓଡ଼ିଶା ସମାଚାର)- ବାଲେଶ୍ବର ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖି ସ୍କୁଲ ଛୁଟି ନିଷ୍ପତ୍ତି ନିଆଯାଇଛି। ଆଜିଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ୟ୍ୟନ୍ତ ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବସ୍ତା, ବାଲିଆପାଳ, ଜଳେଶ୍ବର, ଭୋଗରାଇ ବ୍ଲକରେ ସ୍କୁଲ ଛୁଟି କରିବାକୁ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ମଧ୍ୟ କୁହାଯାଇଛି । ସ୍କୁଲ ଛୁଟି ରହିଲେ ବି ଶିକ୍ଷକ ଏବଂ ଅନ୍ୟ …

Read More »

ବନ୍ୟା ପ୍ରଭାବିତ ୪୩ଟି ବିଦ୍ୟାଳୟ ବନ୍ଦ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଜଗତସିଂହପୁର, ,୨୨/୦୮/୨୦୨୨(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲାରେ ଚଳିତ ବର୍ଷା ଓ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ମୋଟ ୪୩ଟି ବିଦ୍ୟାଳୟର ଶ୍ରେଣୀ ଶିକ୍ଷାଦାନକୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଜିଲାପାଳଙ୍କ ପକ୍ଷରୁ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ଓ ବର୍ଷା ଯୋଗୁଁ ବିଭିନ୍ନ ବିଦ୍ୟାଳୟର ଶ୍ରେଣୀ ଗୃହ ଜଳମଗ୍ନ ହୋଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଭାବିତ ୪୩ଟି ବିଦ୍ୟାଳୟର ଏକ ତାଲିକା ପ୍ରକାଶ କରାଯିବା ସହିତ ଏହି ବିଦ୍ୟାଳୟରେ ପାଠପଢ଼ା ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ବନ୍ଦ …

Read More »

ସଂସ୍କୃତ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ 

ଗରଦପୁର, ୨୧/୦୮/୨୦୨୨(ଓଡ଼ିଶା ସମାଚାର)- ଉତ୍କଳ ସଂସ୍କୃତ ଦିବସ ଆସନ୍ତା ସେପ୍ଟେମ୍ବର ୪ ତାରିଖ ରବିବାର ଦିନ ଗରଦପୁର ବ୍ଲକ୍ ଅନ୍ତର୍ଗତ କଳାବୁଦା ଉଚ ବିଦ୍ୟାଳୟ ପରିସରରେ ପାଳନ କରାଯିବ । ସେଥିପାଇଁ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ କେନ୍ଦ୍ରାପଡ଼ା ଶାଖା ପକ୍ଷରୁ ଆଜି ଏକ ପ୍ରସ୍ତୁତି ବୈଠକ  କଳାବୁଦା ହାଇସ୍କୁଲ ରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ବୈଠକରେ  ଶରତ କୁମାର ପାଣି ସଭାପତିତ୍ୱ କରିଥିଲେ । ସଂଘର ସମ୍ପାଦକ  ଭଗବାନ ସାହୁ ଏଥିରେ ଯୋଗଦେଇ ସଂଘିୟ ବାର୍ତା ଓ …

Read More »

ନିରାକାରପୁର କଲେଜ : ଧାରଣା ପରେ ଆଜି ଆଡ଼ମିଶନ ଫି କମିଲା

ନିରାକାରପୁର,୨୦/୦୮/୨୦୨୨(ଓଡ଼ିଶା ସମାଚାର)- ଶୁକ୍ରବାର ଦିନ ନିରାକାରପୁରର କିଛି ଜନ ପ୍ରତିନିଧି ଓ ଛାତ୍ରନେତାମାନେ କଲେଜ ସ୍ଥାୟୀ ପଟ୍ଟା ପ୍ରଦାନ ଓ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ଆଡ଼ମିଶନ ଫି କମାଇବା ପାଇଁ ଶୁକ୍ରବାର ଦିନ ୧୨ଟାରୁ ରାତି ୯ଟା ପର୍ଯ୍ୟନ୍ତ କଲେଜ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ନିକଟରେରେ ଧାରଣାରେ ବସିବା ପରେ ଆଜି ଅଧ୍ୟକ୍ଷ ଷ୍ଟାପ କାଉନିସିଲ ମିଟିଙ୍ଗରେ ନିଷ୍ପତି ଅନୁଯାୟୀ ଚଳିତ ବର୍ଷ ଫି ବୃଦ୍ଧିକୁ ପ୍ରତ୍ୟାହାର କରି ପୂର୍ବ ବର୍ଷ ଯେତିକି ଫି ଥିଲା ସେତିକି ନିଆଯାଇଥିଲା । ଶୁକ୍ରବାର ଦିନ ଯେତିକି ଛାତ୍ରଛାତ୍ରୀ …

Read More »