Thursday , June 30 2022
Breaking News
Home / ଶିକ୍ଷା (page 40)

ଶିକ୍ଷା

ସ୍କୁଲ ଗୃହ ପୂର୍ଣ୍ଣାଙ୍ଗ କରିବାକୁ ବିଧାୟକ ଶଶିଭୂଷଣଙ୍କୁ ଅଳପୁଆ ଗ୍ରାମବାସୀଙ୍କ ଦାବିପତ୍ର

କେନ୍ଦ୍ରାପଡ଼ା, ୩୦/୦୭/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ନୋଡାଲ ସରକାରୀ ହାଇସ୍କୁଲର ଅପୂର୍ଣ୍ଣାଙ୍ଗ ଥିବା ଗୃହକୁ ପୂର୍ଣ୍ଣାଙ୍ଗ କରିବାକୁ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ପକ୍ଷରୁ କେନ୍ଦ୍ରାପଡା ବିଧାୟକ ତଥା ପ୍ରାକ୍ତନ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ବୁଧବାର ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅଳପୁଆ ଗ୍ରାମପଂଚାୟତରେ ଏକମାତ୍ର ସରକାରୀ ନୋଡାଲ ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀ ଗୃହର ଅଭାବ ଅନେକ ଦିନ ହେବ ରହିଛି । …

Read More »

କେନ୍ଦ୍ରାପଡାରେ ଖୋଲିଲା ବିଦ୍ୟାଳୟ

କେନ୍ଦ୍ରାପଡ଼ା, ୨୭/୦୭/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ସୋମବାର ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକ ଖୋଳିଛି । ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦେଶ ଅନୁଯାଇ ଦଶମ ଠାରୁ ଦ୍ୱାଦଶ ପର୍ଯ୍ୟନ୍ତ ବିଦ୍ୟାଳୟ ଗୁଡିକ ଖୋଲିଥିବା ଦେଖିବାକୁ ମିଳିଛି । କେନ୍ଦ୍ରାପଡା ପୌରାଂଚଳ, ବାରିମୂଳ, କପାଳେଶ୍ୱର ଓ ଜମଧର ପଂଚାୟତରେ ଜିଲ୍ଲା ପ୍ରଶାସନ ଦ୍ୱାରା ୧୪୪ଧାରା ଜାରି ହୋଇଥିବାରୁ ସେହି ଅଂଚଳକୁ ଛାଡି ଅନ୍ୟ …

Read More »

ଗରଦପୁର ବ୍ଲକ୍ ରେ ସ୍କୁଲ ଖୋଲିଲା – ପାଠ ପଢ଼ିବାକୁ ପିଲା ଆସିଲେ

ଗରଦପୁର, ୨୬/୦୭/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ରେ ଥିବା ୧୫ ଟି ଉଚ୍ଚ ବିଦ୍ୟାଳୟ ଓ ଗୋଟିଏ ସଂସ୍କୃତ ଟୋଲ ଆଜି ଖୋଲିଛି । ବିଦ୍ୟାଳୟକୁ ଆଗ୍ରହର ସହ ପିଲମାନେ ମଧ୍ୟ ପାଠ ପଢ଼ିବାକୁ ଆସିଛନ୍ତି । ପାଟକୁରା ନୋଡ଼ାଲ ସରକାରୀ ହାଇସ୍କୁଲ ର ଗେଟ ସମ୍ମୁଖରେ ଆଜି ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟକୁ ଆକର୍ଷିତ କରିବା ପାଇଁ ବିଦ୍ୟାଳୟ ଗେଟ କୁ ବେଲୁନ୍ ରେ ସଜାଇ ଦିଆଯାଇଥିଲା । …

Read More »

ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ଆଭାସି ବୈଠକ

କେନ୍ଦ୍ରାପଡ଼ା, ୨୬/୦୭/୨୦୨୧(ଓଡ଼ିଶା ସମାଚାର)- ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଦୁହୁରିଆସ୍ଥିତ ଶିକ୍ଷକ ଭବନ ପରିସରରେ ଏକ ଆଭାସି କନଭେନସନ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଓଷ୍ଟା ସଭାପତି କ୍ଷୀରୋଦ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଭାସି କନଭେନସନର ପ୍ରାରମ୍ଭରେ ସମ୍ପାଦକ ତପନ କୁମାର ସିଂ ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରି କନଭେନସନର ଉଦେଶ୍ୟ ଜ୍ଞାପନ …

Read More »

ଜୟପ୍ରକାଶ ଶିକ୍ଷା ନିକେତନରେ ପୋଷାକ ବିତରଣ ଉତ୍ସବ

ତାରପୁର, ୨୩/୦୭/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ତଅଁରା ପଂଚାୟତ ରାମଚନ୍ଦ୍ରପୁରସ୍ଥିତ ଜୟପ୍ରକାଶ ଶିକ୍ଷା ନିକେତନରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଇଂ ବାବାଜୀ ଚରଣ ଜେନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲା ପରିଷଦ ସଭ୍ୟା ତଥା ଜିଲା ଯୋଜନା ବୋର୍ଡ଼ ଉପାଧ୍ୟକ୍ଷା ଶ୍ରୀମତୀ ଡ଼େଜାଲିନ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲାବେଳେ ବିଶ୍ୱ ଓଡ଼ିଆ ମହାସଂଘର …

Read More »

ଘରୋଇ ସ୍କୁଲରେ ପ୍ରଶିକ୍ଷଣ ନେବେ ସରକାରୀ ଶିକ୍ଷକ

ଭୁବନେଶ୍ୱର,୨୩/୦୭/୨୦୨୧(ଓଡ଼ିଶା ସମାଚାର)- ଏଣିକି ଘରୋଇ ସ୍କୁଲରେ ପାଠପଢ଼ିବେ ସରକାରୀ ସ୍କୁଲ ଶିକ୍ଷକ । ଏଭଳି ପଦକ୍ଷେପ ନେଉଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ପିଲାଙ୍କୁ କିପରି ସହଜ ଓ ସରଳ ଭାବେ ଶିକ୍ଷାଦାନ କରାଯିବ ସେନେଇ ସରକାରୀ ସ୍କୁଲ ଶିକ୍ଷକଙ୍କୁ ଘରୋଇ ସ୍କୁଲ ଶିକ୍ଷକ ପ୍ରଶିକ୍ଷଣ ଦେବେ । ରାଜ୍ୟର ଘରୋଇ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକରେ ପାଠପଢ଼ା ଶୈଳୀ ଏବଂ ଶିକ୍ଷାଦାନ ପ୍ରଣାଳୀ ସମ୍ପର୍କରେ ସରକାରୀ ସ୍କୁଲର …

Read More »

୨୬ରୁ ଖୋଲିବ ହଷ୍ଟେଲ୍

ଭୁବନେଶ୍ୱର,୨୨/୦୭/୨୦୨୧(ଓଡ଼ିଶା ସମାଚାର)- ଆସନ୍ତା ୨୬ ତାରିଖ ଠାରୁ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଇଁ ହଷ୍ଟେଲ ଗୁଡ଼ିକ ଖୋଲିବ । ଏନେଇ ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ଡା. ପ୍ରତାପ କୁମାର ମିଶ୍ର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଧେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଧେଶକ, ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଏବଂ ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତିଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ଘରୋଇ …

Read More »

କେନ୍ଦ୍ରାପଡା କଲେଜ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା,୧୯/୦୭/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଉତ୍କଳ ବିଶ୍ୱ ବିଦ୍ୟାଳୟ ସିଣ୍ଡିକେଟ ସଭ୍ୟ ଭାବେ ମନୋନିତ ହୋଇଛନ୍ତି । ଏହା କେନ୍ଦ୍ରାପଡା ମହାବିଦ୍ୟାଳୟ ପାଇଁ ଏକ ଗୌରବର ବିଷୟ ହୋଇଥିବାରୁ କଲେଜର ମାଇଁ ଏନସିସି ଆଲୁମିନି ଆସୋସିଏସନ ପକ୍ଷରୁ ଡଃ. ତ୍ରିପାଠୀଙ୍କୁ ଭୁୟସୀ ପ୍ରସଂଶା କରାଯିବା ସହିତ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି । ଏଥିସହିତ ଡଃ. ତ୍ରିପାଠୀଙ୍କ …

Read More »

ମୃତ ଶିକ୍ଷକ ସୁଶାନ୍ତଙ୍କ ପରିବାରକୁ ସମବେଦନା ଜ୍ଞାପନ କଲା ଜିଲ୍ଲା ଶିକ୍ଷକ ସଂଘ

କେନ୍ଦ୍ରାପଡ଼ା, ୧୯/୦୭/୨୦୨୧(ଓଡ଼ିଶା ସମାଚାର)- କରୋନାରେ ମୃତୁ୍ୟବରଣ କରିଥିବା ଶିକ୍ଷକ ସୁଶାନ୍ତ କୁମାର ମଲ୍ଲିକଙ୍କ ପରିବାରକୁ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ଏକ୍ସ କ୍ୟାଡର ସହକାରୀ ଶିକ୍ଷକ,ଶିକ୍ଷୟତ୍ରୀ ସଂଘ ପକ୍ଷରୁ ସମବେଦନା ଜ୍ଞାପନ ସହ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଶିକ୍ଷକ ସ୍ୱର୍ଗତ ମଲ୍ଲିକଙ୍କ ପାଇବାକୁ ଥିବା ବକେୟା ଦେୟ, ଜି.ଆଇ.ଏସ. ସମେତ ଅନ୍ୟାନ୍ୟ ସରକାରୀ ସହାୟତା ପାଇଁ ସଂଘ ପକ୍ଷରୁ ଉଦ୍ୟମ କରାଯାଉଛି ବୋଲି ସଂଘ କହିଛି । ଏତଦବ୍ୟତିତ …

Read More »

ତୁଳସୀ ମହିଳା ମହାବିଦ୍ୟାଳୟରେ ପୋକସୋ ଆଇନ ଉପରେ ରାଜ୍ୟସ୍ତରୀୟ ଆଲୋଚନା

କେନ୍ଦ୍ରାପଡ଼ା, ୧୮/୦୭/୨୦୨୧(ଓଡ଼ିଶା ସମାଚାର)- ଆନ୍ତର୍ଜାତୀୟ ନ୍ୟାୟ ଦିନସ ଉପଲକ୍ଷେ ତୁଳସୀ ମହିଳା ମହାବିଦ୍ୟାଳୟରେ ଆଜି ଆଇ.କୁ୍ୟ.ଏ.ସି. ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୁଲ୍ୟରେ ଏକ ରାଜ୍ୟସ୍ତରୀୟ ଆଭାସୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । “ଲିଙ୍ଗଗତ ନ୍ୟାୟ ସମ୍ପର୍କୀତ ପୋକସୋ ଆଇନ” ଉପରେ ଆଧାରିତ ଏହି କାର୍ଯ୍ୟକ୍ରମରେ  ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରଞ୍ଜିତ ରଞ୍ଜନ ସାହୁ ପୌରହିତ୍ୟ କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରି କେବଳ ଝିଅମାନେ ନୁହଁନ୍ତି …

Read More »