Saturday , December 3 2022
Breaking News
Home / ଶିକ୍ଷା (page 17)

ଶିକ୍ଷା

ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଭାବ-ଅସୁବିଧା ପ୍ରସଂଗ

ବର୍ତ୍ତମାନର ସ୍ଥିତି ଜଣାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ କଟକ,୦୯/୦୯/୨୦୨୨(ଓଡ଼ିଶା ସମାଚାର)- ରାଜ୍ୟର ବିଭିନ୍ନ ସରକାରୀ ପ୍ରାଥମିକ ବିଦ୍ୟାଦ୍ୟାଳୟରେ ନାନା ଅଭାବ-ଅସୁବିଧା ତଥା ଅବ୍ୟବସ୍ଥା ରହିଥିବା ପ୍ରସଂଗରେ ରୁଜୁ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ରିପୋର୍ଟ ତଲବ କରିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଓ ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଅପଡେଟ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ବର ୧ସୁଦ୍ଧା ଏହି ସତ୍ୟପାଠ ଦାଖଲ ହେବ। ସେହିପରି ନଭେମ୍ବର …

Read More »

ମା’ଙ୍କ ହାତରେ ରୂପାନ୍ତରିତ ସ୍କୁଲର ରକ୍ଷଣାବେକ୍ଷଣ

ଓସେପା ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁଙ୍କୁ ଚିଠି – ଏସ୍ ଏଚ୍ ଜ ଜିଙ୍କୁ  ମିଳିବ ନିଯୁକ୍ତି ସୁଯୋଗ – ମୋସ୍କୁଲ ପାଣ୍ଠିରୁ ମିଳିବ ପାରିଶ୍ରମିକ ଭୁବନେଶ୍ୱର,୦୯/୦୯/୨୦୨୨(ଓଡ଼ିଶା ସମାଚାର)- ଏଣିକି ମା’ମାନଙ୍କ ହାତରେ ରହିବ ସରକାରୀ ସ୍କୁଲଗୁଡ଼ିକର ରକ୍ଷଣାବେକ୍ଷଣ ଭାର। ସ୍କୁଲ ହତାର ସୁରକ୍ଷା, ଆସବାବପତ୍ରର ଯତ୍ନ ଦାୟିତ୍ୱ ନେବେ ସ୍ୱୟଂ ସହାୟକ ଗୋଷ୍ଠୀ। ସ୍କୁଲକୁ ପରିଷ୍କାର ପରିଛନ୍ନ ରଖିବା, ଆସବାବପତ୍ରର ରକ୍ଷାଣାବେକ୍ଷଣ, ସ୍କୁଲ ହତାକୁ ସୁରକ୍ଷା ଆଦି ଦାୟିତ୍ୱ ଏସଏଚଜି ଉପରେ ନ୍ୟସ୍ତ୍ୟସ୍ତ କରାଯିବ। ରାଜ୍ୟର ସମସ୍ତ ବିଦ୍ୟାଳୟର ଏହାକୁ ଲାଗୁ କରାଯିବ। ରାଜ୍ୟ …

Read More »

କେନ୍ଦ୍ରପଡା ମହାବିଦ୍ୟାଳୟରେ ୪ଟି ବିଷୟରେ ପି.ଜି. ଶ୍ରେଣୀ ପାଇଁ ଅନୁମତି ମିଳିଲା

କେନ୍ଦ୍ରାପଡ଼ା, ୦୭/୦୯/୨୦୨୨(ଓଡ଼ିଶା ସମାଚାର)- ଓଡିଶା ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ୪ଟି ବିଷୟରେ ଚଳିତ ୨୦୨୨-୨୩ ଶିକ୍ଷା ବର୍ଷରେ ସ୍ନାତକୋତର ସମ୍ନାନ(ପି.ଜି.) ଶ୍ରେଣୀ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ଅର୍ଥନୀତି, ରାଜନୀତି ବିଜ୍ଞାନ, (ଏମ.କମ.)ବାଣିଜ୍ୟ(ଇନକମ ଟ୍ୟାକ୍ସ) ଓ (ଏମ.ଏସ.ସି.) ପଦାର୍ଥ ବିଜ୍ଞାନ ବିଷୟରେ ସେଲଫ ଫାଇନାନସିଂ ମୋଡରେ ଖୋଲାଯିବାକୁ ଉଚ୍ଚଶିକ୍ଷା ବିଭାଗ ଅନୁମତି ପ୍ରଦାନ କରିଛି । ପ୍ରତ୍ୟେକ ବିଭାଗରେ ୧୬ଟି କରି ସିଟ ରହିବ ବୋଲି ଅନୁମତି ପତ୍ରରେ ଉଲ୍ଲେଖ ରହିଛି । ଉଚ୍ଚଶିକ୍ଷା …

Read More »

କେନ୍ଦ୍ରପଡା ଶିକ୍ଷକମାନଙ୍କ ସମସ୍ୟା ସମାଧାନ ଶିବିର

କେନ୍ଦ୍ରାପଡ଼ା,୦୬/୦୯/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ଅବସରପ୍ରାପ୍ତ ଶିକ୍ଷକମାନଙ୍କ ପ୍ରୋଭିଜନାଲ ପେନସନ, ଫାଇନାଲ ପେନସନ, ଭବିଷ୍ୟନିଧି ପାଣ୍ଠି, ଗ୍ରାଚୁଇଟି, ଛୁଟି ମଞ୍ଜୁରୀ, ବକେୟା ଅର୍ଥ ପ୍ରଦାନ ବାବଦ ସମସ୍ୟା ଏବଂ ଚାକିରୀ କରିଥିବା ଶିକ୍ଷକମାନଙ୍କ ଛୁଟି ମଞ୍ଜୁରୀ ଓ ବିଚାରଧିନ ବିଷୟ ଗୁଡିକର ତୁରନ୍ତ ସମାଧାନ ଉଦ୍ଧେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସମାଧାନ ଶିବିର ପଟ୍ଟାମୁଣ୍ଡାଇର ନୂତନ ଅଡିଟୋରିୟମରେ ଆସନ୍ତା ୧୧.୯.୨୦୨୨ରିଖ ରବିବାର ସକାଳ୧୦ଘଟିକା ସମୟରେ ଅନୁଷ୍ଠିତ ହେବ । ସୂଚନା ଯୋଗ୍ୟ ଯେ ଶିକ୍ଷକ ନିଯୁକ୍ତି ଓ ବଦଳି ସମ୍ପର୍କରେ ଥିବା ସମସ୍ୟାକୁ ସେହି ଶିବିରରେ …

Read More »

ସାଲେପୁର ରେ ଗୁରୁ ପ୍ରତିଭା ସମ୍ମାନ ସମାରୋହ ୨୦୨୨ଅନୁଷ୍ଠିତ

ସାଲେପୁର,୦୬/୦୯/୨୦୨୨(ଓଡିଶା ସମାଚାର /ଅଭୟ ଜେନା )- ସାଲେପୁର ଠାରେ ଗୁରୁଦିବସ ରେ ଗୁରୁ ପ୍ରତିଭା ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ଶିକ୍ଷା ଅଧିକାରୀ ଜଗବନ୍ଧୁ ଶତପଥୀ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବ ରେ ମୁଖ୍ୟ ଅତିଥିଭାବେ ବିଧାୟକ ପ୍ରଶାନ୍ତ କୁମାରବେହେରା ଯୋଗଦାନ କରି, ଗୁରୁ ମାନେ ହିଁ ଶ୍ରେଷ୍ଠ ପଥପ୍ରଦର୍ଶକ ବୋଲି ମତବ୍ୟକ୍ତ କରିଥିଲେ । ବିଶିଷ୍ଟ ଅତିଥିଭାବେ ଅଧ୍ୟକ୍ଷ ରାମଚନ୍ଦ୍ର ଭୋଇ ଯୋଗ ଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବେ ସାଲେପୁର ଆଇ ଆଇ ସି ଗିରିଜା ପଟ୍ଟନାୟକ ଯୋଗ …

Read More »

ଦେଉଳିପଡ଼ାରେ ଗୁରୁଦିବସ ପାଳିତ

ମହାକାଳପଡ଼ା,୦୬ /୦୯/୨୦୨୨(ଓଡ଼ିଶା ସମାଚାର)-ମହାକାଳପଡ଼ା ବ୍ଲକ ଦେଉଳପଡ଼ା ଗଜେଶ୍ୱର ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଗୁରୁପୂଜା ପରିଷଦ ପକ୍ଷରୁ ଗୁରୁ ପୂଜନ ଓ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଯାଇଛି। ଉତ୍ସବ ରେ ଗୁରୁପୂଜା ପରିଷଦ ସଭାପତି ରତ୍ନାକର ସ୍ୱାଇଁ ସଭାପତିତ୍ୱ କରିଥିଲେ। ମୁଖ୍ୟଅତିଥି ଭାବେ ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବ ଉଦଘାଟନ କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦକ ମାଧବ ଚରଣ …

Read More »

କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ନେଇ ଆନ୍ଦୋଳନ କରିବ କଂଗ୍ରେସ

କେନ୍ଦ୍ରାପଡ଼ା ,୦୫/୦୯/୨୦୨୨(ଓଡ଼ିଶା ସମାଚାର)-  କେନ୍ଦ୍ରାପଡ଼ା କଂଗ୍ରେସ ପକ୍ଷରୁ ମାଟି ପାଇଁ ପାଟି ଖୋଲ ଆହ୍ୱାନରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବାକୁ ରାଜ୍ୟ ଛାତ୍ର କଂଗ୍ରେସ ନେତା ୟାସିର ନୱାଜ ଦାବି କରିବା ସହ ଏଥିପାଇଁ ଭୁବନେଶ୍ୱରରେ ରାଜ୍ୟ ଛାତ୍ର କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି କଜଳାସ୍ଥ କଂଗ୍ରେସ ଭବନରେ ଅନୁଷ୍ଠିତ ଜିଲ୍ଲା ଛାତ୍ର କଂଗ୍ରେସ କାର୍ୟ୍ୟକାରୀ ବୈଠକରେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ପ୍ରତିଶ୍ରୁତି ଦେଇଛନ୍ତି। ଶ୍ରୀ ନୱାଜ ଚଳିତ ମାସ ୩୦ ତାରିଖ ସୁଦ୍ଧା ଜିଲ୍ଲାର ସମସ୍ତ …

Read More »

ସେପ୍ଟେମ୍ୱର ୧୩ରୁ ୩୨ କେନ୍ଦ୍ରରେ ଯୁକ୍ତ ୨ ତତ୍କାଳ ପରୀକ୍ଷା

ଭୁବନେଶ୍ୱର,୦୩/୦୯/୨୦୨୨(ଓଡ଼ିଶା ସମାଚାର)-ଉଚ୍ଚ ମାଧ୍ୟମିକ ଶିକ୍ଷା ପରିରିଷଦ(ସିଏଚଏସଇ) ପକ୍ଷରୁ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ର ଇନଷ୍ଟାଣ୍ଟ ପରୀକ୍ଷା ସେପ୍ଟେମ୍ୱର ୧୩ରୁ ଆରମ୍ଭ ହେବ। ପରିଷଦ ପକ୍ଷରୁ ଏନେଇ ପରୀକ୍ଷା କେନ୍ଦ୍ର ତାଲିକା ପ୍ରକାଶ ପାଇଛି। ତତ୍କାଳ ପରୀକ୍ଷା ମୋଟ୍ ୩୨ଟି କେନ୍ଦ୍ରରେ ଆୟୋଜନ କରାଯିବ। ପ୍ରତି ଜିଲ୍ଲାରୁ ଗୋଟିଏ ଲେଖାଏଁ କେନ୍ଦ୍ର ଚୟନ କରାଯାଇଥିବାବେଳେ ଖୋର୍ଦ୍ଧା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଦୁଇଟି ଲେଖାଏଁ ପରୀକ୍ଷା କେନ୍ଦ୍ର ଚିହ୍ନଟ ହୋଇଛି। ପରୀକ୍ଷା ସେପ୍ଟେମ୍ୱର ୧୩ ଓ ୧୪ତାରିଖରେ ଅନୁଷ୍ଠିତ ହେବ। …

Read More »

ଅଧ୍ୟାପକ ବସନ୍ତ ମିଶ୍ର ଠାକୁର ନିଗମାନନ୍ଦ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ନିଯୁକ୍ତ

କେନ୍ଦ୍ରାପଡ଼ା, ୦୨/୦୯/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ବାବରସ୍ଥିତ ନିଗମବିହାର ଠାକୁର ନିଗମାନନ୍ଦ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା କଲେଜ ପରିଚାଳନା ସମିତିର ସମ୍ପାଦକ ଭାବେ ସେହି ମହାବିଦ୍ୟାଳୟର ଇଂରାଜୀ ବିଭାଗ ଅଧ୍ୟପକ ବସନ୍ତ କୁମାର ମିଶ୍ରଙ୍କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିଯୁକ୍ତି ପ୍ରଦାନ କରାଯାଇଛି । ସେହି ମହାବିଦ୍ୟାଳୟର ଅଧ୍ୟକ୍ଷ ଦାୟୀତ୍ୱରେ ଥିବା ଇତିହାସ ବିଭାଗର ଅଧ୍ୟାପକ ବିଚିତ୍ର କୁମାର ପରିଡାଙ୍କ ବିରୁଦ୍ଧରେ ବିଭିନ୍ନ ସଂଗୀନ ଅଭିଯୋଗ ଜିଲ୍ଲାପାଳଙ୍କ ସମେତ ଉଚ୍ଚଶିକ୍ଷା ବିଭାଗର ନିର୍ଦେଶକଙ୍କ ନିକଟରେ ମଧ୍ୟ ହୋଇଥିଲା …

Read More »

ନିରାକାରପୁର କଲେଜ ଅଧ୍ୟକ୍ଷ ବଦଳିଲେ: କୁହୁଡି କଲେଜ ଅଧ୍ୟକ୍ଷ ନିରାକାରପୁର ଆସିଲେ

ନିରାକାରପୁର, ୦୨ /୦୯/୨୦୨୨(ଓଡ଼ିଶା ସମାଚାର)-  ଆଜି   ଉଚ୍ଚଶିକ୍ଷା ବିଭାଗ    ଚିଠି ନ ୩୬୫୮୪/ ୦୨.୦୯.୨୨ ଦ୍ଵାରା ଏକ ବଦଳି ଆଦେଶ ସନ୍ଧ୍ୟାରେ ପ୍ରକାଶ ପାଇଥିବା ଜଣାପଡିଛି। ଏହି ଆଦେଶ ଅନୁଯାୟୀ ନିରାକାରପୁର କଲେଜ ଅଧ୍ୟକ୍ଷ ତଥା ପଦାର୍ଥ ବିଜ୍ଞାନ ରିଡର୍ ରଞ୍ଜିତ ତ୍ରିପାଠୀ ଙ୍କୁ ନୀଳମାଧବ କଲେଜ କଣ୍ଟିଲୋ କୁ ବଦଳି କରାଯାଇଥିବାବେଳେ ସେହିପରି କୁହୁଡି କଲେଜ ରୁ ନିରାକାରପୁର କଲେଜକୁ ଇତିହାସ ବିଭାଗ ରିଡର୍ ସଞ୍ଜୟ କୁମାର ମହାପାତ୍ରଙ୍କୁ ବଦଳି କରାଯାଇଥିବା ଜଣାପଡିଛି। ଓଡ଼ିଶା ସମାଚାର

Read More »