କେନ୍ଦ୍ରାପଡା, ୨୯/୦୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟର ଷ୍ଟାଫ ନିଯୁକ୍ତିରେ ହୋଇଥିବା ଅନିୟମିତତା ସମ୍ପର୍କରେ ଓଡିଶା ଲୋକାୟୁକ୍ତଙ୍କ ନିର୍ଦେଶ କ୍ରମେ ତାଙ୍କ ନିର୍ଦେଶକ କଲେଜକୁ ଆସି ତଦନ୍ତ କରି ଫେରିଯାଇଥିଲେ । ନିର୍ଦେଶକଙ୍କ ଠାରୁ ତଦନ୍ତ ରିପୋର୍ଟ ପାଇବା ପରେ ଲୋକାୟୁକ୍ତ କଲେଜର ନିଯୁକ୍ତି ସଂକ୍ରାନ୍ତୀୟ ସମସ୍ତ ରେକର୍ଡପତ୍ର ନିଜ ହେପାଜତରେ ରଖିବାକୁ କଲେଜ ପରିଚାଳନା ସମିତିର ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ଏବଂ ସମ୍ପାଦକ ତଥା କଲେଜ ଅଧ୍ୟକ୍ଷ ଅଜୟ ନାୟକଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି …
Read More »ଶିକ୍ଷା
ପରୀକ୍ଷାର୍ଥୀଙ୍କ ଲାଗି ସହାୟକ ପୁସ୍ତିକା ‘ପରୀକ୍ଷା ଦର୍ପଣ’ ଉନ୍ମୋଚିତ
ଭୁବନେଶ୍ୱର, ୨୭/୦୧/୨୦୨୧ (ଓଡ଼ିଶା ସମାଚାର)- ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଲାଗି ସହାୟକ ପୁସ୍ତିକା ‘ପରୀକ୍ଷା ଦର୍ପଣ’ ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ ଅନୁଷ୍ଠାନ ପରିସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଉନ୍ମୋଚନ କରିଛନ୍ତି । ୭୦୦ ପୃଷ୍ଠା ସମ୍ବଳିତ ଏହି ପୁସ୍ତିକାଟି ଛାତ୍ରଛାତ୍ରୀ ଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ ମାଗଣାରେ ବଂଟନ କରାଯିବ । ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ମାଗଣା ‘ପରୀକ୍ଷା ଦର୍ପଣ’ ପୁସ୍ତିକା ଦେବାକୁ ପୂର୍ବରୁ ଘୋଷଣା …
Read More »ଅଚ୍ୟୁତପୁର ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ
ନିରାକାରପୁର, ୨୩/୦୧/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଅଚ୍ୟୁତପୁର ରାଉଳସାହିର ସରକାରୀ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟଅତିଥିଭାବେ ବିଆରସିସି ଶ୍ରୀଯୁକ୍ତ ଅବଧୂତ ଚମ୍ପତି ଓ ସମ୍ମାନୀତ ଅତିଥିଭାବେ ଅଚ୍ୟୁତପୁର ହାଇସ୍କୁଲ ପ୍ରଧାନଶିକ୍ଷକ ବ୍ରଜବନ୍ଧୁ କର, ସିଆରସିସି ନୀଳାନ୍ଦ୍ରୀ ସିଂହ ,ସଭାପତି ବାଉରୀବନ୍ଧୁ ରାଉଳ ଓ ପ୍ରଧାନ ଶିକ୍ଷକ ସଚ୍ଚିତ୍ର କୁମାର ପାଇକରାୟ ପ୍ରମୁଖ ଉପସ୍ଥିତ ରହି ୨୮ ଜଣ ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ବିତରଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସମସ୍ତ ସଦସ୍ୟ,ସଦସ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ । ଓଡ଼ିଶା …
Read More »ବହୁମୁଖୀ ନୂତନ ସୌଧର ଭିତିପ୍ରସ୍ତର ସ୍ଥାପନ
ନିରାକାରପୁର, ୨୧/୦୧/୨୦୨୧(ଓଡ଼ିଶା ସମାଚାର)-କ୍ଷେତ୍ରବାସୀ ଡ଼ିଏଭି ମହାବିଦ୍ୟାଳୟର ବହୁମୁଖୀ ନୂତନ ସୈାଧରଭିତିପ୍ରସ୍ତର ସ୍ଥାପିତ ହୋଇଯାଇଛି । ମହାବିଦ୍ୟାଳୟ ପରିଚାଳନା ସମିତିର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଅଶୋକ କୁମାର ବେହୁରିଆ ଏହି ଭିତିପ୍ରସ୍ତର ର ଶୁଭାରମ୍ଭ କରି ନିର୍ଦ୍ଧାରିତ ସମୟରେ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି ଆଶା ପ୍ରକଟ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ ବଳବନ୍ତରାୟ ନିର୍ମାଣ ସଂସ୍ଥା ପୋଲିସ ହାଉସିଂ କର୍ପୋରସନକୁ ସମସ୍ତ ସହାୟତା ଯୋଗାଇ ଦେବାର ପ୍ରତିଶ୍ରୁତି ଦେବା ସହ ଆଗାମୀ ଦିନରେ ସୈାଧଟି ପ୍ରଶାସନିକ କାର୍ଯ୍ୟ ଓ ଶ୍ରେଣୀ ଗୃହ …
Read More »ଶହେ ସ୍କୁଲ ହେବ ମଡେଲ ସ୍କୁଲ
ଭୁବନେଶ୍ୱର, ୨୦/୦୧/୨୦୨୧ (ଓଡ଼ିଶା ସମାଚାର)- ଆସନ୍ତା ଏକବର୍ଷ ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାରେ୧୦୦ଟି ସ୍କୁଲକୁ ଚୟନ କରାଯାଇ ସେଗୁଡ଼ିକୁ ମଡେଲ୍ ସ୍କୁଲ ଭାବରେ ବିକଶିତ କରାଯିବ । ଏଥିରେ ପ୍ରତ୍ୟେକଟି ଜିଲ୍ଲାରୁ ଅତିକମ୍ ରେ ୩ଟି ଲେଖାଏଁ ବିଦ୍ୟାଳୟ ରହିବ । ଚଳିତ ବର୍ଷ ଠାରୁ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ଷ୍ଟୁଡେଂଟ ଆଡପସନ୍ (ପୋଷ୍ୟ ଛାତ୍ର) କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଯିବ । ମୋ ସ୍କୁଲ ଅଭିଯାନର ୭ମ ପରିଚାଳନା ବୈଠକରେ ଏହା ସ୍ଥିର ହୋଇଛି । ଏହା ମାଧ୍ୟମରେ ପୁରାତନ ଛାତ୍ରଛାତ୍ରୀ …
Read More »ଟାଙ୍ଗି ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ର ବୈଠକ
ନିରାକାରପୁର ୧୭/୦୧/୨୦୨୧ (ଓଡ଼ିଶା ସମାଚାର)- ଟାଙ୍ଗି ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ର ସ୍ଥାୟୀ ସଭାପତି ଶ୍ରୀ କିଶୋର କୁମାର ଦାଶ ଙ୍କ ଅଧ୍ୟକ୍ଷତାରେ କାର୍ୟ୍ୟ କାରିଣୀ ସଦସ୍ୟ ମାନଙ୍କୁ ନେଇ ନିରାକାରପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସର୍ବ ପ୍ରଥମେ ଦିବଂଗତ ଶିକ୍ଷକ ରାଜ କିଶୋର ସେଠୀ ଙ୍କ ଅମର ଆତ୍ମା ର ସଦଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଉକ୍ତ ବୈଠକରେ ଉପସ୍ଥିତ ସଦସ୍ୟ ମାନେ ଏକାଧିକ ପ୍ରସ୍ତାବ ଆଲୋଚନା …
Read More »ଗଣଶିକ୍ଷା ବିଭାଗ ପୋର୍ଟାଲରେ ହେବ ନାମ ପଞ୍ଜୀକରଣ –
ଘରୋଇ ସ୍କୁଲରେ ଗରିବ ପିଲାଙ୍କ ୨୫% ସିଟ୍ ସଂରକ୍ଷଣ ପ୍ରସଙ୍ଗ ଭୁବନେଶ୍ୱର, ୧୭/୦୧/୨୦୨୧ (ଓଡ଼ିଶା ସମାଚାର)-ଘରୋଇ ସ୍କୁଲରେ ଲାଗୁ ହେବ ସଂରକ୍ଷଣ ବ୍ୟବସ୍ଥା । ରାଜ୍ୟର ଘରୋଇ ସ୍କୁଲରେ ଆର୍ଥôକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ୨୫ ପ୍ରତିଶତ ସିଟ୍ ସଂରକ୍ଷଣ ରହିବ ଏବଂ ଇଡବ୍ଲୁ୍ୟଏସ୍(ଆର୍ଥିକ ଅନଗ୍ରସର ବର୍ଗ) କୋଟାରେ ସେମାନେ ଅନ୍ ଲାଇନରେ ନାମ ଲେଖାଇପାରିବେ ବୋଲି ଗଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଅନ୍ ଲାଇନ୍ ରେ ନାମ ଲେଖାଇବା ସୁବିଧା କରାଗଲେ ସଂରକ୍ଷଣ ବ୍ୟବସ୍ଥାରେ ସ୍ୱଚ୍ଛତା …
Read More »ମାଟ୍ରିକ୍ ପରୀକ୍ଷା ଫିସ ଶତ ପ୍ରତିଶତ ଛାଡ଼ କରିଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଲା ପାଟକୁରା ଛାତ୍ର ବିଜେଡ଼ି
ଗରଦପୁର, ୧୬/୦୧/୨୦୨୧ (ଓଡ଼ିଶା ସମାଚାର)-ଆଜି ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କୋରୁଆ ଲୋକନାଥ ମହାବିଦ୍ୟାଳୟ ଠାରେ ଏକ କୃତଜ୍ଞତା ସଭା ଅନୁଷ୍ଠିତ ହୋଇଥିଲା । ବିଶ୍ୱ ମହାମାରୀ କରୋନା ଦୃଷ୍ଟିରୁ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କ ଆର୍ଥିକ ସ୍ଥିତିକୁ ଅନୁଧ୍ୟାନ କରି ଚଳିତ ବର୍ଷ ୧୦ ମ ଶ୍ରେଣୀ (ମାଟ୍ରିକ ) ପରୀକ୍ଷା ଫିସ ଶତ ପ୍ରତିଶତ ଛାଡ଼ କରିବା ନମନ୍ତେ ରାଜ୍ୟ ବିଜୁ ଛାତ୍ର ଜନତା ସଭାପତି ଦେବୀରଂଜନ ତ୍ରିପାଠୀଙ୍କ ଅନୁରୋଧକୁ ରକ୍ଷା କରି …
Read More »ଛତାବଟ ବାଳିକା ଉଚ୍ଚ ବିଦ୍ୟାଳୟ ଡେରାବିଶି ଉଚ୍ଚ ବିଦ୍ୟାଳୟରେ ମିଶ୍ରଣ ପ୍ରତିବାଦରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ
କେନ୍ଦ୍ରାପଡା, ୧୩/୦୧/୨୦୨୧ (ଓଡ଼ିଶା ସମାଚାର)- ଛତାବଟ ବାଳିକା ଉଚ୍ଚ ବିଦ୍ୟାଳୟର ଅଭିଭାବକ ଓ ସ୍ଥାନୀୟ ଗ୍ରାମବାସୀମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ଦୀର୍ଘ ୩୯ବର୍ଷ ତଳେ ଅକ୍ଳାନ୍ତ ପରିଶ୍ରମ କରି ଏହି ବାଳିକା ବିଦ୍ୟାଳୟକୁ ପ୍ରତିଷ୍ଠା କରିଥିଲେ । ଏହି ବିଦ୍ୟାଳୟରେ ସ୍ଥାନୀୟ ଅଚଂଳର ୧୨ଟି ଗ୍ରାମର ବାଳିକାମାନେ ଶିକ୍ଷାଲାଭ କରୁଥିଲେ । ଏହି ବିଦ୍ୟାଳୟରୁ ଅଷ୍ଟମ ଶ୍ରେଣୀ ଉଠିଯିବା ପରେ ଛାତ୍ରୀସଂଖ୍ୟା କମିଯିବାର ଆଶଙ୍କା କରି ଅଭିଭାବକ ଓ ଗ୍ରାମବାସୀମାନେ ସେହି ବିଦ୍ୟାଳୟକୁ ଏକ ସହଶିକ୍ଷା କେନ୍ଦ୍ରରେ ପରିଣତ …
Read More »ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫି ଛାଡକଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୨/୦୧/୨୦୨୧ (ଓଡ଼ିଶା ସମାଚାର)- ଛାତ୍ର ସମାଜର ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ହେବାକୁ ଥିବା ମାଟ୍ରିକ ପରୀକ୍ଷା ନିମନ୍ତେ ପିଲାମାନଙ୍କ ପରୀକ୍ଷା ଫି ଛାଡ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଧେଶ ଦେଇଛନ୍ତି । ଏହାଦ୍ୱାରା ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ । ଏ ବାବଦରେ ରାଜ୍ୟ ସରକାର ୨୭ କୋଟି ଟଙ୍କା ବ୍ୟୟଭାର ବହନ କରିବେ । ସୂଚନାଯୋଗ୍ୟ ଯେ ପ୍ରତି ପିଲାଙ୍କୁ ମାଟ୍ରିକ ପରୀକ୍ଷା ନିମନ୍ତେ …
Read More »