Sunday , January 29 2023
Breaking News
Home / ଶିକ୍ଷା (page 110)

ଶିକ୍ଷା

ସାଲେପୁର ଶିକ୍ଷାଜିଲ୍ଲା ପକ୍ଷରୁ ଗୁରୁପ୍ରତିଭା ସମ୍ମାନ, ଗୁରୁମାନଙ୍କ ଅବଦାନ ସବୁ କ୍ଷେତ୍ରରେ ଅତୁଳନୀୟ-ବିଧାୟକ

ସାଲେପୁର,୦୬/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ସାଲେପୁର ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧୁସ୍ମୃତି ଭବନଠାରେ ପବିତ୍ର ଗୁରୁଦିବସ ଅବସରରେ ଗୁରୁପ୍ରତିଭା ସମ୍ମାନ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ଅତିରିକ୍ତ ଶିକ୍ଷାଜିଲ୍ଲା ଅଧିକାରୀ ରଜନୀକାନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗୁରୁପ୍ରତିଭା ସମ୍ମାନ ଉତ୍ସବରେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଗୁରୁମାନଙ୍କ ବିନା ଶିଷ୍ୟର କୌଣସି ମୂଲ୍ୟ ନାହିଁ । ଗୁରୁଙ୍କ ଅବଦାନ ସବୁ କ୍ଷେତ୍ରରେ ଅତୁଳନୀୟ ବୋଲି ସେ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଲେପୁର …

Read More »

ସାଲେପୁରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଗୁରୁପୂଜନ ଉତ୍ସବ ଅନୁଷ୍ଠିତ

ସାଲେପୁର,୦୬/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ସାଲେପୁର ଅଂଚଳର ବିିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁଦିବସ ଓ ସମ୍ବର୍ଦ୍ଧନାସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସାଲେପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଡଃ ତରୁଲତା ଦେବୀଙ୍କ ସଭାପତିତ୍ୱରେ ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଶଙ୍କର୍ଷଣ ପାଣିଗ୍ରାହୀ  କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ବରିଷ୍ଠ ଆଚାର୍ଯ୍ୟ ତଥା ଦିବା ପର୍ଯ୍ୟାୟ ପ୍ରମୁଖ ସଂଗ୍ରାମ କେଶରୀ ସାହୁ ଗୁରୁ ଦିବସର ତାପôର୍ଯ୍ୟ ସଂପର୍କରେ କହିଥିଲେ । ଏହି ଅବସରରେ ସଭାପତି  ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟା ସବିତା …

Read More »

କେନ୍ଦ୍ରାପଡା କଲେଜ ସାମାଜିକ ବିଜ୍ଞାନ ବିଭାଗରେ ଗୁରୁପୂଜନ

କେନ୍ଦ୍ରାପଡା ୦୫/୦୯/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମାଜବିଜ୍ଞାନ ବିଭାଗରେ ପବିତ୍ର ଗୁରୁଦିବସ ଉପଲକ୍ଷେ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସମାଜବିଜ୍ଞାନ ବିଭାଗ ସେମିନାର ହଲରେ ଅନୁଷ୍ଠିତ ଗୁରୁପୂଜନ ଉସôବରେ ବିଭାଗୀୟ ମୁଖ୍ୟ ତଥା କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଯୋଗଦେଇ ଆମର ଐତିହ୍ୟ, ପରମ୍ପରା ଓ ସଂସ୍କୃତିରେ ଗୁରୁପୂଜନ ଏକ ଶ୍ରେଷ୍ଠ  ପରମ୍ପରା  ବୋଲି ମତବ୍ୟକ୍ତ କରି ଗୁରୁପୂଜନ ଦ୍ୱାରା ଛାତ୍ରଛାତ୍ରୀମାନଙ୍କର  କିଭଳି  ଉତରୋତର ଉନ୍ନତି ସାଧିତ ହୋଇଥାଏ ସେ ସମ୍ପର୍କରେ ବକ୍ତବ୍ୟ …

Read More »

ସଂକ୍ଷେପରେ ତାଜା ଖବର : ଶୁକ୍ରବାର ଗଂଜାମ ଜିଲାର ସ୍କୁଲ ଓ ଅଙ୍ଗନୱାଡ଼ି ବନ୍ଦ ରହିବ

ଗଂଜାମ,୦୫/୦୯/୨୦୧୯(ଓଡ଼ିଶା ସମାଚାର)- ଶୁକ୍ରବାର ଗଂଜାମ ଜିଲାର ସ୍କୁଲ ଓ ଅଙ୍ଗନୱାଡ଼ି ବନ୍ଦ ରହିବ । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜିଲାପାଳ ଜିଲାର ସମସ୍ତ ସ୍କୁଲ ଓ ଅଙ୍ଗନୱାଡ଼ି କୁ ଛୁଟି ଘୋଷଣା କରିଛନ୍ତି । କିନ୍ତୁ ଶିକ୍ଷକମାନେ ଉପସ୍ଥିତ ରହିବେ । ସ୍କୁଲ ଗୁଡ଼ିକୁ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରାଯିବ । ଓଡ଼ିଶା ସମାଚାର

Read More »

ଜାଗୁଳାଇ ବିଦ୍ୟାପୀଠରେ ‘ମୋ ସ୍କୁଲ ଅଭିଯାନ’ ପକ୍ଷରୁ ଗୁରୁପୂଜନ ଅନୁଷ୍ଠିତ

କେନ୍ଦ୍ରାପଡା ୦୫/୦୯/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ପଂଚାୟତର ତରାପୁରସ୍ଥିତ ଜାଗୁଳାଇ ବିଦ୍ୟାପୀଠ ‘ମୋ ସ୍କୁଲ ଅଭିଯାନ’ ପକ୍ଷରୁ  ଗୁରୁଦିବସ ଅବସରରେ ଗୁରୁପୂଜନ ଅନୁଷ୍ଠିତ ହୋଇଯାଇଛି ।  ଏହି ଉପଲକ୍ଷେ ଜାଗୁଳାଇ ବିଦ୍ୟାପୀଠ ପରିସରରେ ‘ମୋ ସ୍କୁଲ ଅଭିଯାନ’ର ସଭାପତି ରାଜେଶ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ଉସôବରେ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ଡଃ.ବାସୁଦେବ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୁରୁଦିବସର ସଂସ୍କୃତି ବହୁ ପୁରାତନ ସଂସ୍କୃତି, ଶିକ୍ଷାକୁ ସାର୍ବଜନୀନ କରାଯିବା,ଅଜ୍ଞତା ଲୋପ କରିବା ଏବଂ ନୀରକ୍ଷରତାର ବ୍ୟାଧିକୁ  ସମାଜରୁ …

Read More »

ଲାଲବାହାଦୂର ନୋଡାଲ ଉଚ୍ଚଶିକ୍ଷାଶ୍ରମରେ “ମୋ ସ୍କୁଲ ଅଭିଯାନ”ପକ୍ଷରୁ  ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡା ୦୫/୦୯/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଂଚାୟତର ମେହେନ୍ଦିପୁରସ୍ଥିତ ଲାଲବାହାଦୂର ନୋଡାଲ ଉଚ୍ଚ ଶିକ୍ଷାଶ୍ରମରେ “ମୋ ସ୍କୁଲ ଅଭିଯାନ”ଆନୁକୁଲ୍ୟରେ ତଥା ଗୁରୁଦିବସ ଅବସରରେ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କୁ ପୂଜା କରାଯିବା ସହିତ ସମ୍ବର୍ଦ୍ଧିତ କରାଯାଇଛି । ଏହି ଉପଲକ୍ଷେ ମୋ ସ୍କୁଲ ଅଭିଯାନର ସଭାପତି ଶାରଦା ପ୍ରସନ୍ନ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉସôବରେ ପୂର୍ବତନ ପ୍ରଧାନ ଶିକ୍ଷକ ଦିବାକର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୁରୁଦିବସ ପାଳନର ତାପôର୍ଯ୍ୟ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଦିଗଦର୍ଶନ ଦେଇଥିଲେ ।  ଏହି ଅବସରରେ ପ୍ରାକ୍ତନ ପ୍ରଧାନ …

Read More »

ଆନନ୍ଦମାର୍ଗ ଜାଗୃତି ସ୍କୁଲ ରେ ଗୋଷ୍ଠି ସଚେତନତା ଦିବସ ଓ ଗୁରୁ ଦିବସ ପାଳିତ

ତାରପୁର, ୦୫/୦୯/୨୦୧୯(ଓଡ଼ିଶା ସମାଚାର)- ଗୁରୁବାର ଦିନ ଉତରକୂଳସ୍ଥିତ ଆନନ୍ଦମାର୍ଗ ଜାଗୃତି ସ୍କୁଲ ପକ୍ଷରୁ ସ୍ୱଛତା ପକ୍ଷ ପାଳନର ପଂଚମ ଦିବସରେ ଗୋଷ୍ଠି ସଚେତନତା ଦିବସ ପାଳିତ ହୋଇ ଯାଇଛି । ବିଦ୍ୟାଳୟର ପ୍ରାୟ ୩୦୦ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଦିନ ୧୧ ଟା ବେଳେ ନିକଟସ୍ଥ ମୁଗୁରିଆ ଓ ଉତରକୂଳ ଗ୍ରାମକୁ ସ୍ୱଛତା ସମ୍ବନ୍ଧୀୟ ଜନ ସଚେତନତା ପାଇଁ ଏକ ଶୋଭାଯାତ୍ରାରେ ବାହାରି ସ୍ୱଛ ଭାରତ ସମ୍ବନ୍ଦିୟ ସ୍ଲୋଗାନ ଦେଇଥିଲେ । ବିଦ୍ୟାଳୟର ଛାତ୍ରୀ ଶୁଭସ୍ମିତା ମଲିକ ଓ ଛାତ୍ର ଅସିମ …

Read More »

ଗୋପୀନାଥପୁର ପ୍ରାଥମିକ ବିଦ୍ୟାଳୟରୁ ଦୁର୍ବୃତମଧ୍ୟାହ୍ନ ଭୋଜନ ଚାଉଳ ଚୋରାଇ ନେଲେ

ନିଶ୍ଚିନ୍ତକୋଇଲି,୦୪/୦୯/୨୦୧୯(ଓଡ଼ିଶା ସମାଚାର)-ଓଡ଼ିଶା ସମାଚାର/ଅଭୟ ଜେନା): ନିଶ୍ଚିନ୍ତକୋଇଲି ବ୍ଳକ୍ ଅନ୍ତର୍ଗତ ଜନାର୍ଦ୍ଧନପୁର ପଂଚାୟତର ଗୋପୀନାଥପୁର ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଦୁର୍ବୃତମାନେ ୪ବସ୍ତା (୨ କ୍ୱିଂଟାଲ) ମଧ୍ୟାହ୍ନ ଭୋଜନ ଚାଉଳ ଚୋରାଇ ନେଇଥିବା ଜଣାପଡ଼ିଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୃଷ୍ଟିଧର କରଙ୍କ ବୟାନ ଅନୁଯାୟୀ ଗତ ମଙ୍ଗଳବାର ରାତିରେ ଦୁବୃତମାନେ ୪ଟି କୋଠରୀର ତାଲାଭାଙ୍ଗି ଦେବା ସେଙ୍ଗ ସେଙ୍ଗ ଷ୍ଟୋର ଘରେ ଥିବା ଚାଉଳକୁ ଚୋରାଇ ନେଇଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ, ଏହାକୁ ମିଶାଇ ୩ଥର ଏପରି ଚୋରୀ ହୋଇଛି । ପ୍ରତିଥର …

Read More »

ପାରିଶ୍ରମିକ ନବଢାଇ କାମ କରାଇବା ପ୍ରତିବାଦରେ ପାଚିକାମାନଙ୍କ ବିକ୍ଷୋଭ ସମାବେଶ

କେନ୍ଦ୍ରାପଡା ୦୪/୦୯/୨୦୧୯(ଓଡ଼ିଶା ସମାଚାର)-ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଙ୍ଘର କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ତୁରନ୍ତ ପାଚିକାମାନଙ୍କୁ ସ୍କୁଲ ଓ ଅଗଣାସଫା ପାଇଁ ଆଦେଶ ବନ୍ଦ କରିବା,ଦରମା ମାସକୁ ମାତ୍ର ଚଉଦଶହ ଟଙ୍କା ବୃଦ୍ଧି କରିବା,ବର୍ଷକୁ ଦଶମାସ ବଦଳରେ ୧୨ମାସର ପାରିଶ୍ରମିକ ପ୍ରଦାନ,ଛଟେଇ ହୋଇଥିବା ପାଚିକାଙ୍କୁ ତୁରନ୍ତ ନିଯୁକ୍ତି ପ୍ରଦାନ,ପାଚିକାଙ୍କୁ ଛଟେଇ କଲେ ପେନସନ ପ୍ରଦାନ,ଦେହ ଖରାପ ହେଲେ ଛୁଟି ପ୍ରଦାନ,ମଧ୍ୟାହ୍ନ ଭୋଜନର ମୂଲ୍ୟ ବଢାଇବା,ସମସ୍ତ ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟରେ ପରିଣତ କରିବା,ମଧ୍ୟାହ୍ନ ଭୋଜନର ଘରୋଇକରଣ ବନ୍ଦ କରିବା ପ୍ରଭୃତି ୧୨ଦଫା …

Read More »

ଗୁରୁ ଦିବସରେ ସମ୍ମାନିତହେବେ ୧୭ ଶିକ୍ଷା ସାଧକ

କଟକ, ୦୩/୦୯/୨୦୧୯(ଓଡ଼ିଶା ସମାଚାର)-୍:ଆସନ୍ତା ଗୁରୁ ଦିବସ ଅବସରରେ ସାମାଜିକ ଅନୁଷ୍ଠାନ ଉକ୍ରଳ ବିଦ୍ୟାଗୌରବ ପରିଷଦ ପକ୍ଷରୁ ଚଳିତ ବର୍ଷ ୧୭ଜଣ ମହାନ ଶିକ୍ଷା ସାଧକଙ୍କୁ ସମ୍ମାନିତ କରାଯିବ । ସ୍ଥାନୀୟ ଗୌରୀଶଙ୍କର ଟାଉନ ହଲଠାରେ ସଂଧ୍ୟା ୬ଟାରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଆଲୋଚନାଚକ୍ର ସହ ଗୁରୁମାନଙ୍କୁ ସମ୍ବର୍ଦ୍ଧନା କରାଯିବାର କାର୍ଯ୍ୟକ୍ରମ ରହିଥିବା ସାଧାରଣ ସମ୍ପାଦକ ଅଶୋକ କୁମାର ପଣ୍ଡା ସୂଚନା ଦେଇଛନ୍ତି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଫକିରୁଦ୍ଦିନ ଅହମ୍ମଦ, ଓଡ଼ିଆ ବିଭାଗ ପ୍ରଫେସର ଡ. ବାବାଜୀ …

Read More »