Thursday , June 30 2022
Breaking News
Home / ବ୍ୟବସାୟ ବାଣିଜ୍ୟ (page 8)

ବ୍ୟବସାୟ ବାଣିଜ୍ୟ

ସମୀର ଟିଭିଏସରେ ନୂଆ ଟିଭିଏସ ରେଡର

କେନ୍ଦ୍ରାପଡ଼ା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ଅଗ୍ରଣୀ ଦୁଇ ଚକିଆ ଗାଡିର ବିକ୍ରେତା “ସମୀର ଟିଭିଏସ” ପକ୍ଷରୁ ଏକ ନୂତନ ମଟରସାଇକେଲ ‘ଟିଭିଏସ ରେଡର’ ଅନାବରଣ କରାଯିବା ସହିତ ବଜାର ପ୍ରବେଶ କରାଯାଇଛି । ୧୨୫ସିସି ଇଞ୍ଜିନ ବିଶିଷ୍ଟ ଏହି ଗାଡିରେ ଅତ୍ୟାଧୁନିକ ଭାଲଭ ଟେକ୍ନୋଲୋଜି, ଜି.ପି.ଆର.ଏସ. ବ୍ୟବସ୍ଥା ସହ  ମୋବାଇଲ ସଂଯୋଗ ମଧ୍ୟ ଉପଲବ୍ଧ ରହିଛି । ଯୁବବର୍ଗଙ୍କୁ ସୁହାଇଲା ଭଳି ସମ୍ପୂର୍ଣ୍ଣ ଏରୋ ଡାଇନାମିକ ଚେହେରା, ଅଧିକ ମାଇଲେଜ …

Read More »

ପାରାଦୀପରେ ଓରଟେଲ୍ ସେବା ବିପର୍ଯ୍ୟସ୍ତ-  ମାସିକ ଟଙ୍କା ଦେଇବି ପାଉନାହାନ୍ତି ଉଚିତ୍ ସେବା   

ପାରାଦୀପ ୧୩/୧୦/୨୦୨୧(ଓଡ଼ିଶା ସମାଚାର)- ଓଡିଶାର ବିଭିନ୍ନ ସହରରେ କେବୁଲ୍ ସେବା ଯୋଗାଉଥିବା ଓରଟେଲ୍ କମୁନିକେସନ୍ ପାରାଦୀପ ସହରରେ ସେବା ଯୋଗାଇ ଦେବାରେ ସଂପୂର୍ଣ୍ଣ ବିଫଳ । ଗ୍ରାହକମାନେ ପ୍ରତ୍ୟେକ ମାସରେ ଓରଟେଲ୍ ର ମାସିକ ପାଉଣା ଦେଉଥିବା ବେଳେ ଓରଟେଲ୍ କେବଳ ଫ୍ରି ଚ୍ୟାନେଲ୍ ଗୁଡିକ ଦେଖାଇ ପଇସା ଅସୁଲ କରିବାରେ ବ୍ୟସ୍ତ । ପାରାଦୀପ ବନ୍ଦର କର୍ମଚାରୀ ତଥା ସହରବାସୀଙ୍କୁ ଭଲ କେବୁଲ୍ ସେବା ଦେବା ପାଇଁ ପାରଦୀପ …

Read More »

ଇଫକୋର ଅଧ୍ୟକ୍ଷଙ୍କ ଅକାଳ ବିୟୋଗରେ ସ୍ମୃତି ସଭା

ପାରାଦୀପ,୧୩/୧୦/୨୦୨୧(ଓଡ଼ିଶା ସମାଚାର)- ଇଫକୋ ସାରକାରଖାନାର ସର୍ବଭାରତୀୟ ଅଧ୍ୟକ୍ଷ ସର୍ଦ୍ଧାର ବଲବିନ୍ଦର ସିଂ ନକାଇଙ୍କର ଅକାଳ ବିୟୋଗ ଘଟିଛି । ୮୬ ବର୍ଷୀୟ ସ୍ୱର୍ଗତ ନକାଇ ୨୦୧୪ ମସିହାରେ ଇଫକୋର ଅଧ୍ୟକ୍ଷ ପଦ ଗ୍ରହଣ କରିଥିଲେ । ଭାରତର ସର୍ବଶ୍ରେଷ୍ଠ ସମବାୟବିତ୍ ଭାବେ ପରିଚିତ ସ୍ୱର୍ଗତ ନକାଇ ମୃତ୍ୟୁ ପର୍ଯ୍ୟନ୍ତ ଇଫକୋର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ସୋମବାର ଦିନ ରାତିରେ ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ …

Read More »

କଳିଙ୍ଗ ଏନଭିରୋନମେଂଟ ଏକି୍ସଲେନ୍ସ ଆଓାର୍ଡ ଫାଇଭ୍ ଷ୍ଟାର ସମ୍ମାନ ହାସଲ କଲା ଇଫକୋ

ପାରାଦୀପ,୦୯/୧୦/୨୦୨୧(ଓଡ଼ିଶା ସମାଚାର)-  ପାରାଦୀପର ଇଫକୋ ସାରକାରଖାନା ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ୨୦୨୦ବର୍ଷ ପାଇଁ କଳିଙ୍ଗ ଏନଭିରୋନମେ ଏକି୍ସଲେନ୍ସ ଆଓାର୍ଡ ଫାଇଭ୍ ଷ୍ଟାର ସମ୍ମାନ ହାସଲ କରିଛି । ଇନଷ୍ଟିଚ୍ୟୁଟ୍ ଅଫ କ୍ୱାଲିଟି ଆଣ୍ଡ ଏନଭିରୋନ୍ ମେଂଟ ମ୍ୟାନେଜମେଂଟ ସର୍ଭିସେସ୍ ପକ୍ଷରୁ ଶନିବାର ଦିନ ଆୟୋଜିତ ସମାରୋହରେ ଓଡିଶା ବିଧାନସଭାର ମାନ୍ୟବର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହି ପୁରସ୍କାର ପ୍ରଦାନ …

Read More »

ପାରାଦୀପ ବନ୍ଦରର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ପି.ଏଲ.ହାରନାଦ

ପାରାଦୀପ ୦୭/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ବନ୍ଦରର ନୂତନ ଅଧ୍ୟକ୍ଷ ଭାବେ ଗୁରୁବାର ଦିନ ଦାୟିତ୍ୱ ନେଇଛନ୍ତି ପୋଲାମରାଜୁ ଲକ୍ଷ୍ମୀ ହାରନାଦ । ୧୯୯୪ ବ୍ୟାଚ୍ ର ଆଇ.ଆର୍.ଟି.ଏସ୍. ଅଫିସର ଶ୍ରୀ ହାରନାଦ ନୂଆଦିଲ୍ଲୀ ର ଇଣ୍ଡିଆନ୍ ଏଗ୍ରିକଲଚର ରିସର୍ଚ୍ଚ ଇନ୍ଷ୍ଟିଚୁୟୁଟ୍ ରୁ ଏମ୍.ଏସ.ସି ଓ ପି.ଏଚ୍.ଡି କରିଛନ୍ତି । ଦୀର୍ଘ ୨୭ବର୍ଷ ଧରି ଚାକିରୀ ଜୀବନରୁ ୨୨ ବର୍ଷ ଭାରତୀୟ ରେଳବାଇରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଛନ୍ତି । …

Read More »

ପାରାଦୀପରେ ଏମ୍ପାୟାର୍ସ ପକ୍ଷରୁ ବେଙ୍ଗଲି ଫୁଡ୍ ଫେଷ୍ଟିଭାଲ

ପାରାଦୀପ ୦୭/୧୦/୨୦୨୧(ଓଡ଼ିଶା ସମାଚାର)- କୋଭିଡ୍ କଟକଣା କୋହଳ ହେବା ପରେ ପାରାଦୀପ ର ଏମ୍ପାୟାର୍ସ ହୋଟେଲ୍ ପକ୍ଷରୁ ସୋନାର ବାଙ୍ଗଲା ବେଙ୍ଗଲି ଫୁଡ୍ ଫେଷ୍ଟିଭାଲ ଆୟୋଜିତ ହେବାକୁ ଯାଉଛି । ଏହି ପରୀପ୍ରେକ୍ଷୀ ରେ ଗୁରୁବାର ଦିନ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ରେ ହୋଟେଲ୍ ର ଜେନେରାଲ ମ୍ୟାନେଜର ସଂଜୟ ଅରୁଣ ମିଶ୍ର ସୂଚନା ଦେଇ କହଥିଲେ ଯେ, ଏମ୍ପାୟାର୍ସ ହୋଟେଲ ପରିସର ରେ ଅକ୍ଟୋବର ୮ ରୁ …

Read More »

ଅତ୍ୟାଧୁନିକ ଖଣିଜ ପ୍ରୟୋଗଶାଳା ଉଦଘାଟିତ

ଭୁବନେଶ୍ୱର,୦୫/୧୦/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟରେ ଉପଲବ୍ଧ ସମସ୍ତ ଖଣିଜ ପଦାର୍ଥର ପୁଙ୍ଖାନୁପୁଙ୍ଖ ସର୍ବେକ୍ଷଣ ଓ ତତ୍ସଲଗ୍ନ ନିଲାମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱରସ୍ଥିତ ଭୂତତ୍ୱ ନିର୍ଦ୍ଧେଶାଳୟରେ ପ୍ରତିଷ୍ଠା ହୋଇଥିବା ଏକ ଅତ୍ୟାଧୁନିକ ଓ ବୈଷୟିକ ଏକ୍ସ.ଆର୍.ଡି ଏବଂ ଏକ୍ସ.ଆର୍.ଏଫ୍ ପ୍ରୟୋଗଶାଳାକୁ ଇସ୍ପାତ ଓ ଖଣି, ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଉଦଘାଟନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ …

Read More »

ଅଗ୍ନି ବିପନ୍ନ ଓ ଦୂର୍ଘଟଣା ରେ ମୃତ ପରିବାର କୁ ଇଫକୋ ର ସହାୟତା

ପାରାଦୀପ ୩୦/୦୯/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ର ଗୋପାଳପୁର ପଂଚାୟତ ର ବିଜିପୁର ଗ୍ରାମ ର ମଂଜୁଲତା ପୃଷ୍ଟି ଙ୍କ ଘର କାନ୍ଥ ପଡି ଉଭୟେ ସ୍ୱାମୀ ସ୍ତ୍ରୀ ଙ୍କର ମୃତ୍ୟୁ ଘଟିଥିବା ବେଳେ ଚିକିଣିଆ ପଂଚାୟତ ର କଳାଧାରୀ ଗ୍ରାମ ର ରୁନିଲତା ଲେଙ୍କା ଙ୍କ ଘର ଅଗ୍ନିକାଣ୍ଡ ଘଟି ନଷ୍ଟ ହୋଇଯାଇଥିଲା । ଏ ଘଟଣା ସଂପର୍କ ରେ ଜଗତସିଂହପୁର ସାଂସଦ ଡା.ରାଜଶ୍ରୀ ମଲ୍ଲିକ ପାରାଦୀପ ଇଫକୋ …

Read More »

ପାରାଦୀପ ବନ୍ଦର ର ନୂଆ ହେବେ ଅଧ୍ୟକ୍ଷ ପି.ଏଲ୍.ହରାନାଧ

ପାରାଦୀପ ୨୮/୦୯/୨୦୨୧(ଓଡ଼ିଶା ସମାଚାର)-ଦୀର୍ଘ ନଅ ମାସ ରୁ ଉର୍ଦ୍ଧ ସମୟ ହେବ ଖାଲି ଥିବା ପାରାଦୀପ ବନ୍ଦର ର ଅଧ୍ୟକ୍ଷ ପଦ ପୂରଣ ହେବା ନେଇ କେନ୍ଦ୍ର ସରକାର ଙ୍କ ପକ୍ଷରୁ ଘୋଷଣା କରାଯାଇଛି । ପୋଲାମରାଜୁ ଲକ୍ଷ୍ମୀ ହରାନାଧ ( ଆଇ.ଆର୍.ଟି.ଏସ୍.)ଙ୍କ ନାମ କୁ ନିଯୁକ୍ତି ସଂର୍ପକିତ କ୍ୟାବିନେଟ୍ କମିଟି ମୋହର ମାରିଛି । ଏ ସଂପର୍କ ରେ ଭାରତ ସରକାର ଙ୍କ ଉପସଚୀବ ନିଧି ଶ୍ରୀବାସ୍ତବ ଙ୍କ …

Read More »

ପାରାଦୀପ ଇଫକୋ ରେ ଜାତୀୟ ସମବାୟ ସମ୍ମିଳନୀ

ପାରାଦୀପ ୨୫/୦୯/୨୦୨୧(ଓଡ଼ିଶା ସମାଚାର)- ପ୍ରଧାନମନ୍ତ୍ରୀ ଙ୍କ ସାହକର ସେ ସମ୍ରିଦ୍ଧି ଅଭିଯାନ ଅନ୍ତର୍ଗତ ଭାରତ ର ପ୍ରଥମ ଜାତୀୟ ସମବାୟ ସମ୍ମିଳନୀ ନୂଆଦିଲ୍ଲୀ ଠାରେ ଉଦଘାଟିତ ହୋଇଯାଇଛି । କେନ୍ଦ୍ର ଗୃହ ସମବାୟ ମନ୍ତ୍ରୀ ଅମିତ ଶାହା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଓ ବକ୍ତା ଭାବେ  ଯୋଗ ଦେଇ ସମ୍ମିଳନୀ କୁ ଉଦ୍ଘାଟନ କରି ସାହକର ସେ ସମ୍ରିଦ୍ଧି ଅଭିଯାନ ସମ୍ପର୍କ ରେ ମତାମତ ଉପସ୍ଥାପନ ଥିଲେ …

Read More »