Wednesday , February 8 2023
Breaking News
Home / ବ୍ୟବସାୟ ବାଣିଜ୍ୟ (page 7)

ବ୍ୟବସାୟ ବାଣିଜ୍ୟ

ପିଠା ଯୋଜନା ରେ ବିଦ୍ୟୁତ ସଂଯୋଗ ନେଇଥିବା ଗ୍ରାହକ ମାନଙ୍କ ପାଇଁ ଆଣିଲା ଦୂର୍ଭାଗ୍ୟ

ଖବର ପ୍ରକାଶ ପରେ ସୌଭାଗ୍ୟ ଯୋଜନା ଇଏମଆଇ ବଦଳରେ ବକେୟା ଦର୍ଶାଇଲା କମ୍ପାନୀ ଗରଦପୁର, ୧୩/୦୨/୨୦୨୨ (ଓଡ଼ିଶା ସମାଚାର)- ସରକାରୀ ଯୋଜନା ଚାଲୁଛି କିପରି ତାହା ଏବେ ପଦାକୁ ଆସିଛି । ଗତ ସାଧାରଣ ନିର୍ବାଚନ ପୂର୍ବରୁ ସରକାର ଭୋଟ ହାତେଇବା ପାଇଁ ପିଠା ଯୋଜନା ରେ ଅନେକ ବିଦ୍ୟୁତ ସଂଯୋଗ ଦେଇଥିଲେ । ଏହି ଯୋଜନାରେ କୌଣସି କାଗଜ ପତ୍ର କିମ୍ବା ଟଙ୍କା ଦାଖଲ କରିବାକୁ ପଡ଼ିବ ନାହିଁ , କେବଳ ଆଧାର କାର୍ଡ଼ ର ନକଲ ଦାଖଲ କଲେ ବିଦ୍ୟୁତ ସଂଯୋଗ …

Read More »

ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଦୁର୍ଘଟଣା : ଜଣେ ମୃତ, ଜଣେ ଗୁରୁତର ଆହତ

ରାଉରକେଲା୩୦/୧/୨୦୨୨ (ଓଡ଼ିଶା ସମାଚାର)- ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଦୁର୍ଘଟଣା । ସିପିପି ୱାନରେ ପ୍ଲେଟ୍ ଖସି ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବୋଳେ ଅନ୍ୟଜଣେ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ମୃତ ଓ ଆହତ ଦୁଇଜଣ କର୍ମଚାରୀ ଷ୍ଟିଲ୍ ପ୍ଲାଣ୍ଟର ଠିକା କର୍ମଚାରୀ । ଗୁରୁତର ଆହତ କର୍ମଚାରୀଙ୍କୁ ଆଇଜିଏଚ ରେ ଭର୍ତ୍ତି କରାଯାଇଛି । ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଚଳାଇଛି । ଏନେଇ ଷ୍ଟିଲ ପ୍ଲାଣ୍ଟର କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ଓଡ଼ିଶା ସମାଚାର

Read More »

ଓଡିଶା ଗ୍ରାମ୍ୟ ବ୍ୟାଙ୍କ ନୂତନ ଶାଖା ଉଦଘାଟିତ

ରଘୁନାଥପୁର, ୨୪/୧/୨୦୨୨ (ଓଡ଼ିଶା ସମାଚାର)-  ରଘୁନାଥପୁର ବ୍ଲକ ଅନ୍ତର୍ଗତ ଛପଡା ପଂଚାୟତର ଜଇପୁର ଛକରେ ଏକ ନୂତନ ଗୃହରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଶାଖାକୁ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଅଧ୍ୟକ୍ଷ ମୋହନ ଏମ୍ ଉଦଘାଟନ କରି ଏହି ବ୍ୟାଙ୍କରେ ଲୋକମାନେ ସେମାନଙ୍କର ଜମା ରଖିବା ସହିତ ବିଭିନ୍ନ ପ୍ରକଳ୍ପ ନିମନ୍ତେ ଋଣ ନେଇ ଠିକ ସମୟରେ ଋଣ ପରିଶୋଧ କରିବାକୁ ପରାମର୍ଶ ଦେଇଥିଲେ । ଏଥିରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଜେନେରାଲ ମ୍ୟାନେଜର ଅବ୍ଦୁଲ ହାଏ ଯୋଗଦେଇ ମହିଳା ଗୋଷ୍ଠୀ ମାନେ ଏହି ବ୍ୟାଙ୍କରୁ …

Read More »

ସମୀର ମୋଟର୍ସରେ ସ୍ୱେଛାକୃତ ରକ୍ତଦାନ ଶିବିର

 କେନ୍ଦ୍ରାପଡ଼ା, ୨୪/୧/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ କେଶପୁର ବଜାରସ୍ଥିତ ସମୀର ମୋଟର୍ସ ପକ୍ଷରୁ ନେତାଜୀ ଜୟନ୍ତୀ ଅବସରରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ୮୬ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଏହି ଅବସରରେ ସମୀର ମୋଟର୍ସ କାର୍ଯ୍ୟାଳୟ ପରିସରରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ “ଦେଶ ସ୍ୱାଧୀନତାରେ ଆଜାଦହିନ୍ଦ ଫୌଜର ଅବଦାନ” ଶୀର୍ଷକ ଏକ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ସ୍ୱର୍ଗତ ସୋମନାଥ ମିଶ୍ରଙ୍କ ସ୍ମୃତିରେ ଅନୁଷ୍ଠିତ ଏହି ପ୍ରତିଯୋଗୀତାରେ ମୋଟ ୨୫ଜଣ …

Read More »

ଉତରକୂଳ ଷ୍ଟେଟବ୍ୟାଙ୍କ ୨୪ ତାରିଖ ପର୍ଯ୍ୟନ୍ତ ସଟ ଡ଼ାଉନ୍

ତାରପୁର,୨୧/୧/୨୦୨୨ (ଓଡ଼ିଶା ସମାଚାର)- ଗ୍ରାମାଂଚଳରେ କରୋନା ତାର କାୟା ବିସ୍ତାର କରି ଚାଲିଛି । ସ୍ଥାନୀୟ ଉତରକୂଳ ଠାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଶାଖାକୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ସଟ ଡ଼ାଉନ୍ କରାଯାଇଛି । ବ୍ୟାଙ୍କର ଏହି ଶାଖାର ଜଣେ କର୍ମଚାରୀ କୋଭିଡ଼-୧୯ ରେ ସଂକ୍ରମିତ ହେବା ସହ ଆଉ ୨ ଜଣ କର୍ମଚାରୀ ସଂକ୍ରମିତ ଥିବା ସନ୍ଦେହ ରେ କରୋନା ଉପରେ ଅଙ୍କୁଶ ଲଗାଇବା ପାଇଁ ବ୍ୟାଙ୍କ କୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । …

Read More »

ଏଫସିଆଇ ଶ୍ରମିକଙ୍କ ଧାରଣା ୧୨ ଦିନରେ ପହଞ୍ଚିଲା:  ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ ନିଷ୍ପତି

କନ୍ଧମାଳ,୧୯/୦୧/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ଏଫସିଆଇର ଶ୍ରମିକ ସଂଗଠନ ପକ୍ଷରୁ ସଭାପତି କେଶବ ଚନ୍ଦ୍ର ଦିଗାଲଙ୍କ ନେତୃତ୍ବରେ ଏଫସିଆଇର ସମ୍ମୁଖରେ ଦିଆଯାଇଥିବା ଧାରଣା ବୁଧବାର  ୧୨ ଦିନରେ ପହଞ୍ଚିଥିଲେ ମଧ୍ୟ ଗରିବ ଖଟି ଖିଆ ମଜୁରିଆଙ୍କ ଦୁଃଖ ବୁଝିବାକୁ କେହି ଆସୁ ନାହାନ୍ତି।ଜିଲ୍ଲା ପ୍ରଶାସନ ନା ନେତା ରାଜ ନେତା ଏପରିକି ସହରର ଜଣା ଶୁଣା ସ୍ବେଚ୍ଛାସେବୀ ସଙ୍ଘ ସମସ୍ତଙ୍କ ଅଣଦେଖା । ଶ୍ରମିକଙ୍କ ଦୁଃଖ ବୁଝିବା କୁ ନିର୍ମିତ ହୋଇଛି ଅନେକ ଶ୍ରମିକ ସଂଘ ସେମାନଙ୍କର ବି ଏପର୍ଯ୍ୟନ୍ତ ପାଦ …

Read More »

ପ୍ରସ୍ତାବିତ ଜେ.ଏସ୍.ଡବ୍ଲ୍ୟୁ. ପ୍ରକଳ୍ପ ଅଂଚଳ ବୁଲିଲେ ବରିଷ୍ଠ ଅଧିକାରୀ

ପାରାଦୀପ,୧୯/୧/୨୦୨୨ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଢିଙ୍କିଆ ଅଂଚଳରେ ପ୍ରସ୍ତାବିତ ଜେ.ଏସ୍.ଡବ୍ଲୂ୍ୟ. ତାର କାରଖାନା ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରୀ ରଖିଛି । ଏହି ଅବସରରେ ମଙ୍ଗଳବାର ଦିନ ପ୍ରକଳ୍ପ ଅଂଚଳରେ ପହଂଚି ସ୍ଥିତି ପରଖିଛନ୍ତି କମ୍ପାନୀର ଓଡିଶା ମୁଖ୍ୟ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ରଂଜନ ନାୟକ । ଶ୍ରୀ ନାୟକଙ୍କ ସହ ପ୍ରକଳ୍ପ ମୁଖ୍ୟ ସୁବ୍ରତ ସାହୁ, ମାନବ ସମ୍ବଳ ଅଧିକାରୀ ଶ୍ରୀଜିତ୍ ମିଶ୍ର ସ୍ଥାନୀୟ ଅଂଚଳର ଲୋକମାନଙ୍କ ସହିତ ଆଲୋଚନା କରିଛନ୍ତି । ଏହି ପ୍ରତିନିଧି ଦଳ …

Read More »

ଜେ ଏସ ଡ ବ୍ଲୁ ବୀରୋଧି ଆନ୍ଦୋଳନର ସ୍ବର ନରମିଲା, ସଂଯୁକ୍ତ କିଶାନ ମୋର୍ଚ୍ଚା ପ୍ରତିନିଧି ଦଳ ସହିତ ପ୍ରଶାସନର ଆଲୋଚନା

ପାରାଦୀପ, ୬/୧/୨୦୨୨ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲାର ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ ନୂଆଗାଁ ଓ ଗଡ଼କୁଜଙ୍ଗ ପଞ୍ଚାୟତରେ ହେବାକୁ ଥିବା ଜେ ଏସ ଡ ବ୍ଲୁ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଜାରି ରହିଛି। ଗୋଟିଏ ପଟେ ଢ଼ିଙ୍କିଆ ପଞ୍ଚାୟତର ଗୋବିନ୍ଦପୁର, ପାଟଣା,ମାହାଳ ଓ ପରେ ଢ଼ିଙ୍କିଆ ଗାଁରେ ପାନବରଜ ମାପଚୁପ କରାଯିବା ସହିତ ଭଙ୍ଗା କାର୍ଯ୍ୟ ଜାରି ରହିଛି। ସେହି ସମୟରେ କେବଳ ଢ଼ିଙ୍କିଆ ଗାଁରେ କିଛି ଲୋକ ପ୍ରକଳ୍ପକୁ ବୀରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି। କିନ୍ତୁ ବିଶେଷ କରି …

Read More »

ଜେ ଏସ ଡ ବ୍ଲୁ ପ୍ରକଳ୍ପ ପାଇଁ  ଢ଼ିଙ୍କିଆ ଗାଁରେ ପରିବର୍ତ୍ତନର ଧାରା, ବହୁ ପରିବାର  ଦେଲେ ପାନବରଜ

ପାରାଦୀପ, ୫/୧/୨୦୨୨ (ଓଡ଼ିଶା ସମାଚାର)-ଜେ ଏସ ଡ ବ୍ଲୁ ପ୍ରକଳ୍ପ ପାଇଁ ଏବେ ଏକ ଭିନ୍ନ ବାତାବରଣ ସୃଷ୍ଟି ହେବାରେ ଲାଗିଛି।  ଦୀର୍ଘ ବର୍ଷ ଧରି ଏରସମା ତହସିଲ ଅଧିନରେ ଥିବା ଢ଼ିଙ୍କିଆ ପଞ୍ଚାୟତ ଶିଳ୍ପ ବିରୁଦ୍ଧରେ ଆନ୍ଦୋଳନରେ  ଧୀରେ ଧୀରେ ଶିଥିଳ ହେବାରେ ଲାଗିଛି। ବିଗତ ଦିନରେ ଯାହା ସ୍ଥିତି ରହିଥିଲା ଏଵେ ଗତ କିଛି ଦିନ ହେବ ଚିତ୍ର ବଦଳିବା ରେ ଲାଗିଛି। ଏହି ଆନ୍ଦୋଳନ କାରୀଙ୍କ ମଧ୍ୟରୁ ଅନେକ ଲୋକ ଶିଳ୍ପ ପ୍ରତିଷ୍ଠା ନେଇ ସହମତି ପ୍ରକାଶ କରୁଥିବାର ଦେଖିବାକୁ …

Read More »

ଜେ ଏସ ଡ ବ୍ଲୁ ପ୍ରକଳ୍ପ ବୀରୋଧି ନେତା ଦେବେନ୍ଦ୍ରର ପରିବାର ସମ୍ପର୍କୀୟ ଲୋକେ ଦେଲେ ପାନବରଜ

ପାରାଦୀପ, ୩/୧/୨୦୨୨ (ଓଡ଼ିଶା ସମାଚାର)-  ଦୀର୍ଘ ବର୍ଷ ଧରି ଏରସମା ତହସିଲ ଅଧିନରେ ଥିବା ଢ଼ିଙ୍କିଆ ପଞ୍ଚାୟତ ଶିଳ୍ପ ବୀରୋଧରେ ଆନ୍ଦୋଳନ କରି ଆସୁଛନ୍ତି। ବିଗତ ଦିନରେ ପୋସ୍କୋ କମ୍ପାନୀକୁ ଅସହଯୋଗ ଓ ଆନ୍ଦୋଳନ କରି ଫେରାଇ ଦେଇଥିବା ଏହି ଅଞ୍ଚଳର ଲୋକମାନେ ଏବେ ବି ଜେ ଏସ ଡ ବ୍ଲୁ ପ୍ରକଳ୍ପ ଵୀରୋଧରେ ଆନ୍ଦୋଳନ କରି ଆସୁଛନ୍ତି। ମାତ୍ର ଗତ କିଛି ଦିନ ହେବ ଏହି ଆନ୍ଦୋଳନ କାଳୀଙ୍କ ଅସଲ ଚେହେରା ଜଣାପଡିବା ସହିତ ଅନେକ ଲୋକ ଶିଳ୍ପ ପ୍ରତିଷ୍ଠା ନେଇ ସହମତି …

Read More »