Monday , October 18 2021
Breaking News
Home / ବ୍ୟବସାୟ ବାଣିଜ୍ୟ (page 5)

ବ୍ୟବସାୟ ବାଣିଜ୍ୟ

ଉଡ଼ାନ୍ ପକ୍ଷରୁ ‘ମେଗା ଭାରତ ସେଲ୍’ ର ଘୋଷଣା : ‘ମେଗା ଭାରତ ସେଲ୍’ ଉଡ଼ାନ ପ୍ଲାଟଫର୍ମରେ ଅଗଷ୍ଟ ୯ ରୁ ଅଗଷ୍ଟ ୧୪ ପର୍ଯ୍ୟନ୍ତ ଜାରି ରହିବ

• ଏହି ସେଲ୍ ଅନ୍ତର୍ଗତ ଖୁଚୁରା ବ୍ୟବସାୟୀ ତଥା କିରାନା ଷ୍ଟୋର ମାନେ ବିଭିନ୍ନ ଖାଦ୍ୟ ଏବଂ ଏଫଏମସିଜି ଉତ୍ପାଦଗୁଡ଼ିକ ଉପରେ ଆକର୍ଷଣୀୟ ପୁରସ୍କାର ଏବଂ ସୁବିଧା ଉପଲବ୍ଧ କରିବା ସହିତ ବିଗ୍ ଡିସକାଂଟ୍. ଫ୍ଲାଶ୍ ସେଲ୍ ଏବଂ ଆସୁ୍ୟରଡ୍ ଇନଷ୍ଟାଂଟ୍ କ୍ୟାସ୍ ଡିସକାଉଂଟ୍ ହାସଲ କରିବେ । • ୧୦୦୦ ରୁ ଅଧିକ ଏସ୍କେୟୁ (ଷ୍ଟକ-କିପିଂ ୟୁନିଟ) ସହାୟତାରେ ଏହି ଜାତୀୟସ୍ତରୀୟ ମେଗା ସେଲ୍ ରେ ଦ୍ୱିତୀୟ ତଥା …

Read More »

   ମହିଳା ସ୍ୱୟଂ ସହାୟକ ଓ ଉତ୍ପାଦକ ଗୋଷ୍ଠୀଙ୍କ ପ୍ରସ୍ତୁତ ହାତ ତିଆରି ରାକ୍ଷୀ ଷ୍ଟଲ ଉଦଘାଟିତ

ଜଗତସିଂହପୁର ୦୫/୦୮/୨୦୨୧(ଓଡ଼ିଶା ସମାଚାର)- ଗୁରୁବାର ପୂର୍ବାହ୍ନରେ ଜଗତସିଂହପୁର ମୁ୍ୟନିସିପାଲିଟି ସମ୍ମୁଖରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଓ ର ମାସ ,ମିଶନ୍ ଶକ୍ତି ଆନୁକୂଲ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ  ଉତ୍ପାଦକ ଗୋଷ୍ଠୀ ମାନଙ୍କ ହାତ ତିଆରି ନିଆରା ରାକ୍ଷୀ ଷ୍ଟଲକୁ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଶୁଭ ଉଦଘାଟନ କରିଛନ୍ତି । ଓରମାସ,ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀ ଓ …

Read More »

ସାଲେପୁର ବିଦ୍ୟୁତ ଡିଭିଜନ ରେ ନୂତନ ଗ୍ରାହକ ସେବା କେନ୍ଦ୍ର ଉଦଘାଟିତ

ସାଲେପୁର,୦୨/୦୮/୨୦୨୧(ଓଡିଶା ସମାଚାର /ଅଭୟ ଜେନା )-ସାଲେପୁର ବିଦ୍ୟୁତ ଡିଭିଜନ କାର୍ୟ୍ୟାଳୟ ପରିସରରେ  ନୂତନ ଭାବେ ପ୍ରତିଷ୍ଠା କରାଯାଇଥିବା ଅତ୍ୟାଧୁନିକ ଗ୍ରାହକ ସେବାକେନ୍ଦ୍ର ଓ ଅଭିଯୋଗ ପ୍ରକୋଷ୍ଠକୁ ବିଧାୟକ ପ୍ରଶାନ୍ତ କୁମାର ବେହେରା ଉଦଘାଟନ କରିଛନ୍ତି। ଏହି ଗ୍ରାହକ ସେବାକେନ୍ଦ୍ର ରେ ଉପଭୋକ୍ତାମାନେ  ଅନଲାଇନ ଓ ଅତ୍ୟାଧୁନିକ ବ୍ୟବସ୍ଥା ମାଧ୍ୟମରେ  ରେ ବିଦ୍ୟୁତ ବିଲ ଜମା କରିପାରିବେ। ଏ ସଂକ୍ରାନ୍ତ ରେ ସାଲେପୁର ବିଦ୍ୟୁତ ଡିଭିଜନ ନିର୍ବାହୀ ଯନ୍ତ୍ରୀ ପବିତ୍ର ମୋହନ …

Read More »

ଆଇଡିବିଆଇ ବ୍ୟାଙ୍କ ନିଟ ଲାଭ ୪ଗୁଣ ବୃଦ୍ଧି

ଭୁବନେଶ୍ୱର,୦୧/୦୮/୨୦୨୧(ଓଡ଼ିଶା ସମାଚାର)- ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ ବ୍ୟାବସାୟିକ ଫଳାଫଳ ଘୋଷଣା କରାଯାଇଛି । ଏହି ତିନି ମାସରେ ବ୍ୟାଙ୍କର ନିଟ୍ ଲାଭ ୪ ଗୁଣା ବୃଦ୍ଧି ପାଇ ୬୦୩ କୋଟି ଟଙ୍କା ହୋଇଛି । ଗତବର୍ଷର ୧୪୪ କୋଟି ଟଙ୍କା ତୁଳନାରେ ବ୍ୟାଙ୍କର ନିଟ୍ ଲାଭ ୩୧୮ ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ପରିଚାଳନା ଲାଭ ପରିମାଣ ୧୦୯% ବୃଦ୍ଧି ସହ …

Read More »

କୃଷି ଓ ପ୍ରକ୍ରିୟାକୃତ ଖାଦ୍ୟପଦାର୍ଥ ରପ୍ତାନି ବିକାଶ ଉପରେ ଆଲୋଚନା ଚକ୍ର

ବାଲିଗୁଡା,୩୧/୦୭/୨୧(ଓଡିଶା ଖବର/ସଞ୍ଜୟ କୁମାର ପାଣିଗ୍ରାହୀ):କୃଷି ଓ ପ୍ରକ୍ରିୟାକୃତ ଖାଦ୍ୟପଦାର୍ଥ ରପ୍ତାନି ବିକାଶ ପ୍ରାଧିକାରଣ (ଏପିଇଡିଏ) ବାଣିଜ୍ୟ ମନ୍ତ୍ରାଳୟ ଭାରତ ସରକାରଙ୍କ ଆନୁକୂଲ୍ୟରେ ସ୍ଥାନୀୟ ବାଲିଗୁଡା ସ୍ଥିତ ହୋଟେଲ ଵିଭବରେ କୃଷକ ଉତ୍ପାଦକ ସଂଗଠନ ଏବଂ ପ୍ରଗତିଶୀଳ କୃଷକମାନଙ୍କ ପାଇଁ ଓଡିଶା ମିଲେଟ ଉପରେ ଏକ କ୍ରେତା ଏବଂ ବିକ୍ରେତାଙ୍କ ମଧ୍ୟରେ ସମ୍ବେଦନଶୀଳ କାର୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଉପ ଜିଲ୍ଲାପାଳ ତଥା ଆଇ.ଟି.ଡି.ଏ …

Read More »

   ଡାଲମିଆ ଭାରତ ସିମେଣ୍ଟ କଂପାନୀ ରୁ ନିର୍ଗତ ଗ୍ୟାସ ଗନ୍ଧ କମଛି

ରାଜଗାଙ୍ଗପୁର ୩୧/୦୭/୨୦୨୧(ଓଡ଼ିଶା ସମାଚାର/ ଦେବବ୍ରତ ମିତ୍ର )- ରାଜଗାଙ୍ଗପୁର ସ୍ଥିତ ଡାଲମିଆ ଭାରତ ସିମେଣ୍ଟ କଂପାନୀ ରୁ ନିର୍ଗତ ଗ୍ୟାସ ଗନ୍ଧ କମଛି।  ଦୀର୍ଘ ଦିନ ଧରି ଡାଲମିଆ କଂପାନୀ ରୁ ନିର୍ଗତ ଗ୍ୟାସ ଦ୍ୱାରା ରାଜଗାଙ୍ଗପୁର ଓ ଏହାର ଆଖପାଖ ଅଞ୍ଚଳ ବାସିନ୍ଦା ଅତିଷ୍ଠ ହୋଇପଡିଥିଲେ । ବହୁ ବାର ବିଭିନ୍ନ ସଂଗଠନ, ଜନ ସାଧାରଣ ଓ ସ୍ଥାନୀୟ ଲୋକ ଏହାର ପ୍ରିତିବାଦ କରି ଆନ୍ଦୋଳନ ଜରିଆରେ ଜିଲ୍ଲା …

Read More »

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଇଫକୋ ସାରକାରଖାନା ପରିସରରେ ନୂତନ ସଲ୍ଫୁ୍ୟରିକ୍ ପ୍ଲାନ୍ଟ ର ଭୂମିପୂଜନ

ପାରାଦୀପ ୨୩/୦୭/୨୦୨୧(ଓଡ଼ିଶା ସମାଚାର)- ଶୁକ୍ରବାର ଦିନ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଫକୋ ପରିସର ରେ ଏକ ନୂତନ ଗନ୍ଧକାମ୍ଳ (ସଲ୍ଫୁ୍ୟରିକ୍ ଏସିଡ୍) ପ୍ଲାନ୍ଟ ର ଭୂମି ପୂଜନ କରିଛନ୍ତି । ଇଫକୋ ବିଶ୍ୱ ର ସର୍ବ ବୃହତ ସାର ଉତ୍ପାଦନକାରୀ ସଂସ୍ଥା । ଏହି ନୂତନ ଗନ୍ଧକାମ୍ଳ (ସଲ୍ଫୁ୍ୟରିକ୍) ପତ୍ନ୍ ପ୍ରତିଷ୍ଠା ହେବା ଦ୍ୱାରା ଇଫକୋ ସାରକାରଖାନା ର ସଲ୍ଫୁ୍ୟରିକ୍ ଏସିଡ୍ ଉତ୍ପାଦନ କ୍ଷମତା ବୃଦ୍ଧି …

Read More »

ବକେୟା ପ୍ରାପ୍ୟ କୁ ନେଇ ଅତିରକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର

ଦାବି ପୂରଣ ନହେଲ ଶାନ୍ତିପୂର୍ଣ୍ଣ ଧାରଣା ପାଇଁ ଚେତାବନୀ ପାରାଦ୍ୱୀପ ୨୧/୦୭/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ରିଫାଇନାରୀ(ଆଇଓସିଏଲ) ର ଏକ ଠିକା ସଂସ୍ଥା ଅଧିନ ରେ କାମ କରି ବକେୟା ୧୫ କୋଟିରୁ ଉର୍ଦ୍ଧ ଟଙ୍କା ନ ପାଇ ହତାଶ ହେବା ପରେ ଅଭୟଚାନ୍ଦପୁର ଥାନା ଓ ଅତିରିକ୍ତ ଜିଲ୍ଳାପାଳ ଙ୍କ ଅଫିସରେ ଦାବି ପତ୍ର ପ୍ରଦାନ କରିଛନ୍ତି ସ୍ଥାନୀୟ ଠିକାଦାର । ଆଇଓସିଏଲ ର ଚାଇନା ଠିକା ସଂସ୍ଥା ସି.କେ.ସି.ଇ.ସି …

Read More »

ବେଦାନ୍ତ ଆଲୁମିନିୟମ୍ ବିଜନେସ୍ ୨୦୨୦-୨୧ ଆର୍ଥିକ ବର୍ଷରେ ୧୬.୫ ବିଲିୟନ ଲିଟର ଜଳର ପୁନଃପ୍ରକି୍ର୍ର୍ରୟା କରଣ କରିଛି

ଜଳ ସଂରକ୍ଷଣ ପ୍ରକଳ୍ପ ଦ୍ୱାରା ୭୦୦ ନିୟୁତ ଲିଟର ଜଳ ସଂରକ୍ଷିତ ହୋଇପାରିଛି ଭୁବନେଶ୍ୱର,୧୩ ଜୁଲାଇ, ୨୦୨୧(ଓଡ଼ିଶା ସମାଚାର): ଭାରତର ବୃହତ୍ ଆଲୁମିନିୟମ୍ ଉତ୍ପାଦନକାରୀ ଏବଂ ମୂଲ୍ୟଯୁକ୍ତ ଉତ୍ପାଦନ ପ୍ରସ୍ତୁତି କରୁଥିବା ବେଦାନ୍ତ ଆଲୁମିନିୟମ ବିଜନେସ୍ ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷରେ ୧୬.୫ ବିଲିୟନ ଲିଟର ଜଳର ପୁନଃପ୍ରକି୍ର୍ର୍ରୟା କରଣ କରାଯାଇଛି । ଜଳ ବ୍ୟବହାର ନିୟନ୍ତ୍ରଣ ଜ୍ଞାନକୌଶଳର ବ୍ୟବହାର କରାଯାଇ ଏହା ସମ୍ଭବ ହୋଇପାରିଛି । ବେଦାନ୍ତର ଆଲୁମିନା …

Read More »

ବେଦାନ୍ତ ପକ୍ଷରୁ ଦ୍ୱିତୀୟ କୋଭିଡ୍ ହସ୍ପିଟାଲ ଓଡ଼ିଶାର ଜନସାଧାରଣଙ୍କ ପାଇଁ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏକ ଭର୍ଚୁଆଲ ଉତ୍ସବରେ ହସ୍ପିଟାଲ ଲୋକାର୍ପିତ । • ଦେବଗଡ଼ ଏବଂ କଳାହାଣ୍ଡିରେ କୋଭିଡ ଚିକିତ୍ସା ସୁବିଧା ସହିତ ବେଦାନ୍ତ ପକ୍ଷରୁ ଓଡ଼ିଶା ସରକାରଙ୍କୁ ଚିକିସôା କ୍ଷେତ୍ରରେ ସାହାଯ୍ୟ କରିବା ପାଇଁ ୩୦୦ ଶଯ୍ୟା ବିଶିଷ୍ଟ କ୍ରିଟିକାଲ କେୟାର କୋଭିଡ୍ ହସ୍ପିଟାଲ ସ୍ଥାପନ କରାଯାଇଛି । • ଓଡ଼ିଶାର ଦେବଗଡ଼ ସ୍ଥିତ ଏକଲବ୍ୟ ସ୍କୁଲରେ ସ୍ଥାପିତ ହସ୍ପିଟାଲ ସମ୍ପୂର୍ଣ୍ଣ …

Read More »