Monday , October 18 2021
Breaking News
Home / ବ୍ୟବସାୟ ବାଣିଜ୍ୟ (page 4)

ବ୍ୟବସାୟ ବାଣିଜ୍ୟ

ରିଲାଏନ୍ସ ଜିଓମାର୍ଟ, ଜେମାଟୋ,ଫ୍ଲିଫକାର୍ଟ ବିରୁଦ୍ଧ ରେ ପାରାଦୀପ କୋଷ୍ଟାଲ ଡିଷ୍ଟ୍ରିବ୍ୟୁଟର ସଂଘ ର ଧାରଣା

ପାରାଦୀପ ୨୮/୦୮/୨୦୨୧(ଓଡ଼ିଶା ସମାଚାର)- ସମଗ୍ର ଦେଶ ରେ ଦିନ କୁ ଦିନ ଇ କର୍ମସ ବ୍ୟବସାର ବୃଦ୍ଧି ପାଇବାରେ ଲାଗିଛି । ଘରେ ବସି ଅନଲାଇନ୍ ମାଧ୍ୟମ ରେ ଲୋକମାନେ ଜିନିଷ ପାଇଯାଉଛନ୍ତି । ଏହି ଇ କର୍ମସ୍ ବୃଦ୍ଧି ପାଇବା ପରେ ସମଗ୍ର ଦେଶ ରେ ୪ଲକ୍ଷ ଡିଷ୍ଟ୍ରିବ୍ୟୁଟର ପରିବାର ନିଜ ର ଜୀବନ ଜୀବିକା ହରେଇବାକୁ ବସିଲେଣି । ରିଲାଏନ୍ସ ଜିଓ ମାର୍ଟ, ଆମାଜନ୍, ଫ୍ଲିଫକାର୍ଟ ଭଳି …

Read More »

ଜନ୍ମାଷ୍ଟମୀ ପାଇଁ ସବୁ ବ୍ୟାଙ୍କ ଛୁଟି – ଲଗାତର ୩ ଦିନ ବ୍ୟାଙ୍କ ବନ୍ଦ୍

ଭୁବନେଶ୍ୱର,୨୮/୦୮/୨୦୨୧(ଓଡ଼ିଶା ସମାଚାର)- ହିନ୍ଦୁ ମାନଙ୍କର ପବିତ୍ର ଜନ୍ମାଷ୍ଟମୀ ଅବସରରେ ଆସନ୍ତା ଅଗଷ୍ଟ ୩୦ ତାରିଖ ସୋମବାର ରାଜ୍ୟର ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ଏନେଇ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ, ଜନ୍ମାଷ୍ଟମୀ ଅବସରରେ ଅଗଷ୍ଟ ୩୦ତାରିଖରେ ରାଜ୍ୟର ସମସ୍ତ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ ପ୍ରତିଷ୍ଠାନଗୁଡ଼ିକ ବନ୍ଦ ରହିବ । କେନ୍ଦ୍ରୀୟ …

Read More »

କଟକ ମହାନଗର ନିଗମ ଦୋକାନଘର ଦୁର୍ନୀତି ନେଇ ଓଡିଶା ସୂଚନାଅଧିକାର ଅଭିଯାନର ସାମ୍ବାଦିକ ସମ୍ମିଳନୀ

କଟକ,୨୬/୦୮/୨୦୨୧(ଓଡ଼ିଶା ସମାଚାର/ଦେବଶିଷ ରଥ)- କଟକ ମହାନଗର ନିଗମ ଦୋକାନଘରର ରକ୍ଷାଣବେକ୍ଷଣ, ତଦାରଖ କରିବାରେ ସିଏମସି କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଅନେକ ଦୋକାନଘର ବିପଦସଙ୍କୁଳ ଅବସ୍ଥାରେ ପଡିରହିଛି। ଟ୍ରେଡ଼ ଲାଇସେନ୍ସ ନଥାଇ ସିଏମସି ଦୋକାନଘର ପ୍ରାପ୍ତ ଦୋକାନଘରେ ବ୍ୟବସାୟ ଯୋଗୁଁ ବ୍ୟାପକ ରାଜସ୍ଵ ହାନୀ ଘଟୁଛି। ସିଏମସି କର୍ତ୍ତୃପକ୍ଷ ଓ ଦୋକାନ ମାଲିକଙ୍କ ମଧୁଚନ୍ଦ୍ରିକାରେ ଦୋକାନ ଘର ଭଡା ବାକିପଡିଛି ତ ଜଣଙ୍କ ନାମରେ ଏକାଧିକ ଦୋକାନଘର ନାମିତ ହୋଇଛି।ଆଉକେତେକ ସିଏମସି …

Read More »

ତୈଳ ବିଶୋଧନାଗାର ଚିମିନି ନିଆଁରେ ଉତପ୍ତ ପାରାଦୀପ ସହର

ପାରାଦୀପ ୨୫/୦୮/୨୦୨୧(ଓଡ଼ିଶା ସମାଚାର)- ବିଶ୍ୱ ଜଳବାୟୁ ରେ ବ୍ୟାପକ ପରିବର୍ତନ ଯୋଗୁଁ ଦିନ କୁ ଦିନ ଓଡିଶା ର ସମୁଦ୍ର ଉପକୂଳବର୍ତୀ ସହର ଉତପ୍ତ ହେଲାଣି । ଋତୁଚକ୍ର ରେ ଅନିୟମିତତା ଯୋଗୁଁ ଏହା ହେଉଥିବା ବୁଦ୍ଧିଜୀବୀମାନେ ମତ ଦେଲେଣି । ଶିଳ୍ପାୟନ ଏହାର ଅନ୍ୟତମ କାରଣ ବୋଲି ମଧ୍ୟ ଜଣାପଡିଛି । ବନ୍ଦର ତଥା ଶିଳ୍ପ ସହର ପାରାଦୀପ ତଥା ଏହାର ଆଖପାଖ ଅଂଚଳ ର ତାପମାତ୍ରା କ୍ରମାଗତ …

Read More »

ସର୍ବ ଭାରତୀୟ ସୁନା ଦୋକାନ ବନ୍ଦକୁ ସମର୍ଥନ

କେନ୍ଦ୍ରାପଡ଼ା, ୨୪/୦୮/୨୦୨୧(ଓଡ଼ିଶା ସମାଚାର)-ସର୍ବ ଭାରତୀୟ ସୁନା ଦୋକାନ ବନ୍ଦକୁ କେନ୍ଦ୍ରାପଡ଼ା ସ୍ୱର୍ଣ୍ଣକାର ସଂଘ ସମର୍ଥନ ଜଣାଇଛି । ଫଳରେ ସୋମବାର କେନ୍ଦ୍ରାପଡ଼ା ଜିଲାରେ ସମସ୍ତ ସୁନା ଦୋକାନ ବନ୍ଦ ରହିଥିଲା । ଏହି ବନ୍ଦ ଯୋଗୁ ପାଖାପାଖି କୋଟିଏରୁ ଅଧିକ ଟଙ୍କାର ବ୍ୟବସାୟ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି । ସର୍ବ ଭାରତୀୟ ଆନ୍ଦୋଳନକୁ ସମର୍ଥନ କରି ଆମେ ମଧ୍ୟ ସୁନା ଦୋକାନ ବନ୍ଦ ରଖିଥିଲୁ ବୋଲି କହିଛନ୍ତି ସ୍ୱର୍ଣ୍ଣକାର ସଂଘର …

Read More »

ପାରାଦ୍ୱୀପ ରୁ ଇଣ୍ଡୋନେସିଆ କୁ ଗଲା ଭାରୀ ଖଣି ଉତୋଳନକାରୀ ଉପକରଣ

ପାରାଦ୍ୱୀପ ୧୯/୦୮/୨୦୨୧(ଓଡ଼ିଶା ସମାଚାର)- ପାରାଦ୍ୱୀପ ଇତିହାସରେ ପ୍ରଥମ ଥର ପାଇଁ ପାରାଦ୍ୱୀପ ବନ୍ଦର ଦେଇ ବିଦେଶକୁ ଖଣିଜ ଉତୋଳନ ଭାରୀ ଉପକରଣ ରପ୍ତାନୀ ହେଉଛି । ତି୍ରବେଣୀ ଆର୍ଥ ମୋଭର ପ୍ରାଇଭେଟ ଲିମିଟେଡ଼ ରପ୍ତାନୀକାରୀ ସଂସ୍ଥା ୪୫୦୦ ମେଟି୍ରକ ଟନ୍ ଓଜନର ୧୨୮ଟି ଭାରୀ ତଥା ଛୋଟ ଯାନ୍ତ୍ରିକ ଉପକରଣ ଯେଉଁଥିରେ ୩୭ଟି ହଉଲପକ ଟିପର ଓ ଏସ୍କାଭେଟର ଅନ୍ତଃର୍ଭୁକ୍ତ ,ଏସବୁକୁ ଇଣ୍ଡୋନେସିଆ ର ଟାବୋନୋ ବନ୍ଦର କୁ ରପ୍ତାନୀ …

Read More »

ହୋଟେଲ ଗ୍ରାଣ୍ଡ ମୟୁର ଉଦଘାଟିତ

କେନ୍ଦ୍ରାପଡ଼ା, ୧୯/୦୮/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଛକରୁ ଗରାପୁର ରାସ୍ତାର ରଣପଡା ଠାରେ ହୋଟେଲ ଗ୍ରାଣ୍ଡ ମୟୁର ଉଦଘାଟିତ ହୋଇଯାଇଛି । ବିଶିଷ୍ଟ ବ୍ୟବସାୟୀ ମୀର ସେକ ହାଜି ରହେମତ ଅଲ୍ଲୀଙ୍କ ପତ୍ନୀ ତଥା ହୋଟେଲ ସତ୍ୱାଧିକାରୀଙ୍କ ମା  ବଦରୁନ ନିଶା ମୁଖ୍ୟ ଅତିଥି ଭାବେ ଯୋଗଦେଇ ହୋଟେଲ ଗ୍ରାଣ୍ଡ ମୟୁରକୁ ଫିତାକାଟି ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ହୋଟେଲ ମାଲିକ ଯୁବ ଉଦ୍ୟୋଗୀ ମୀର ଅଖତର …

Read More »

ବେଦାନ୍ତ ଲଞ୍ଜିଗଡ଼ ର ସପ୍ତାହବ୍ୟାପୀ ସ୍ତନ୍ୟପାନ ସଚେତନତା କାର୍ଯ୍ୟକ୍ରମ 

ଲାଞ୍ଜିଗଡ଼, ଓଡ଼ିଶା, ୧୨/୦୮/୨୦୨୧(ଓଡ଼ିଶା ସମାଚାର)- ଭାରତର ଅଗ୍ରଣୀ ମେଟାଲର୍ଜିକାଲ୍ ଗ୍ରେଡ୍ ନିର୍ମାତା ବେଦାନ୍ତ ଲିମିଟେଡ୍ ଶିଶୁ ମାନଙ୍କ ଉତମ ପୋଷଣ ଓ ବିକାଶ ପାଇଁ ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ସଚେତନତା ପାଇଁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରିଛି । ବେଦାନ୍ତ ଆଲୁମିନିୟମ ଲିମିଟେଡର ଲାଂଜିଗଡ଼ ଗ୍ରାମରେ ଏଥିପାଇଁ ଅନେକଗୁଡ଼ିଏ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପ୍ରାୟ ୨୫୦ରୁ ଉଦ୍ଧ୍ୱର୍ ମହିଳା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ …

Read More »

ଇଫକୋ ପାରାଦୀପ ୟୁନିଟ୍ ର ଅଧିକାରୀ ଓ କର୍ମଚାରୀ ସଂଘ ର ନିର୍ବାଚନ ଅନୁଷ୍ଠିତ

ପାରାଦ୍ୱୀପ ୧୧/୦୮/୨୦୨୧(ଓଡ଼ିଶା ସମାଚାର)- ପାରାଦୀପସ୍ଥିତ ଇଫକୋ ସାର କାରଖାନା ର ଅଧିକାରୀ ଓ କର୍ମଚାରୀ ସଂଘ ର ନିର୍ବାଚନ ପୃଥକ ପୃଥକ ଭାବେ ଅନୁଷ୍ଠିତ ହୋଇଯାଇଛି । ଦୁଇ ସଂଘ ର ନିର୍ବାଚିତ ପ୍ରତିନିଧିମାନେ ଆଗାମୀ ତିନି ବର୍ଷ ନିମନ୍ତେ ଦାୟିତ୍ୱ ରେ ରହିବେ । ଏ ସଂପର୍କ ରେ ଇଫକୋ ପକ୍ଷରୁ ନବନିର୍ବାଚିତ ମାନଙ୍କ ର ନାମ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି । ଇଫକୋ ଅଫିସର୍ସ ଆସୋସିଏସନ୍ …

Read More »

ପରିବେଶ ସୁରକ୍ଷା ପାଇଁ ଇଫକୋ ପକ୍ଷରୁ ବ୍ୟାପକ ବୃକ୍ଷରୋପଣ

ପାରାଦ୍ୱୀପ,୧୦/୦୮/୨୦୨୧(ଓଡ଼ିଶା ସମାଚାର)-  ପାରାଦୀପସ୍ଥିତ ରାଷ୍ଟ୍ରାୟ  ବୃହତ ସାର ଉତ୍ପାଦନକାରୀ ସଂସ୍ଥା ଇଣ୍ଡିଆନ୍ ଫାର୍ମର୍ସ କୋଅପରେଟିଭ (ଇଫକୋ) ପକ୍ଷରୁ ମଙ୍ଗଳବାର ଦିନ କାରଖାନା ପରିସର ରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଇଫକୋ ର ୟୁନିଟ୍ ହେଡ୍ ତଥା ନିର୍ବାହୀ ନିର୍ଦ୍ଧେଶକ କେ.ଜେ.ପଟେଲ୍ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ର ସ୍ଥାନୀୟ ଅଧିକାରୀ ଇଂ. ଦିଲ୍ଲୀପ କୁମାର ଦାସ ଙ୍କ ସମେତ …

Read More »