Sunday , January 29 2023
Breaking News
Home / ବ୍ୟବସାୟ ବାଣିଜ୍ୟ (page 39)

ବ୍ୟବସାୟ ବାଣିଜ୍ୟ

ଜନଡିଅର ଟ୍ରାକ୍ଟର କମ୍ପାନୀ ପକ୍ଷରୁ ମେଗା ଫ୍ରି ସର୍ଭିସିଂ କ୍ୟାମ୍ପ

କେନ୍ଦ୍ରାପଡା, ୨୮/୦୬/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ କନିକା ରାଜପ୍ୟାଲେସ ପଡିଆରେ ଜନଡିଅର ଟ୍ରାକ୍ଟର କମ୍ପାନୀ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା ବିତରକ ସମୀର ଟ୍ରାକ୍ଟରର୍ସ ଆନୁକୁଲ୍ୟରେ ଏକ ମେଗା ଫ୍ରି ସର୍ଭିସିଂ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି । ଏହି ଫ୍ରି ସର୍ଭିସିଂ କ୍ୟାମ୍ପରେ ୪୦ରୁ ଉଦ୍ଧ୍ୱର୍ ଟ୍ରାକ୍ଟର ଗୁଡିକୁ ଫ୍ରି ସର୍ଭିସିଂ କରାଯାଇଥିଲା ।  ଜନଡିଅର ଟ୍ରାକ୍ଟର କମ୍ପାନୀର ସେଲସ ଅଫିସର ବୀରେନ ନାୟକ,ସର୍ଭିସ ଅଫିସର ଦୀପ୍ତି ପ୍ରକାଶ ଦାସ,ସମୀର ଟ୍ରାକ୍ଟରର୍ସର ପରିଚାଳନା ନିର୍ଦେଶକ ସମୀର କୁମାର ଚାନ୍ଦଙ୍କ ସମେତ କମ୍ପାନୀ …

Read More »

ନନ୍ଦନକାନନରେ ପ୍ଲାଷ୍ଟିକ୍ ସଚେତନତା

ଭୁବନେଶ୍ୱର, ୨୫/୦୬/୨୦୧୯ (ଓଡ଼ିଶା ସମାଚାର)-ବିଜୁ ପଟ୍ଟନାୟକ କଲେଜ ଅଫ୍ ଏମ୍ଏ ଜେଏମ୍ସି ପୁରାତନ ଛାତ୍ର ସଂସଦ ପକ୍ଷରୁ ନନ୍ଦନକାନନଠାରେ ପ୍ଲାଷ୍ଟିକ୍ ବର୍ଜନ ପାଇଁ ସଚେତନା କରାଯାଇଥିଲା । ସଂସଦର ସଭାପତି ଲିଙ୍ଗରାଜ ସାହୁଙ୍କ ଅଧ୍ୟକ୍ଷତାରେ ପ୍ଲାଷ୍ଟିକ୍ ଭଳି ବର୍ଯ୍ୟବସ୍ତୁକୁ ଦୁରାଇ ରଖିବା ପାଇଁ ସ୍ଥାନୀୟ ଦୋକାନୀ ଓ ପର୍ଯ୍ୟଟକଙ୍କୁ ସଚେତନ କରାଯାଇଥିଲା । ମାନବ ସମାଜ ସହିତ ପଶୁପକ୍ଷୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ଏଥି ସହ ପ୍ଲାଷ୍ଟିକ୍ ଶାରୀରିକ ସୁସ୍ଥତା ପ୍ରତି କେତେ କ୍ଷତିକାରକ ପହଂଚାଉଛି ତାହା ଲୋକମାନଙ୍କୁ ବୁଝା ଯାଇଥିଲା …

Read More »

ପୁଣୀଥରେ ଆନ୍ଦୋଳନକୁ ଓହ୍ଳାଇଲେ ଜମିହରା କୃଷକ ଏକତା ମଂଚ

ପାରାଦ୍ୱୀପ ୨୫/୦୬/୨୦୧୯ (ଓଡ଼ିଶା ସମାଚାର)-ପୁଣିଥରେ ଆନ୍ଦୋଳନକୁ ଓହ୍ଳାଇଲେ ଜମିହରା କୃଷକ ଏକତା ମଂଚ । ପାରାଦ୍ୱୀପ ତୈଳ ବିଶୋଧନାଗାର ନିର୍ମାଣ ପାଇଁ ସ୍ଥାନୀୟ ଅଂଚଳର ପ୍ରାୟ ୧୭୫୨ପରିବାର ନିଜର ଚାଷ ଜମି ହରାଇଥିବା ବେଳେ ନିଜ ଭିଟାମାଟି ମଧ୍ୟ ହରାଇଛନ୍ତି । ତେବେ ଜମି ହରାଇ ଥିବା ପରିବାର ମଧ୍ୟର ଜଣଙ୍କୁ କମ୍ପାନୀ ଆରମ୍ଭ ହେବା ପରେ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା ମଧ୍ୟ କମ୍ପାନୀ ଟାଳଟୁଳ ନିତି ଅବଲମ୍ବନ କରୁଥିବା ଅଭିଯୋଗ ହେଉଛି । ପୂର୍ବରୁ ଅନେକ ଥର ଜମି ହରା …

Read More »

ମାସ ମାସ ଧରି ଷ୍ଟେଟ ବ୍ୟାଙ୍କର ଏଟିଏମ ଅଚଳ – ବ୍ୟାଙ୍କ କର୍ତୃପକ୍ଷ ନିଦା ବିଷ୍ଣୁ

ଜଗତସିଂହପୁର,୨୪/୦୬/୨୦୧୯ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲା ଅଧିନସ୍ଥ ତିର୍ତୋଲ ବ୍ଲକ୍ ଅନ୍ତର୍ଗତ କୃଷ୍ଣାନନ୍ଦପୁର ଏକ ମୁସଲମାନ ବହୁଳ ଅଂଚଳ । କୃଷ୍ଣାନନ୍ଦପୁର ପଂଚାୟତ ଓ ଏହାର ପଡ଼ୋସି ପଂଚାୟତର ଲୋକେ ଏଠାରେ ଗଢ଼ି ଉଠିଥିବା ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ଉପରେ ନିର୍ଭର କରିଥାନ୍ତି । ଫଳରେ ଏଠାରେ ଥିବା ବଜାରରେ ବ୍ୟବସାୟିକ ପ୍ରତିଷ୍ଠାନ ବଢ଼ି ବଢ଼ି ଚାଲିଥିବାବେଳେ ଲୋକମାନଙ୍କର ଆବଶ୍ୟକତାକୁ ଆଖିଆଗରେ ରଖି କୃଷ୍ଣାନନ୍ଦପୁର ଠାରେ ଆଲାହାବାଦ ବ୍ୟାଙ୍କ ଓ ଏଟିଏମ କାଉଂଟର ଖୋଲିଥିବାବେଳେ ଆଇସିଆଇସିଆଇ ବ୍ୟାଙ୍କର ଶାଖା ଓ ଏଟିଏମ କାଉଂଟର ଖୋଲିଛି …

Read More »

ନବୀନ ଜିନ୍ଦଲ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରିଲିଫ୍ ପାଣ୍ଠିକୁ ଦେଲେ ୩ କୋଟି ଟଙ୍କା

ଭୁବନେଶ୍ୱର, ୨୩/୦୬/୨୦୧୯ (ଓଡ଼ିଶା ସମାଚାର)-ଫାନି ବାତ୍ୟା କ୍ଷତିଗ୍ରସ୍ତ ଅଂଚଳରେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବା ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟରେ ସହାୟତା କରିବା ନିମନ୍ତେ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଲିଃ (ଜେଏସ୍ପିଏଲ୍) ପକ୍ଷରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୩ କୋଟି ଟଙ୍କା ପ୍ରଦାନ କରାଯାଇଛି । ଶନିବାର ରାଜ୍ୟ ସଚିବାଳୟରେ ଜେଏସ୍ପିଏଲ୍ର ଅଧ୍ୟକ୍ଷ ନବୀନ ଜିନ୍ଦଲ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ୩ କୋଟି ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ଏହି ସହାୟତା ରାଶି ପ୍ରଦାନ କରିବା ପରେ …

Read More »

ବେଦାନ୍ତ “ଶିକ୍ଷା ସମ୍ବଳ”କାର୍ଯ୍ୟକ୍ରମ ଦ୍ୱାରା ୨୦୧୯ ମାଟ୍ରିକ ପରୀକ୍ଷାରେ ସଫଳତା ହାର ୭୬%  ହୋଇପାରିଛି

୨୦୧୮-୧୯ ଶିକ୍ଷା ବର୍ଷରେ ସଫଳତାର ହାର କଳାହାଣ୍ଡି ଜିଲ୍ଲାରେ ୫୯.୭୬% ଥିଲା ବେଳେ ରାୟଗଡ଼ା ଜିଲ୍ଲାରେ ଏହା ୬୦.୮୯% ରହିଛି । ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା, ୨୨ ଜୁନ, ୨୦୧୯(ଓଡ଼ିଶା ସମାଚାର)– ବେଦାନ୍ତ ଲାଞ୍ଜିଗଡ଼ର ଫ୍ଲାଗ୍ସିପ୍ ଶିକ୍ଷା କାର୍ଯ୍ୟକ୍ରମ “ଶିକ୍ଷା ସମ୍ବଳ” ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ସମଗ୍ର କଳାହାଣ୍ଡି ଜିଲ୍ଲାର ସମସ୍ତ ରେକର୍ଡ଼ ଭାଙ୍ଗି ସଫଳତାର ଶ୍ରେୟ ନେଇପାରିଛି । ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭୬% ଭାଗ କୃତିତ୍ୱର ସହ ଉତୀର୍ଣ୍ଣ ହୋଇଛନ୍ତି । ସ୍ଥାନୀୟ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯାଉଥିବା ମାଟ୍ରିକର …

Read More »

ରିଜର୍ଭ ବ୍ୟାଙ୍କ ଇଡି ପଦରେ ଓଡ଼ିଆ

  ଭୁବନେଶ୍ୱର, ୧୬/୦୬/୨୦୧୯ (ଓଡ଼ିଶା ସମାଚାର)- ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ)ରେ କାର୍ଯ୍ୟ କରୁଥିବା ଓଡ଼ିଆ ଅଧିକାରୀ ଡକ୍ଟର ରବି ନାରାୟଣ ମିଶ୍ରଙ୍କୁ ପଦୋନ୍ନତି ମିଳିଛି । ପୂର୍ବରୁ ମହାପ୍ରବନ୍ଧକ ଦାୟିତ୍ୱରେ ଥିବା ଡକ୍ଟର ମିଶ୍ରଙ୍କୁ ଆର୍ବିଆଇର କାର୍ଯ୍ୟନିର୍ବାହୀ ନିଦ୍ଦେର୍ଶକ (ଇଡି) ଭାବେ ପଦୋନ୍ନତି ଦିଆଯାଇଛି । ସେ ଏନ୍ବିଏଫ୍ସି ଏବଂ କୋଅପ୍ରେଟିଭ୍ ବ୍ୟାଙ୍କର ସୁରଭିଜନ କାର୍ଯ୍ୟ ସମ୍ଭାଳିବେ  । ରୋଜମେରି ସେବାଷ୍ଟିଆନ୍ଙ୍କ କାର୍ଯ୍ୟକାଳ ଶେଷ ହେବାପରେ ଆର୍ବିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଦ ଖାଲି ପଡ଼ିଥିଲା । ଡକ୍ଟର ମିଶ୍ରଙ୍କ ଘର ଢେଙ୍କାନାଳ ଜିଲ୍ଲାରେ …

Read More »