୫ନଂ ଗେଟ୍ ଆଗରେ ବିକ୍ଷୋଭ ପ୍ରତିବାଦ ପାରାଦ୍ୱୀପ ୧୮/୦୭/୨୦୧୯ (ଓଡ଼ିଶା ସମାଚାର)- ପାରାଦ୍ୱୀପ ବନ୍ଦର ୫ନଂ ଗେଟ୍ ପାରାଦ୍ୱୀପ ଇଂଟରନ୍ୟାସନାଲ କାର୍ଗୋ ଟର୍ମିନାଲ (ପିଆଇସିଟି)ରେ କାର୍ଯ୍ୟ କରୁଥିବା ପ୍ରାୟ ୬୦୦ ଶ୍ରମିକଙ୍କୁ ଚିକିତ୍ସା ସୁବିଧା, ସଠିକ୍ ପ୍ରାପ୍ୟ ପ୍ରଦାନ, ପାନୀୟ ଜଳ ଯୋଗାଣ, ଇପିଏଫ୍ ଓ ଇଏସ୍ଆଇ ପଇସା କଟୁଥିବା ବେଳେ ଦୀର୍ଘ ଦିନ ହେବ ଏହାର କାର୍ଡ ପ୍ରଦାନ ନକରି ଇତ୍ୟାଦି ଦାବିରେ ଗୁରୁବାର ଦିନ ସକାଲେ ଶ୍ରମିକ ମାନେ ବିଭୋକ୍ଷ ଓ ପ୍ରତିବାଦ କରିଥିଲେ । ଖବରରୁ ପ୍ରକାଶ ଗତ …
Read More »ବ୍ୟବସାୟ ବାଣିଜ୍ୟ
ପୋସ୍କୋ ପରେ ଏବେ ଜେଏସଡବ୍ଳ୍ୟୁ କମ୍ପାନୀକୁ ବିରୋଧ
ପାରାଦ୍ୱୀପ ୧୮/୦୭/୨୦୧୯ (ଓଡ଼ିଶା ସମାଚାର)-ବିରୋଧ କଲେ ଏରସମା ବ୍ଳକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମବାସୀ । ପ୍ରସ୍ତାବିତ ପୋସ୍କୋ ଅଂଚଳରେ ଜେଏସ୍ଡବ୍ଳ୍ୟୁ କମ୍ପାନୀ ତାର ସର୍ଭେ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଏହାକୁ ତିବ୍ର ବିରୋଧ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ । ବିଗତ ଦିନରେ ପୋସ୍କୋ କମ୍ପାନୀ ପାଇଁ ନିଜର ପାନ ବରଜ ଠାରୁ ଆରମ୍ଭ କରି କାଜୁ ଗଛ ଏପରିକି ଅନେକ ଭିଟାମାଟି ମଧ୍ୟ ହରାଇଛନ୍ତି । ଏମିତିକି ଏବେବି କ୍ଷତି ପୂରଣ ପାଇନଥିବା ବେଳେ ପ୍ରଶାସନ ଗ୍ରାମବାସୀ ମାନଙ୍କ ସହିତ ଆଲୋଚନା ନକରି …
Read More »ଏରସମା ଶ୍ରଳ୍ପାଂଚଳ ଶ୍ର୍ରମିକ ସଙ୍ଘ ପକ୍ଷରୁ ପାରାଦ୍ୱୀପ ତୈଳବିଶୋଧନାଗାର ନିକଟର କାର୍ଯ୍ୟବନ୍ଦ ଆନ୍ଦୋଳନ
ପାରାଦ୍ୱୀପ ୧୮/୦୭/୨୦୧୯ (ଓଡ଼ିଶା ସମାଚାର)-ଏରସମା ଶିଳ୍ପାଂଚଳ ଶ୍ରମିକ ସଙ୍ଘ ପକ୍ଷରୁ ବିଭିନ୍ନ ଦାବି ନେଇ ପାରାଦ୍ୱୀପ ତୈଳବିଶୋଧନାଗାର ନିକଟରେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ବସିଛନ୍ତି ଶତାଧିକ ଶ୍ରମିକ । ତେବେ ପୂର୍ବରୁ ଅନେକ ଥର ଶ୍ରମିକ ମାନେ ନିଜରର ନ୍ୟାଯ୍ୟ ଦାବି ନଇ କମ୍ପାନୀ ଫାଟକ ସମ୍ମୁଖରେ ଧାରଣା ଦେଇ ଆସିଥିଲା ବେଳେ ଗତ ମେଁ ମାସ ୯ ତାରିଖରେ କମ୍ପାନୀ ପକ୍ଷରୁ ଶ୍ରମିକ ମାନଙ୍କ ବକେୟା ଦରମା ଗତ ଜୁନ୍ ମାସ ୧୦ ତାରିଖ ଦିନ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲା । ତେବେ …
Read More »ପାରାଦ୍ୱୀପ ବିପିସିଏଏଲ୍ କମ୍ପାନୀ ପକ୍ଷରୁ ଆୟୋଜିତ ଜନଶୁଣାଣୀକୁ ବିରୋଧ
ପାରାଦ୍ୱୀପ ୧୮/୦୭/୨୦୧୯ (ଓଡ଼ିଶା ସମାଚାର)- ବୁଧବାର ଦିନ ପାରାଦ୍ୱୀପ ଠାରେ ଥିବା ଭାରତ ପେଟ୍ରୋଲିୟମ କରର୍ପୋରେସନ ଲିମିଟେଡ ତରଫରୁ ତୈଳ ଷ୍ଟୋରେଜ ଟାଙ୍କିର ସଂପ୍ରସାରଣ ନିମନ୍ତେ ହେଉଥିବା ଜନ ଶୁଣାଣୀ କୁ ବିରୋଧ କଲେ ସ୍ଥାନୀୟ ଜନସାଧାରଣ । କମ୍ପାନୀ ପକ୍ଷରୁ ଇେଇନାଲ୍, ବାୟୋଡିଜେଲ ଓ ଏଚ.ଏସ.ଡି ର ଭଣ୍ଡାର ପାଇଁ ୧୯ କୋଟି ଟଙ୍କା ବିନିଯୋଗରେ ଏହି ଭଣ୍ଡାର ର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏକ ଜନଶୁଣାଣୀ ର ଆୟୋଜନ କରାଯାଇଥିଲା । ଏହି ଶୁଣାଣୀରେ ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ …
Read More »ଚିନି ଶିଳ୍ପ ପାଇଁ ଡାଲମିଆ ଭାରତ ସୁଗାରର ଶ୍ରୀ ଭାରତ ଭୁଷଣ ମେହତା ଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାର
କୋଲକାତା,ଜୁଲାଇ ୧୮,୨୦୧୯(ଓଡ଼ିଶା ସମାଚାର): ଡାଲମିଆ ଭାରତ ସୁଗାରର ପୁର୍ଣ୍ଣକାଳୀନ ନିର୍ଦ୍ଦେଶକ ଶ୍ରୀ ଭାରତ ଭୁଷଣ ମେହତା ଙ୍କୁ ଭାରତୀୟ ଚିନି ଶିଳ୍ପ ପ୍ରତି ଥିବା ଅବଦାନ ପାଇଁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାର ରେ ସମ୍ମାନିତ କରାଯାଇଛି । ଚିନି ଶିଳ୍ପ ସହ ସଂଶ୍ଳିଷ୍ଟ ସୁଗାର ଟେକ୍ନୋଲୋଜିଷ୍ଟ ଆସୋସିଏସନ୍ ଅଫ ଇଣ୍ଡିଆ (ଝଞଇଓ) ତରଫରୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଦୀର୍ଘ ଚାଳିଶ ବର୍ଷ ରୁ ଉର୍ଦ୍ଧ ସମୟ ଧରି ଡାଲମିଆ ଭାରତ ଗ୍ରୁପର ଶ୍ରୀ ମେହଟାଙ୍କର ଅବିରତ ଚେଷ୍ଟା ଫଳରେ ଭାରତୀୟ …
Read More »ସିଏସ୍ସି-ଭିଏଲ୍ଇ ୱାର୍କସପର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଗାଁ ମହିଳାଙ୍କ କାର୍ଯ୍ୟଶୀଳ ଦକ୍ଷତାକୁ ପରିପ୍ରକାଶ କରାଇବ ସିଏସ୍ସି-ଭିଏଲ୍ଇ – ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର,୧୭/୦୭/୨୦୧୯ (ଓଡ଼ିଶା ସମାଚାର)- ନୂଆଦିଲ୍ଲୀ ଠାରେ ମଙ୍ଗଳବାର କମନ୍ ସର୍ଭିସ୍ ସେଂଟର(ସିଏସ୍ସି) ଦିବସ ଅବସରରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଏସ୍ସି ଓମେନ୍ ଭିଲେଜ୍ ଲେଭେଲ୍ ଏଂଟ୍ରପ୍ରିନର୍ସ (ଭିଏଲଇ) ୱାର୍କସପ୍କୁ କେନ୍ଦ୍ର ବୈଦୁତିକ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ସଞ୍ଜୟ ଧୋତ୍ରେଙ୍କ ଉପସ୍ଥିତିରେ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଘରର ସମସ୍ତ ପ୍ରକାର ପରିଚାଳନାରେ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ କହିବା ସହ ଭିଏଲଇ ଦ୍ୱାରା ସେମାନଙ୍କ ଦକ୍ଷତାର କିପରି …
Read More »ଓଏଏଲ୍ପି ଦ୍ୱାରା ପୁରସ୍କୃତ ୩୨ ବ୍ଲକ ପାଇଁ ପଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟର ଚୁକ୍ତି ସାକ୍ଷର
ଓଏଲ୍ଏପି ଚୁକ୍ତି ସ୍ୱାକ୍ଷର ଉର୍ଜା ଓ ପେଟ୍ରୋଲିୟମ କ୍ଷେତ୍ରରେ ଏକ ବୃହତ ପଦକ୍ଷେପ – ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ ଭୁବନେଶ୍ୱର, ୧୭/୦୭/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଓପନ୍ ଏକ୍ରେଜ୍ ଲାଇନସେସିଂ ପ୍ରୋଗ୍ରାମ (ଓଏଏଲ୍ପି) ଅଧୀନରେ ଦ୍ୱିତୀୟ ଓ ତୃତୀୟ ବିଡ୍ ରାଉଣ୍ଡରେ ପୁରସ୍କୃତ ୩୨ ବ୍ଲକ ପାଇଁ ଚୁକ୍ତି ସାକ୍ଷର କରିଛି । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ କ୍ରୁଡ୍ ଅଏଲ୍ ଏବଂ ଗ୍ୟାସର ଉତ୍ପାଦନ ବଢାଇବା ସରକାରଙ୍କ ପ୍ରାଥମିକତା । …
Read More »ପାରାଦ୍ୱୀପ ଗଡ ବିଜୁପଟ୍ଟନାୟକ ମାକେଟ ପରିଷରରେ ପାରାଦ୍ୱୀପ ତୈଳ ବିଶୋଧନାଗାରର ସ୍ୱଚ୍ଛତା ଅଭିଯାନ
ପାରାଦ୍ୱୀପ ୧୫/୦୭/୨୦୧୯ (ଓଡ଼ିଶା ସମାଚାର)- ପାରାଦ୍ୱୀପ ତୈଳ ବିଶୋଧନଗାରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଟି.ଡି.ଭି.ଏସ୍ ଗୋପାଳକିଷ୍ଣଙ୍କ ତତ୍ୱାବଧାନରେ ବିଷୋଧନାଗାର ଅଧିକାରୀଙ୍କ ଦ୍ୱାରା ପାରାଦ୍ୱୀପ ଗଡର ବିଜୁ ପଟ୍ଟନାୟକ ମାର୍କେଟ କମ୍ପେକ୍ସ ଠାରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଅଛି । ରାଷ୍ଟୀୟ ମିଶନ ଭାବେ ପରିଗଣୀତ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସ୍ଥାନୀୟ ବହୁ ସରପଂଚ ଯୋଗଦେଇଥିଲେ । ସ୍ୱଚ୍ଛତା ପଖୱାଡା ୨୦୧୯ କାର୍ଯ୍ୟକ୍ରମରେ ପାରାଦ୍ୱୀପ ତୈଳ ବିଶୋଧନାଗାର ପକ୍ଷରୁ ପାରିପାଶ୍ୱିକ ଗ୍ରାମ ଓ ଅଂଚଳରେ ପୁଷ୍ପରଣୀ ସଫେଇ, ସଚେତନତା ପଥପ୍ରାନ୍ତ ନାଟକ, ବର୍ଯ୍ୟବସ୍ତୁ …
Read More »ପାରାଦ୍ୱୀପ ବନ୍ଦରରେ ଓଡିଶାର ପ୍ରଥମ ଲବଣ ମୁକ୍ତ ପାନୀୟ ଜଳ ପ୍ରକଳ୍ପର ଏମ୍ଓୟୁ ସ୍ୱାକ୍ଷର
ପାରାଦ୍ୱୀପ ୧୫/୦୭/୨୦୧୯ (ଓଡ଼ିଶା ସମାଚାର)- ଓଡିଶାର ପ୍ରଥମ ୧୦ ଏମ୍.ଏଲ୍.ଡି (ମିଲିୟନ ଲିଟରସ୍ ପର୍ଡେ) କ୍ଷମତା ସମ୍ପର୍ଣ୍ଣ ଏକ ଲବଣ ଅପସାରଣ ପାନୀୟ ଜଳ ପ୍ରକଳ୍ପ ର ପ୍ରତିଷ୍ଠା ହେବାକୁ ଯାଉଅଛି । ଏହି ପରିପ୍ରେକ୍ଷୀରେ ଜୁଲାଇ ୧୫ ତାରିଖ ସୋମବାର ଦିନ ପାରାଦ୍ୱୀପ ବନ୍ଦର ଓ ଚେନାଇସ୍ଥିତ (ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଓସେନ ଟେକ୍ନୋଲୋଜି) ଭାରତ ସରକାର ପୃଥିବୀ ବିଜ୍ଞାନ ମଧ୍ୟରେ ଏକ ବୁଝାମଣା ବା ଏମ୍ଓୟୁ ସ୍ୱାକ୍ଷରିତ ହୋଇଥିଲା । ପାରାଦ୍ୱୀପ ବନ୍ଦରର ମୁଖ୍ୟଯନ୍ତ୍ରୀ କେ ରାମଚନ୍ଦ୍ର ରାଓ ଓ ଏନ୍ଆଇଓଟି …
Read More »ପାରାଦ୍ୱୀପ ବନ୍ଦରରେ “ପିସିଏସ୍ ୧ଏକ୍ସ” ରୋଡ୍ ସୋ କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରାଦ୍ୱୀପ ୧୧/୦୭/୨୦୧୯ (ଓଡ଼ିଶା ସମାଚାର)- ସାମୁଦ୍ରିକ ବାଣିଜ୍ୟ, ସହଜ ବ୍ୟବସାୟ ତଥା ବ୍ୟବସାୟ ସଂସ୍ଥା ମାନଙ୍କୁ ବନ୍ଦରରେ ବ୍ୟବସାୟ କରିବା ପାଇଁ ଆକୃଷ୍ଠ କରିବା ଲକ୍ଷ୍ୟରେ ପାରାଦ୍ୱୀପ ବନ୍ଦର, ଇଣ୍ଡିଆନ ପୋର୍ଟସ ଆସୋସିଏସନ (ଆଇପିଏ) ଏବଂ ପୋର୍ଟାଲ ଇନ୍ଫେସିଷ୍ଟମ୍ ପ୍ରା.ଲି ମିଳିତ ଆନୁକୁଲ୍ୟରେ ପୋର୍ଟ କମ୍ୟୁନିଟି ସିଷ୍ଟମ୍ (ପିସିଏସ୍) “ପିସିଏସ୍ ୧ଏକ୍ସ” ରୋଡ ସୋ ନାମକ ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ଜୟଦେବ ସଦନ ଠାରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଅଛ । ଏହି ଅବସରରେ ଆଇପିଏ ର ସିଏଓ ରାଜିବ ପୁରି, ପାରାଦ୍ୱୀପ …
Read More »