ରାଉରକେଲା,୦୩/୦୮/୨୦୧୯ (ଓଡ଼ିଶା ସମାଚାର)-ଭାରତ ସରକାରଙ୍କ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଦ୍ୱାରା ସମ୍ମାନଜନକ ରାଷ୍ଟ୍ରୀୟପୁରସ୍କାର-୨୦୧୭ ପାଇବା ନିମନ୍ତେ ମନୋନୀତ କର୍ମଚାରୀମାନଙ୍କୁ ରାଉରକେଲା ଇସ୍ପାତ କାରଖାନାର ସିଇଓ ଶ୍ରୀ ଦୀପକ ଚଟ୍ଟରାଜ ଜୁଲାଇ ୨ ତାରିଖରେ ସିଇଓଙ୍କ ସମ୍ମେଳନ କକ୍ଷଠାରେ ଅନୁଷ୍ଠିତ ଏକ ଉତ୍ସବରେ ସମ୍ବର୍ଦ୍ଧିତ କରିଥିଲେ । ସୂଚନାଯୋଗ୍ୟ ଯେ, ନିକଟରେ ଘୋଷିତ ଏହି ପୁରସ୍କାର ନିମନ୍ତେ ଆରଏସପିର ଦୁଇଟି କର୍ମଚାରୀ ଦଳ ଯୋଗ୍ୟ ବିବେଚିତ ହୋଇଛନ୍ତି । ହଟଷ୍ଟିପ୍ ମିଲ ବିଭାଗର ସିନିୟର ଟେକନିସିଆନ ଶ୍ରୀ ଦେବରାଜ ଷଡଙ୍ଗୀ, ଆସିଷ୍ଟାଂଟ ରୋଲର ଶ୍ରୀ …
Read More »ବ୍ୟବସାୟ ବାଣିଜ୍ୟ
ଶ୍ରୀବଜାର ଜବରଦଖଲରେ ବନ୍ଦର ଟ୍ରେଡ୍ ସେଂଟର: ହଜିଯାଉଛି ଅନ୍ୟ ବ୍ୟବସାୟିକ ସଂସ୍ଥା
ପାରାଦ୍ୱୀପ ୦୨/୦୮/୨୦୧୯ ( ଓଡ଼ିଶା ସମାଚାର/ଦୀପକ କୁମାର ଦାସ)- ବନ୍ଦର କର୍ତୃପକ୍ଷ୍ୟ ପାରାଦ୍ୱୀପ ର ଅନ୍ତେବାସିଙ୍କ ସୁବିଧା ନିମନ୍ତେ ବିଭିନ୍ନ ସ୍ଥାନରେ ମାର୍କେଟ କମ୍ପେ୍ଳକ୍ସ ତିଆରି କରିଛନ୍ତି । ବନ୍ଦର ଅନ୍ତେବାସି ଏହାଦ୍ୱାରା ବହୁଳ ଭାବେ ଉପକୃତ ହେଉଛନ୍ତି । ପାରାଦ୍ୱୀପ ବ୍ୟାଙ୍କ ଷ୍ଟ୍ରିଟ୍ ଲାଇନରେ ଏକ ଟ୍ରେଡ ସେଂଟର ବା ବାଣିଜ୍ୟ କେନ୍ଦ୍ର ପାରାଦ୍ୱୀପ ବନ୍ଦର ଦ୍ୱାରା ନିର୍ମିତ ହୋଇଛି । ପାରାଦ୍ୱୀପ ବନ୍ଦର ବ୍ୟବସାୟକାରୀ ସଂସ୍ଥା ଯେମିତିକି ଷ୍ଟିଭେଡୋର୍ସ, ଟ୍ରାନ୍ସପୋଟର , ସିପିଙ୍ଗ ଏଜେଂଟ ମାନେ ପାରାଦ୍ୱୀପରେ ସେମାନଙ୍କର କାର୍ଯ୍ୟାଳୟ ଖୋଲିବାରେ …
Read More »ସହୀଦଙ୍କ ପରିବାରକୁ ଜେଏସଡବ୍ଳୁ ର ସହାୟତା
ପାରାଦ୍ୱୀପ ୨୭/୦୭/୨୦୧୯(ଓଡ଼ିଶା ସମାଚାର / ଦୀପକ କୁମାର ଦାସ)- ଗତ ପେବୃଆରୀ ୧୪ତାରିଖରେ ପୁଲୱାମା ଆକ୍ରମଣରେ ସହୀଦ ହୋଇଥିବା ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ପାରିଶିଖର ଗ୍ରାମର ସହୀଦ ପ୍ରସନ୍ନ ସାହୁଙ୍କ ପରିବାରକୁ ଜିନ୍ଦଲ ସାଉଥ ୱେଷ୍ଟ(ଜେଏସଡବ୍ଳୁ) କମ୍ପାନୀ ସହଯୋଗର ହାତ ବଢାଇଛି । ସହୀଦ ପ୍ରସନ୍ନଙ୍କ ପୁଅ ଓ ଝିଅଙ୍କ ଉଚ୍ଚଶିକ୍ଷା ନିମନ୍ତେ ସମସ୍ତ ଖର୍ଚ୍ଚ ଜେଏସଡବ୍ଳୁ ବହନ କରିବାର ପ୍ରତିଶୃତି ଦେଉଛି । ଶୁକ୍ରବାର ଦିନ ଜଗତସିଂହପୁର ଜିଲ୍ଳାପାଳ ସହୀଦ ପରିବାରକୁ କମ୍ପାନୀର ଏକ ପ୍ରତିଶୃତି ପତ୍ର ପରିବାର ଲୋକଙ୍କୁ ପ୍ରଦାନ କରିଥିଲେ …
Read More »ବିପିସିଏଲ ପକ୍ଷରୁ ଉମଙ୍ଗ ସମ୍ପର୍କରେ ଚାଷୀଙ୍କୁ ସଚେତନତା
ରଘୁନାଥପୁର,୨୩/୦୭/୨୦୧୯( ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ଜଇପୁରସ୍ଥିତ ଶିବାନୀ ଫିଲିଙ୍ଗ ଷ୍ଟେସନ ପରିସରରେ ବିପିସିଏଲ ପକ୍ଷରୁ ନୂତନ ଭାବେ ଲଂଚ୍ ହୋଇଥିବା ଉମଙ୍ଗ କାର୍ଯ୍ୟକ୍ରମ ସମ୍ପର୍କରେ ସ୍ଥାନୀୟ ଚାଷୀଙ୍କୁ ନେଇ ଏକ ସଚେତନତା ମେଳା ଅନୁଷ୍ଠିତ ହୋଇ ଯାଇଛି । ବିପିସିଏଲ ର ଜେନେରାଲ ମ୍ୟାନେଜର ଲଖମଲ ଜଏନ , ଡ଼ିଜିଏମ ରାଜୀବ ପୁରୀ, ଷ୍ଟେଟ ହେଡ଼ ଦେବାଶିଷ ପାଲିତ , ସିନିଅର ଇଂଜିନିଅର ପ୍ରଶାନ୍ତ ପଟୁଆର , ଟେରିଟୋରୀ ମ୍ୟାନେଜର ବିରୁମ ମୁକେଶ ପ୍ରମୁଖ ଯୋଗଦେଇ ଉମଙ୍ଗ ସୁବିଧା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । …
Read More »କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ – ଖୁବ ଶୀଘ୍ର ବିଏସଏଲସିରେ ଖନନ ପ୍ରକ୍ରିୟା ଆରମ୍ଭ ହେବ – ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ ଭୁବନେଶ୍ୱର, ୨୨/୦୭/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ବିର୍ସା ଷ୍ଟୋନ୍ ଲାଇମ୍ କମ୍ପାନୀ ଲିମିଟେଡ (ବିଏସଏଲସି)ରେ ଖନନ ପ୍ରକ୍ରିୟା କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବ । ଏଥିପାଇଁ ଭବିଷ୍ୟତରେ ଶ୍ରମିକ ଏବଂ ସଂଶ୍ଲିଷ୍ଟ ସଂସ୍ଥାମାନେ ପ୍ରଭାବିତ ହେବେ ନାହିଁ ବୋଲି ଆଜି ଇସ୍ପାତ୍ ମନ୍ତ୍ରାଳୟରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଅଧକ୍ଷତାରେ ବସିଥିବା ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦିଆଯାଇଛି । ଆଜିର ବୈଠକରେ ପରିଚାଳନା ସମ୍ବନ୍ଧିତ ବିଷୟର ସମାଧାନ କରାଯିବ ବୋଲି …
Read More »ଜମିହରା କୃଷକ ଏକତା ମଂଚ ଦାବି ଆଗରେ ମୁଣ୍ଡ ନୁଆଁଇଲା ଆଇଓସିଏଲ୍
ପାରାଦ୍ୱୀପ,୨୧/୦୭/୨୦୧୯ (ଓଡ଼ିଶା ସମାଚାର)-ଆଇଓସିଏଲ୍ ତୈଳବିଶୋଧନାଗାର ପ୍ରକଳ୍ପରେ କର୍ମ ସଂସ୍ଥାନ ଓ ନିଯୁକ୍ତି ନେଇ ସ୍ଥାନୀୟ ଅଂଚଳବାସୀଙ୍କ ଯେଉଁ ଆଶା ଓ ଆକାଂକ୍ଷା ରହିଥିଲା , ତାହା ପୁରଣ ନ ହେବାଦ୍ୱାରା ଏହି ପ୍ରକଳ୍ପ ପାଇଁ ଜମି ହରାଇଥିବା ଲୋକମାନେ ଏବେ ନିଜ ଦାବି ଓ ଅଧିକାର ପାଇଁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଛନ୍ତି । ଏଠାରେ ରାଜନେତାମାନେ ନିର୍ବାଚନ ପ୍ରତିଦ୍ୱନ୍ଦିତା , ଅର୍ଥ ଆହରଣ ଓ କ୍ଷମତାଶାଳୀ ହେବାର ନିାଶାରେ ସ୍ଥାନୀୟ ଅଂଚଳବାସୀଙ୍କ ସମସ୍ୟାକୁ ଭୁଲିଯାଇଛନ୍ତି । ତେବେ ଦୀର୍ଘ ୨୬ ଦିନ ଧରି …
Read More »ବେଦାନ୍ତ ହସ୍ପିଟାଲ ପକ୍ଷରୁ ଲାଞ୍ଜିଗଡ଼ରେ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ
ଲାଞ୍ଜିଗଡ଼,୨୦/୦୭/୨୦୧୯ (ଓଡ଼ିଶା ସମାଚାର)- ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିଃ. ୟୁନିଟ୍ ପକ୍ଷରୁ ହରେକୃଷ୍ଣପୁରଠାରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ବେଦାନ୍ତ ହସ୍ପିଟାଲ ସହଯୋଗରେ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଲୋକଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଏହି ସ୍ୱାସ୍ଥ୍ୟ ଶିବିରର ମୂଳଲକ୍ଷ୍ୟ । ଏକ ୫ ଜଣିଆ ଡାକ୍ତରୀଦଳ ଏହି ଶିବିରରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରିଥିଲେ । ସେମାନଙ୍କ ମଧ୍ୟରେ ଥିବା ଶିଶୁ ବିଶେଷଜ୍ଞ, ସ୍ତ୍ରୀରୋଗ ଓ ପ୍ରସୁତୀ ବିଶେଷଜ୍ଞ ଏବଂ ସାଧାରଣ ବିଶେଷଜ୍ଞ ଆଦି ଉପସ୍ଥିତ ଲୋକଙ୍କ ସ୍ୱାସ୍ଥ୍ୟ ଯାଂଚ୍ ସହିତ …
Read More »ବନ୍ଧୁତ୍ୱ ଦିବସରେ ଆପଣଙ୍କ ବନ୍ଧୁଙ୍କୁୁ ଜିପ୍ପୋର ଲାଇଟର ଉପହାର ଦିଅନ୍ତୁ
ଭୁବନେଶ୍ୱର, ୨୦/୦୭/୨୦୧୯ (ଓଡ଼ିଶା ସମାଚାର)- ପ୍ରେମ ଓ ଭଲପାଇବା ମଣିଷ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ । ତେଣୁ ଅଗଷ୍ଟ ୪ ତାରିଖରେ ପାଳିତ ହେବାକୁଥିବା ବନ୍ଧୁତ୍ୱ ଦିବସ ଅବସରରେ ଆପଣଙ୍କ ବନ୍ଧୁଙ୍କୁ ଆନନ୍ଦିତ କରିବା ପାଇଁ ଜିପ୍ପୋ କମ୍ପାନୀର ଅନନ୍ୟ ୱିଣ୍ଡ୍ ପ୍ରୁଫ୍ ଲାଇଟର ଉପହାରରେ ଦିଅନ୍ତୁ । ଏହା ଆପଣଙ୍କ ବନ୍ଧୁଙ୍କ ପାଇଁ ଉପଯୁକ୍ତ ଷ୍ଟାଇଲିସ୍ ଉପହାର ସାବ୍ୟସ୍ତ ହେବା ସହିତ ତାଙ୍କ ବ୍ୟକ୍ତିତ୍ୱକୁ ବିକାଶ କରିବାରେ ସହାୟତା କରିବ । ଜିପ୍ପୋର ସମସ୍ତ ଲାଇଟର ଲାଇଫ୍ ଟାଇମ୍ ୱାରେଂଟି ସହିତ ଉପଲବ୍ଧ …
Read More »ଜାଗୁଆର ଲ୍ୟାଣ୍ଡ ରୋଭରର ଭାରତରେ ପ୍ରଥମ ବୋଟିକ୍ ଶୋ’ରୁମ୍ ଏବେ ବେଙ୍ଗାଲୁର୍ରେ
ଭୁବନେଶ୍ୱର, ୨୦/୦୭/୨୦୧୯ (ଓଡ଼ିଶା ସମାଚାର)- ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ ପକ୍ଷରୁ ଏହାର ଭାରତରେ ପ୍ରଥମ ବୋଟିକ୍ ଶୋ’ରୁମ୍ ବେଙ୍ଗାଲୁର୍ରେ ଖୋଲାଯାଇଛି । ବେଙ୍ଗାଲୁର୍ ଜିଲ୍ଳାର କନିଙ୍ଗ୍ହାମ୍ ରୋଡ୍ ସ୍ଥିତ ମାରକ୍ୟୁଲାଣ୍ଡ୍ଠାରେ ଏହି ଶୋ’ ରୁମ୍ ରହିଛି । ଏଠାରେ ଉଭୟ ଜାଗୁଆର୍ ଏବଂ ଲ୍ୟାଣ୍ଡ ରୋଭର ପ୍ରଦର୍ଶନ ପାଇଁ ୪୪୬ ବର୍ଗ ମିଟର ସ୍ଥାନ ରହିଛି । ଏହାଦ୍ୱାରା ଭାରତର ୨୪ଟି ପ୍ରମୁଖ ସହରରେ ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆର ବିତରଣ ନେଟ୍ୱାର୍କର ଆଉଟ୍ଲେଟ୍ ସଂଖ୍ୟା ୨୬ରେ ପହଂଚିଛି । ଏହି ଅବସରରେ …
Read More »ପିପିଏଲ୍ ପରିସରରେ ଦୁଇଦିନିଆ ନିରାପତା କର୍ମଶାଳା
ପାରାଦ୍ୱୀପ ୧୮/୦୭/୨୦୧୯ (ଓଡ଼ିଶା ସମାଚାର)- ପାରାଦ୍ୱୀପ ପିପିଏଲ ସାର କାରାଖାନା ପରିସରରେ ଏକ ଦୁଇଦିନଆ ନିରାପତା କର୍ମଶାଳା ଉଦ୍ଘାଟିତ ହୋଇଯାଇଅଛି । ଏହି କର୍ମଶାଳାକୁ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଆନୁଷ୍ଠାନିକ ଭାବେ ଗୁରୁବାର ଦିନ ଉଦ୍ଘାଟିତ କରିଛନ୍ତି । ଓଡିଶା ଫାକ୍ଟ୍ରି ଆଣ୍ଡ ବଏଲର ସଂସ୍ଥା ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସମସ୍ତ କମ୍ପାନୀ କର୍ମଚାରୁ, ବ୍ୟବହାରକାରୀ ସଂସ୍ଥା, ଶ୍ରମିକ ଏବଂ ସେପ୍ଟି ଅଧିକାରୀମାନ ଯୋଗଦେଇଥିଲେ । କିଭଳି ଭାବେ ଶୂନ୍ୟଦୁର୍ଘଟଣା ହେବ ସେନେଇ ସମସ୍ତଙ୍କ ମଧ୍ୟରେ ସଚ୍ଚେତନତା ସୃଷ୍ଟି କରିବା ଏହି …
Read More »