Wednesday , January 19 2022
Breaking News
Home / ବ୍ୟବସାୟ ବାଣିଜ୍ୟ (page 30)

ବ୍ୟବସାୟ ବାଣିଜ୍ୟ

ପାରାଦ୍ୱୀପ ବିପିସିଏଏଲ୍ କମ୍ପାନୀ ପକ୍ଷରୁ ଆୟୋଜିତ ଜନଶୁଣାଣୀକୁ ବିରୋଧ

ପାରାଦ୍ୱୀପ ୧୮/୦୭/୨୦୧୯ (ଓଡ଼ିଶା ସମାଚାର)-  ବୁଧବାର ଦିନ ପାରାଦ୍ୱୀପ ଠାରେ ଥିବା ଭାରତ ପେଟ୍ରୋଲିୟମ କରର୍ପୋରେସନ ଲିମିଟେଡ ତରଫରୁ ତୈଳ ଷ୍ଟୋରେଜ ଟାଙ୍କିର ସଂପ୍ରସାରଣ ନିମନ୍ତେ ହେଉଥିବା ଜନ ଶୁଣାଣୀ କୁ ବିରୋଧ କଲେ ସ୍ଥାନୀୟ ଜନସାଧାରଣ । କମ୍ପାନୀ ପକ୍ଷରୁ ଇେଇନାଲ୍, ବାୟୋଡିଜେଲ ଓ ଏଚ.ଏସ.ଡି ର ଭଣ୍ଡାର  ପାଇଁ ୧୯ କୋଟି ଟଙ୍କା ବିନିଯୋଗରେ ଏହି ଭଣ୍ଡାର ର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏକ …

Read More »

ଚିନି ଶିଳ୍ପ ପାଇଁ ଡାଲମିଆ ଭାରତ ସୁଗାରର ଶ୍ରୀ ଭାରତ ଭୁଷଣ ମେହତା ଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାର

କୋଲକାତା,ଜୁଲାଇ ୧୮,୨୦୧୯(ଓଡ଼ିଶା ସମାଚାର): ଡାଲମିଆ ଭାରତ ସୁଗାରର ପୁର୍ଣ୍ଣକାଳୀନ ନିର୍ଦ୍ଦେଶକ ଶ୍ରୀ ଭାରତ ଭୁଷଣ ମେହତା ଙ୍କୁ ଭାରତୀୟ ଚିନି ଶିଳ୍ପ ପ୍ରତି ଥିବା ଅବଦାନ ପାଇଁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାର ରେ ସମ୍ମାନିତ କରାଯାଇଛି । ଚିନି ଶିଳ୍ପ ସହ ସଂଶ୍ଳିଷ୍ଟ ସୁଗାର ଟେକ୍ନୋଲୋଜିଷ୍ଟ ଆସୋସିଏସନ୍ ଅଫ ଇଣ୍ଡିଆ (ଝଞଇଓ) ତରଫରୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଦୀର୍ଘ ଚାଳିଶ ବର୍ଷ ରୁ ଉର୍ଦ୍ଧ ସମୟ …

Read More »

ସିଏସ୍ସି-ଭିଏଲ୍ଇ ୱାର୍କସପର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଗାଁ ମହିଳାଙ୍କ କାର୍ଯ୍ୟଶୀଳ ଦକ୍ଷତାକୁ ପରିପ୍ରକାଶ କରାଇବ ସିଏସ୍ସି-ଭିଏଲ୍ଇ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୭/୦୭/୨୦୧୯ (ଓଡ଼ିଶା ସମାଚାର)- ନୂଆଦିଲ୍ଲୀ ଠାରେ ମଙ୍ଗଳବାର କମନ୍ ସର୍ଭିସ୍ ସେଂଟର(ସିଏସ୍ସି) ଦିବସ ଅବସରରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଏସ୍ସି ଓମେନ୍ ଭିଲେଜ୍ ଲେଭେଲ୍ ଏଂଟ୍ରପ୍ରିନର୍ସ (ଭିଏଲଇ) ୱାର୍କସପ୍କୁ କେନ୍ଦ୍ର ବୈଦୁତିକ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ସଞ୍ଜୟ ଧୋତ୍ରେଙ୍କ ଉପସ୍ଥିତିରେ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଘରର ସମସ୍ତ ପ୍ରକାର ପରିଚାଳନାରେ ମହିଳାମାନଙ୍କ …

Read More »

ଓଏଏଲ୍ପି ଦ୍ୱାରା ପୁରସ୍କୃତ ୩୨ ବ୍ଲକ ପାଇଁ ପଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟର ଚୁକ୍ତି ସାକ୍ଷର

ଓଏଲ୍ଏପି ଚୁକ୍ତି ସ୍ୱାକ୍ଷର ଉର୍ଜା ଓ ପେଟ୍ରୋଲିୟମ କ୍ଷେତ୍ରରେ ଏକ ବୃହତ ପଦକ୍ଷେପ – ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ ଭୁବନେଶ୍ୱର, ୧୭/୦୭/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଓପନ୍ ଏକ୍ରେଜ୍ ଲାଇନସେସିଂ ପ୍ରୋଗ୍ରାମ (ଓଏଏଲ୍ପି) ଅଧୀନରେ ଦ୍ୱିତୀୟ ଓ ତୃତୀୟ ବିଡ୍ ରାଉଣ୍ଡରେ ପୁରସ୍କୃତ ୩୨ ବ୍ଲକ ପାଇଁ ଚୁକ୍ତି ସାକ୍ଷର କରିଛି । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି …

Read More »

ପାରାଦ୍ୱୀପ ଗଡ ବିଜୁପଟ୍ଟନାୟକ ମାକେଟ ପରିଷରରେ ପାରାଦ୍ୱୀପ ତୈଳ ବିଶୋଧନାଗାରର ସ୍ୱଚ୍ଛତା ଅଭିଯାନ

ପାରାଦ୍ୱୀପ ୧୫/୦୭/୨୦୧୯ (ଓଡ଼ିଶା ସମାଚାର)- ପାରାଦ୍ୱୀପ ତୈଳ ବିଶୋଧନଗାରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଟି.ଡି.ଭି.ଏସ୍ ଗୋପାଳକିଷ୍ଣଙ୍କ ତତ୍ୱାବଧାନରେ ବିଷୋଧନାଗାର ଅଧିକାରୀଙ୍କ ଦ୍ୱାରା  ପାରାଦ୍ୱୀପ ଗଡର ବିଜୁ ପଟ୍ଟନାୟକ ମାର୍କେଟ କମ୍ପେକ୍ସ ଠାରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଅଛି । ରାଷ୍ଟୀୟ ମିଶନ ଭାବେ ପରିଗଣୀତ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସ୍ଥାନୀୟ ବହୁ ସରପଂଚ ଯୋଗଦେଇଥିଲେ । ସ୍ୱଚ୍ଛତା ପଖୱାଡା ୨୦୧୯ କାର୍ଯ୍ୟକ୍ରମରେ ପାରାଦ୍ୱୀପ ତୈଳ ବିଶୋଧନାଗାର ପକ୍ଷରୁ …

Read More »

ପାରାଦ୍ୱୀପ ବନ୍ଦରରେ ଓଡିଶାର ପ୍ରଥମ ଲବଣ ମୁକ୍ତ ପାନୀୟ ଜଳ ପ୍ରକଳ୍ପର ଏମ୍ଓୟୁ ସ୍ୱାକ୍ଷର

ପାରାଦ୍ୱୀପ ୧୫/୦୭/୨୦୧୯ (ଓଡ଼ିଶା ସମାଚାର)- ଓଡିଶାର ପ୍ରଥମ ୧୦ ଏମ୍.ଏଲ୍.ଡି (ମିଲିୟନ ଲିଟରସ୍ ପର୍ଡେ) କ୍ଷମତା ସମ୍ପର୍ଣ୍ଣ  ଏକ ଲବଣ ଅପସାରଣ ପାନୀୟ ଜଳ ପ୍ରକଳ୍ପ ର ପ୍ରତିଷ୍ଠା ହେବାକୁ ଯାଉଅଛି । ଏହି ପରିପ୍ରେକ୍ଷୀରେ  ଜୁଲାଇ ୧୫ ତାରିଖ ସୋମବାର ଦିନ ପାରାଦ୍ୱୀପ ବନ୍ଦର ଓ ଚେନାଇସ୍ଥିତ  (ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଓସେନ  ଟେକ୍ନୋଲୋଜି) ଭାରତ ସରକାର ପୃଥିବୀ ବିଜ୍ଞାନ ମଧ୍ୟରେ ଏକ ବୁଝାମଣା ବା ଏମ୍ଓୟୁ ସ୍ୱାକ୍ଷରିତ …

Read More »

ପାରାଦ୍ୱୀପ ବନ୍ଦରରେ “ପିସିଏସ୍ ୧ଏକ୍ସ” ରୋଡ୍ ସୋ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରାଦ୍ୱୀପ ୧୧/୦୭/୨୦୧୯ (ଓଡ଼ିଶା ସମାଚାର)- ସାମୁଦ୍ରିକ  ବାଣିଜ୍ୟ, ସହଜ ବ୍ୟବସାୟ ତଥା ବ୍ୟବସାୟ ସଂସ୍ଥା ମାନଙ୍କୁ ବନ୍ଦରରେ ବ୍ୟବସାୟ କରିବା ପାଇଁ ଆକୃଷ୍ଠ କରିବା ଲକ୍ଷ୍ୟରେ ପାରାଦ୍ୱୀପ ବନ୍ଦର, ଇଣ୍ଡିଆନ ପୋର୍ଟସ ଆସୋସିଏସନ (ଆଇପିଏ) ଏବଂ ପୋର୍ଟାଲ ଇନ୍ଫେସିଷ୍ଟମ୍ ପ୍ରା.ଲି ମିଳିତ ଆନୁକୁଲ୍ୟରେ ପୋର୍ଟ କମ୍ୟୁନିଟି ସିଷ୍ଟମ୍ (ପିସିଏସ୍) “ପିସିଏସ୍ ୧ଏକ୍ସ” ରୋଡ ସୋ ନାମକ ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ଜୟଦେବ ସଦନ ଠାରେ ବୁଧବାର ଦିନ ଅନୁଷ୍ଠିତ …

Read More »

ବେଦାନ୍ତ ଲାଞ୍ଜିଗଡ ରିଫାଇନାରି ନବୀକରଣ  ତଥା ‘ୱେଷ୍ଟ ଟୁ ୱେଲଥ’ ପ୍ରୋଗ୍ରାମ ମାଧ୍ୟମରେ ସାରା ଅଂଚଳର ଉନ୍ନତି କରିପାରିଛି

ଶତ ପ୍ରତିଶତ ଫ୍ଲାଏ ଆସ ର ବ୍ୟବହାର । ବାହ୍ୟ ବସ୍ତୁକୁ ବ୍ୟବହାର କରି  ବେଦାନ୍ତର ‘ୱେଷ୍ଟ ଟୁ ୱେଲଥ’ ପ୍ରୋଗ୍ରାମ ମାଧ୍ୟମରେ ନୂତନ ନିଯୁକ୍ତି, ଉଦ୍ୟୋଗକାରି ଏବଂ ଉଦ୍ୟୋଗ  ସୃଷ୍ଟି କରିବା ଲକ୍ଷ ଅଟେ । ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା, ୧୦/୦୭/୨୦୧୯ (ଓଡ଼ିଶା ସମାଚାର)- ନୂତନ ଭାବନା ହେଉଛି ବେଦାନ୍ତ ଆଲୁମିନିୟମ ଲାଞ୍ଜିଗଡର ସଫଳତାର  ମୂଳଦୁଆ ଅଟେ । ଭାରତୀୟ ଆଲୁମିନିୟମ କ୍ଷେତ୍ରରେ  ନିଜର କାର୍ଯ୍ୟ ଆରମ୍ଭ କରିବା …

Read More »

ରୟାଲ ପାମ ଭିଲେଜ୍ : ସାତଶଙ୍ଖ ଠାରେ ଏସ ଜେ ଡେଭଲପର୍ସର ବିଳାସପୂର୍ଣ୍ଣ ଭ୍ୟାକେସନ୍ ହୋମ୍ ଏବଂ ରିସୋର୍ଟ 

ଭୁବନେଶ୍ୱର, ୦୯/୦୭/୨୦୧୯ (ଓଡ଼ିଶା ସମାଚାର)-  ଓଡିଶାର ଅଗ୍ରଣୀ ରିୟଲଇଷ୍ଟେଟ୍ ସଂସ୍ଥା ଏସ ଜେ ଡେଭଲପର୍ସ ନିଜର ବିଶ୍ୱସ୍ତରୀୟ ବିଳାସପୂର୍ଣ୍ଣ ଭ୍ୟାକେସନ୍ ହୋମ୍ ଓ ରିସୋର୍ଟ ପ୍ରୋଜେକ୍ଟ ‘ରୟାଲ ପାମ୍ ଭିଲେଜ୍’ ଆରମ୍ଭ ବିଷୟ ଘୋଷଣା କରିଛି । ଏସ ଜେ ଡେଭଲପର୍ସର ଏହି ପ୍ରକଳ୍ପ ସାତଶଙ୍ଖ ପୁରୀଠାରେ ୧୮.୫ଏକର ଜାଗାରେ ଏବଂ ସବୁଜ ପରିବେଶ ମଧ୍ୟରେ ପରିବ୍ୟାପ୍ତ । ଏହି ଅବସରରେ ଏସ ଜେ ଡେଭଲପର ସ ପକ୍ଷରୁ ରୟାଲ …

Read More »

କେଂଟକୋ କମ୍ପାନୀର ଶ୍ରମିକ ମାରଣ ନୀତି

    ୩୬୦ଶ୍ରମିକ ପିଆଇସିଟି କମ୍ପାନୀ ଫାଟକ ସମ୍ମୁଖରେ ଧାରଣାରେ ବସିଲେ ପାରାଦ୍ୱୀପ ୦୯/୦୭/୨୦୧୯ (ଓଡ଼ିଶା ସମାଚାର)- ପାରାଦ୍ୱୀପରେ ଶିଳ୍ପ ଉପରେ ଶିଳ୍ପମାନ ଗଢି ଚାଲିଛି ସତ ଶିଳ୍ପରେ କାର୍ଯ୍ୟରତ ଶ୍ରମିକ ମାରଣ ନୀତି ମଧ୍ୟ ବଢି ଚାଲିଛି । ଶେଷରେ ନିଜର ହକ୍ ପାଇଁ ଆନ୍ଦୋଳନକୁ ଓହ୍ଳାଇଛନ୍ତି ଶ୍ରମିକମାନେ । ପାରାଦ୍ୱୀପରେ ଥିବା ପିଆଇସିଟି କମ୍ପାନୀ ଫାଟକ ସମ୍ମୁଖରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି କାର୍ଯ୍ୟରତ ଶ୍ରମିକମାନେ । ପାରାଦ୍ୱୀପରେ ଥିବା …

Read More »