Wednesday , January 19 2022
Breaking News
Home / ବ୍ୟବସାୟ ବାଣିଜ୍ୟ (page 20)

ବ୍ୟବସାୟ ବାଣିଜ୍ୟ

ଭି-ଗାର୍ଡର ଆଇରିସ୍ ସିରିଜ୍ ଗିଜର୍ ତକ୍ରାଳ ହିଟିଙ୍ଗ୍ ଓ ଲଙ୍ଗ୍ ଲାଇଫ୍ ପ୍ରଦାନ କରୁଛି

କୋଚି ୧୪/୧୨/୨୦୨୦ (ଓଡ଼ିଶା ସମାଚାର)-: ଭାରତର ଅଗ୍ରଣୀ ହୋମ୍ ଆପ୍ଲାଏନ୍ସେସ୍ ବ୍ରାଣ୍ଡ ଭି-ଗାର୍ଡର ନୂତନ ଆଇରିସ୍ ସିରିଜ୍ ର ୱାଟର୍ ହିଟର୍ ବଜାରରେ ବଡ ପଦକ୍ଷେପ ଗ୍ରହଣ କରିଛି କାରଣ ଦେଶର ଅନେକ ଅଂଶରେ ଏବେ ତାପମାତ୍ରା ଏକ ଅଙ୍କକୁ ହ୍ରାସ ପାଇଛି । ଏହାର ଶକ୍ତିଶାଳୀ ହିଟିଙ୍ଗ୍ ଉପାଦାନ ଓ ରଷ୍ଟପ୍ରୁଫ୍ ଟ୍ୟାଙ୍କ ସହିତ ଆଇରିସ୍ ଓ ଆଇରିସ୍ ଡିଜି ସିରିଜ୍ ଗୁଡିକ ଘରୋଇ କାର୍ଯ୍ୟ ପାଇଁ ବଜେଟ୍ …

Read More »

ପିପିଏଲ ଡିଏଭି ପକ୍ଷରୁ ଫିଟ୍ ଇଣ୍ଡିଆ ସାଇକ୍ଳୋଥନ କାର୍ଯ୍ୟକ୍ରମ

ପାରାଦ୍ୱୀପ,୧୩/୧୨/୨୦୨୦(ଓଡ଼ିଶା ସମାଚାର)- ପାରାଦ୍ୱୀପ ପିପିଏଲ ସାର କାରଖାନା ପରିସର ମଧ୍ୟରେ ଥିବା ଡିଏଭି ପବ୍ଳିକ ସ୍କୁଲ ପକ୍ଷରୁ ଶନିବାର ଦିନ ଫିଟ୍ ଇଣ୍ଡିଆ ସାଇକ୍ଳୋଥନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପିପିଏଲ ସାର କାରଖାନାର ମାନବ ସମ୍ବଳ ଅଧିକାରୀ ଜଗନ୍ନାଥ ଖୁଂଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତ ସରାକାରଙ୍କ ଏହି ଫିଟ୍ ଇଣ୍ଡିଆ ସାଇକ୍ଳୋଥନ କାର୍ଯ୍ୟକ୍ରମର ଉଦ୍ଧେଶ୍ୟ ତଥା ସାଇକେଲ ଚାଳନାର ଉପକାରିତା ସମ୍ପର୍କରେ ବକ୍ତବ୍ୟ …

Read More »

ତାଳଚେର ସାରକାରଖାନା ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର ସାର କାରଖାନା ହେବ ଭାରତର ପ୍ରଥମ କୋଇଲା ଗ୍ୟାସିଫିକେସନ ଆଧାରିତ କାରଖାନା – ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର,୧୨/୧୨/୨୦୨୦(ଓଡ଼ିଶା ସମାଚାର)- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ତାଳଚେର ସାର କାରଖାନା (ଟିଏଫଏଲ୍) ଦ୍ୱାରା କାର୍ଯ୍ୟକାରୀ ହେଉଥିବା କୋଇଲା ଗ୍ୟାସିଫିକେସନ ଏବଂ ୟୁରିଆ ଉତ୍ପାଦନ ପ୍ରକଳ୍ପର ଅଗ୍ରଗତି ନେଇ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ମନସୁଖଲାଲ ମାଣ୍ଡଭିୟ ଏବଂ ଭାରତ …

Read More »

ଶ୍ୟାମ୍ ଷ୍ଟିଲ୍ ଇଣ୍ଡିଆର ‘ବିଲ୍ଡ ଇଣ୍ଡିଆ ଆମ୍ବାସଡ଼ର’ ହେଲେ ସୋନୁ ସୁଦ୍

ଭୁବନେଶ୍ୱର, ୧୧/୧୨/୨୦୨୦ (ଓଡ଼ିଶା ସମାଚାର)- ଭାରତର ଅଗ୍ରଣୀ ଇସ୍ପାତ ଉତ୍ପାଦନକାରୀ କମ୍ପାନୀ ଶ୍ୟାମ ଷ୍ଟିଲ୍ ଇଣ୍ଡିଆ ପକ୍ଷରୁ ବଲିଉଡ୍ ଅଭିନେତା ସୋନୁ ସୁଦ୍ ଙ୍କୁ ଏହାର ‘ବିଲ୍ଡ ଇଣ୍ଡିଆ ଆମ୍ବାସଡ଼ର’ ଭାବେ ନିଯୁକ୍ତ କରାଯାଇଛି । ବିଶ୍ୱ ମହାମାରୀ ଯୋଗୁ ଜାରି ହୋଇଥିବା ଲକ ଡାଉନ୍ ଯୋଗୁ ବହୁ ଲୋକଙ୍କର ଆର୍ଥିକ ଅବସ୍ଥା ସଙ୍କଟ ଜନକ ହୋଇପଡ଼ିଥିବାବେଳେ କମ୍ପାନୀ ପକ୍ଷରୁ ସେମାନଙ୍କର ଜୀବନଜୀବିକା କ୍ଷେତ୍ରରେ ଧୀରେଧୀରେ ପଦକ୍ଷେପ ଗ୍ରହଣ କରାଯାଉଛି …

Read More »

ଶିଳ୍ପ ନିରାପତା କ୍ଷେତ୍ରରେ ଇଫକୋ କୁ ସଫଳତା

ପାରାଦୀପ,୧୦/୧୨/୨୦୨୦(ଓଡ଼ିଶା ସମାଚାର)- ସ୍ଥାନୀୟ ଇଫକୋ ସାର କାରଖାନାକୁ ଶିଳ୍ପ ନିରାପତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ୨୦୧୯/୨୦ ପାଇଁ ଫର୍ଟିଲାଇଜର ଆସୋସିଏସନ୍ ଅଫ୍ ଇଣ୍ଡିଆ (ଫାଇ) ଦ୍ୱାରା ପୁରସ୍କୃତ ହୋଇଛି । ଏହି ଅବସରରେ ଫାଇର ବାର୍ଷିକ ଅଧିବେଶନରେ ମାନ୍ୟବର କେନ୍ଦ୍ର ରାସାୟନ, ସାର ଓ ଜାହାଜ ଚଳାଚଳ ମନ୍ତୀ (ସ୍ୱାଧୀନ) ମନସୁଖ ଲାଲ ମଣ୍ଡଭିୟା ଓ ବିଭାଗୀୟ ସଚିବ ଛବିଳେନ୍ଦ୍ର ରାଉଳଙ୍କଠାରୁ ପାରାଦାପ ଇଫକୋର ନିର୍ବାହୀ ନିର୍ଦ୍ଦେଶକ କେ. …

Read More »

ଭାରତୀୟ ଉପକୂଳରେ ଭାସମାନ ଜେଟିକୁ ପ୍ରୋତ୍ସାହନ

ପାରାଦୀପ,୦୮/୧୨/୨୦୨୦(ଓଡ଼ିଶା ସମାଚାର)-କେନ୍ଦ୍ର ବନ୍ଦର ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ଭାସମାନ ସଂରଚନ ବୈଷୟିକ ନିର୍ଦ୍ଧିଷ୍ଟ କରଣ ପାଇଁ ଚିଠା ନିୟମାବଳୀ ସଂକଳନ ଜାରୀ କରିଛି । ଭାରତୀୟ ଉପକୂଳରେ ବିଶ୍ୱସ୍ତରୀୟ ଭାସମାନ ଭିତିଭୂମୀ ସ୍ଥାପନ ଏବଂ ନିୟୋଜନ ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଯୋଜନା ରହିଛି । ଏଥିପାଇଁ ଜନସାଧାରଣଙ୍କ ପରାମର୍ଶ ଆହ୍ୱାନ କରାଯାଇଛି । ସୂଚନାଯୋଗ୍ୟ, ଭାସମାନ ସଂରଚନା ବନ୍ଦୋବସ୍ତ କରିବା ସହଜସାଧ୍ୟ । ସାଧାରଣତଃ ପାରମ୍ପରିକ ସଂରଚନା …

Read More »

‘ଭେଣ୍ଡିଂଜୋନ୍ ନହେବା ଯାଏଁ ଉଚ୍ଛେଦ ବନ୍ଦ୍’

କୋଣାର୍କ,୦୭/୧୨/୨୦୨୦ (ଓଡ଼ିଶା ସମାଚାର)- ଚନ୍ଦ୍ରଭାଗା ବ୍ୟବସାୟୀ ସଙ୍ଘ କାର୍ଯ୍ୟାଳୟଠାରେ ବ୍ୟବସାୟୀ ଓ ଫଟୋଗ୍ରାଫରମାନଙ୍କ ସ୍ଥାୟୀ ଥଇଥାନ ନ ହେବା ପର୍ଯ୍ୟନ୍ତ ଚନ୍ଦ୍ରଭାଗା ବଜାର ଉଚ୍ଛେଦ ହେବନାହିଁ । ଏଭଳି ଅଭୟବାଣୀ ଶୁଣାଇଛନ୍ତି କାକଟପୁର ବିଧାୟକ ତଥା ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା । ଏ ନେଇ ଆୟୋଜିତ ଏକ ବୈଠକରେ କୋଣାର୍କ ଏନଏସି ପ୍ରଶାସନ, ଚନ୍ଦ୍ରଭାଗା କମିଟି ସଭାପତି, ସମ୍ପାଦକ ଓ ଚନ୍ଦ୍ରଭାଗା ଫଟୋଗ୍ରାଫର୍ ଆସୋସିଏସନର ସଭାପତି ଓ ସମ୍ପାଦକ …

Read More »

ଫେରି ବ୍ୟବସାୟ ଉପରେ କରୋନା ମାଡ –  ଦୁଇ ଓଳି ଜଳୁନି ଚୁଲି, ଆଉ ଡାକୁ ନାହାଁନ୍ତି ଗାଁ କୁ ଗାଁ ବୁଲି ବୁଲି

ଭୁବନ ୧୯/୦୫/୨୦୨୦(ଓଡ଼ିଶା ସମାଚାର)- ଶଙ୍ଖା ନେବ ଶଙ୍ଖା… ଚୁଡି ନେବ ଚୁଡି …. ଆଉ ଶୁଭୁନି ଫେରିବାଲାର ଡାକ । ମହାମାରୀ କରୋନା ଯୋଗୁ ଫେରିବାଲାଙ୍କର ବେପାର ସଂପୂର୍ଣ୍ଣ ବନ୍ଦ । ଫେରି ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ବ୍ୟକ୍ତି ମାନେ ଏବେ ଓଳିଏ ଖାଇଲେ ଓଳିଏ ଉପାସ ଭୋକରେ ରହୁଛନ୍ତି । ଭୁବନ ଏନଏସି ରେ ରାତି ପାହିବା ପୂର୍ବରୁ ଭୋର ସମୟରେ ଶତାଧିକ ଫେରିବାଲା ସାଇକେଲ,ମୋଟର …

Read More »

ନାଲକୋରେ ଦୁର୍ନୀତି ନିବାରଣ ସପ୍ତାହ-୨୦୧୯ ପାଳନ

ଦାମନଯୋଡ଼ି,୦୫/୧୧/୨୦୧୯(ଓଡ଼ିଶା ସମାଚାର)- ଦାମନଯୋଡିସ୍ଥିତ ନାଲକୋ ତରଫରୁ ଦୁର୍ନୀତି ନିବାରଣ ସପ୍ତାହ ୨୦୧୯ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମଲୁସାନ୍ତା ସ୍କୁଲ, ଆଲୁମିନା ଗାର୍ଲସ ହାଇସ୍କୁଲ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଅରବିନ୍ଦ ସ୍କୁଲ, ଡିପିଏସ ଓ ଏସଭିଏମ ମାନଙ୍କରେ ଛାତ୍ରଛାତ୍ରୀଙ୍କୁ ଦୁର୍ନୀତି ବିପକ୍ଷରେ ଅବଗତ କରାଇ ପୋଷ୍ଟର ଓ ବକ୍ତୃତା ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । ସେହିପରି କୋରାପୁଟ ସରକାରୀ କଲେଜ, ଏଲିମ ଆଦିବାସୀ କଲେଜ ସେମିଳିଗୁଡା କଲେଜ …

Read More »

ଓଟିଏମ୍ ବନ୍ଦ ହେବା ପରେ ଦୁର୍ଦ୍ଦିନରେ ବସନ୍ତ ବେହେରାଙ୍କ ପରିବାର

ନିଶ୍ଚିନ୍ତକୋଇଲି ,୦୩/୧୧/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଳକ୍ ଅନ୍ତର୍ଗତ ଜନାର୍ଦ୍ଦନପୁର ଗ୍ରାମର ବସନ୍ତ କୁମାର ବେହେରା ସଂପ୍ରତି ଘୋର ଆର୍ଥିକ ଅନାଟନ ମଧ୍ୟରେ ପରିବାର ପ୍ରତିପୋଷଣ କରୁଛନ୍ତି । ଚୈାଦ୍ୱାର ସ୍ଥିତ ଓଡ଼ିଶା ଟେକ୍ସଟାଇଲ ମିଲ (ଓ.ଟି.ଏମ୍)ରେ ୱିଭିଙ୍ଗ ଜବର ଭାବେ ୧୯୬୩ ରୁ କାର୍ଯ୍ୟକରି ୨୦୦୧ରେ ଅବସର ଗ୍ରହଣ କରିଥିଲେ । ଅବସର ଗ୍ରହଣ ପରେ ତାଙ୍କର ବକେୟା ପ୍ରାପ୍ୟ ପ୍ରାୟ ୨ଲକ୍ଷ …

Read More »