Wednesday , November 30 2022
Breaking News
Home / ବ୍ୟବସାୟ ବାଣିଜ୍ୟ (page 10)

ବ୍ୟବସାୟ ବାଣିଜ୍ୟ

ସେଫ ଏକ୍ସପ୍ରେସ ପକ୍ଷରୁ କଟକଠାରେ ୬୬ତମ ଅଲଟ୍ରା-ମର୍ଡନ ଲଜିଷ୍ଟିକ ପାର୍କର ଶୁଭାରମ୍ଭ

-ସଂଯୋଗ ବୃଦ୍ଧି କରିବା ଏବଂ ଓଡିଶା ଏବଂ ପାଖାପାଖି ସ୍ଥାନରେ ଏଣ୍ଡ-ଟୁ-ଏଣ୍ଡ ଲଜିଷ୍ଟିକକୁ ବୃଦ୍ଧି କରିବା ପାଇଁ  ନୂତନ ସୁଯୋଗ । କଟକ, ଓଡିଶା, ୦୩/୧୧/୨୦୨୧(ଓଡ଼ିଶା ସମାଚାର)- ଭାରତର ଅଗ୍ରଣୀ ସପ୍ଲାଏ ଚେନ ଏବଂ ଲଜିଷ୍ଟିକ କମ୍ପାନୀ ପକ୍ଷରୁ କଟକଠାରେ ଏହାର ଅତ୍ୟନ୍ତ ଆଧୁନିକ ଲଜିଷ୍ଟିକ ପାର୍କର ଶୁଭାରମ୍ଭ କରାଯାଇଛି । ଏହି ଷ୍ଟେଟ-ଅଫ-ଦ-ଆର୍ଟ ସୁବିଧା ରଣନିତୀକଭାବେ କୋଲକାତା-ଚେନ୍ନାଇ ହାଇୱେ-୧୬ରେ ଅବସ୍ଥିତ । ଏହି ଅବସରରେ ସେଫଏକ୍ସପ୍ରେସର ବହୁ ବରିଷ୍ଠ ସମ୍ମାନିତ ବ୍ୟକ୍ତିମାନେ କଟକଠାରେ ଏହାର ସେଫଏକ୍ସପ୍ରେସ ଲଜିଷ୍ଟିକ ପାର୍କର ଶୁଭାରମ୍ଭ କରିବା ପାଇଁ …

Read More »

ପାରାଦୀପ ତୈଳ ବିଶୋଧନାଗାରର ବକେୟା ପାଉଣା ପାଇଁ ଠିକାଦାରଙ୍କ କଳା ପତାକା ପ୍ରଦର୍ଶନ

ପାରାଦୀପ,୦୨/୧୧/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ତୈଳ ବିଶୋଧନାଗାର ପ୍ରତିଷ୍ଟା ପର ଠାରୁ ସବୁବେଳେ ବିବାଦ ଘେରରେ ରହିଆସିଛି । କେତେବେଳେ ଜମିହରା ବିସ୍ଥାପିତଙ୍କ ଆନ୍ଦୋଳନ ତ କେତେବେଳେ ବକେୟା ପାଉଣା ପାଇବା ପାଇଁ ଆନ୍ଦୋଳନ । କେତେବେଳେ ପ୍ରଦୂଷଣକୁ ନେଇ ଆନ୍ଦୋଳନ ତ କେତେବେଳେ ସ୍ଥାନୀୟ ନିଯୁକ୍ତ ନେଇ ଆନ୍ଦୋଳନ । ଏତେ ସବୁ ବିବାଦ ମଧ୍ୟରେ ପାରାଦୀପ ତୈଳ ବିଶୋଧନାଗାର ପକ୍ଷରୁ ସତର୍କତା ସଚେତନତା ପକ୍ଷ ପାଳନ ହେବା କାହା ସ୍ୱାର୍ଥରେ ବୋଲି ବକେୟା ପାଉଣା ପାଇଁ ଆନ୍ଦୋଳନ କରୁଥିବା ଶ୍ରୀଲୋକନାଥ ଠିକାଦାର ମହାସଂଘର …

Read More »

ପାରାଦୀପ ଇଫକୋ ୟୁନିଟ୍ କୁ ମିଳିଲା ସମ୍ମାନଜନକ ସିଏସଆର୍ ପୁରସ୍କାର-୨୦୨୧

ପାରାଦୀପ,୦୧/୧୧/୨୦୨୧(ଓଡ଼ିଶା ସମାଚାର)- ପାରାଦୀପସ୍ଥିତ ବୃହତ ରାଷ୍ଟ୍ରାୟତ ସାର ଉତ୍ପାଦନକାରୀ ସଂସ୍ଥା ଇଫକୋ ପାରାଦୀପ ୟୁନିଟ୍ କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ସିଏସଆର୍ ପୁରସ୍କାର-୨୦୨୧ ହାସଲ କରିଛି । ସମାଜର ପ୍ରତ୍ୟେକ ଆବଶ୍ୟକତା ସମୟରେ ଇଫକୋ ସାଧାରନଜନତାଙ୍କ ସହିତ ସହଭାଗିତା ହୋଇପାରିଛି । ବାତ୍ୟା, ବନ୍ୟା, ଅଗ୍ନିକାଣ୍ଡ, କରୋନା ମହାମାରୀ ଭଳି ପ୍ରତିଟି ବିପତିି ସମୟରେ ଇଫକୋ ଜନସାଧାରଣଙ୍କର ନିକଟତର ହୋଇପାରିଛି । କୋଭିଡ୍-୧୯ ସମୟରେ ଓଡିଶା ସରକାରଙ୍କୁ ପିପିଇ କିଟ୍ ପ୍ରଦାନ କରି ଇଫକୋ ପ୍ରଶଂସିତ ହୋଇପାରିଛି । ଏଥି ସହିତ ଶିକ୍ଷା, ସ୍ୱଛତା,ଭିତିଭୂମି, …

Read More »

ୟୁନିୟନ ବ୍ୟାଙ୍କ ପକ୍ଷରୁ ଗ୍ରାହକ ସଚେତନତା କାର୍ୟ୍ୟକ୍ରମ

ସାଲେପୁର, ୩୦/୧୦/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )-ସାଲେପୁରଠାରେ ଥିବା ୟୁନିୟନ ବ୍ୟାଙ୍କ ପକ୍ଷରୁ ଗ୍ରାହକ ଓ ଜନସାଧାରଣ ଙ୍କ ନିମନ୍ତେ ଗ୍ରାହକ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜନାର୍ଦ୍ଦନ ପୁର ଠାରେ ଆୟୋଜିତ ଏହି କାର୍ୟ୍ୟକ୍ରମ ରେ ସ୍ଥାନୀୟ ଗ୍ରାହକ ଓ ଜନସାଧାରଣ ଯୋଗଦାନ କରିଥିଲେ । ବ୍ୟାଙ୍କ ର ଶାଖାପରିଚାଳକ ସିଦ୍ଧାନ୍ତ ତ୍ରିପାଠୀ, ମୁଖ୍ୟ କ୍ୟାସିୟର ପ୍ରଫୁଲ୍ଲ କୁମାର ପାତ୍ର , ପ୍ରାକ୍ତନ ସରପଞ୍ଚ ବିଶ୍ୱଭୂଷଣ ନାୟକ ପ୍ରମୁଖ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ । ଏହି କାର୍ୟ୍ୟକ୍ରମ କୁ ଗ୍ରାହକ …

Read More »

ପରିବା ଦର ଆକାଶ ଛୁଆଁ- ଖାଉଟି ଚିନ୍ତାରେ

ପାରାଦୀପ ୧୯/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ସହରରେ ଦିନମଜୁରିଆ, ଶ୍ରମିକ, ଟ୍ରଲି ଚାଳକଙ୍କ ଠାରୁ ସବୁ ବର୍ଗର ଲୋକମାନେ ବସବାସ କରନ୍ତି । ପରିବା ଦର ଯେପରି ଦିନକୁ ଦିନ ବଢିବାରେ ଲାଗିଛି ତାକୁ ଦେଖି ଲୋକମାନେ ତ୍ରାହି ତ୍ରାହି ଡାକିଲେଣି । ପାରାଦୀପ ପରିବା ମାର୍କେଟରେ ମଙ୍ଗଳବାର ଦିନ ପୋଟଳ ୮୦ଟଙ୍କା, କାକୁଡି ୮୦ଟଙ୍କା, ଟମାଟୋ ୬୦, ବିନ୍ସ ୧୧୦, କଲରା ୬୦, କାଙ୍କଣ ୬୦, ଜହ୍ନି ୫୦,ବନ୍ଧାକୋବି ୬୦, ଫୁଲକୋବି ୬୦,ଗାଜର ୬୦, ଆଳୁ ୨୦, ପିଆଜ ୫୦, ଭେଣ୍ଡି ୫୦, ବାଇଗଣ …

Read More »

ଇତିହାସ ରଚିଲା ଶ୍ୟାମାପ୍ରସାଦ ମୁର୍ଖାଜୀ ବନ୍ଦର – ବୃହତ ବନ୍ଦର ଇତିହାସରେ ସମୁଦ୍ରରେ ଜାହାଜରୁ ଜାହାଜକୁ ଏଲପିଜି ସ୍ଥାନାନ୍ତର

ପାରାଦୀପ ୧୭/୧୦/୨୦୨୧(ଓଡ଼ିଶା ସମାଚାର)-ଶ୍ୟାମାପ୍ରସାଦ ମୁର୍ଖାଜୀ ବନ୍ଦର (କୋଲକତା ବନ୍ଦର)ର ଅଂଶ ବିଶେଷ ହଲଦିଆ ଡକ୍ କମ୍ପ୍ଲେକ୍ସ ଏଲପିଜିର ସମୁଦ୍ର ମଧ୍ୟରେ ଜାଜାଜରୁ ଜାହାଜକୁ ସ୍ଥାନାନ୍ତର କରିବା ପାଇଁ ବହି ଶୁଳ୍କ ବିଭାଗକୁ ଅନୁରୋଧ କରିଥିଲେ । ଏଥି ପାଇଁ ଏପ୍ରିଲ୍ ୨୬ ତାରିଖରେ ବିଧିବଦ୍ଧ ଅନୁମତି ମିଳିଥିଲା । ଏହି ପଦକ୍ଷେପର ପରିଣାମ ସ୍ୱରୂପ ଭାରତୀୟ ଉପକୂଳରେ ଏଲପିଜିର ପ୍ରଥମ ଜାହାକୁ ସ୍ଥାନାନ୍ତରଣ ପ୍ରକ୍ରିୟା ଗତ ୧୫ତାରିଖରେ ବିପିସିଏଲ୍ ଦ୍ୱାରା ସଂପାଦନ କରାଯାଇଥିଲା । ଏମ୍ଟି ୟୁସାନ୍ ପାର୍ଶଲ୍ ଜାହାଜର ୪୪ହଜାର ୫୫୧ ଏମଟି …

Read More »

ଆଲୁମିନିୟମ ଶିଳ୍ପକୁ କ୍ଷତିରୁ ରକ୍ଷା ପାଇବା ପାଇଁ ତୁରନ୍ତ କୋଇଲା ଯୋଗାଣ ପାଇଁ ପ୍ରାଥମିକତା ଦିଅନ୍ତୁ

ଭୁବନେଶ୍ୱର,୧୬/୧୦/୨୦୨୧(ଓଡ଼ିଶା ସମାଚାର)- ଆଜି ମଧ୍ୟ ଜାରି ରହିଥିବା କୋଇଲା ଯୋଗାଣ ସଙ୍କଟକୁ ନେଇ ଆଲୁମିନିୟମ ଶିଳ୍ପକୁ କୌଣସି ଆରାମ ମିଳିନାହିଁ । ଭାରତୀୟ ଆଲୁମିନିୟମ୍ ପ୍ଲାଂଟ ଗୁଡିକ କୋଇଲା ଷ୍ଟକ୍ ସହିତ ଗୁରୁତର ନିମ୍ନ ସ୍ତରର ମୁକାବିଲା କରୁଛନ୍ତି, ସେମାନଙ୍କର ଶକ୍ତି ଆବଶ୍ୟକତା ପୂରଣ କରିବା ଏବଂ ପ୍ଲାଂଟ ଗୁଡିକୁ କାର୍ଯ୍ୟକ୍ଷମ ରଖିବା ପାଇଁ କୌଣସି ଉପାୟ କିମ୍ବା ବିକଳ୍ପ ଉପାୟ ନାହିଁ । ଯଦି ତୁରନ୍ତ କୋଇଲା ଯୋଗାଣ ପୁନଃସ୍ଥାପିତ ନହୁଏ, ତେବେ ଏହି ଜାତୀୟ ଉଦ୍ୟୋଗ ର ଏକ ଅପୂରଣୀୟ କ୍ଷତି …

Read More »

ସମୀର ଟିଭିଏସରେ ନୂଆ ଟିଭିଏସ ରେଡର

କେନ୍ଦ୍ରାପଡ଼ା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ଅଗ୍ରଣୀ ଦୁଇ ଚକିଆ ଗାଡିର ବିକ୍ରେତା “ସମୀର ଟିଭିଏସ” ପକ୍ଷରୁ ଏକ ନୂତନ ମଟରସାଇକେଲ ‘ଟିଭିଏସ ରେଡର’ ଅନାବରଣ କରାଯିବା ସହିତ ବଜାର ପ୍ରବେଶ କରାଯାଇଛି । ୧୨୫ସିସି ଇଞ୍ଜିନ ବିଶିଷ୍ଟ ଏହି ଗାଡିରେ ଅତ୍ୟାଧୁନିକ ଭାଲଭ ଟେକ୍ନୋଲୋଜି, ଜି.ପି.ଆର.ଏସ. ବ୍ୟବସ୍ଥା ସହ  ମୋବାଇଲ ସଂଯୋଗ ମଧ୍ୟ ଉପଲବ୍ଧ ରହିଛି । ଯୁବବର୍ଗଙ୍କୁ ସୁହାଇଲା ଭଳି ସମ୍ପୂର୍ଣ୍ଣ ଏରୋ ଡାଇନାମିକ ଚେହେରା, ଅଧିକ ମାଇଲେଜ ପାଇଁ ଇକୋ ପାୱାର ମୋଡ, ଅଧିକ ପିକଅପ ବ୍ୟବସ୍ଥା ଥିବା ଏହି ଗାଡିର …

Read More »

ପାରାଦୀପରେ ଓରଟେଲ୍ ସେବା ବିପର୍ଯ୍ୟସ୍ତ-  ମାସିକ ଟଙ୍କା ଦେଇବି ପାଉନାହାନ୍ତି ଉଚିତ୍ ସେବା   

ପାରାଦୀପ ୧୩/୧୦/୨୦୨୧(ଓଡ଼ିଶା ସମାଚାର)- ଓଡିଶାର ବିଭିନ୍ନ ସହରରେ କେବୁଲ୍ ସେବା ଯୋଗାଉଥିବା ଓରଟେଲ୍ କମୁନିକେସନ୍ ପାରାଦୀପ ସହରରେ ସେବା ଯୋଗାଇ ଦେବାରେ ସଂପୂର୍ଣ୍ଣ ବିଫଳ । ଗ୍ରାହକମାନେ ପ୍ରତ୍ୟେକ ମାସରେ ଓରଟେଲ୍ ର ମାସିକ ପାଉଣା ଦେଉଥିବା ବେଳେ ଓରଟେଲ୍ କେବଳ ଫ୍ରି ଚ୍ୟାନେଲ୍ ଗୁଡିକ ଦେଖାଇ ପଇସା ଅସୁଲ କରିବାରେ ବ୍ୟସ୍ତ । ପାରାଦୀପ ବନ୍ଦର କର୍ମଚାରୀ ତଥା ସହରବାସୀଙ୍କୁ ଭଲ କେବୁଲ୍ ସେବା ଦେବା ପାଇଁ ପାରଦୀପ ବନ୍ଦର କର୍ତୃପକ୍ଷ ଓରଟେଲ୍ କୁ ଅନୁମତି ଦେଇଥିଲେ । ପ୍ରାରମ୍ଭରେ ଓରଟେଲ୍ ସହରବାସୀଙ୍କୁ …

Read More »