Thursday , June 30 2022
Breaking News
Home / କୃଷି (page 37)

କୃଷି

ଅଖିଳ ଭାରତ କୃଷକ ସଭା ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷାଭ ଓ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା ୦୯/୦୮/୨୦୧୯(ଓଡ଼ିଶା ସମାଚାର)- ଅଖିଳ ଭାରତ କୃଷକ ସଭା କେନ୍ଦ୍ରାପଡା ଶାଖା ପକ୍ଷରୁ ରମଣୀରଞ୍ଜନ ରାଉତରାୟଙ୍କ ନେତୃତ୍ୱରେ ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘଦିନ ଧରି ଜଙ୍ଗଲ ଜମିରେ ବସବାସ କରିଆସୁଥିବା କନ୍ଧାଚାଷୀମାନଙ୍କୁ ଜଙ୍ଗଲ ଜମିରେ ପଟ୍ଟା ପ୍ରଦାନ ପାଇଁ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହେବା ସହ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ସ୍ୱାଧୀନତାର ୭୩ବର୍ଷ ପରେବି ଆଜିଭଳି ଅଗଷ୍ଟକ୍ରାନ୍ତୀ ଦିବସ ଓ୧ ନାଗାସାକ୍ଷୀ ଦିବସ …

Read More »

କୃଷି ଶ୍ରମିକ ଅଭାବ , ଚାଷ କାର୍ଯ୍ୟ ବିଳମ୍ବିତ

ଗରଦପୁର, ୦୯/୦୮/୨୦୧୯(ଓଡ଼ିଶା ସମାଚାର)- ଚଳିତ ବର୍ଷ ବର୍ଷା ବିଳମ୍ବରେ ହୋଇଥିବାରୁ ଚାଷ କାର୍ଯ୍ୟ କିଛିଟା ପଛେଇ ଯିବାର ଜଣାଯାଇଛି । ବିଳମ୍ବରେ ମୌସୁମୀ ଆସିବା ଏବଂ ଲଘୁଚାପ ଜନିତ ବର୍ଷା ହେବାରୁ ଚାଷୀ ଏବେ ଚାଷ କାର୍ଯ୍ୟ ପାଇଁ ତରବର ହେଉଥିବା ବେଳେ, କୃଷି କ୍ଷେତ୍ର ପାଇଁ କୃଷି ଶ୍ରମିକ ମାନଙ୍କର ଅଭାବ ଏକ ପ୍ରମୁଖ ଚିନ୍ତାର କାରଣ ହୋଇଛି । ବିଳମ୍ବରେ ବର୍ଷା ହେଲେ ମଧ୍ୟ ଚାଷୀ ଚାଷ …

Read More »

ମମତାଙ୍କ କେଳେଙ୍କାରୀ ଧରାପଡିଲା, ଦୁଗ୍ଧଚାଷୀଙ୍କୁ ଲୁଟୁଥିବା ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା, ୦୮/୦୮/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ବିଜୟନଗର ଗ୍ରାମରେ ଓମଫେଡ ପକ୍ଷରୁ ଖୋଲାଯାଇଥିବା ଏକ ଦୁଗ୍ଧ ଶୀତଳୀକରଣ କେନ୍ଦ୍ରର ଏକ ବଡ ଧରଣର ଦୁର୍ନିତୀ ଏବେ ପଦାକୁ ଆସିଥିବା ଦେଖାଯାଇଛି । ଘଟଣାରୁ ପ୍ରକାଶ ଯେ ମହାକାଳପଡା ବ୍ଲକ ଅନ୍ତର୍ଗତ ବିଜୟନଗର ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ଅଧିନସ୍ତ ବିଭିନ୍ନ ଦୁଗ୍ଧ ସମବାୟ ସମିତିର କର୍ମକର୍ତାମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ସେମାନେ ପୂର୍ବରୁ ସେମାନଙ୍କ …

Read More »

ଗରଦପୁର ବ୍ଲକ୍ ରେ ମତ୍ସ୍ୟ ଚାଷ ସଂକ୍ରାନ୍ତୀୟ ପ୍ରଶିକ୍ଷଣ ଶିବିର

ପାଟକୁରା, ୦୮/୦୮/୨୦୧୯(ଓଡ଼ିଶା ସମାଚାର)- ମିଶନ ଶକ୍ତି ଓ ୱାର୍ଲ୍ଡ ଫିସ ସହଯୋଗରେ ଆଜି ଗରଦପୁର ବ୍ଲକ୍ ରେ ମତ୍ସ୍ୟ ଚାଷ ସଂକ୍ରାନ୍ତୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।  ବ୍ଲକ୍ ଆତ୍ମା ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଶିବିରକୁ  କେନ୍ଦ୍ରାପଡ଼ା ଜିଲା ସହକାରୀ ମତ୍ସ୍ୟ ଅଧିକାରୀ ଦିଲିପ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଶିବିରରେ  ଜିଲା ମତ୍ସ୍ୟ ଅଧିକାରିଣି ମମତା ମୟୀ ମହାପାତ୍ର , ପ୍ରଶିକ୍ଷକ ସୌରଭ ବିଶ୍ୱାଳ,  …

Read More »

ଓମଫେଡ଼ ପରି ଲାଭ ଦାୟକ ସଂସ୍ଥାକୁ ବଦନାମ କରିବା ପାଇଁ ଚକ୍ରାନ୍ତ , ଦୁଗ୍ଧ ଚାଷୀଙ୍କ ବୈଠକ

ରଘୁନାଥପୁର,୦୮/୦୮/୨୦୧୯(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ କେରେକେରାସ୍ଥିତ ଗୋରଖନାଥ ପିଠ ପରିସରରେ ସ୍ଥାନୀୟ ଦୁଗ୍ଧ ଚାଷୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଚାଷୀମାନେ ଓମଫେଡ଼ ଭଳି ଏକ ଲାଭଦାୟକ ସଂସ୍ଥାକୁ ବଦନାମ କରାଯାଉଥିବା ସମ୍ପର୍କରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।  କେନ୍ଦ୍ରାପଡ଼ାର  ଜନୈକ ଅଧିକାରୀ ଦାନାରେ ହେରଫେର କରି ଜିଏମ କଟକ ଦୁଗ୍ଧ ସଂଘ ପକ୍ଷରୁ ନିଲମ୍ବିତ ହୋଇଥିବା ଓ ତାଙ୍କ ବିରୁଦ୍ଧରେ ଥାନାରେ ମାମଲା ହୋଇ …

Read More »

ଲଘୁଚାପ ବର୍ଷା ଆଣିଲା ଚାଷୀ ମନରେ ଆନନ୍ଦ

ଗରଦପୁର,୦୮/୦୮/୨୦୧୯(ଓଡ଼ିଶା ସମାଚାର)-ପାଟକୁରା ଅଂଚଳରେ ବର୍ଷାଭାବ ଯୋଗୁଁ ଚାଷ କାର୍ଯ୍ୟ ବହୁ ପରିମାଣରେ ପଛେଇ ଯାଇଥିଲା । ମାତ୍ର ଗତ ଦୁଇ ଦିନ ଅଂଚଳରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ ଚାଷୀମାନଙ୍କ ମନରେ ଆନନ୍ଦ ପ୍ରକାଶ ପାଇଛି । ଯଦିଓ ଏହି ବର୍ଷା ଯୋଗୁଁ ଉଚ୍ଚା ଉଚ୍ଚା ଜମିରେ ପାଣି ରହି ନାହିଁ,ତଥାପି ଏହି ବର୍ଷା ଯୋଗୁଁ ଖାଲପାଟ ଜମିମାନଙ୍କରେ ଚାଷ କାର୍ଯ୍ୟରେ ଅଗ୍ରଗତି ଘଟିବା ନେଇ ଚାଷୀ ମହଲରେ …

Read More »

ରାସାୟନିକ ସାର ଓ ବିଷମୁକ୍ତ ଚାଷ ପାଇଁ ଆହ୍ୱାନ

ନିଶ୍ଚିନ୍ତକୋଇଲି,୦୮/୦୮/୨୦୧୯(ଓଡ଼ିଶା ସମାଚାର)-ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ଜୈବିକକୃଷି ସଂକ୍ରାନ୍ତ ପ୍ରଶିକ୍ଷଣ ନେଇଥିବା କୌଶଳୀ ଓ ଅନୁଭବି ୬୦ ଜଣ ଚାଷୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ପୂର୍ବରୁ ଏହି ଚାଷୀଙ୍କୁ ପ୍ରଶିକ୍ଷକ ଭାବେ ପ୍ରସନ୍ନ ଳୁମାର ଦାଶ ଓ ରଞ୍ଜନକୁମାର ଦାସ ଜୈବିକ କୃଷି କାର୍ଯ୍ୟ ସଂକ୍ରାନ୍ତରେ ତାଲିମ ପ୍ରଦାନ କରିଥିବା ବେଳେ ଚାଷକାର୍ଯ୍ୟରେ ରାସାୟନିକ ସାର ଓ କୀଟନାଶକ ବିଷ ପ୍ରୟୋଗ ନ କରିବା ପାଇଁ ସଚେତନତା କରାଇଥିଲେ …

Read More »

କାଳିଆରୁ ହଟିବେ ଅଯୋଗ୍ୟ ହିତାଧିକାରୀ

ଭୁବନେଶ୍ୱର,୦୭/୦୮/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ରାଜ୍ୟ ସରକାରଙ୍କ କାଳିଆ ଯୋଜନାରୁ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସମସ୍ତ ପଂଚାୟତ କାର୍ଯ୍ୟାଳୟଗୁଡ଼ିକରେ ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକା ଟଙ୍ଗା ଯାଇଛି । ତେବେ ଯେଉଁ ଯୋଗ୍ୟ ଓ ଯେଉଁ ମାନେ ଅଯୋଗ୍ୟ ହିତାଧିକାରୀ ବୋଲି ଭାବୁଛନ୍ତି ସେମାନେ ଆବେଦନ କରି ପାରିବେ । ଏହି ପ୍ରକ୍ରିୟା ଆସନ୍ତା ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ …

Read More »

କଳାହାଣ୍ଡି ଜିଲ୍ଲା ହାବସପୁର ମଣ୍ଡିରେ ଚାଷୀଙ୍କ ଅତ୍ମହତ୍ୟା କରିବା ପାଇଁ ଧମକ

ଜୁନାଗଡ ୦୬/୦୮/୨୦୧୯(ଓଡ଼ିଶା ସମାଚାର /ସଂଜୟ କୁମାର ସିଂହ)- କଳାହାଣ୍ଡି ଜିଲ୍ଲାରେ ମଣ୍ଡିମାନଙ୍କରେ ଚଳିତ ବର୍ଷର ଧାନ କ୍ରୟ ସରିଗଲାଣିେ ବାଲି ଜୁନ ୩୦ ରେ ରିପୋର୍ଟ ଦେଇଥିଲେ କିନ୍ତୁ ଜୁନାଗଡ ବ୍ଳକ ହାବସପୁର ମଣ୍ଡିରେ ଏବେ ପର୍ଯ୍ୟନ୍ତ ଶହଶହ ବସ୍ତା ଧାନ ବର୍ଷାରେ ଭିଜି ପଡିରହିଛି । ଗତ ଜୁନ ମାସ ୧୫ ତାରିଖରେ ଚାଷୀଙ୍କୁ ଧାନ ବିକ୍ରି ପାଇଁ ଟୋକନ ଦେଇଥିଲେ ମଧ୍ୟ ତାଙ୍କର ଧାନ ବିକ୍ରି ହୋଇ …

Read More »

କଳାହାଣ୍ଡି ଜିଲ୍ଲାରେ ବିଦେଶୀ କୀଟକୁ ନେଇ ଚାଷୀଙ୍କ ମନରେ ଆତଙ୍କ

ଜୟପାଟଣା,୦୫/୦୮/୨୦୧୯ ( ଓଡ଼ିଶା ସମାଚାର/ ସଂଜୟ କୁମାର ସିଂହ)- କଳାହାଣ୍ଡିଜିଲ୍ଲାରେ ଫଲ ଆର୍ମିଓର୍ମ ନାମକ ଏକ କୀଟ ବିଲରେ ଦେଖା ଦେଇଛି । ଏହି କୀଟ ପ୍ରଥମ ଥର ପାଇଁ କଳାହାଣ୍ଡି ଜିଲ୍ଲାରେ ଦେଖା ଦେଇଛି । ଏହି ମାରାତ୍ମକ କୀଟ ଉଙ୍ଗିବା ସହ ଅଣ୍ଡା ମଧ୍ୟ ଦେଇଥାଏ । ଏହି ପୋକ ଦିନକୁ ୧୦୦ କି.ମି. ଅତିକ୍ରମ କରି ମକା, ଧାନ, ଆଖୁ, କୋବି, ଚିନାବାଦାମ, କପା ଇତ୍ୟାଦି …

Read More »