Friday , July 1 2022
Breaking News
Home / କୃଷି (page 36)

କୃଷି

ବର୍ଷା ପରେ ଚାଷ କାର୍ଯ୍ୟ ତ୍ୱରାନ୍ୱିତ

ଗରଦପୁର ୧୯/୦୮/୨୦୧୯(ଓଡ଼ିଶା ସମାଚାର)-ସମ୍ପ୍ରତି ଅଂଚଳରେ ଲଘୁଚାପ ଜନିତ ବର୍ଷା ହେବା ପରେ ଚାଷ କାର୍ଯ୍ୟ ତ୍ୱରାନ୍ୱିତ ହେଉଥିବାର ଦେଖା ଯାଇଛି । ଆଷାଢ ମାସରେ ଆବଶ୍ୟକ ପରିମାଣରେ ବର୍ଷା ହୋଇ ନ ଥିବାରୁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା । ଶ୍ରାବଣ ମାସରେ ଟାଣ ଖରା ହୋଇଥିବାରୁ ଅନେକ ସ୍ଥାନରେ ଧାନ ତଳି ଓ ବୁଣାଯାଇଥିବା ବିଅଳି ଧାନଗଛଗୁଡିକର ଅଗ ପତ୍ର ସବୁ ଶୁଖିଯାଇଥିଲା ।ଏଥି ନେଇ ଚାଷୀ ମହଲରେ …

Read More »

କୃଷି ଓ କୃଷକର ବିକାଶ ପାଇଁ ନୀତି ଆୟୋଗରେ ୬ଟି ପ୍ରସ୍ତାବ ରଖିଲେ କୃଷିମନ୍ତ୍ରୀ

ଭୁବନେଶ୍ୱର , ୧୯/୦୮/୨୦୧୯(ଓଡ଼ିଶା ସମାଚାର)-ମୁମ୍ବାଇ ଠାରେ ଅନୁଷ୍ଠିତ ନୀତିଆୟୋଗ ବୈଠକରେ ଯୋଗ ଦେବାକୁଯାଇଥିବା ରାଜ୍ୟ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ କୃଷି ଓ ଓଡିଶାର ଚାଷୀ ମାନଙ୍କ ଆର୍ଥିକ ଉନ୍ନତି ପାଇଁ ୬ ଟି ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ସେଠାରୁ ଫେରିବା ପରେ ଏ ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ଉଦ୍ୟାନ କୃଷି , ପଶୁପାଳନ କ୍ଷେତ୍ରରେ ଉନ୍ନତି ଆଣିବା , ଭାଗ ଚାଷୀ …

Read More »

ବନ୍ୟାପାଣି ମାଡ଼ିଯିବାରୁ  ପନିପରିବା ଚାଷ ବ୍ୟାପକ କ୍ଷତି

ସାଲେପୁର, ୧୮/୦୮/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା): ଗତ ଦୁଇ ସପ୍ତାହ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ହୋଇଥିବା ବେଳେ ମହାନଦୀରେ ପ୍ରଥମ ବନ୍ୟାଜଳ ଆସି ନଦୀ ପଠାକୁ ବୁଡ଼ାଇ ଦେଇଥିବାରୁ ପଠାରେ ଚାଷ କରାଯାଇଥିବା ପରିବା ଫସଲର ବ୍ୟାପକ କ୍ଷତି ହୋଇଛି । ବ୍ୟାଙ୍କରୁ ଲୋନ୍ ଆଣି ଗ୍ରୁପ୍ ଋଣ ଓ  ହାତ ଉଧାରୀ ଋଣ କରି ପରିବା ଚାଷ କରିଥିବା ଚାଷୀମାନେ ଏଭଳି କ୍ଷତି ଯୋଗୁ ହତାଶ ହୋଇପଡ଼ିଛନ୍ତି …

Read More »

କାଡ଼ା କେନାଲ ଗୁଡିକ ସଫା ହୋଇନଥିବାରୁ କେନାଲର ଶେଷମୁଣ୍ଡପରେ ପାଣି ପହଂଚିପାରୁନାହିଁ

ସାଲେପୁର, ୧୪/୦୮/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ର ଓ ରାଜ୍ୟ ସରକାର କୃଷିର ବିକାଶ ପାଇଁ ବ୍ୟାପକ ଅର୍ଥ ଖର୍ଚ୍ଚ କରୁଥିବାବେଳେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରି କୃଷି ଓ କୃଷକର ବିକାଶ ଦିଗରେ ଗୁରୁତ୍ୱ ଦେଉଥିବାବେଳେ ସାଲେପୁର ଅଂଚଳରେ ତାହାର ବ୍ୟତିକ୍ରମ ଦେଖାଦେଇଛି । ସାଲେପୁର ବ୍ଲକ୍ର କେନ୍ଦ୍ରାପଡ଼ା କେନାଲରୁ ବିଭିନ୍ନ ସ୍ଥାନରେ ବାହାରିଥିବା ୫ନଂ ଓ ୬ନଂ କେନାଲରୁ ବାହାରିଥିବା କାଡ଼ା ନାଳ ଗୁଡିକ ସଫା ନହେବା କାରଣରୁ ସଂପୂର୍ଣ୍ଣ ପୋତି …

Read More »

“କାଳିଆ’ ଯୋଜନା ଯାଗନ ଅବଧି ୨୭କୁ ବୃଦ୍ଧି

ଭୁବନେଶ୍ୱର , ୧୪/୦୮/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ହିତାଧିକାରୀମାନଙ୍କ ତାଲିକା ଯାଂଚ ଅବଧି ବୃଦ୍ଧି କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କୃଷି ଭବନଠାରେ “କାଳିଆ’ ଯୋଜନା ସଂପର୍କରେ ସମୀକ୍ଷା କରିବା ଅବସରରେ ଏହା ପ୍ରକାଶ କରିଛନ୍ତି । ଏହି ଯାଂଚ ଅବଧିକୁ ଅଗଷ୍ଟ ୨୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ପ୍ରକାଶ …

Read More »

ଭାରତୀୟ କିଷାନ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର

କେନ୍ଦ୍ରାପଡା ୧୩/୦୮/୨୦୧୯(ଓଡ଼ିଶା ସମାଚାର)- ଆମ ଦେଶ ଓ ରାଜ୍ୟରେ ଏଚଟିଭିଟି(କପା),(ବିଟି) ବାଇଗଣ ଓ (ଜିଏମ)ସୋରିଷ ବିହନ ବିକ୍ରୀକୁ ନିଷିଧ କରାଯାଇଥିବା ବେଳେ ତାହାର ବିକ୍ରୀକୁ ତୁରନ୍ତ ବନ୍ଦ କରାଯିବାକୁ ଭାରତୀୟ କିଷାନ ସଙ୍ଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଭାରତର ପ୍ରଧାନମନ୍ତ୍ରୀ,କେନ୍ଦ୍ର କୃଷିମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ମଙ୍ଗଳବାର ଅପରାହ୍ନରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦାବି କରାଯାଇଛି । ଏହିସବୁ ବିହନକୁ ବିଭିନ୍ନ ବିଦେଶୀ କମ୍ପାନୀ ଭାରତରେ ବେପାର କରିବାକୁ ଦୀର୍ଘବର୍ଷ …

Read More »

ପଟ୍ଟାମୁଣ୍ଡାଇ ୮(ଏ)କେନାଲର ଗୁଆଳସିଂ ସବମାଇନର ଶାଖା କେନାଲର ସଫେଇ ଓ ଖନନ ପାଇଁ ଦାବି

କେନ୍ଦ୍ରାପଡା, ୧୩/୦୮/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା କୃଷକ ବିକାଶ ପରିଷଦ ପକ୍ଷରୁ କେନ୍ଦ୍ରାପଡା ଜଳସମ୍ପଦ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କୁ ପଟ୍ଟାମୁଣ୍ଡାଇ ୮(ଏ)କେନାଲର ଗୁଆଳସିଂ ସବମାଇନରର ଘନଶ୍ୟାମପୁର ଗ୍ରାମ ମୁଣ୍ଡରୁ ବାଦିପଡା ମୈାଜା ପର୍ଯ୍ୟନ୍ତ ଯାଇଥିବା ଶାଖା କେନାଲଟି ପୋତି ହୋଇପଡିଥିବାରୁ ସେହି ଅଂଚଳର ଚାଷଜମିରେ ଜଳସେଚନ ହୋଇପାରୁ ନଥିବା ବିଷୟରେ ଅଭିଯୋଗ କରିଛନ୍ତି । ଏହି ଶାଖା କେନାଲଟିର ସଫେଇ ଓ ଖନନ ନିମନ୍ତେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ,ସହକାରୀ ଯନ୍ତ୍ରୀଙ୍କୁ …

Read More »

ସଙ୍କଟରେ ଚାଷୀ ଓ ଚାଷର ଭବିଷ୍ୟତ -ସୁବାସ କୁମାର ତାରଣିଆଁ

ଭାରତ ଏକ କୃଷି ପ୍ରଧାନ ଦେଶ । ଭାରତର ଶତକଡ଼ା ୭୫ ଭାଗ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି । ଏକଦା କୃଷିଜାତ ଦ୍ରବ୍ୟ ଉତ୍ପାଦନ କ୍ଷେତ୍ରରେ ଭାରତ କୃଷିଜୀବି ରାଷ୍ଟ୍ର ଭାବରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । ଦେଶର ୧୨୦ କୋଟି ଜନତା ଖାଦ୍ୟ ଉପରେ ନିର୍ଭର କରିଥାନ୍ତି । କାରଣ ବିନା ଖାଦ୍ୟରେ ମଣିଷ ଜୀବନ ଯାପନ କରିବା ଅସମ୍ଭବ । ତେଣୁ …

Read More »

ଜୈବିକ ପଦ୍ଧତିରେ ଚାଷ ପ୍ରଶିକ୍ଷଣ

କୋରାପୁଟ, ୧୩/୦୮/୨୦୧୯(ଓଡ଼ିଶା ସମାଚାର)- କୋରାପୁଟ ଜିଲା ଦଶମନ୍ତପୁର ବ୍ଲକରେ ଆଦିବାସୀଙ୍କୁ ଜୈବିକ ପଦ୍ଧତିରେ ଚାଷ ପ୍ରଶିକ୍ଷଣ ପ୍ରଦାନ ପୂର୍ବକ ସେମାନଙ୍କୁ ଆର୍ଥିକ ସଶକ୍ତ ହେବାରେ ସହାଯ୍ୟ କରାଯାଉଛି । ଚଳିତ ବର୍ଷ ଓଟିଏଲପି ପ୍ଲସ ଓ ସିୱାଇଏସଡି ସଂସ୍ଥା, କୋରାପୁଟ ସହାୟତାରେ ୧୦୮୮୦ କେଜି ଖମ୍ବଆଳୁ ଓ ଜୈବିକ ସାର ଉକ୍ତ ବ୍ଲକର କର୍ତାସ ଜାନିଗୁଡା ଗ୍ରାମର ୨୩ଜଣ ପରିବାରଙ୍କୁ ପ୍ରଦାନ କରାଯାଇଛି । ସହାୟତା ପାଇ ସେମାନେ ୧୦ …

Read More »

ନ୍ୟାସନାଲ୍ କୋଅପରେଟିଭ୍ ହାଉସିଂ ଫେଡେରେସନ୍ର ବୋର୍ଡ ବୈଠକ

ଭୁବନେଶ୍ୱର , ୧୧/୦୮/୨୦୧୯(ଓଡ଼ିଶା ସମାଚାର)- ଖାଦ୍ୟ, ବସ୍ତ୍ର ଓ ବାସଗୃହ ମଣିଷର ସର୍ବନିମ୍ନ ଆବଶ୍ୟକତା । ନିରାପଦ ଆଶ୍ରୟ ନିମନ୍ତେ ନିଜସ୍ୱ ଗୋଟିଏ ଘର ତିଆରି କରିବା ପ୍ରତ୍ୟେକ ମଣିଷର ସ୍ୱପ୍ନ ହୋଇଥାଏ । ଏହାକୁ ବାସ୍ତବ ରୂପ ଦେବା ଦିଗରେ ସମବାୟ ଗୃହ ନିର୍ମାଣ ସଂସ୍ଥାଗୁଡ଼ିକ ମହତ୍ୱ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି …

Read More »